Lumina
Psalms

The Word of God

Psalms 119·Oriya Bible

1ଯେଉଁ ଲୋକମାନେ ପବିତ୍ର ଭାବରେ ଜୀବନୟାପନ କରନ୍ତି, ଓ ଯେଉଁମାନେ ସଦାପ୍ରଭୁଙ୍କର ନିଯମସବୁ ଅନୁସରଣ କରନ୍ତି, ସମାନେେ ଧନ୍ଯ !

2ଯେଉଁ ଲୋକମାନେ ସଦାପ୍ରଭୁଙ୍କର ଚୁକ୍ତି ମାନନ୍ତି, ଓ ଯେଉଁମାନେ ହୃଦଯରେ ସଦାପ୍ରଭୁଙ୍କୁ ଖାଜେନ୍ତି, ସମାନେେ ଧନ୍ଯ !

3ସହେି ଲୋକମାନେ କୌଣସି ଅଧର୍ମ କାର୍ୟ୍ଯ କରନ୍ତି ନାହିଁ, କିନ୍ତୁ ସମାନେେ ସଦାପ୍ରଭୁଙ୍କ ପଥ ଅନୁସରଣ କରନ୍ତି।

4ହେ ସଦାପ୍ରଭୁ, ତୁମ୍ଭେ ଆପଣା ନିର୍ଦ୍ଦେଶସବୁ ଏବଂ ବିଧାନସବୁକୁ ସତର୍କ ରୂପେ ମାନିବା ପାଇଁ ନିର୍ଦ୍ଦେଶ ଦଇେଅଛ।

5ମୁଁ ଆଶା କରୁଛି ୟେ, ମୁଁ ବୋଧହୁଏ ତୁମ୍ଭର ନିଯମ ଅପରିବର୍ତ୍ତନୀଯ ଭାବରେ ଅଧିକ ମାନିବି।

Psalms 119 illustration - Psalms Chapter 119

6ୟଦି ମୁଁ ତୁମ୍ଭର ଆଜ୍ଞା ସକଳ ପ୍ରତି ଦୃଷ୍ଟି ରଖିବି, ତବେେ ମୁଁ ଲଜ୍ଜିତ ହବେି ନାହିଁ।

7ମୁଁ ତୁମ୍ଭକୁ ସର୍ବାନ୍ତକରଣ ହୃଦଯ ସହିତ ପ୍ରଶଂସା କରିବି, ଯେତବେେଳେ ମୁଁ ତୁମ୍ଭର ନ୍ଯାଯପରାଯଣତା ବିଷଯରେ ଜାଣିବି।

8ମୁଁ ତୁମ୍ଭର ବିଧିସବୁ ପାଳନ କରିବି। ମାେତେ ଏକୁଟିଆ କରି ଛାଡ଼ ନାହିଁ।

9ତୁମ୍ଭର ବାକ୍ଯାନୁୟାଯୀ କିପରି ଜଣେ ୟୁବକ ତା'ର ଜୀବନକୁ ପବିତ୍ର କରିପାରିବ ?

10ସଦାପ୍ରଭୁ, ମୁଁ ଚେଷ୍ଟା କରିବି ମାରେ ସର୍ବାନ୍ତକରଣ ହୃଦଯରେ ତୁମ୍ଭର ସବୋ କରିବି। ତୁମ୍ଭର ଆଜ୍ଞାରୁ ଚାଲିୟିବାକୁ ମାେତେ ପ୍ରତିରୋଧ କର।

Psalms 119 illustration - Psalms Chapter 119

11ମୁଁ ମାେ ହୃଦଯରେ ତୁମ୍ଭର ପ୍ରତିଜ୍ଞାକୁ ସଞ୍ଚଯ କରି ରଖିଅଛି, ୟପରେି ମୁଁ ତୁମ୍ଭ ବିରୁଦ୍ଧରେ ପାପ ନ କରିବି।

12ସଦାପ୍ରଭୁ, ମୁଁ ତୁମ୍ଭଙ୍କୁ ପ୍ରଶଂସା କରେ। ତୁମ୍ଭର ବ୍ଯବସ୍ଥା ମାେତେ ଶିଖାଅ।

13ମାେ ଓଷ୍ଠସହ ତୁମ୍ଭର ନ୍ଯାଯପରାଯଣତାକୁ ବାରମ୍ବାର କହିଅଛି।

14ତୁମ୍ଭର ବାକ୍ଯରେ ରହି ମୁଁ ସବୁ ସମ୍ଭବ ସମ୍ପଦ ପାଇଅଛି।

15ମୁଁ ତୁମ୍ଭର ନିର୍ଦ୍ଦେଶର ମଧ୍ଯସ୍ଥି ହବୋକୁ ଚାହୁଁଛି ଏବଂ ଯେଉଁ ରାସ୍ତା ତୁମ୍ଭେ ଅନୁସରଣ କରିବାକୁ କହିଅଛ ମୁଁ ତାହା ଅନୁସରଣ କରିବି।

Psalms 119 illustration - Psalms Chapter 119

16ମୁଁ ତୁମ୍ଭ ବ୍ଯବସ୍ଥାରେ ଆନନ୍ଦ କରିବି। ମୁଁ ତୁମ୍ଭର ବାକ୍ଯ ପାଶାରେିବି ନାହିଁ।

17ମୁଁ ୟମେନ୍ତ ବଞ୍ଚିପାରିବି, ଏଥିପାଇଁ ତୁମ୍ଭେ ଆପଣା ଦାସର ମଙ୍ଗଳ କର, ଯେଉଁଥିରେ ମୁଁ ତୁମ୍ଭର ବାକ୍ଯ ପାଳନ କରିପାରିବି,

18ହେ ସଦାପ୍ରଭୁ, ମାରେ ଆଖି ଉନ୍ମୁକ୍ତ କର। ଯେଉଁଥିରେ ମୁଁ ତୁମ୍ଭର ବ୍ଯବସ୍ଥାରୁ ଆଶ୍ଚର୍ୟ୍ଯ ବିଷଯମାନ ଦେଖିପାରିବି।

19ମୁଁ ଏହି ସ୍ଥାନରେ ଜଣେ ପ୍ରବାସୀ। ହେ ସଦାପ୍ରଭୁ, ତୁମ୍ଭର ଆଜ୍ଞାସବୁ ମାେ ଠାରୁ ଲୁଚାଅ ନାହିଁ।

20ମୁଁ ସର୍ବଦା ତୁମ୍ଭର ଶାସନସକଳ ପଢ଼ିବା ପାଇଁ ବହୁତ ଚା ହେଁ।

Psalms 119 illustration - Psalms Chapter 119

21ସଦାପ୍ରଭୁ ତୁମ୍ଭେ ଗର୍ବୀ ଲୋକମାନଙ୍କୁ ଉପହାସ କର। ଯେଉଁମାନେ ତୁମ୍ଭର ଆଜ୍ଞାଗୁଡିକୁ ଅନୁସରଣ କରିବାକୁ ବନ୍ଦ କରନ୍ତି ସମାନେେ ଅଭିଶପ୍ତ ହୁଅନ୍ତି।

22ମାଠାରୁେ ନିନ୍ଦା ଓ ଅପମାନସବୁ ଦୂର କର। ମୁଁ ତୁମ୍ଭର ବାକ୍ଯ ଅନୁସରଣ କରିଅଛି।

23ଏପରିକି ଅଧିପତିମାନେ ଶିଖନ୍ତି ଏବଂ ମାେ ବିରୁଦ୍ଧରେ ମନ୍ଦ ଉପାଯ କରନ୍ତି। ମୁଁ ତୁମ୍ଭର ଦାସ, ତୁମ୍ଭର ନିଯମର ମଧ୍ଯସ୍ଥି ହାଇେଛି।

