Lumina
Psalms

The King of Glory

Psalms 24·Oriya Bible

1ପୃଥିବୀ ଓ ତହିଁରେ ଥିବା ସମସ୍ତ ବସ୍ତୁ ସଦାପ୍ରଭୁଙ୍କର ଅଟେ। ପୃଥିବୀର ସମସ୍ତ ଲୋକ ତାଙ୍କ ଆଶ୍ରିତ ଅଟନ୍ତି।

2ସଦାପ୍ରଭୁ, ପୃଥିବୀକୁ ଜଳଭାଗ ଉପରେ ସ୍ଥାପନ କରିଅଛନ୍ତି ଓ ସେ ନଦୀ ଉପରେ ଏହାକୁ ନିର୍ମାଣ କରିଅଛନ୍ତି।

3କିଏ ସଦାପ୍ରଭୁଙ୍କ ପବିତ୍ର ପର୍ବତ ସିୟୋନକୁ ୟାଇପାରିବ ? କିଏ ତାଙ୍କ ପବିତ୍ର ମନ୍ଦିରରେ ତାଙ୍କ ସମ୍ମୁଖରେ ଉପାସନା କରିପାରିବ ?

4ଯେଉଁ ଲୋକମାନେ କବେେ କିଛି ମନ୍ଦ କାର୍ୟ୍ଯ କରି ନାହାଁନ୍ତି, ୟାହାଙ୍କର ହୃଦଯ ଓ ମନ ନିର୍ମଳ, ଯେଉଁ ଲୋକମାନେ ମାରେ ନାମର ଅସତ୍ଯ ବ୍ଯବହାର କରି ନାହଁନ୍ତି ଯେଉଁ ମିଥ୍ଯା କହନ୍ତି ନାହିଁ କି ମିଥ୍ଯା ପ୍ରତିଶ୍ରୁତି ଦିଅନ୍ତି ନାହିଁ, କବଳେ ସହେି ଲୋକମାନେ ସଠାେରେ ଉପାସନା କରିପାରିବେ।

5ଉତ୍ତମ ବ୍ଯକ୍ତିମାନେ ସଦାପ୍ରଭୁଙ୍କୁ ଅନ୍ୟମାନଙ୍କୁ ଆଶୀର୍ବାଦ କରିବାକୁ କହନ୍ତି। ସମାନେେ ପରମେଶ୍ବରଙ୍କୁ ୟିଏ କି ସମାନଙ୍କେ ଉଦ୍ଧାର କର୍ତ୍ତା, ସମାନଙ୍କେ ପାଇଁ ଭଲ କାର୍ୟ୍ଯ କରିବାକୁ ଅନୁରୋଧ କରନ୍ତି।

Psalms 24 illustration - Psalms Chapter 24

6ସହେି ଉତ୍ତମ ବ୍ଯକ୍ତିମାନେ ସର୍ବଦା ପରମେଶ୍ବରଙ୍କ ପନ୍ଥା ଅନ୍ବଷେଣ କରନ୍ତି। ସମାନେେ ୟାକୁବର ପରମେଶ୍ବରଙ୍କ ନିକଟକୁ ୟାଆନ୍ତି।

7ହେ ନଗର ଫାଟକ ତୁମ୍ଭର ମସ୍ତକ ଟକେ। ହେ ପ୍ରାଚୀନ କବାଟ ସବୁ ଖୋଲ ଏବଂ ତହିଁରେ ଗୌରବମଯ ରାଜା ପ୍ରବେଶ କରିବେ।

8କିଏ ସହେି ଗୌରବମଯ ରାଜା ? ସଦାପ୍ରଭୁ ହିଁ ସହେି ରାଜା ଅଟନ୍ତି। ସେ ହେଉଛନ୍ତି ଶକ୍ତିଶାଳୀ ଯୋଦ୍ଧା। ସଦାପ୍ରଭୁ ହେଉଛନ୍ତି ସହେି ରାଜା ୟିଏ ଜଣେ ୟୁଦ୍ଧଜଯୀ ବୀର ଅଟନ୍ତି।

9ହେ ଫାଟକ ସବୁ ଖାଲିେ ୟାଅ। ହେ ପ୍ରାଚୀନ ଦ୍ବାର ସବୁ ଖାଲିେ ଦିଅ ଏବଂ ଗୌରବମଯ ରାଜା ପ୍ରବେଶ କରିବେ।

10କିଏ ସହେି ଗୌରବମଯ ରାଜା ? ସୈନ୍ଯାଧିପତି ସଦାପ୍ରଭୁ ସହେି ଗୌରବମଯ ରାଜା ଅଟନ୍ତି।

Chapter Complete

You have read Psalms 24

10 verses