Lumina
Psalms

Deliver Me from Mine Enemies

Psalms 59·Oriya Bible

1ହେ ପରମେଶ୍ବର, ମାରେ ଶତ୍ରୁଗଣଠାରୁ ମାେତେ ଉଦ୍ଧାର କର। ଆକ୍ରମଣ କରିବାକୁ ଆସିଥିବା ଲୋକମାନଙ୍କଠାରୁ ମାେତେ ରକ୍ଷା କର।

2କୁକର୍ମ କରୁଥିବା ସହେି ଲୋକମାନଙ୍କଠାରୁ ମାେତେ ଉଦ୍ଧାର କର। ସହେି ହତ୍ଯାକାରୀମାନଙ୍କଠାରୁ ମାେତେ ରକ୍ଷା କର।

3ଦେଖ, ଲୋକମାନେ ମାେତେ ହତ୍ଯା କରିବାକୁ ଅପେକ୍ଷା କରି ଲୁଚି ବସିଛନ୍ତି। ବଳବାନ ଲୋକମାନେ ମାେତେ ଆକ୍ରମଣ କରିବାକୁ ପ୍ରସ୍ତୁତ କିନ୍ତୁ ସଦାପ୍ରଭୁ ମୁଁ ପାପ କରି ନାହିଁ କିମ୍ବା ଅପରାଧ କରି ନାହିଁ।

4ମୁଁ କୌଣସି ଦୋଷ କରି ନାହିଁ। କିନ୍ତୁ ସମାନେେ ଆକ୍ରମଣ ପାଇଁ ଦଉଡ଼ି ଆସୁଛନ୍ତି। ହେ ସଦାପ୍ରଭୁ, ଏହା ତୁମ୍ଭେ ନିଜେ ଦେଖ !

5ତୁମ୍ଭେ ହେଉଛ ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର! ଜାଗି ଉଠ ଓ ଅନ୍ୟ ସମସ୍ତ ରାଷ୍ଟ୍ରଗୁଡ଼ିକୁ ଦଣ୍ଡ ଦିଅ। ସହେି ଦୁଷ୍ଟ ବିଶ୍ବାସୀ ଘାତକମାନଙ୍କୁ କୌଣସି ଦୟା କର ନାହିଁ।

Psalms 59 illustration - Psalms Chapter 59

6ସହେି ଦୁଷ୍ଟ ଲୋକମାନେ କୁକୁର ପରି। ସମାନେେ ସନ୍ଧ୍ଯା ବେଳେ ନଗରୀରେ ପଶି ଭୁକନ୍ତି ଓ ଏଣେ ତଣେେ ହୁଅନ୍ତି।

7ତୁମ୍ଭେ ସମାନଙ୍କେ ଧମକ ଓ ଅପମାନକୁ ଶୁଣ। ସମାନେେ ଭାବନ୍ତି ସମାନଙ୍କେୁ କହେି ଶୁଣନ୍ତି ନାହିଁ। ୟେ ହତେୁ ସମାନେେ ଖରାପ କଥା କହନ୍ତି।

8କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ସମାନଙ୍କେୁ ପରିହାସ କର। ତୁମ୍ଭେ ସହେି ସମସ୍ତ ଦେଶକୁ ବିଦ୍ରୁପ କର।

9ହେ ମାରେ ଶକ୍ତି ! ମୁଁ ତୁମ୍ଭପାଇଁ ଅପେକ୍ଷା କରିଛି। ହେ ପରମେଶ୍ବର, ତୁମ୍ଭେ ମାରେ ଉଚ୍ଚ ପର୍ବତରେ ଥିବା ନିରାପଦର ସ୍ଥାନ ଅଟ।

10ପରମେଶ୍ବର ମାେତେ ଭଲପା'ନ୍ତି। ଏବଂ ସେ ଆସିବେ ଓ ମାେତେ ସହାୟ ହବେେ ଶତ୍ରୁମାନଙ୍କୁ ପରାସ୍ତ କରିବା ପାଇଁ ସେ ମାେତେ ସହାୟ ହବେେ।