24ତୁମ୍ଭର ଆଇନଗତ ଆଦେଶ ମାେତେ ଆନନ୍ଦ ଦିଏ। ସମାନେେ ମାରେ ଅତି ଆପଣାର ଆଦେଶଦାତା।

25ମୁଁ ମରିବା ବେଳେ ଧୂଳିରେ ଗଡ଼େ। ୟପରେି ତୁମ୍ଭର ବାକ୍ଯ ଦ୍ବାରା ପ୍ରତିଜ୍ଞା କରିଛି, ମାେତେ ବଞ୍ଚିବାକୁ ଦିଅ।

Psalms 119 illustration - Psalms Chapter 119

26ମୁଁ ତୁମ୍ଭକୁ ମାରେ ଜୀବନ ବିଷଯରେ କହିଅଛି। ଏବଂ ତୁମ୍ଭେ ମାେତେ ଉତ୍ତର ଦଇେଅଛ। ବର୍ତ୍ତମାନ ତୁମ୍ଭର ବ୍ଯବସ୍ଥା ମାେତେ ଶିଖାଅ।

27ତୁମ୍ଭର ନିର୍ଦ୍ଦେଶଗୁଡ଼ିକ ଅନୁସାରେ ମାେତେ ବୁଝିବା ପାଇଁ ସାହାୟ୍ଯ କର। ତବେେ ମୁଁ ତୁମ୍ଭର ଆଶ୍ଚର୍ୟ୍ଯ କର୍ମମାନ ବିଷଯରେ ଗଭୀରତମ ଭାବିବି।

28ମୁଁ ଦୁଃଖିତ ଓ କ୍ଲାନ୍ତ ଅଟେ। ତୁମ୍ଭର ବାକ୍ଯର ପ୍ରତିଜ୍ଞା ଅନୁସାରେ ମାେତେ ପୁଣି ଶକ୍ତିଶାଳୀ କର।

29ମାେତେ ମିଥ୍ଯା ଜୀବନ ବିତାଇବାକୁ ଦିଅ ନାହିଁ। ଦୟାକରି ମାେତେ ତୁମ୍ଭର ବ୍ଯବସ୍ଥା ଶିଖାଅ।

30ମୁଁ ତୁମ୍ଭ ନିକଟରେ ବିଶ୍ବସ୍ତ ହବୋ ପାଇଁ ମନୋନୀତ ହାଇେଅଛି। ମୁଁ ଯତ୍ନ ସହକାରେ ତୁମ୍ଭର ନ୍ଯାଯପରାଯଣତାକୁ ଶିକ୍ଷା କରିବି।

Psalms 119 illustration - Psalms Chapter 119

31ମୁଁ ତୁମ୍ଭ ବାକ୍ଯ ନିକଟବର୍ତ୍ତୀ ହାଇେ ଅନୁସରଣ କଲି। ହେ ସଦାପ୍ରଭୁ, ମାେତେ ନିରାଶ କର ନାହିଁ।

32ମୁଁ ବହୁ ଆନନ୍ଦ ସହକାରେ ତୁମ୍ଭର ଆଦେଶସବୁ ମାନିବି, ଯେତବେେଳେ ତୁମ୍ଭେ ମାରେ ବୁଝିବା ଶକ୍ତିକୁ ପ୍ରଶସ୍ତ କରିବ।

33ହେ ସଦାପ୍ରଭୁ, ତୁମ୍ଭ ନିଯମ ଦ୍ବାରା ମାେତେ କିପରି ବଞ୍ଚିବାକୁ ହବେ ଶିଖାଅ ଏବଂ ତାକୁ ଅନୁସରଣ କଲେ ମାରେ ପୁରସ୍କାର ହବେ।

34ସେସବୁକୁ ବୁଝିବା ପାଇଁ ମାେତେ ସାହାୟ୍ଯ କର। ଏବଂ ମୁଁ ତୁମ୍ଭର ଶିକ୍ଷା ମାନିବି। ମୁଁ ସମ୍ପୂର୍ଣ୍ଣ ହୃଦଯ ସହିତ ତାହାକୁ ପାଳନ କରିବି।

35ସଦାପ୍ରଭୁ ତୁମ୍ଭର ନିର୍ଦ୍ଦେଶ ପଥରେ ମାେତେ ଆଗଇେ ନିଅ। ମୁଁ ବାସ୍ତବରେ ସହେିପରି ଜୀବନ ବିତାଇବା ପାଇଁ ବହୁତ ଭଲପାଏ।

Psalms 119 illustration - Psalms Chapter 119

36ମାେତେ ଧନୀ ହବୋ ପରିବର୍ତେ ମାେତେ ବାକ୍ଯ ବିଷଯରେ ବୁଝିବା ପାଇଁ ସାହାୟ୍ଯ କର।

37ସଦାପ୍ରଭୁ ଅସାର ବସ୍ତୁ ମାେତେ ଦେଖିବାକୁ ଦିଅ ନାହିଁ। ତୁମ୍ଭ ପଥରେ ଚାଲିକି ମାେତେ ଜୀବନ ଖାଜେିବାକୁ ଦିଅ।

38ତୁମ୍ଭେ ଆପଣା ଦାସ ପାଇଁ ୟାହା ପ୍ରତିଜ୍ଞା କରିଅଛ, ତାହା କର। ତଣେୁ ଲୋକମାନେ ତୁମ୍ଭକୁ ସମ୍ମାନ କରିବେ।

39ସଦାପ୍ରଭୁ ଅପମାନିତାକୁ ଦୂରଇେ ନିଅ ୟାହାକୁ ମୁଁ ଭୟ କରେ। ତୁମ୍ଭର ବିଜ୍ଞ ନିଷ୍ପତ୍ତି ଉତ୍ତମ।

40ଦେଖ, ମୁଁ ତୁମ୍ଭର ନିର୍ଦ୍ଦେଶ ସବୁକୁ ଭଲପାଏ। ତୁମ୍ଭର ଧର୍ମରେ ମାେତେ ବଞ୍ଚିବାକୁ ଦିଅ।

Psalms 119 illustration - Psalms Chapter 119

41ହେ ସଦାପ୍ରଭୁ, ମାେ ପ୍ରତି ତୁମ୍ଭର ପ୍ରମେ ପ୍ରଦର୍ଶନ କର। ତୁମ୍ଭର ପ୍ରତିଜ୍ଞାନୁସାରେ ମାେତେ ପରିତ୍ରାଣ କର।

42ତହିଁରେ ମୁଁ ସମାନଙ୍କେୁ ଉତ୍ତର ଦବେି। ଯେଉଁମାନେ ମାେତେ ଅପମାନିତ କରୁଥିଲେ। ହେ ସଦାପ୍ରଭୁ, ବାସ୍ତବରେ ମୁଁ ତୁମ୍ଭ ବାକ୍ଯରେ ଭରସା କରେ।

43ମାେତେ ତୁମ୍ଭର ସତ୍ଯ ଶିକ୍ଷା ବିଷଯରେ କହିବାକୁ ଦିଅ। ମୁଁ ତୁମ୍ଭର ବୁଦ୍ଧିମାନ ବାକ୍ଯରେ ନିର୍ଭର କରେ।

44ମୁଁ ଅନନ୍ତକାଳ ପର୍ୟ୍ଯନ୍ତ ତୁମ୍ଭର ଶିକ୍ଷା ଅନୁସରଣ କରିବି।

45ତଣେୁ ମୁଁ ମୁକ୍ତ ହବେି, କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଅନୁସରଣ କରିବାକୁ ଚେଷ୍ଟା କରେ।

