Lumina
Revelation

Revelation 5

Revelation 5·Oriya Bible

1ତା'ପରେ ମୁଁ ସିଂହାସନ ରେ ବସିଥିବା ସହେି ବ୍ଯକ୍ତିଙ୍କର ଦକ୍ଷିଣ ହସ୍ତ ରେ ଗୋଟିଏ ଚର୍ମପତ ର ଥିବାର ଦେଖିଲି। ସହେି ଚର୍ମପତ୍ରଟିର ଉଭୟ ପଟେ ଲଖାେ ହାଇେଥିଲା। ସହେି ଚର୍ମପତ୍ରଟି ସାତାଟେି ମୁଦ୍ରା ରେ ବନ୍ଦ କରାଯାଇଥିଲା।

2ମୁଁ ଜଣେ ମହାଶକ୍ତିଶାଳୀ ଦୂତଙ୍କୁ ଦେଖିଲି। ସେ ଉଚ୍ଚ ସ୍ବର ରେ କହିଲେ, ଏହି ଚର୍ମପତ୍ରର ମୁଦ୍ରା ଭାଙ୍ଗି ତାହା ଫିଟାଇବା ନିମନ୍ତେ କିଏ ଯୋଗ୍ଯ ଅଟନ୍ତି ?

3କିନ୍ତୁ ସହେି ଚର୍ମପତ୍ରକୁ ଫିଟାଇବାକୁ ଓ ତା'ଭିତର ଦେଖିବାକୁ ସ୍ବର୍ଗ, ମର୍ତ୍ତ୍ଯ ବା ପାତାଳ ରେ କାହାରି ସାଧ୍ଯ ନ ଥିଲା।

4ତେଣୁ ମୁଁ ଆକୁଳ ଭାବରେ କାନ୍ଦିବାକୁ ଲାଗିଲି, କାରଣ ସହେି ଚର୍ମପତ୍ରକୁ ଫିଟାଇବା ପାଇଁ କିମ୍ବା ଦେଖିବା ପାଇଁ ସଠାେରେ କହେି ସକ୍ଷମ ନ ଥିଲେ।

5କିନ୍ତୁ ସହେି ପ୍ରାଚୀନମାନଙ୍କ ମଧ୍ଯରୁ ଜଣେ ମାେତେ କହିଲେ, କାନ୍ଦ ନାହିଁ ! ୟିହୂଦା ବଂଶଜାତ ସିଂହ (ଖ୍ରୀଷ୍ଟ) ଏହି କାର୍ୟ୍ଯ କରିବାକୁ ବିଜଯୀ ହାଇେଛନ୍ତି। ସେ ଦାଉଦଙ୍କ ବଂଶଧର। ସେ ଏହି ଚର୍ମପତ୍ର ଓ ଏହାର ସାତାଟେି ମୁଦ୍ରା ଫିଟାଇବାକୁ ସକ୍ଷମ ଅଟନ୍ତି।

Revelation 5 illustration - Revelation Chapter 5

6ସେତବେେଳେ ମୁଁ ସିଂହାସନର ମଝି ରେ ଜଣେ ମଷେଶାବକଙ୍କୁ ଦେଖିଲି। ତାହାଙ୍କ ଚାରିପାଖେ ଚାରୋଟି ଜୀବିତପ୍ରାଣୀ ଓ ପ୍ରାଚୀନମାନେ ଘରେି ରହିଥିଲେ। ବଳି ଦିଆଯାଇଥିବା ପରି ସେ ଦଖାେ ଯାଉଥିଲେ। ତାହାଙ୍କର ସାତାଟେି ଶିଙ୍ଗ ଓ ସାତାଟେି ଚକ୍ଷୁ ଥିଲା, ଏହି ସାତାଟେି ଚକ୍ଷୁ ପରମେଶ୍ବରଙ୍କର ସାତାଟେି ଆତ୍ମା, ଯାହାଙ୍କୁ ପୃଥବୀର ଚାରିଆଡ଼େ ପ୍ ରରେିତ କରାଯାଇଥିଲା।

