Lumina
Zechariah

Restoration of Israel

Zechariah 10·Oriya Bible

1ବସନ୍ତ ଋତୁ ରେ ବର୍ଷା ହବୋପାଇଁ ମୁଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରେ। ସଦାପ୍ରଭୁ ହିଁ କବଳେ ବିଦ୍ଯୁତ୍ ପ୍ ରରଣେ କରନ୍ତି ଏବଂ ବର୍ଷା ଢାଳନ୍ତି ଓ ପ୍ରେତ୍ୟକକଙ୍କୁ କ୍ଷତରେ ଘାସ ପ୍ରଦାନ କରନ୍ତି।

2କାରଣ ମୂର୍ତ୍ତିଗୁଡିକ ପ୍ରବଞ୍ଚନା ପୂର୍ଣ୍ଣ ବାକ୍ଯ କହିଥିଲେ ଏବଂ ଭବିଷ୍ଯଦ୍ବକ୍ତାମାନେ ମିଥ୍ଯା ଦର୍ଶନ ଦେଖିଥିଲେ। ସମାନେେ ମୂଲ୍ଯହୀନ ସ୍ବପ୍ନ ଏବଂ ସମାନେେ ମିଥ୍ଯା ସାନ୍ତ୍ବନା ଦେଲେ। ସେଥିପାଇଁ ସମାନେେ ମଷେ ତୁଲ୍ଯ ବୁଲିବେ, ଆଉ କଷ୍ଟ ଭୋଗିବେ କାରଣ ସମାନଙ୍କେର କୌଣସି ମଷେପାଳକ ନାହାନ୍ତି।

3ଆମ୍ଭେ ବିଶଷେଭାବରେ ପାଳକମାନଙ୍କ ଉପ ରେ କୋରଧାନ୍ବିତ। ଆମ୍ଭେ ସମାନଙ୍କେ ବିରୁଦ୍ଧ ରେ କାର୍ୟ୍ଯ କରିବା ଯେଉଁମାନେ ମଷେପଲର ଯତ୍ନ ନିଅନ୍ତି। କାରଣ ସର୍ବଶକ୍ତିମାନ ସଦାପ୍ରଭୁ ପ୍ରକୃତ ରେ ତାଙ୍କ ପଲର ଯତ୍ନ ନିଅନ୍ତି, ଯିହୁଦାର ଘର। ସେ ସମାନଙ୍କେୁ ଏକ ଯୋଦ୍ଧା ଅଶ୍ବ ପରି ତିଆରି କରିବେ।

4କଣ ପ୍ରସ୍ତର, ତାଙ୍କଠାରୁ ତମ୍ବୁର କିଳା, ୟୁଦ୍ଧର ଧନୁ ଏବଂ ସମସ୍ତ ସୈନ୍ଯାଧିପତି, ଏକତ୍ର ଯିହୁଦାରୁ ଆସିବେ।

5ସମାନେେ ବୀରପରି ତାଙ୍କର ପାଦତଳେ କାଦୁଅ ରାସ୍ତାକୁ ଦଳି ଦବେେ। ସମାନେେ ୟୁଦ୍ଧ କରି ଶତୃପକ୍ଷର ଅଶ୍ବାରୋହୀମାନଙ୍କୁ ମଧ୍ଯ ପରାସ୍ତ କରିବେ। କାରଣ ସଦାପ୍ରଭୁ ତାଙ୍କ ସହବର୍ତ୍ତୀ ଅଟନ୍ତି।