Psalms 119 illustration - Psalms Chapter 119

46ମୁଁ ରାଜାମାନଙ୍କ ସହିତ ତୁମ୍ଭର ବାକ୍ଯ ବିଷଯରେ ଆଲୋଚନା କରିବି। ଏବଂ ମୁଁ ଲଜ୍ଜିତ ହବେି ନାହିଁ।

47ମୁଁ ତୁମ୍ଭର ନୀତି ଆଦେଶମାନ ମାନି ବହୁତ ଖୁସି। ହେ ସଦାପ୍ରଭୁ, ମୁଁ ତୁମ୍ଭର ଆଜ୍ଞାସମୂହ ସ୍ନହେ କରିଅଛି।

48ମୁଁ ତୁମ୍ଭର ଆଦେଶଗୁଡ଼ିକୁ ପ୍ରଶଂସା କରେ, ଯେଉଁଗୁଡ଼ିକ କି ମୁଁ ଭଲପାଏ। ଏବଂ ମୁଁ ତୁମ୍ଭର ବ୍ଯବସ୍ଥାସବୁ ଧ୍ଯାନ କରିବି।

49ହେ ସଦାପ୍ରଭୁ, ତୁମ୍ଭେ ମାେ ପ୍ରତି କରିଥିବା ପ୍ରତିଜ୍ଞା ସ୍ମରଣ କର। ସହେି ପ୍ରତିଜ୍ଞା ମାେତେ ଭରସା ଦଇେଛି।

50ମୁଁ ଯେତବେେଳେ ଦୁଃଖରେ ଥିଲି, ତୁମ୍ଭେ ସେତବେେଳେ ମାେତେ ସାନ୍ତ୍ବନା ଦଇେଅଛ। ତୁମ୍ଭର ବାକ୍ଯସବୁ ମାେତେ ପୁନଃର୍ଜୀବିତ କରିଅଛି।

Psalms 119 illustration - Psalms Chapter 119

51ଲୋକମାନେ ଭାବନ୍ତି ସମାନେେ ମାଠାରୁେ ଉତ୍ତମ ଏବଂ ମାେତେ ଅତିଶଯ ଅପମାନିତ କରିଛନ୍ତି, କିନ୍ତୁ ମୁଁ ତୁମ୍ଭ ଶିକ୍ଷାରୁ ବିଚ୍ଯୁତ ହାଇେ ନାହିଁ।

52ମୁଁ ତୁମ୍ଭର ପୂର୍ବରୁ ଦଇେଥିବା ଶାସନକୁ ସ୍ମରଣ କରେ ଏବଂ ସଗେୁଡ଼ିକ ମାେତେ ସାନ୍ତ୍ବନା ଦିଏ।

53ମୁଁ କ୍ରୋଧିତ ହାଇୟୋଏ, ଯେତବେେଳେ ଦେଖେ ଦୁଷ୍ଟ ଲୋକମାନେ ତୁମ୍ଭର ଶିକ୍ଷା ସମୂହକୁ ଆଉ ଅନୁସରଣ କରୁ ନାହାଁନ୍ତି।

54ମାରେ ଗୃହରେ ମୁଁ ତୁମ୍ଭର ବ୍ଯବସ୍ଥାସବୁ ଗାନ କରେ।

55ହେ ସଦାପ୍ରଭୁ, ରାତ୍ରିରେ ମୁଁ ତୁମ୍ଭ ନାମ ସ୍ମରଣ କରେ। ମୁଁ ତୁମ୍ଭର ଶିକ୍ଷାସବୁ ସ୍ମରଣ କରେ।

Psalms 119 illustration - Psalms Chapter 119

56ଏହିପରି ଘଟେ କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଯତ୍ନର ସହକାରେ ମାନି ଚଳେ।

57ସଦାପ୍ରଭୁ, ମୁଁ ନିଷ୍ପତ୍ତି କରିଛି ମାରେ କର୍ତ୍ତବ୍ଯ ହେଉଛି ତୁମ୍ଭର ଆଜ୍ଞାକୁ ମାନିବା।

58ସଦାପ୍ରଭୁ ମୁଁ ମାରେ ସମ୍ପୂର୍ଣ୍ଣ ହୃଦଯ ସହିତ ତୁମ୍ଭକୁ ଭିକ୍ଷା କରେ। ତୁମ୍ଭର ପ୍ରତିଜ୍ଞା ଅନୁସାରେ ମାେ ପ୍ରତି ଦୟାକର।

59ମୁଁ ମାେ ଜୀବନକୁ ଯତ୍ନ ସହକାରେ ଅନୁଶୀଳନ କଲି। ଏବଂ ମୁଁ ତୁମ୍ଭର ନିଯମକୁ ପୁଣି ଫରେିଲି।

60ମୁଁ ତୁମ୍ଭର ଆଜ୍ଞାସବୁ ପାଳନ କରିବାରେ, ବିଳମ୍ବ କରି ନାହିଁ।

Psalms 119 illustration - Psalms Chapter 119

61ଦୁଷ୍ଟଲୋକମାନେ ମାେ ଚାରିପାଖରେ ଫାନ୍ଦ ବସାଇଛନ୍ତି, କିନ୍ତୁ ମୁଁ ତୁମ୍ଭର ଶିକ୍ଷାସବୁ ଭୁଲି ନାହିଁ।

62ମୁଁ ତୁମ୍ଭର ଧର୍ମମଯ ନିଷ୍ପତ୍ତିକୁ ଧନ୍ଯବାଦ ଦବୋ ପାଇଁ ମଧ୍ଯରାତ୍ରୀରେ ଉଠିଥାଏ।

63ଯେଉଁମାନେ ତୁମ୍ଭଙ୍କୁ ଉପାସନା କରନ୍ତି ଓ ଯେଉଁମାନେ ତୁମ୍ଭର ନିର୍ଦ୍ଦେଶ ମାନନ୍ତି, ମୁଁ ସମାନଙ୍କେର ବନ୍ଧୁ।

64ହେ ସଦାପ୍ରଭୁ, ପୃଥିବୀ ତୁମ୍ଭର ଦୟାରେ ପୂର୍ଣ୍ଣ। ତୁମ୍ଭର ବ୍ଯବସ୍ଥାସବୁ ମାେତେ ଶିଖାଅ।

65ହେ ସଦାପ୍ରଭୁ, ତୁମ୍ଭେ ନିଜ ଦାସ ପ୍ରତି ଉତ୍ତମ ବ୍ଯବହାର କରିଛ। ତୁମ୍ଭେ ୟାହା କରିବାକୁ ପ୍ରତିଜ୍ଞା କରିଥିଲ ଠିକ୍ ତାହା କରିଛ।

Psalms 119 illustration - Psalms Chapter 119

66ହେ ସଦାପ୍ରଭୁ, ମାେତେ ବିଜ୍ଞ ନିଷ୍ପତ୍ତି କରିବା ପାଇଁ ଜ୍ଞାନ ପ୍ରଦାନ କର। ମୁଁ ତୁମ୍ଭର ଆଜ୍ଞା ସମୂହରେ ବିଶ୍ବାସ କରିଅଛି।

67ମୁଁ ଦୁଃଖ ଭୋଗିବା ପୂର୍ବରୁ ବହୁତ କୁକର୍ମମାନ କଲି। ମାତ୍ର ମୁଁ ବର୍ତ୍ତମାନ ତୁମ୍ଭର ନିର୍ଦ୍ଦେଶ ଯତ୍ନରେ ମାନୁଅଛି।