Psalms 59 illustration - Psalms Chapter 59

11ହେ ପରମେଶ୍ବର, ସମାନଙ୍କେୁ କବଳେ ହତ୍ଯା କର ନାହିଁ। ହୁଏତ ମାରେ ଲୋକମାନେ ପାଶୋରି ୟାଇପାରନ୍ତି। ହେ ମାରେ ପ୍ରଭୁ, ଆମ୍ଭମାନଙ୍କ ତ୍ରାଣକର୍ତ୍ତା, ତୁମ୍ଭ ମହାପରାକ୍ରମ ଶକ୍ତିରେ ସମାନଙ୍କେୁ ଛିନ୍ନଭିନ୍ନ କର ଓ ପରାସ୍ତ କର।

12ସହେି ଦୁଷ୍ଟ ଲୋକମାନେ ଅଭିଶାପ ଦିଅନ୍ତି ଓ ମିଥ୍ଯା କହନ୍ତି। ସମାନେେ କରିଥିବା କର୍ମ ପାଇଁ ଦଣ୍ଡ ବିଧାନ କର। ସମାନଙ୍କେର ଅହଙ୍କାର ସମାନଙ୍କେୁ କବଳିତ କରୁ।

13ସମାନଙ୍କେୁ ତୁମ୍ଭ କୋର୍ଧରେ ଧ୍ବଂସ କର। ସମାନଙ୍କେୁ ସଂପୂର୍ଣ୍ଣରୂପେ ଧ୍ବଂସ କର। ତା ହେଲେ ସମସ୍ତ ପୃଥିବୀବାସୀ ଜାଣିବେ ୟେ, ପରମେଶ୍ବର ଇଶ୍ରାୟେଲର ଶାସକ।

14ସହେି ଦୁଷ୍ଟ ଲୋକମାନେ କୁକୁର ପରି ଅଟନ୍ତି। ସମାନେେ ସନ୍ଧ୍ଯା ବେଳେ ନଗରରେ ପଶି ଭୁକନ୍ତି ଓ ଏଣେ ତଣେେ ହୁଅନ୍ତି।

15ସମାନେେ କିଛିଦ୍ରବ୍ଯ ଖାଇବା ଅନ୍ବଷେଣରେ ଏଣତେଣେେ ଭ୍ରମଣ କରନ୍ତି। ମୁଁ ରାଣ ପକାଉଛି, ୟଦି ସମାନେେ ୟଥେଷ୍ଟ ପାଆନ୍ତି ତଥାପି ସମାନେେ ରାଗରେ ଗଁ ଗଁ କରନ୍ତି ଏବଂ ଅଭିଯୋଗ କରନ୍ତି।

Psalms 59 illustration - Psalms Chapter 59

16କିନ୍ତୁ ପ୍ରଭାତରେ, ମୁଁ ତୁମ୍ଭର ଶକ୍ତିର ପ୍ରଶଂସାର ଗୀତ ଗାନ କରିବି। ତୁମ୍ଭ ପ୍ରମରେେ ମୁଁ ଆନନ୍ଦିତ ହବେି। କାହିଁକି ? କାରଣ ତୁମ୍ଭେ ମାରେ ଉଚ୍ଚ ପର୍ବତରେ ଥିବା ନିରାପଦ ସ୍ଥାନ ଅଟ। ମୁଁ ତୁମ୍ଭ ପାଖକୁ ବିପଦ ସମଯରେ ୟାଏଁ।

17ମୁଁ ତୁମ୍ଭର ସ୍ତୁତିଗାନ କରିବି। କାରଣ ତୁମ୍ଭେ ହେଉଛ ମାରେ ଉଚ୍ଚ ପର୍ବତର ନିରାପଦ ସ୍ଥାନ, ଯେଉଁଠାକୁ ଅସୁବିଧା ସମଯରେ ଚାଲିୟାଏଁ।

Chapter Complete

You have read Psalms 59

17 verses