Zechariah 10 illustration - Zechariah Chapter 10

6ଆମ୍ଭେ ଯିହୁଦାର ଗୃହକୁ ଶକ୍ତିଶାଳୀ କରାଇବା ଆଉ ମଧ୍ଯ ଆମ୍ଭେ ଯୋଷଫେର ଗୃହକୁ ରକ୍ଷା କରିବା। ଆମ୍ଭେ ସମାନଙ୍କେୁ ପୁନଃସ୍ଥାପନ କରିବା କାରଣ ସମାନଙ୍କେ ପ୍ରତି ଆମ୍ଭର ଦୟା ଅଛି। ଏହା ଏପରି ହବେ ଯେପରିକି ଆମ୍ଭେ ସମାନଙ୍କେୁ କବେେ ପ୍ରତ୍ଯାଖ୍ଯାନ କରିନାହୁଁ। ଆମ୍ଭେ ସଦାପ୍ରଭୁ ସମାନଙ୍କେର ପରମେଶ୍ବର ଏବଂ ଆମ୍ଭେ ସମାନଙ୍କେର ପାର୍ଥନା ଶୁଣିବା।

7ଇଫ୍ରଯିମର ଲୋକମାନେ ଦ୍ରାକ୍ଷାରସ ପାନ କରିଥିବା ସୈନ୍ଯଟି ପରି ଖୁସି ହବେେ। ସମାନଙ୍କେର ପିଲାମାନେ ଦେଖିବେ ଓ ଆନନ୍ଦ କରିବେ। ସମାନଙ୍କେର ହୃଦଯ ସଦାପ୍ରଭୁଙ୍କଠା ରେ ଉଲ୍ଲସିତ ହବେ।

8ଆମ୍ଭେ ତୂରି ବଜାଇବା ଏବଂ ସମାନଙ୍କେୁ ଏକତ୍ରୀତ କରାଇବା। ଆମ୍ଭେ ସମାନଙ୍କେୁ ଦାସତ୍ବରୁ ମୁକ୍ତ କରିଅଛୁ ଓ ସମାନେେ ଯେପରି ବହୁ ସଂଖ୍ଯା ରେ ଥିଲେ ସହେିପରି ବହୁ ସଂଖ୍ଯା ରେ ପୂର୍ଣ୍ଣ ହବେେ।

9ଯଦିଓ ଆମ୍ଭେ ଦେଶଗୁଡିକ ମଧିଅରେ ସମାନଙ୍କେୁ ବିଛାଡି ଦଇେଛୁ, ସମାନେେ ସହେି ଦୂର ସ୍ଥାନ ରେ ଆମ୍ଭକୁ ମନେ ପକାଇବେ। ସମାନେେ ସନ୍ତାନଗଣଙ୍କୁ ପାଳନ କରିବେ ଏବଂ ସମାନେେ ଫରେିବେ।

10ଆମ୍ଭେ ସମାନଙ୍କେୁ ମିଶରରୁ ଫରୋଇ ଆଣିବା ଏବଂ ଅଶୂରରୁ ଏକତ୍ରୀତ କରିବା। ଆମ୍ଭେ ସମାନଙ୍କେୁ ଗିଲିଯଦରୁ ଏବଂ ଲିବାନୋନ୍ରୁ ଫରୋଇ ଆଣିବା ଏବଂ ସମାନଙ୍କେ ପାଇଁ ୟଥେଷ୍ଟ ସ୍ଥାନ ନଥିବ।

Zechariah 10 illustration - Zechariah Chapter 10

11ସମାନେେ ଦାରୁଣ ବ୍ଯଥାର ସମୁଦ୍ର ମଧ୍ଯଦଇେ ପାର ହବେେ ଏବଂ ସମୁଦ୍ରର ଢେଉକୁ ଆଘାତ କରିବେ। ନୀଳ ନଦୀର ଗଭୀରତାର ପାଣି ସବୁ ଶୁଖିୟିବ। ଅଶୂରର ଗର୍ବ ନତ ହବେ ଏବଂ ମିଶରର ରାଜଦଣ୍ତ ଗ୍ଭଲିୟିବ।

12ସଦାପ୍ରଭୁ ତାଙ୍କର ନିଜର ଲୋକମାନଙ୍କୁ ବଳବାନ୍ କରିବେ। ତାଙ୍କ ନାମ ରେ, ସମାନେେ ସବୁସ୍ଥାନକୁ ଯିବେ। ଏହା ସଦାପ୍ରଭୁ କହିଥିଲେ।

Chapter Complete

You have read Zechariah 10

12 verses