68ହେ ପରମେଶ୍ବର, ତୁମ୍ଭେ ମଙ୍ଗଳମଯ, ତୁମ୍ଭେ ମଙ୍ଗଳ କର। ମାେତେ ତୁମ୍ଭର ନିଯମସବୁ ଶିଖାଅ।

69ଯେଉଁ ଲୋକମାନେ ଭାବନ୍ତି ସମାନେେ ମାଠାରୁେ ଉତ୍ତମ, ସମାନେେ ମାେ ବିଷଯରେ ମିଥ୍ଯା କହିଛନ୍ତି। କିନ୍ତୁ ହେ ସଦାପ୍ରଭୁ, ମୁଁ ହୃଦଯ ଅନ୍ତକରଣ ସହକାରେ ତୁମ୍ଭର ନିର୍ଦ୍ଦେଶ ଅନୁସରଣ କରିଅଛି।

70ସହେି ଲୋକମାନେ ବହୁତ ମୂର୍ଖ। ମାତ୍ର ମୁଁ ତୁମ୍ଭ ଶିକ୍ଷାରେ ଆନନ୍ଦିତ ହୁଏ।

Psalms 119 illustration - Psalms Chapter 119

71ଏହି ୟନ୍ତ୍ରଣା ଭୋଗ କରିବା ମାେ ପାଇଁ ଉତ୍ତମ ଥିଲା, ୟପରେିକି ମୁଁ ତୁମ୍ଭ ବ୍ଯବସ୍ଥା ଶିକ୍ଷା କରିପାରେ।

72ତୁମ୍ଭର ଶିକ୍ଷାସବୁ ମାେ ପାଇଁ ଉତ୍ତମ, ଏହା ଏକହଜାର ଖଣ୍ଡ ସୁନା ଓ ରୂପାଖଣ୍ଡଠାରୁ ଉତ୍ତମ।

73ହେ ସଦାପ୍ରଭୁ, ତୁମ୍ଭର ହସ୍ତ ମାେତେ ନିର୍ମାଣ କଲା ଏବଂ ମୁଁ କ'ଣ ତିଆରି କଲି ? ମାେତେ ବୁଝିବା ଶକ୍ତି ପ୍ରଦାନ କର, ୟପରେିକି ମୁଁ ତୁମ୍ଭର ନିର୍ଦ୍ଦଶସବେୁ ଶିକ୍ଷା କରିପାରେ।

74ସଦାପ୍ରଭୁ ଯେଉଁମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି, ସମାନେେ ମାେତେ ଦେଖିବେ ଏବଂ ଖୁସି ହବେେ। କାରଣ ମୁଁ ତୁମ୍ଭଠାରେ ଭରସା କରେ।

75ହେ ସଦାପ୍ରଭୁ, ମୁଁ ଜାଣେ ତୁମ୍ଭ ନିଷ୍ପତ୍ତି ସବୁ ଧର୍ମମଯ। ମାେତେ ତୁମ୍ଭେ ଦଣ୍ଡ ଦଇେ ଠିକ୍ କରିଥିଲ।

Psalms 119 illustration - Psalms Chapter 119

76ତୁମ୍ଭର ପ୍ରକୃତ ପ୍ରମରେେ ମାେତେ ସାନ୍ତ୍ବନା ଦିଅ। ତୁମ୍ଭ ପ୍ରତିଜ୍ଞାନୁସାରେ, ତୁମ୍ଭର ଦାସକୁ ସାନ୍ତ୍ବନା ଦିଅ।

77ସଦାପ୍ରଭୁ ମାେ ଉପରେ ଦୟା ରଖ, ୟପରେିକି ମୁଁ ବଞ୍ଚିପାରେ। ମୁଁ ବାସ୍ତବରେ ତୁମ୍ଭର ଶିକ୍ଷାକୁ ଉପ ଭୋଗ କରେ।

78ଯେଉଁ ଲୋକମାନେ ନିଜକୁ ମାଠାରୁେ ଧାର୍ମିକ ଭାବନ୍ତି, ମାେ ବିଷଯରେ ମିଥ୍ଯା କହନ୍ତି। ମୁଁ ଆଶାକରେ ସମାନେେ ଲଜ୍ଜିତ ହୁଅନ୍ତୁ। ହେ ସଦାପ୍ରଭୁ, ମୁଁ ତୁମ୍ଭର ଶିକ୍ଷାସବୁ ଉପରେ ଧ୍ଯାନ କରେ।

79ଯେଉଁମାନେ ତୁମ୍ଭକୁ ସମ୍ମାନ କରିପାରନ୍ତି, ତୁମ୍ଭେ ସମାନଙ୍କେୁ ମାେ ପାଖକୁ ଫରୋଅ। ୟପରେିକି ସମାନେେ ତୁମ୍ଭର ବାକ୍ଯ ବିଷଯରେ ଶିକ୍ଷା କରିପାରିବେ।

80ସଦାପ୍ରଭୁ ମୁଁ ସମ୍ପୂର୍ଣ୍ଣ ହୃଦଯ ସହିତ ତୁମ୍ଭର ନିଯମକୁ ମାନିପାରେ, ତବେେ ମୁଁ ଲଜ୍ଜିତ ହବେି ନାହିଁ।

Psalms 119 illustration - Psalms Chapter 119

81ସଦାପ୍ରଭୁ ତୁମ୍ଭକୁ ଅପେକ୍ଷା କରି ମୁଁ ଦୁର୍ବଳ ଅଟେ ତୁମ୍ଭେ ମାେତେ ରକ୍ଷା କର। କିନ୍ତୁ ମୁଁ ତୁମ୍ଭର ବାକ୍ଯ ଉପରେ ନିର୍ଭର ରେଖ।

82ସଦାପ୍ରଭୁ ତୁମ୍ଭେ କରିଥିବା ପ୍ରତିଜ୍ଞାର ଅପେକ୍ଷାରେ ମାରେ ଚକ୍ଷୁକ୍ଲାନ୍ତ ହେଲାଣି, ତୁମ୍ଭେ ମାେତେ କବେେ ସାନ୍ତ୍ବନା ଦବେ ?

83ଏପରିକି ମୁଁ ଅଳିଆ ଗଦାରେ ପଡ଼ିଥିବା ଏକ ପଚା ଚମଡ଼ା ଥଳୀ ଅଟେ। ମୁଁ ତୁମ୍ଭର ନିଯମ ଭୁଲିବି ନାହିଁ।

84କେତଦେିନ ମୁଁ ବଞ୍ଚିବି ? ହେ ସଦାପ୍ରଭୁ ତୁମ୍ଭେ କବେେ ମାରେ ଦଣ୍ଡବିଧାନକାରୀମାନଙ୍କୁ ଦଣ୍ଡିତ କରିବ।

85ଅହଂକାରୀମାନେ ମିଥ୍ଯାଦ୍ବାରା ଆଘାତ କରନ୍ତି ଏବଂ ତାହା ତୁମ୍ଭ ଶିକ୍ଷା ବିରୁଦ୍ଧ ଅଟେ।

Psalms 119 illustration - Psalms Chapter 119

86ହେ ସଦାପ୍ରଭୁ, ତୁମ୍ଭର ଆଦେଶସବୁ ବିଶ୍ବାସନୀଯ। ସମାନେେ ଅନ୍ଯାଯରେ ମାେତେ ତାଡ଼ନା କରନ୍ତି। ମାେତେ ସାହାୟ୍ଯ କର !

