Lumina
Psalms

Let God Arise

Psalms 68·Oriya Bible

1ପରମେଶ୍ବର ଉଠନ୍ତୁ ଏବଂ ତାଙ୍କର ଶତ୍ରୁଗଣଙ୍କୁ ଛିନ୍ନଭିନ୍ନ କରନ୍ତୁ। ସମସ୍ତ ଶତ୍ରୁ ତାଙ୍କଠାରୁ ପଳାଇ ୟାଆନ୍ତୁ।

2ୟମେିତି ପବନ ଦ୍ବାରା ଧୂଆଁ ବିଚ୍ଛୁରିତ ହୁଏ, ସହେିପରି ତୁମ୍ଭର ଶତ୍ରୁ ଛିନ୍ନଭିନ୍ନ ହୁଅନ୍ତୁ। ୟପରେି ନିଆଁରେ ମହମ ତରଳି ୟାଏ, ଏହିପରି ତୁମ୍ଭର ଶତ୍ରୁମାନଙ୍କର ବିନାଶ ହେଉ।

3ପରମେଶ୍ବରଙ୍କ ସହିତ ଧାର୍ମିକ ଲୋକମାନେ ଖୁସି ହୁଅନ୍ତି ଓ ଧାର୍ମିକ ଲୋକମାନେ ପରମେଶ୍ବରଙ୍କ ସମ୍ମୁଖରେ ଆନନ୍ଦିତ ହୁଅନ୍ତି, ସମାନେେ ଆନନ୍ଦର ସହିତ ପାଳନ କରନ୍ତି।

4ପରମେଶ୍ବରଙ୍କ ନିମନ୍ତେ ସଂଗୀତ ଗାନ କର, ତାଙ୍କର ନାମର ଗୁଣଗାନ କର। ପରମେଶ୍ବରଙ୍କର ପ୍ରଶଂସା ହେଉ। ୟିଏ ମେଘ ଉପରେ ଆରୋହଣ କରନ୍ତି, ତାଙ୍କ ଆଗରେ ଆନନ୍ଦିତ ହୁଅ।

5ତାଙ୍କର ପବିତ୍ର ମନ୍ଦିରରେ ପରମେଶ୍ବର ଅନାଥମାନଙ୍କର ନାଥ ଏବଂ ସେ ବିଧବାମାନଙ୍କୁ ସୁରକ୍ଷା କରନ୍ତି।

Psalms 68 illustration - Psalms Chapter 68

6ୟିଏ ପରିବାରରେ ଏକାକୀ ଥାଏ, ପରମେଶ୍ବର ଲୋକ ପଠାନ୍ତି, ଏପରିକି ଏକାକୀ ଲୋକଙ୍କୁ ପରମେଶ୍ବର ଆନନ୍ଦ ଦିଅନ୍ତି ଓ ବନ୍ଦୀମାନଙ୍କୁ ବନ୍ଧନରୁ ମୁକ୍ତ କରନ୍ତି। କିନ୍ତୁ ୟିଏ ପରମେଶ୍ବରଙ୍କର ବି ରୋଧ ହୁଏ, ସମାନଙ୍କେୁ ଶୁଷ୍କ ଭୂମିରେ ରହିବାକୁ ପଡ଼େ।

7ହେ ପରମେଶ୍ବର, ତୁମ୍ଭେ ଆପଣା ଭକ୍ତମାନଙ୍କୁ ମିଶରରୁ ବାହାର କରି ଆଣିଲ ଏବଂ ପାଦରେ ଚଲାଇ ମରୁଭୂମିକୁ ପାର କରାଇଲ।

8ସୀନଯ ପରମେଶ୍ବରଙ୍କର ! ଇସ୍ରାଯଲରେ ପରମେଶ୍ବର! ତୁମ୍ଭ କାରଣରୁ ପୃଥିବୀ କମ୍ପିତ ହେଲା ଓ ଆକାଶ ମେଘ ବୃଷ୍ଟି କଲା।

9ହେ ପରମେଶ୍ବର ! ତୁମ୍ଭେ ବର୍ଷାକୁ ପଠାଇଲ ଏବଂ ପୁରୁଣା ଓ ଦୁର୍ବଳ ଧରିତ୍ରୀକୁ ତୁମ୍ଭେ ପୁଣି ସତଜେ କଲ।

