Lumina
Psalms

Praise the LORD All Ye Nations

Psalms 117·Oriya Bible

1ହେ ସମସ୍ତ ଜାତିଗଣ, ସଦାପ୍ରଭୁଙ୍କର ପ୍ରଶଂସା କର। ହେ ସମସ୍ତ ଲୋକ, ସଦାପ୍ରଭୁଙ୍କର ପ୍ରଶଂସା କର।

2କାରଣ ପରମେଶ୍ବର ଆମ୍ଭମାନଙ୍କୁ ବହୁତ ପ୍ରମେ କରନ୍ତି !ସେ ଚିରକାଳ ଆମ୍ଭମାନଙ୍କ ପାଇଁ ସତ୍ଯ ରହିବେ। ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର।

Chapter Complete

You have read Psalms 117

2 verses