87ସହେି ଲୋକମାନେ ମାେତେ ଧ୍ବଂସ କରି ଦେଲଣେି। ମାତ୍ର ମୁଁ ତୁମ୍ଭର ଆଦେଶ ପରିତ୍ଯାଗ କରି ନାହିଁ।

88ସଦାପ୍ରଭୁ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ମାେତେ ଦଖାେଅ ଏବଂ ମାେତେ ବଞ୍ଚାଅ। ୟପରେି ମୁଁ ତୁମ୍ଭର ଆଦେଶ ରଖିପାରେ।

89ହେ ସଦାପ୍ରଭୁ, ତୁମ୍ଭର ବାକ୍ଯ ସର୍ବଦା ପାଇଁ ସ୍ବର୍ଗରେ ସଂସ୍ଥାପିତ ଅଛି।

90ତୁମ୍ଭର ବିଶ୍ବସ୍ତତା ବଂଶାନୁକ୍ରମେ ଚାଲିବ। ତୁମ୍ଭେ ପୃଥିବୀକୁ ଉଚିତ୍ ଜାଗାରେ ରଖିଛ ଏବଂ ଏହା ଏଠାରେ ସବୁବେଳେ ରହିଅଛି।

Psalms 119 illustration - Psalms Chapter 119

91ତୁମ୍ଭର ବ୍ଯବସ୍ଥା ଯୋଗୁଁ ସ୍ବର୍ଗ ଓ ପୃଥିବୀ ଆଜି ପର୍ୟ୍ଯନ୍ତ ଚାଲୁ ରହିଛି। କାରଣ ସବୁକିଛି ତୁମ୍ଭର ଦାସମାନେ।

92ୟଦି ମୁଁ ଶିକ୍ଷାଗୁଡ଼ିକ ପସନ୍ଦ କରି ନ ଥାନ୍ତି, ମୁଁ ଆପଣା କଷ୍ଟରେ ବିନଷ୍ଟ ହାଇେଥାନ୍ତି।

93ସଦାପ୍ରଭୁ ତୁମ୍ଭର ନିର୍ଦ୍ଦେଶକୁ ମୁଁ କଦାପି ପାଶୋରିବି ନାହିଁ। କାରଣ ସମାନଙ୍କେ ଦ୍ବାରା ମାେତେ ତୁମ୍ଭେ ଜୀବିତ ରହିବାକୁ ଦିଅ।

94ମୁଁ ତୁମ୍ଭର, ତଣେୁ ମାେତେ ରକ୍ଷା କର। କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁର ଅନ୍ବଷେଣ କରିଅଛ।

95ଦୁଷ୍ଟ ଲୋକମାନେ ମାେତେ ଧ୍ବଂସ କରିବାକୁ ଅପେକ୍ଷା କରୁଛନ୍ତି, କିନ୍ତୁ ମୁଁ ତୁମ୍ଭର ବାକ୍ଯ ବିଷଯରେ ଭାବିବି।

Psalms 119 illustration - Psalms Chapter 119

96ମୁଁ ଦେଖିଅଛି ଯେ, ସବୁ ଜିନିଷର ତା'ର ସୀମା ରହିଅଛି, ତୁମ୍ଭର ବ୍ଯବସ୍ଥା ଛଡ଼ା।

97ହେ ସଦାପ୍ରଭୁ, ମୁଁ ତୁମ୍ଭର ଶିକ୍ଷାଗୁଡ଼ିକୁ ଭଲ ପାଏ। ତାହା ମୁଁ ଦିନସାରା ଭାବେ।

98ତୁମ୍ଭର ନିର୍ଦ୍ଦେଶ ମାେତେ ମାରେ ଶତ୍ରୁମାନଙ୍କଠାରୁ ବୁଦ୍ଧିମାନ୍ କରିଛି। ତୁମ୍ଭର ନିଯମ ସର୍ବଦା ମାେ ସହିତ ଅଛି।

99ମାରେ ସମସ୍ତ ଗୁରୁଙ୍କଠାରୁ ମୁଁ ଅଧିକ ବୁଦ୍ଧିମାନ୍। କାରଣ ମୁଁ ତୁମ୍ଭର ବାକ୍ଯସବୁ ଶିକ୍ଷା କରେ।

100ମୁଁ ପ୍ରାଚୀନବର୍ଗମାନଙ୍କଠାରୁ ଅଧିକ ବୁଝେ। କାରଣ ମୁଁ ତୁମ୍ଭର ନିର୍ଦ୍ଦଶେ ରକ୍ଷା କରେ।

Psalms 119 illustration - Psalms Chapter 119

101ସଦାପ୍ରଭୁ, ପ୍ରେତ୍ୟକକ କୁପଥଠାରୁ ମୁଁ ଦୂରଇେ ରହିବି, ୟପରେିକି ମୁଁ ତୁମ୍ଭର ବାକ୍ଯ ରକ୍ଷା କରିପାରିବି।

102ସଦାପ୍ରଭୁ ମୁଁ ତୁମ୍ଭର ଶାସନରୁ ଫରେି ନାହିଁ, କାରଣ ତୁମ୍ଭେ ନିଜେ ମାେତେ ଶିକ୍ଷା ଦଇେଅଛ।

103ତୁମ୍ଭର ପ୍ରତିଜ୍ଞା ସର୍ବଦା ମାେ ପାଟିକୁ ମହୁଠାରୁ ଅଧିକ ମଧୁର ଲାଗେ।

104ତୁମ୍ଭର ଶିକ୍ଷା ମାେତେ ବୁଦ୍ଧିମାନ କରେ। ତଣେୁ ମୁଁ ସବୁ ମିଥ୍ଯା ଶିକ୍ଷାକୁ ଘୃଣା କରେ।

105ସଦାପ୍ରଭୁ ତୁମ୍ଭର ବାକ୍ଯ ମାରେ ପାପ ପାଇଁ ବତୀ ସଦୃଶ, ଓ ମାରେ ପଥ ପାଇଁ ଆ ଲୋକ ଅଟେ।

Psalms 119 illustration - Psalms Chapter 119

106ତୁମ୍ଭର ବିଚାର ଉତ୍ତମ ଏବଂ ମୁଁ ତାହାସବୁ ମାନିବା ପାଇଁ ଶପଥ କରେ।

107ହେ ସଦାପ୍ରଭୁ, ମୁଁ ବହୁତ ୟନ୍ତ୍ରଣା ଭୋଗି ଅଛି। ଦୟାପୂର୍ବକ ମାେତେ ନିର୍ଦ୍ଦେଶ ଦିଅ ଓ ମାେତେ ଆଉଥରେ ବଞ୍ଚିବାକୁ ଦିଅ।

108ସଦାପ୍ରଭୁ, ମାରେ ପ୍ରଶଂସା ଗ୍ରହଣ କର। ତୁମ୍ଭର ବ୍ଯବସ୍ଥା ମାେତେ ଶିଖାଅ।

109ମାେ ଜୀବନ ବିପଦପୂର୍ଣ୍ଣ ସବୁବେଳେ ଥାଏ, କିନ୍ତୁ ମୁଁ ଏବେ ପର୍ୟ୍ଯନ୍ତ କଦାପି ତୁମ୍ଭ ଶିକ୍ଷା ପଥରୁ ନିବୃତ ହାଇେ ନାହିଁ।

110ଦୁଷ୍ଟ ଲୋକମାନେ ସର୍ବଦା ମାେତେ ଫାନ୍ଦରେ ପକାଇବାକୁ ଚେଷ୍ଟା କରନ୍ତି। କିନ୍ତୁ ମୁଁ ତୁମ୍ଭର ନିର୍ଦ୍ଦଶେ କବେେ ଅବମାନନା କରି ନାହିଁ।

Psalms 119 illustration - Psalms Chapter 119

111ସଦାପ୍ରଭୁ ମୁଁ ତୁମ୍ଭର ନିଯମକୁ ସବୁଦିନ ଦଖାଇବୋକୁ ଉପହାର ଆକାରରେ ଗ୍ରହଣ କରିଅଛି। ଏହା ମାେତେ ବହୁ ଆନନ୍ଦ ଦିଏ।