10ତୁମ୍ଭର ଲୋକମାନେ ସଠାେରେ ବାସ କଲେ। ହେ ପରମେଶ୍ବର, ସଠାେରେ ଗରିବ ଲୋକମାନଙ୍କୁ ତୁମ୍ଭେ ଉତ୍ତମ ବସ୍ତୁ ଦଇେଅଛ।

Psalms 68 illustration - Psalms Chapter 68

11ତୁମ୍ଭର ଲୋକମାନେ ଉତ୍ତମ ଖବର ଘୋଷଣା କରିବାକୁ ବାହାରି ଗଲେ।

12ବଳଶାଳୀ ରାଜାମାନଙ୍କର ସୈନ୍ଯମାନେ ଏଣତେଣେେ ଦୌଡ଼ି ପଳାଇଲେ। ଗୃହରେ ଥିବା ସ୍ତ୍ରୀ ଲୋକମାନେ ସୈନ୍ଯମାନଙ୍କର ଅତ୍ଯାଚାର ସହିଲେ।

13ଘରେ ରହୁଥିବା ଲୋକମାନେ ମଧ୍ଯ ଧନ ଭାଗ ପାଇବେ। ସମାନେେ ରେ ୗପ୍ୟ ମଣ୍ଡିତ କପୋତର ଡ଼ଣୋ ପାଇବେ। ସମାନେେ ସୁବର୍ଣ୍ଣରେ ଝଲମଲ କରୁଥିବା ଡ଼ଣୋ ପାଇବେ।

14ପରମେଶ୍ବର ଯେତବେେଳେ ସଲମାନୋ ପର୍ବତରେ ଶତ୍ରୁ ରାଜାମାନଙ୍କୁ ଛିନ୍ନଛତ୍ର କଲେ। ସମାନେେ ବରଫପାତ ପରି ଛିନ୍ନଛତ୍ର ହେଲେ।

15ବାଶନ ପର୍ବତ ମହାନ ପର୍ବତ ଅଟେ, ୟାହାର ବୃହତ ଶୃଙ୍ଗ ଅଛି।

Psalms 68 illustration - Psalms Chapter 68

16ବାଶନ ପର୍ବତ, ତୁମ୍ଭେ କାହିଁକି ସିୟୋନ୍ ପର୍ବତକୁ ଇର୍ଷା ଦୃଷ୍ଟିରେ ଦେଖୁଛ ? ପରମେଶ୍ବର ଏହାକୁ ପ୍ରମେ କରନ୍ତି। ପରମେଶ୍ବର ଏହାକୁ ସଠାେରେ ଚିରଦିନ ରହିବା ପାଇଁ ମନୋନୀତ କରିଛନ୍ତି।

17ପରମେଶ୍ବରଙ୍କର ଅଯୁତ ଅଯୁତ ଓ ଲକ୍ଷ ଲକ୍ଷ ରଥ ଅଛି। ସଦାପ୍ରଭୁ ସିୟୋନ୍ ପର୍ବତରୁ ତାଙ୍କର ପବିତ୍ର ସ୍ଥାନକୁ ଆସିଲେ।

18ସେ ଉଚ୍ଚ ପର୍ବତ ପର୍ୟ୍ଯନ୍ତ ଗଲେ, ସେ ବହୁତ ନିର୍ବାସିତମାନଙ୍କୁ ଆଗଇେ ନଲେେ ଏବଂ ୟଥେଷ୍ଟ ଉପହାରସବୁ ଗ୍ରହଣ କଲେ। ସମାନଙ୍କେଠାରୁ ଯେଉଁ ଲୋକମାନେ ତାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ। ସଦାପ୍ରଭୁ ପରମେଶ୍ବର ସମାନଙ୍କେ ମଧ୍ୟରେ ବାସ କରିବେ।

19ସଦାପ୍ରଭୁଙ୍କର ପ୍ରଶଂସା କର। ପରମେଶ୍ବର ୟିଏ ଆମ୍ଭମାନଙ୍କୁ ରକ୍ଷା କରନ୍ତି, ପ୍ରତିଦିନ ଆଶୀର୍ବାଦ ସଂଗ୍ରହ କରି ଦିଅନ୍ତି।

