Lumina
Psalms

The LORD is My Shepherd

Psalms 23·Oriya Bible

1ସଦାପ୍ରଭୁ ମାରେ ପ୍ରତିପାଳକ ଅଟନ୍ତି, ମାରେ କିଛି ଅଭାବ ହବେ ନାହିଁ।

2ସେ ମାେତେ କୋମଳ ସବୁଜ ସ୍ଥାନରେ ଶାଇେବାକୁ ଦିଅନ୍ତି। ସେ ମାେତେ ସ୍ଥିର ଜଳପୂର୍ଣ୍ଣ ପୁଷ୍କରିଣୀ ପାଖେ ପାଖେ କଢ଼ାଇ ନିଅନ୍ତି।

3ସେ ମାରେ ପ୍ରାଣରେ ନୂତନ ବଳ ସଞ୍ଚାର କରନ୍ତି। ସେ ମାେତେ ଧର୍ମପଥରେ କଢ଼ାଇ ନିଅନ୍ତି। ଏହାଦ୍ବାରା ପ୍ରମାଣିତ ହୁଏ ୟେ, ସେ ପ୍ରକୃତରେ ପରମେଶ୍ବର ଅଟନ୍ତି।

4ୟଦିଓ ମୁଁ ମୃତ୍ଯୁଛାଯାର ରୂପ ଉପତ୍ୟକାରେ ଏକା ବାଟ ଚାଲେ, ୟାହାକି ଅନ୍ଧକାରରେ ଆଚ୍ଛାଦିତ ତଥାପି ମୁଁ କୌଣସି ବିପଦ ଯୋଗୁ ଭୟଭୀତ ହବେି ନାହିଁ। କାରଣ ସଦାପ୍ରଭୁ, ତୁମ୍ଭେ ମାେ ସହିତ ଅଛ। ତୁମ୍ଭର ଆଶାବାଡ଼ି ଓ ପାଞ୍ଚଣ ବାଡ଼ି ମାେତ ସୁରକ୍ଷା କରେ।

5ହେ ସଦାପ୍ରଭୁ, ତୁମ୍ଭେ ମାରେ ଶତ୍ରୁମାନଙ୍କ ସମ୍ମୁଖରେ ମାରେ ମଜେ ସଜାଇଅଛ। ତୁମ୍ଭେ ମାରେ ମୁଣ୍ଡରେ ତଲେ ଢ଼ାଳିଛ। ମାେ ପାନପାତ୍ର ପୂର୍ଣ୍ଣ ହାଇେ ଉଚ୍ଛୁଳି ପଡ଼ିଛି।

Psalms 23 illustration - Psalms Chapter 23

6ନିଶ୍ଚଯ ଧାର୍ମିକତା, ମଙ୍ଗଳ ଓ ଦୟା ମାରେ ଅବଶିଷ୍ଟ ଜୀବନର ପଶ୍ଚାତ୍ଗାମୀ ହବେ। ମୁଁ ଶଷେରେ ସଦାପ୍ରଭୁଙ୍କ ଉପାସନା ମନ୍ଦିରରେ ସବୁଦିନ ପାଇଁ ବାସ କରିବି।

Chapter Complete

You have read Psalms 23

6 verses