112ତୁମ୍ଭର ନିଯମସବୁ ମାନିବା ପାଇଁ ମୁଁ ଆପଣା ମନକୁ ପ୍ରବର୍ତ୍ତାଇଛି, ତାହା ମାରେ ପୁରସ୍କାର ହବେ।

113ହେ ସଦାପ୍ରଭୁ, ଯେଉଁମାନେ ସମ୍ପୂର୍ଣ୍ଣ ଭାବେ ତୁମ୍ଭ ପ୍ରତି ବିଶ୍ବସ୍ତ ନୁହଁନ୍ତି, ମୁଁ ସମାନଙ୍କେୁ ଘୃଣା କରେ। କିନ୍ତୁ ମୁଁ ତୁମ୍ଭର ଶିକ୍ଷାଗୁଡ଼ିକୁ ଭଲ ପାଏ।

114ତୁମ୍ଭେ ହେଉଛ ମାରେ ଲୁଚିବା ସ୍ଥାନ ଏବଂ ସୁରକ୍ଷା ବ୍ଯକ୍ତି। ମୁଁ ତୁମ୍ଭ ବାକ୍ଯରେ ସର୍ବଦା ଭରସା କରେ।

115ମନ୍ଦ ଲୋକମାନେ, ମାେ ନିକଟକୁ ଆସନ୍ତି ନାହିଁ, ୟପରେିକି ମୁଁ ମାରେ ପରମେଶ୍ବରଙ୍କର ଆଜ୍ଞାମାନ ପାଳନ କରିପାରିବି।

Psalms 119 illustration - Psalms Chapter 119

116ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ଅନୁସାରେ ମାେତେ ମନୋନୀତ କଲ, ୟପରେି ମୁଁ ବଞ୍ଚିପାରିବି। ମୁଁ ତୁମ୍ଭ ଉପରେ ଭରସା ରେଖ, ମାେତେ ହତୋତ୍ସାହ କର ନାହିଁ।

117ମାେତେ ସହାୟ ହୁଅ, ସଦାପ୍ରଭୁ, ମୁଁ ସୁରକ୍ଷିତ ହବେି। ମୁଁ ସର୍ବଦା ତୁମ୍ଭର ନିଯମ ମାନିବି।

118ସଦାପ୍ରଭୁ ଯେଉଁମାନେ ତୁମ୍ଭ ବ୍ଯବସ୍ଥାରୁ ଦୂରଇେ ୟାଆନ୍ତି ତୁମ୍ଭେ ତାଙ୍କୁ ଗ୍ରହଣ କର ନାହିଁ। କାରଣ ସମାନେେ ମିଥ୍ଯାବାଦୀ ଏବଂ ତୁମ୍ଭ ପ୍ରତି ବିଶ୍ବସ୍ତ ନୁହଁନ୍ତି।

119ହେ ସଦାପ୍ରଭୁ, ପୃଥିବୀର ଦୁଷ୍ଟଗଣଙ୍କୁ ତୁମ୍ଭେ ଆବର୍ଜ୍ଜନା ପରି ଫିଙ୍ଗିଦିଅ। ୟପରେି ମୁଁ ତୁମ୍ଭର ନିଯମକୁ ସ୍ନହେ କରିବି।

120ତୁମ୍ଭ ପ୍ରତି ଭୟ ଯୋଗୁଁ ମୁଁ ଥରେ। ମୁଁ ତୁମ୍ଭର ବ୍ଯବସ୍ଥାକୁ ଭୟ କରେ ଓ ସମ୍ମାନ କରେ।

Psalms 119 illustration - Psalms Chapter 119

121ମୁଁ ନ୍ଯାଯ ଓ ଧର୍ମାଚରଣ କରିଅଛି। ହେ ସଦାପ୍ରଭୁ, ଉପଦ୍ରବ କରୁଥିବା ଲୋକମାନଙ୍କ ହସ୍ତରେ ମାେତେ ସମର୍ପଣ କରିନାହଁ।

122ମାେତେ ସାହାୟ୍ଯ କରିବାକୁ ପ୍ରତିଜ୍ଞା କର। ମୁଁ ତୁମ୍ଭର ସବେକ। ହେ ସଦାପ୍ରଭୁ, ଅହଙ୍କାରୀମାନଙ୍କୁ ମାେ ପ୍ରତି କ୍ଷତି କରିବାକୁ ଦିଅ ନାହିଁ।

123ସଦାପ୍ରଭୁ ତୁମ୍ଭର ବିଶ୍ବସ୍ତ ପ୍ରତିଜ୍ଞା ସତ୍ଯ ହବୋକୁ, ତୁମ୍ଭର ପରିତ୍ରାଣ ପଥକୁ ଚାହିଁ ଚାହିଁ ମାରେ ଚକ୍ଷୁ କ୍ଷୀଣ ହାଇୟୋଏ।

124ମୁଁ ତୁମ୍ଭର ସବେକ ଅଟେ। ମାେ ପ୍ରତି ତୁମ୍ଭର ପ୍ରମେ ଦଖାେଅ। ତୁମ୍ଭର ବ୍ଯବସ୍ଥାମାନ ଶିଖାଅ।

125ମୁଁ ତୁମ୍ଭର ଦାସ, ତୁମ୍ଭର ବ୍ଯବସ୍ଥାସବୁ ବୁଝିବାରେ ମାେତେ ସାହାୟ୍ଯ କର।

Psalms 119 illustration - Psalms Chapter 119

126ହେ ସଦାପଭ୍ରୁ, ତୁମ୍ଭର କାର୍ୟ୍ଯ କରିବାର ସମୟ ଏହି। କାରଣ ଲୋକମାନେ ତୁମ୍ଭ ନିଯମ ଭାଙ୍ଗିଛନ୍ତି।

127ସଦାପ୍ରଭୁ ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ମୁଁ ତୁମ୍ଭର ନିର୍ଦ୍ଦେଶକୁ ସ୍ନହେ କରେ।

128ମୁଁ ଯତ୍ନର ସହକାରେ ତୁମ୍ଭର ନିର୍ଦ୍ଦେଶକୁ ଅନୁସରଣ କରେ। ମୁଁ ମିଥ୍ଯା ଉପଦେଶକୁ ଘୃଣା କରେ।

129ସଦାପ୍ରଭୁ ତୁମ୍ଭର ବାକ୍ଯସକଳ ଆଶ୍ଚର୍ୟ୍ଯଜନକ ଅଟେ। ସେଥିପାଇଁ ମୁଁ ତାହା ଅନୁସରଣ କରେ।

130ତୁମ୍ଭର କଥାର ବିସ୍ତାରତା ମସ୍ତକର ଆ ଲୋକ ପ୍ରଦାନ କରେ। ଏପରି ଏହା ମୂର୍ଖ ଲୋକମାନଙ୍କୁ ମଧ୍ଯ ବୁଦ୍ଧିମାନ କରେ।

Psalms 119 illustration - Psalms Chapter 119

131ହେ ସଦାପ୍ରଭୁ, ମୁଁ ତୁମ୍ଭର ସମସ୍ତ ନିର୍ଦ୍ଦେଶ ଶିକ୍ଷା କରିବାକୁ ଚା ହେଁ। ମୁଁ ସେସବୁ ପାଇଁ ର୍ଧୈୟ୍ଯଶୀଳ ହାଇେ ଅପେକ୍ଷା କରୁଅଛି, ମୁଁ ପ୍ରାଯ ନିଶ୍ବାସ ଅପ୍ରଚଳିତ।

132ହେ ପରମେଶ୍ବର, ମାେତେ ଦେଖ ଓ ମାେ ପ୍ରତି ଦୟା କର। ତୁମ୍ଭର ନାମକୁ ଭଲପାଉଥିବା ଲୋକମାନଙ୍କ ପାଇଁ ୟାହା କରିବା ଉଚିତ୍ ତାହା କର।