20ଆମ୍ଭର ପରମେଶ୍ବର ହେଉଛନ୍ତି ପରମେଶ୍ବର ୟିଏକି ରକ୍ଷା କରନ୍ତି। ଆମ୍ଭମାନଙ୍କର ସଦାପ୍ରଭୁ ମୃତ୍ଯୁଠାରୁ ରକ୍ଷା କରନ୍ତି।

Psalms 68 illustration - Psalms Chapter 68

21ପରମେଶ୍ବର ତାଙ୍କର ଶତ୍ରୁମାନଙ୍କର ମସ୍ତକକୁ ଚୂର୍ଣ୍ଣ କରିବେ। ସେ ସମାନଙ୍କେର ଖପୁରୀକୁ ଚୂର୍ଣ୍ଣ କରିବେ, ଯେଉଁମାନେ କ୍ରମାଗତ ପାପ କରନ୍ତି।

22ମାରେ ପ୍ରଭୁ କହିଲେ, ମାରେ ଶତ୍ରୁଗଣ ହୁଏତ ବାଶନ ପର୍ବତକୁ ଅଥବା ଭୂମଧ୍ଯ ସାଗରର ଗଭୀରକୁ ପଳାଇ ୟାଇପାରନ୍ତି। କିନ୍ତୁ ମୁଁ ସମାନଙ୍କେୁ ଅକ୍ତିଆର କରିବି ଏବଂ ସମାନଙ୍କେୁ ଫରୋଇ ଆଣିବି।

23ୟାହାଫଳରେ ତୁମ୍ଭେ ସମାନଙ୍କେ ରକ୍ତରେ ଚାଲିପାରିବ। ତୁମ୍ଭମାନଙ୍କର କୁକୁରଗୁଡ଼ିକ ସମାନଙ୍କେର ରକ୍ତ ଚାଟି ପାରିବେ।

24ପରମେଶ୍ବର, ତୁମ୍ଭେ ବିଜଯ ପଥର ନତେୃତ୍ବ ନବୋର ଲୋକାମନେ ଦେଖୁଛନ୍ତି। ସମାନେେ ମାରେ ପରମେଶ୍ବର, ମାରେ ରାଜା, ତାଙ୍କର ପବିତ୍ରସ୍ଥାନ ନିକଟକୁ ଯାଉଥିବାର ଦେଖନ୍ତି।

25ଆଗେ ଆଗେ ଗାଯକମାନଙ୍କର ମଣ୍ଡଳୀ ଯାଉଛନ୍ତି। ପଛେ ପଛେ ବାଦ୍ଯକାରମାନଙ୍କର ମଣ୍ଡଳୀ ଆସୁଛନ୍ତି ଏବଂ ମଝିରେ କୁମାରୀ କନ୍ଯାଗଣ ତୁମ୍ବୁରା ବଜାଉଛନ୍ତି।

Psalms 68 illustration - Psalms Chapter 68

26ପରମେଶ୍ବରଙ୍କର ପ୍ରଶଂସା ଜନସମାଗମ ମଧ୍ୟରେ କର। ଇଶ୍ରାୟେଲ ଲୋକାମନେ, ତୁମ୍ଭମାନେେ ସଦାପ୍ରଭୁଙ୍କର ଗୁଣ ଗାଅ।

27ସଠାେରେ ଏକ େଛାଟିଆ ଗୋଷ୍ଠୀ ଅଛନ୍ତି। ବିନ୍ଯାମୀନ ସମାନଙ୍କେର ନତେୃତ୍ବ କରୁଛନ୍ତି। ବହୁତ ଭିଡ଼ ଏବଂ ୟିହୂଦାର ଏକ ପ୍ରଦାନ ସଠାେରେ ଅଛନ୍ତି। ଜବଲୁନ୍ ଓ ନପ୍ତାଲିର ନେତାମାନେ ସଠାେରେ ଅଛନ୍ତି।

