Lumina
Zechariah

The Day of the LORD

Zechariah 14·Oriya Bible

1ଦେଖ, ସଦାପ୍ରଭୁଙ୍କର ପାଇଁ ଏକ ବିଶଷଦେିନ ଆସୁଛି। ତୁମ୍ଭମାନେେ ଯେଉଁ ସମ୍ପତ୍ତି ନଇେଛ ତାହା ତୁମ୍ଭମାନଙ୍କ ମଧିଅରେ ଭାଗ କରାୟିବ।

2ଆମ୍ଭେ ସମସ୍ତ ଗୋଷ୍ଠୀକୁ ୟିରୁଶାଲମ ବିରୁଦ୍ଧ ରେ ଲଢିବାକୁ ଏକତ୍ରୀତ କରିବା। ନଗରଟି ପରାଜିତ ହବେ ଓ ଗୃହଗୁଡିକ ଲୁଣ୍ଠିତ ହବେ। ସ୍ତ୍ରୀମାନେ ଧର୍ଷିତ ହବେେ ଏବଂ ଦେଶର ଅର୍ଦ୍ଦକେ ଲୋକ ନିର୍ବାସିତ ହବେେ। ଅବଶିଷ୍ଟ ଲୋକମାନେ ନଗରୀରୁ ନିଆଯିବେ ନାହିଁ।

3ସେତବେେଳେ ସଦାପ୍ରଭୁ ବାହାରି ସେ ଦେଶମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବେ, ସେ ଏପରି କରିବେ ଯେପରି ସେ ସଂଗ୍ରାମ ସମୟରେ କରନ୍ତି।

4ସେତବେେଳେ ସଦାପ୍ରଭୁଙ୍କର ଦୁଇ ପଦ ୟିରୁଶାଲମର ପୂର୍ବ ଦିଗ ରେ ଥିବା ଅଲିଭ ପର୍ବତ ଉପ ରେ ଠିଆ ହବେ। ସହେି ଅଲିଭ୍ ପର୍ବତ ବିଦୀର୍ଣ୍ଣ ହବେ ଓ ଏହାର ଗୋଟିଏ ଅଂଶ ଉତ୍ତର ଦିଗକୁ ଓ ଅନ୍ୟ ଅଂଶଟି ଦକ୍ଷିଣ ଦିଗକୁ ଗତି କରିବ। ଗୋଟିଏ ଗଭୀର ଉପତ୍ୟକା ପୂର୍ବ ପଶ୍ଚିମ ହାଇେ ବିସ୍ତୃତ ହବେ।

5ସହେି ପାର୍ବତ୍ଯ ଉପତ୍ୟକା ଯେତବେେଳେ ତୁମ୍ଭମାନଙ୍କର ନିକଟତର ହବେ ତୁମ୍ଭମାନେେ ଖସିୟିବାକୁ ଚେଷ୍ଟା କରିବ। ଯିହୁଦାର ରାଜା ଉଷିୟଙ୍କ ସମୟରେ ହାଇେଥିବା ଭୂମିକମ୍ପ ବେଳେ ଯେଉଁପରି ଭାବରେ ଲୋକମାନେ ପଳାଯନ କରୁଥିଲେ ସହେିପରି ତୁମ୍ଭମାନେେ ଦୌଡିବ। ମାତ୍ର ସଦାପ୍ରଭୁ ମାରେ ପରମେଶ୍ବର ଆସିବେ ଏବଂ ତୁମ୍ଭ ସହିତ ସମସ୍ତ ପବିତ୍ର ପ୍ରାଣୀ ଥିବେ।

Zechariah 14 illustration - Zechariah Chapter 14

6ସହେିଦିନ ଆଲୋକ ରହିବ ନାହିଁ, ଶୀତଳତା କି ତୁଷାର ହବେ ନାହିଁ।

7ଗୋଟିଏ ବିଶଷଦେିନ କବଳେ ସଦାପ୍ରଭୁଙ୍କୁ ଜଣା କୌଣସି ଦିନ ବା ରାତ୍ରି ହବେ ନାହିଁ। ସନ୍ଧ୍ଯା ସମୟରେ ଆଲୋକ ଥିବ।

8ସଦେିନ, ୟିରୁଶାଲମରୁ ସ୍ବଚ୍ଛ ଜଳ ପ୍ରବାହିତ ହବେ। ସେ ଅଧା ପ୍ରବାହିତ ହବେ ସମୁଦ୍ର ଆଡକୁ ପୂର୍ବ ଦିଗକୁ ଓ ଅନ୍ୟ ଅଧା ପଶ୍ଚିମ ଦିଗ ସମୁଦ୍ର ଆଡକୁ। ଏହା ଉଭୟ ଗ୍ରୀଷ୍ମକାଳ ଓ ଶୀତକାଳ ରେ ହବେ।

9ସହେିଦିନ ସଦାପ୍ରଭୁ ସମଗ୍ର ପୃଥିବୀ ଉପ ରେ ରାଜା ହବେେ। କବଳେ ସଠାେ ରେ ଜଣେ ସଦାପ୍ରଭୁ ଓ ତାଙ୍କର ଗୋଟିଏ ମାତ୍ର ନାମ ରହିବ।