133ହେ ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ଅନୁସାରେ ମାେତେ ପରିଚାଳିତ କର। ମାେ ପ୍ରତି କୌଣସି ଅଘଟଣ ଘଟିବାକୁ ଦିଅ ନାହିଁ।

134ହେ ସଦାପ୍ରଭୁ, ଯେଉଁମାନେ ମାେତେ ଆହତ କରନ୍ତି ସମାନଙ୍କେଠାରୁ ମାେତେ ରକ୍ଷା କର ୟପରେିକି ମୁଁ ତୁମ୍ଭର ନିର୍ଦ୍ଦଶେ ସକଳ ମାନିବି।

135ହେ ସଦାପ୍ରଭୁ, ତୁମ୍ଭର ଦାସକୁ ଗ୍ରହଣ କର। ଏବଂ ତୁମ୍ଭର ବ୍ଯବସ୍ଥାମାନ ମାେତେ ଶିକ୍ଷା ଦିଅ।

Psalms 119 illustration - Psalms Chapter 119

136ମାେ ଚକ୍ଷୁରୁ ଅଶ୍ରୁ ନଦୀପରି ବହୁଛି। କାରଣ ଲୋକମାନେ ତୁମ୍ଭର ବ୍ଯବସ୍ଥାମାନ ପାଳନ କରୁ ନାହାଁନ୍ତି।

137ହେ ସଦାପ୍ରଭୁ, ତୁମ୍ଭେ ଧାର୍ମିକ ଅଟ। ଏଂ ତୁମ୍ଭର ନିଯମ ସବୁ ଧର୍ମମଯ।

138ତୁମ୍ଭେ ଆପଣା ନିଯମ ଦଇେଅଛ। ସଗେୁଡ଼ିକ ଧର୍ମମଯ ଓ ଆମ୍ଭେ ତା'ଉପରେ ସମ୍ପୂର୍ଣ୍ଣରୂପେ ଭରସା କରିପାରିବୁ।

139ମାରେ ଦୃଢ଼ ଅନୁଭବ ମାେତେ ଗ୍ରାସ କରିଅଛି। ମୁଁ ବହୁତ ମାନସିକ ଅଶାନ୍ତିରେ ଅଛି। କାରଣ ମାରେ ଶତ୍ରୁଗଣ ତୁମ୍ଭର ବାକ୍ଯସବୁ ପାଶୋରି ୟାଇଛନ୍ତି।

140ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ପରୀକ୍ଷା ହାଇେଅଛି ଏବଂ ବିଶ୍ବସ୍ତ ବାହାରିଲା, ମୁଁ ତୁମ୍ଭର ଦାସ, ଏହାକୁ ଭଲ ପାଏ।

Psalms 119 illustration - Psalms Chapter 119

141ମୁଁ ଗୁରୁତ୍ବପୂର୍ଣ୍ଣ ନୁହେଁ ଏବଂ ଲୋକମାନେ ମାେତେ ସମ୍ମାନ କରନ୍ତି ନାହିଁ। କିନ୍ତୁ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଭୁଲି ନାହିଁ।

142ହେ ସଦାପ୍ରଭୁ, ତୁମ୍ଭର ଧାର୍ମିକତା ଅନନ୍ତକାଳସ୍ଥାଯୀ। ତୁମ୍ଭର ବ୍ଯବସ୍ଥାସବୁକୁ ଭରସା କରାୟାଇ ପାରିବ।

143କ୍ଲେଶ ଓ ୟନ୍ତ୍ରଣା ମାେ ଉପରେ ଆସିଅଛି। କିନ୍ତୁ ମୁଁ ତୁମ୍ଭର ଆଜ୍ଞାରେ ଆନନ୍ଦିତ ହୁଏ।

144ସଦାପ୍ରଭୁ, ତୁମ୍ଭର ପ୍ରମାଣ ବାକ୍ଯଗୁଡ଼ିକ ଚିରକାଳ ଉତ୍ତମ। ତାହାସବୁ ବୁଝିବାରେ ସହାୟ ହୁଅ, ୟପରେିକି ମୁଁ ବଞ୍ଚିପାରିବି।

145ହେ ସଦାପ୍ରଭୁ, ମୁଁ ହୃଦଯ ସହକାରେ ତୁମ୍ଭକୁ ପ୍ରାର୍ଥନା କରେ। ମାେତେ ଉତ୍ତର ଦିଅ !ମୁଁ ତୁମ୍ଭର ନିଯମସବୁ ଅନୁସରଣ କରିବି।

Psalms 119 illustration - Psalms Chapter 119

146ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ଡ଼ାକ ପକାଉଛି, ମାେତେ ରକ୍ଷା କର, ଏବଂ ମୁଁ ତୁମ୍ଭର ବାକ୍ଯ ଅନୁସରଣ କରିବି।

147ମୁଁ ପ୍ରଭାତରୁ ଉଠିଲି ଏବଂ ମୁଁ ତୁମ୍ଭକୁ ପ୍ରାର୍ଥନା କଲି। ମୁଁ ତୁମ୍ଭ ବାକ୍ଯରେ ଭରସା କରେ।

148ମୁଁ ତୁମ୍ଭର ପ୍ରତିଜ୍ଞା ଧ୍ଯାନ କରିବା ପାଇଁ ରାତ୍ରି ଉଜାଗର ରହିଲି।

149ହେ ସଦାପ୍ରଭୁ, ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ସହକାରେ ମାରେ ପ୍ରାର୍ଥନା ଶୁଣ। ତୁମ୍ଭ ଶାସନ ଦ୍ବାରା ମାେତେ ବଞ୍ଚିବାକୁ ଦିଅ।

150ମନ୍ଦ ଯୋଜନା ସହିତ ଲୋକମାନେ ମାେତେ ଆକ୍ରମଣ କରିବା ପାଇଁ ମାେ ପାଖକୁ ଆସନ୍ତି। ସମାନେେ ତୁମ୍ଭର ଶିକ୍ଷାଠାରୁ ବହୁ ଦୂରରେ।

Psalms 119 illustration - Psalms Chapter 119

151ହେ ସଦାପ୍ରଭୁ, ତୁମ୍ଭେ ମାରେ ନିକଟବର୍ତ୍ତୀ। ତୁମ୍ଭର ଆଦେଶ ସକଳ ଭରସା ୟୋଗ୍ଯ।

152ବହୁତ ଦିନ ପୂର୍ବରୁ ମୁଁ ଜାଣେ ୟେ, ତୁମ୍ଭର ଶାସନ ଅଛି। ମୁଁ ଜାଣେ ୟେ, ତୁମ୍ଭେ ସମାନଙ୍କେୁ ଅନନ୍ତକାଳ ପାଇଁ ଶଷେ କରିପକାଇଲ।

153ହେ ସଦାପ୍ରଭୁ, ମାରେ ୟନ୍ତ୍ରଣାକୁ ଦେଖ ଓ ମାେତେ ଉଦ୍ଧାର କର। କାରଣ ମୁଁ ତୁମ୍ଭର ଶିକ୍ଷାମାନ ଭୁଲି ନାହିଁ।

154ହେ ସଦାପ୍ରଭୁ, ତୁମ୍ଭେ ମାେ ପାଇଁ ନିଷ୍ପତ୍ତି କର ଏବଂ ମାେତେ ରକ୍ଷା କର। ତୁମ୍ଭର ପ୍ରତିଜ୍ଞାନୁସାରେ ମାେତେ ବଞ୍ଚିବାକୁ ଦିଅ।