28ହେ ପରମେଶ୍ବର, ଆମ୍ଭକୁ ଆପଣାର ଶକ୍ତି ଦଖାେଅ, ୟାହାର ଉପ ଭୋଗ ତୁମ୍ଭେ ଆମ୍ଭ ପାଇଁ ବିତିୟାଇଥିବା ଦିନରେ କରିଥିଲ।

29ହେ ପରମେଶ୍ବର, ତୁମ୍ଭର ୟିରୁଶାଲମସ୍ଥ ମନ୍ଦିରରୁ ରାଜାମାନେ ତୁମ୍ଭ ନିକଟକୁ ଉପହାର ଆଣିବାର ତୁମ୍ଭେ ଦେଖିବ।

30ନଳବଣର ସହେି ବନ୍ଯ ପଶୁମାନଙ୍କୁ ଦଣ୍ଡ ଦିଅ। ସହେି ଜାତିଗୁଡ଼ିକର ଷଣ୍ଢଗୁଡ଼ିକୁ ଓ ଗାଈଗୁଡ଼ିକୁ ଆଦେଶ ମାନିବାକୁ ପ୍ରସ୍ତୁତ କରାଅ। ତୁମ୍ଭେ ସହେି ଜାତିଗୁଡ଼ିକୁ ୟୁଦ୍ଧରେ ହରାଇଥିଲ। ବର୍ତ୍ତମାନ ସହେି ଲୋକମାନଙ୍କୁ ତୁମ୍ଭ ପାଇଁ ରୂପା ଆଣିବେ। ସହେି ଜାତିମାନଙ୍କୁ ବିକ୍ଷିପ୍ତ କର, ଯେଉଁମାନେ ୟୁଦ୍ଧକୁ ଭଲ ପାଆନ୍ତି।

Psalms 68 illustration - Psalms Chapter 68

31ମିଶରୀଯମାନଙ୍କୁ ମୂଲ୍ଯବାନ ପିତ୍ତଳର ଉପହାରଗୁଡ଼ିକ ଆଣିବାକୁ ଆଜ୍ଞା କରାଅ। ପରମେଶ୍ବର, ଇଥିଓପିଆର ଲୋକମାନଙ୍କୁ ଉପହାରଗୁଡ଼ିକ ତୁମ୍ଭ୍ ନିକଟକୁ ଆଣିବାକୁ ଚଞ୍ଚଳ କରାଅ।

32ହେ ଧରଣୀର ରାଜ୍ଯଗୁଡ଼ିକ, ପରମେଶ୍ବରଙ୍କ ପାଇଁ ଗୀତ ଗାନ କର। ଆମ୍ଭର ପ୍ରଭୁଙ୍କୁ ପ୍ରଶଂସାଗାନ କର।

33ପରମେଶ୍ବରଙ୍କ ପାଇଁ ଗାଅ। ସେ ରଥ ଉପରେ ଚଢ଼ି ମହାକାଶରୁ ବାହାରି ଆସନ୍ତି। ତୁମ୍ଭେ ତାଙ୍କର ଗୁରୁ ଗମ୍ଭୀର ସ୍ବରକୁ ଶୁଣ।

34ଘୋଷଣା କର ୟେ, ପରମେଶ୍ବର ଶକ୍ତିଶାଳୀ ଅଟନ୍ତି। ସେ ଇଶ୍ରାୟେଲ ଉପରେ ରାଜତ୍ବ କରନ୍ତି ଏବଂ ଆକାଶରେ ତାଙ୍କର ଶକ୍ତି ପ୍ରଦର୍ଶିତ ହୁଏ।

35ପରମେଶ୍ବର ତୁମ୍ଭେ ଆପଣା ମନ୍ଦିରରେ ଭକ୍ତିର ଉତ୍ସ। ଇଶ୍ରାୟେଲର ପରମେଶ୍ବର ଲୋକମାନଙ୍କୁ ଶକ୍ତି ଓ ସାମର୍ଥ୍ଯ ପ୍ରଦାନ କରନ୍ତି। ପରମେଶ୍ବରଙ୍କର ପ୍ରଶଂସା ଗୁଣଗାନ କର।

Chapter Complete

You have read Psalms 68

35 verses