Lumina
Psalms

Bow Down Thine Ear

Psalms 86·Oriya Bible

1ହେ ସଦାପ୍ରଭୁ, ମାରେ ଗୁହାରି ଶୁଣ। ଏବଂ ମାେ ପ୍ରାର୍ଥନାର ଉତ୍ତର ଦିଅ। କାରଣ ମୁଁ ଜଣେ ଦିନହୀନ ନିଃସହାୟ ମଣିଷ।

2ମୁଁ ତୁମ୍ଭର ଭକ୍ତ, ଦୟାକରି ମାେ ଜୀବନକୁ ରକ୍ଷା କର! ମୁଁ ତୁମ୍ଭର ଦାସ, ତୁମ୍ଭେ ମାରେ ପରମେଶ୍ବର। ମୁଁ ତୁମ୍ଭକୁ ବିଶ୍ବାସ କରେ, ତଣେୁ ମାେତେ ରକ୍ଷା କର।

3ହେ ମାରେ ପ୍ରଭୁ, ମାେ ପ୍ରତି ଦୟା ଦଖାେଅ। ମୁଁ ତୁମ୍ଭଠାରେ ପ୍ରତିଦିନ ପ୍ରାର୍ଥନା କରୁଅଛି।

4ହେ ସଦାପ୍ରଭୁ, ମୁଁ ମାେ ଜୀବନ ତୁମ୍ଭ ହସ୍ତରେ ସମର୍ପଣ କରିଛି, ତଣେୁ ମାେତେ ତୁମ୍ଭର ସବକେକୁ ଆନନ୍ଦ ଦିଅ।

5ହେ ପ୍ରଭୁ, ତୁମ୍ଭେ ବହୁତ ଉତ୍ତମ ଓ କରୁଣାମଯ, ଯେଉଁମାନେ ତୁମ୍ଭ ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଦୟାରେ ମହାନ।

Psalms 86 illustration - Psalms Chapter 86

6ହେ ସଦାପଭ୍ରୁ, ମାରେ ପ୍ରାର୍ଥନା ଶୁଣ। ହୃଦଯ ସହକାରେ ମାରେ କରୁଣାମଯ ପ୍ରାର୍ଥନା ଶୁଣ।

7ସଦାପ୍ରଭୁ, ମାରେ ବିପଦକାଳରେ ମୁଁ ତୁମ୍ଭକୁ ଡ଼ାକିବି। ମୁଁ ଜାଣେ ତୁମ୍ଭେ ଉତ୍ତର ଦବେ।

8ହେ ପରମେଶ୍ବର, ଦବଗେଣଙ୍କ ମଧ୍ୟରେ ତୁମ୍ଭ ପରି ଆଉ କହେି ନାହିଁ। ତୁମ୍ଭେ ୟାହା କରିଛ କହେି ଏପରି କରିପାରିବେ ନାହିଁ।

9ହେ ପ୍ରଭୁ, ତୁମ୍ଭେ ପ୍ରେତ୍ୟକକ ଦେଶଗୁଡ଼ିକୁ ସୃଷ୍ଟି କରିଛ। ସମାନେେ ଆସିବେ ଓ ମଥାନତ ହାଇେ ତୁମ୍ଭ ସମ୍ମୁଖରେ ଛିଡ଼ା ହବେେ ଏବଂ ତୁମ୍ଭର ନାମକୁ ପ୍ରଶଂସା କରିବେ।

10ତୁମ୍ଭେ ମହାନ୍ ଓ ଆଶ୍ଚର୍ୟ୍ଯ କର୍ମମାନ କର। ତୁମ୍ଭେ ହିଁ ଏକମାତ୍ର, ପରମେଶ୍ବର ଅଟ।

Psalms 86 illustration - Psalms Chapter 86

11ସଦାପ୍ରଭୁ, ତୁମ୍ଭର ପଥ, ମାେତେ ଶିକ୍ଷା ଦିଅ ଓ ମୁଁ ତୁମ୍ଭପରି ହବୋକୁ ଶିଖିବି। ମାେତେ ତୁମ୍ଭର ନାମକୁ ସମ୍ମାନ ଦବୋରେ ସାହାୟ୍ଯ କର, ୟାହା ମାେ ଜୀବନର ମୁଖ୍ଯ ଜିନିଷ ଅଟେ।

12ହେ ପ୍ରଭୁ, ମାରେ ପରମେଶ୍ବର, ମୁଁ ତୁମ୍ଭକୁ ହୃଦଯ ସହିତ ପ୍ରଶଂସା କରିବି। ମୁଁ ସର୍ବଦା ତୁମ୍ଭ ନାମରେ ଗୌରବ କରିବି।

13ମାେ ପ୍ରତି ତୁମ୍ଭର ଦୟା ମହତ୍ ଅଟେ। ତୁମ୍ଭେ ମାେ ଜୀବନକୁ ଶଷୋବସ୍ଥା ମୃତ୍ଯୁ ମୁଖରୁ ଉଦ୍ଧାର କରିଛ।

14ହେ ପରମେଶ୍ବର, ଗର୍ବୀ ଲୋକମାନେ ମାେତେ ଆକ୍ରମଣ କରିଛନ୍ତି। ଦଳେ ଦୁଷ୍ଟ ଲୋକ ମାେତେ ହତ୍ଯା କରିବାକୁ ଉଦ୍ଯମ କରୁଛନ୍ତି। ଏବଂ ସମାନେେ ତୁମ୍ଭକୁ ସମ୍ମାନ କରନ୍ତି ନାହିଁ।

15ହେ ମାରେ ପ୍ରଭୁ, ତୁମ୍ଭେ ସ୍ନହେଶୀଳ ଓ କରୁଣାମଯ ପରମେଶ୍ବର। ତୁମ୍ଭେ ର୍ଧୈୟ୍ଯଶୀଳ, ପ୍ରମେ ଓ ସତ୍ଯତାରେ ପରିପୂର୍ଣ୍ଣ ଅଟ।

Psalms 86 illustration - Psalms Chapter 86

16ତୁମ୍ଭେ ମାେ ପ୍ରତି ଦୃଷ୍ଟି ଦିଅ ଏବଂ ଦୟା କର। ମୁଁ ତୁମ୍ଭର ଦାସ, ମାେତେ ଶକ୍ତି ଦିଅ। ମୁଁ ତୁମ୍ଭର ଦାସ, ମାେତେ ରକ୍ଷା କର।

17ହେ ସଦାପ୍ରଭୁ, ମାେତେ ଟିକେ ସୂଚନା ଦିଅ ୟେ, ମାରେ ସବୁ କିଛି ପାଇଁ ଉତ୍ତମ ହାଇପୋରିବ। ମାରେ ଶତ୍ରୁଗଣ ତାହା ଦେଖି ନିରାଶ ହବେେ। ଏଥିରୁ ସମାନେେ ଜାଣିବେ ୟେ ତୁମ୍ଭେ ମାରେ ପ୍ରାର୍ଥନା ଗ୍ରହଣ କଲ ଓ ମାେତେ ସାନ୍ତ୍ବନା କଲ।

Chapter Complete

You have read Psalms 86

17 verses