155ଦୁଷ୍ଟଗଣ କବେେ ବିଜଯୀ ହବେେ ନାହିଁ। କାରଣ ସମାନେେ ତୁମ୍ଭର ବ୍ଯବସ୍ଥା ଅନୁସରଣ କରନ୍ତି ନାହିଁ।

Psalms 119 illustration - Psalms Chapter 119

156ହେ ସଦାପ୍ରଭୁ, ତୁମ୍ଭେ ମହାନ୍ ଦୟାଳୁ। ତୁମ୍ଭର ଶାସନ ନିଯମାନୁସାରେ କାମ କର ଓ ମାେତେ ବଞ୍ଚିବାକୁ ଦିଅ।

157ମାେତେ କଷ୍ଟ ଦବୋକୁ ଚେଷ୍ଟା କରନ୍ତି, ସହେିପରି ମାରେ ବହୁତ ଶତ୍ରୁ ଅଛନ୍ତି, କିନ୍ତୁ ମୁଁ ତୁମ୍ଭର ବାକ୍ଯରୁ ବିଚ୍ଯୁତ ହାଇେ ନାହିଁ।

158ମୁଁ ବିଶ୍ବାସଘାତକମାନଙ୍କୁ ଦେଖେ। ସମାନେେ ତୁମ୍ଭର ବାକ୍ଯ ମାନନ୍ତି ନାହିଁ। ମୁଁ ସମାନଙ୍କେୁ ଘୃଣାକରେ।

159ଦେଖ, ମୁଁ ତୁମ୍ଭର ନିର୍ଦ୍ଦେଶସବୁ ପାଳନ କରିବା ପାଇଁ କଠିନ ଚେଷ୍ଟା କରୁଛି। ହେ ସଦାପ୍ରଭୁ, ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଅନୁସାରେ ମାେତେ ବଞ୍ଚିବାକୁ ଦିଅ।

160ଆରମ୍ଭରୁ ତୁମ୍ଭର ସମୁଦାଯ ବାକ୍ଯ ଭରସା ୟୋଗ୍ଯ ଓ ତୁମ୍ଭର ସବୁ ଧର୍ମମଯ ବ୍ଯବସ୍ଥା ନିତ୍ଯସ୍ଥାଯୀ ପାଇଁ ସୁନ୍ଦର ହାଇେ ରହିବ।

Psalms 119 illustration - Psalms Chapter 119

161ସଦାପ୍ରଭୁ ଶକ୍ତିଶାଳୀ ଅଧିପତିମାନେ ବିନା କାରଣରେ ମାେତେ ଆକ୍ରମଣ କରନ୍ତି। କିନ୍ତୁ ମୁଁ କବଳେ ତୁମ୍ଭର ବାକ୍ଯକୁ ଭୟ ଓ ସମ୍ମାନ କରେ।

162ତୁମ୍ଭର ପ୍ରତିଜ୍ଞା ମାେତେ ଆନନ୍ଦ ଦିଏ, ୟପରେି ଜଣେ ବ୍ଯକ୍ତି ବହୁତ ଲୁଟ୍ଧନ ପାଇବା ପରେ ଖୁସି ହୁଏ।

163ମୁଁ ମିଥ୍ଯାକୁ ଘୃଣା କରେ ଓ ଏହାକୁ ଅଶ୍ରଦ୍ଧା କରେ। ମାତ୍ର ମୁଁ ତୁମ୍ଭ ଶିକ୍ଷାସବୁ ସ୍ନହେ କରେ।

164ତୁମ୍ଭର ୟଥାର୍ଥ ବିଚାର ପାଇଁ, ମୁଁ ଦିନରେ ସାତଥର ତୁମ୍ଭର ପ୍ରଶଂସା କରେ।

165ଯେଉଁ ବ୍ଯକ୍ତି ତୁମ୍ଭର ଶିକ୍ଷାକୁ ଭଲ ପାଏ, ସେ ଶାନ୍ତି ପାଇବ। ତାକୁ କୌଣସି ବସ୍ତୁ ପକଇେ ପାରିବ ନାହିଁ।

Psalms 119 illustration - Psalms Chapter 119

166ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଚାହିଁ ଅଛି, ମାେତେ ରକ୍ଷା କର। ମୁଁ ତୁମ୍ଭର ଆଦେଶସବୁ ପାଳନ କଲି।

167ମୁଁ ତୁମ୍ଭର ବାକ୍ଯକୁ ଅନୁସରଣ କରିଅଛି। ଏବଂ ସଗେୁଡ଼ିକୁ ବହୁଳ ପରିମାଣରେ ଭଲ ପାଏ।

168ମୁଁ ତୁମ୍ଭର ନିଯମ ଓ ନିର୍ଦ୍ଦେଶ ପାଳନ କରିଅଛି। ତୁମ୍ଭେ ସବୁ ଜାଣ, ୟାହା ମୁଁ କରିଅଛି।

169ହେ ସଦାପ୍ରଭୁ, ମାରେ ସାହାୟ୍ଯ ପାଇଁ କାକୂକ୍ତି ଶୁଣ। ତୁମ୍ଭର ପ୍ରତିଜ୍ଞା ଅନୁସାରେ ମାେତେ ବୁଦ୍ଧିମାନ କର।

170ସଦାପ୍ରଭୁ ମାରେ ପ୍ରାର୍ଥନା ଶୁଣ। ତୁମ୍ଭର ପ୍ରତିଜ୍ଞା ଅନୁସାରେ ମାେତେ ରକ୍ଷା କର।

Psalms 119 illustration - Psalms Chapter 119

171ମୁଁ ତୁମ୍ଭର ପ୍ରଶଂସା ଗାନ କରିବି। କାରଣ ତୁମ୍ଭେ ଆପଣା ବ୍ଯବସ୍ଥାମାନ ମାେତେ ଶିଖାଇ ଅଛ।

172ସଦାପ୍ରଭୁ ମୁଁ ତୁମ୍ଭର ପ୍ରତିଜ୍ଞା ବିଷଯରେ ଗାନ କରିବି। କାରଣ ତୁମ୍ଭର ବ୍ଯବସ୍ଥାମାନ ଉତ୍ତମ।

173ତୁମ୍ଭର ନିର୍ଦ୍ଦେଶ ଗୁଡ଼ିକୁ ମାନିବା ପାଇଁ ମୁଁ ମନୋନୀତ କରିଅଛି। ତଣେୁ ମାରେ ସାହାୟ୍ଯ ପାଇଁ ବାହାରି ଆସ।

174ହେ ସଦାପ୍ରଭୁ, ମୁଁ ଚା ହେଁ ତୁମ୍ଭେ ମାେତେ ରକ୍ଷା କର। ତୁମ୍ଭର ଶିକ୍ଷାସବୁ ମାେତେ ଉଲ୍ଲାସ ପ୍ରଦାନ କରେ।

175ମାେତେ ବଞ୍ଚିବାକୁ ଦିଅ, ୟପରେିକି ମୁଁ ତୁମ୍ଭକୁ ପ୍ରଶଂସା କରିପାରେ। ତୁମ୍ଭର ବ୍ଯବସ୍ଥା ମାରେ ସହାୟ ହେଉ।

Psalms 119 illustration - Psalms Chapter 119

176ମୁଁ ହଜି ୟାଇଥିବା ମଷେପରି, ଏଣତେଣେେ ବୁଲୁଅଛି, ହେ ସଦାପ୍ରଭୁ, ଆପଣା ଦାସକୁ ଖାଜେ। କାରଣ ମୁଁ ତୁମ୍ଭର ଆଜ୍ଞା ସକଳ ପାଶାରେି ନାହିଁ।

Chapter Complete

You have read Psalms 119

176 verses