1ହେ ପରମେଶ୍ବର, ମାେତେ ରକ୍ଷା କର ! ହେ ପରମେଶ୍ବର, ମାେତେ ଶୀଘ୍ର ଉତ୍ତର କର !
2ଲୋକମାନେ ମାେତେ ମାରିବା ପାଇଁ ଚେଷ୍ଟା କରୁଛନ୍ତି। ସମାନଙ୍କେୁ ନିରାଶ ଓ ଅପମାନିତ କର ! ଲୋକମାନେ ମାରେ କ୍ଷତି କରିବା ପାଇଁ ଚାହୁଁଛନ୍ତି। ମୁଁ ଆଶାକରେ ତାଙ୍କୁ ଲଜ୍ଜା ଦଇେ ବିଦାକର।
3ଲୋକମାନେ ମାେତେ ପରିହାସ କରନ୍ତି। ସମାନେେ ସମାନଙ୍କେର ଲଜ୍ଜାର କାରଣ ପାଇଁ ଆସିପାରନ୍ତି।
4ମୁଁ ଆଶାକରେ ଯେଉଁମାନେ ତୁମ୍ଭଙ୍କୁ ଅନ୍ବଷେଣ କରନ୍ତି, ସମାନେେ ବହୁତ ଉଲ୍ଲସିତ ଓ ଖୁସି ହୁଅନ୍ତି। ଯେଉଁମାନେ ତୁମ୍ଭର ପରିତ୍ରାଣକୁ ଆଶା କରନ୍ତି, ସର୍ବଦା କହିବେ, ପରମେଶ୍ବର ମହାନ ଅଟନ୍ତି।
5ମୁଁ ଏକ ନିଃସହାୟ ଲୋକ। ହେ ପରମେଶ୍ବର, ଶୀଘ୍ର ମାେତେ ଉଦ୍ଧାର କର ! ହେ ପରମେଶ୍ବର !ତୁମ୍ଭେ ହିଁ କବଳେ ମାରେ ସହାୟ ଓ ରକ୍ଷା କର। ସଦାପ୍ରଭୁ ବିଳମ୍ବ କର ନାହିଁ।
You have read Psalms 70
5 verses