10ଆଉ ମଧ୍ଯ ସହେି ସମୟରେ, ସମସ୍ତ ଦେଶ ୟିରୁଶାଲମର ଦକ୍ଷିଣ ଗବୋଠାରୁ ରିେମ୍ମାନ ପର୍ୟ୍ଯନ୍ତ ଭୂମି ସମତଳ ଭୂମିରେ ପରିଣତ ହବେ। କିନ୍ତୁ ୟିରୁଶାଲମ ତା' ସ୍ଥାନରୁ ଉଚ୍ଚ ରେ ଠିଆ ହବେ। ଏହା ବିନ୍ଯାମୀନ ଫାଟକଠାରୁ ପ୍ରଥମ ଫାଟକ ପର୍ୟ୍ଯନ୍ତ ହନ୍ନଲରେ କଣ ଫାଟକଠାରୁ ରାଜାଙ୍କର ଦ୍ରାକ୍ଷାକ୍ଷେତ୍ର ପର୍ୟ୍ଯନ୍ତ ବିସ୍ତୁତ ହବେ।

Zechariah 14 illustration - Zechariah Chapter 14

11ଲୋକମାନେ ଯିବେ ଓ ସଠାେ ରେ ବାସ କରିବେ। ପୁନର୍ବାର ୟିରୁଶାଲମ ସମ୍ପୁର୍ଣ୍ଣ ଧ୍ବଂସ ହବେ ନାହିଁ। ୟିରୁମାଲମ ନିରାପଦ ହବେ।

12ଏହା ହେଉଛି ମହାମାରୀର ବିବରଣୀ। ସଦାପ୍ରଭୁ ଏହା ପଠାଇବେ, ସହେିମାନଙ୍କ ବିରୁଦ୍ଧ ରେ ଯେଉଁମାନେ ୟିରୁଶାଲମ ବିରୁଦ୍ଧ ରେ ଲଢୁଥିଲେ। ଲୋକମାନେ ଛିଡା ହାଇେ ଥିବା ବେଳେ ସମାନଙ୍କେର ଚର୍ମ ପଚିୟିବ। ସମାନଙ୍କେର ଚକ୍ଷୁ କୋଟର ମଧିଅରେ ପଶିୟିବ ଓ ଜିହ୍ବା ପାଟି ମଧିଅରେ ପଶିୟିବ।

13ସହେି ଭୟଙ୍କର ବ୍ଯାଧି ସହେି ଶିବିର ରେ ରହିବ।

14ଆଉ ମଧ୍ଯ ସମାନଙ୍କେର ଅଶ୍ବ, ଖଚର,

15ଓଟ ଓ ଗର୍ଦ୍ଦଭ ସହେି ଭୟଙ୍କର ବ୍ଯାଧି ରେ ଆକ୍ରାନ୍ତି ହବେେ।

Zechariah 14 illustration - Zechariah Chapter 14

16ପ୍ରେତ୍ୟକକ ବ୍ଯକ୍ତି ୟିଏ ଦେଶ ଛାଡି ୟିରୁଶାଲମ ବିରୁଦ୍ଧ ରେ ଆସିଛନ୍ତି, ପ୍ରେତ୍ୟକକ ବର୍ଷ ଉପାସନା କରିବା ପାଇଁ ଆସିବେ। ପ୍ରତିବର୍ଷ ସମାନଙ୍କେର ରାଜା ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କୁ ଉପାସନା କରିବାକୁ ଏବଂ ପତ୍ରକୁଟୀର ପର୍ବ ପାଳନ କରିବାକୁ ଆସିବେ।

17ଯଦି କୌଣସି ଦେଶର ପରିବାର ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଉପାସନା କରିବା ପାଇଁ ଆସିବେ ନାହିଁ, ବର୍ଷା ସମାନଙ୍କେ ଉପ ରେ ପଡିବ ନାହିଁ।

18ଯଦି ମିଶରର ପରିବାର ନ ଆସିନ୍ତି, ବର୍ଷା ସମାନଙ୍କେ ଉପ ରେ ଆସିବ ନାହିଁ। ତା' ବଦଳ ରେ ସଦାପ୍ରଭୁ ମହାମାରୀ ପଠାଇବେ ଯାହା ସେ ଦେଶସବୁ ବିରୁଦ୍ଧ ରେ ପଠାଇଥିଲେ ଏବଂ ଯେଉଁମାନେ ପତ୍ରକୁଟୀର ପର୍ବ ପାଳନ କରିବା ପାଇଁ ୟାଇ ନଥିଲେ।

19ତାହା ମିଶରର ପାପ ହବେ ଏବଂ ପ୍ରେତ୍ୟକକ ଦେଶର ପାପ ଯେଉଁମାନେ ୟାଆନ୍ତି ନାହିଁ ଓ ପତ୍ରକୂଟୀର ପର୍ବ ପାଳନ କରନ୍ତି ନାହିଁ।

20ସହେିଦିନ 'ସଦାପ୍ରଭୁଙ୍କ ପବିତ୍ର' ଏପରିକି ଅଶ୍ବଗଣର ଘଣ୍ଟି ରେ ମଧ୍ଯ ଲଖାୟିବେ। ଆଉ ମଧ୍ଯ ସଦାପ୍ରଭୁଙ୍କ ମନ୍ଦିର ରେ ବ୍ଯବହୃତ ସମସ୍ତ ପାତ୍ର ୟଜ୍ଞବଦେୀର ଜଳପାତ୍ର ତୁଲ୍ଯ ହବେ।

Zechariah 14 illustration - Zechariah Chapter 14

21ସମସ୍ତ ଜଳପାତ୍ର ୟିରୁଶାଲମ ଓ ଯିହୁଦା ରେ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ପାଇଁ ପବିତ୍ର ହବେ। ନବୈେଦ୍ଯ ବଳିଦାନ ପ୍ରଦାନ କରୁଥିବା ସମସ୍ତ ଲୋକ ଆସିବେ ଏବଂ ସମାନଙ୍କେଠାରୁ ଜଳପାତ୍ର ନବେେ ଏବଂ ବଳିଦାନର ମାଂସ ରନ୍ଧନ କରିବେ।

Chapter Complete

You have read Zechariah 14

21 verses