7ସହେି ମଷେଶାବକ ସିଂହାସନ ରେ ବସିଥିବା ବ୍ଯକ୍ତିଙ୍କ ପାଖକୁ ଯାଇ ତାହାଙ୍କ ଦକ୍ଷିଣହସ୍ତରୁ ଚର୍ମପତ୍ର ନେଲେ।

8ସେ ଚର୍ମପତ୍ରକୁ ଗ୍ରହଣ କରିବାପରେ, ଚାରିଜୀବିତ ପ୍ରାଣୀ ଓ ଚବିଶଜଣ ପ୍ରାଚୀନ ତାହାଙ୍କ ସମ୍ମୁଖ ରେ ନଇଁପଡ଼ି ପ୍ରଣାମ କଲେ। ସମାନେେ ପ୍ରେତ୍ୟକକ ଗୋଟିଏ ଗୋଟିଏ ବୀଣା ଧରି ଥିଲେ। ସମାନେେ ସୁଗନ୍ଧିତ ଧୂପର ସୁନାର ପାତ୍ର ମଧ୍ଯ ଧରିଥିଲେ। ସହେି ସୁଗନ୍ଧିତ ଧୂପପାତ୍ରଗୁଡ଼ିକ ହେଉଛି, ପରମେଶ୍ବରଙ୍କ ପବିତ୍ର ଲୋକମାନଙ୍କର ପ୍ରାର୍ଥନା।

9ସମାନେେ ମଷେଶାବକଙ୍କ ପାଇଁ ଗୋଟିଏ ନୂତନ ଗୀତ ଗାନ କଲେ :

10ତୁମ୍ଭେ ଏହି ଲୋକମାନଙ୍କୁ ଗୋଟିଏ ସାମ୍ରାଜ୍ଯ ସ୍ବରୂପ, ଓ ଆମ୍ଭମାନଙ୍କର ପରମେଶ୍ବରଙ୍କ ପାଇଁ ଯାଜକଗଣ କରିଅଛ। ସମାନେେ ଏ ପୃଥିବୀ ଉପରେ ରାଜତ୍ବ କରିବେ।

Revelation 5 illustration - Revelation Chapter 5

11ତା'ପରେ ମୁଁ ଦେଖିଲି ଓ ଅନକେ ସ୍ବର୍ଗଦୂତଙ୍କର ସ୍ବର ଶୁଣିଲି। ସ୍ବର୍ଗଦୂତମାନେ ସିଂହାସନ, ଜୀବିତପ୍ରାଣୀ ଓ ପ୍ରାଚୀନମାନଙ୍କ ଚାରିପାଖ ରେ ଥିଲେ। ମୁଁ ହଜାରହଜାର ସ୍ବର୍ଗଦୂତଙ୍କୁ ଦେଖିଲି। ସଠାେରେ 10,000ର 10,000 ଗୁଣ ସ୍ବର୍ଗଦୂତ ଥିଲେ।

12ସମାନେେ ଉଚ୍ଚ ସ୍ବର ରେ ଏହା କହୁଥିଲେ :

13ତା'ପରେ ମୁଁ ସ୍ବର୍ଗ, ମର୍ତ୍ତ୍ଯ, ପାତାଳ ଓ ସମୁଦ୍ରର ସମସ୍ତ ପ୍ରାଣୀଙ୍କୁ ଏହା କହିବାର ଶୁଣିଲି :

14ଚାରିଜଣ ଜୀବିତପ୍ରାଣୀ କହିଲେ, ଆମେନ୍! ଏବଂ ଚବିଶଜଣ ପ୍ରାଚୀନ ବ୍ଯକ୍ତି ନଇଁପଡ଼ି ତାହାଙ୍କୁ ପ୍ରଣାମ କଲେ ଓ ଉପାସନା କଲେ।

Chapter Complete

You have read Revelation 5

14 verses