Lumina
Psalms

When Israel Went Out of Egypt

Psalms 114·Oriya Bible

1ଯେତବେେଳେ ଇଶ୍ରାୟେଲ ମିଶରରୁ ପରିତ୍ଯାଗ କଲେ, ୟାକୁବ ବଂଶ ବିଦେଶୀ ଲୋକଙ୍କଠାରୁ ବାହାରିଲେ।

2ସହେି ସମଯରେ ଯିହୁଦା ପରମେଶ୍ବରଙ୍କର ବିଶଷେ ଲୋକ ହେଲେ। ଇଶ୍ରାୟେଲ ତାଙ୍କର ରାଜ୍ଯ ହେଲା।

3ସୁଫ ସମୁଦ୍ର ତାହା ଦେଖି ଘୁଞ୍ଚି ଗଲା। ୟର୍ଦ୍ଦନ ନଦୀ ଉଜାଣି ବହିଲା।

4ପର୍ବତଗଣ ମଷେପରି ଡ଼ଇେଁଲେ। ମଷେ ଛୁଆପରି ଉପପର୍ବତଗଣ ଡ଼ିଆଁ ମାରିଲେ।

5ହେ ସୁଫ ସମୁଦ୍ର, ତୁମ୍ଭେ କାହିଁକି ଘୁଞ୍ଚିଗଲ ? ହେ ୟର୍ଦ୍ଦନ ତୁମ୍ଭେ କାହିଁକି ଉଜାଣି ବହୁଛ ?

Psalms 114 illustration - Psalms Chapter 114

6ହେ ପର୍ବତଗଣ, ତୁମ୍ଭେ କାହିଁକି ମଷେମାନଙ୍କ ପରି ଡଇେଁଲ ? ହେ ଉପପର୍ବତଗଣ, ତୁମ୍ଭେ କାହିଁକି ମଷେ ଶାବକଙ୍କ ପରି ଡ଼ଇେଁଲ ?

7ହେ ପୃଥିବୀ, ୟାକୁବର ପରମେଶ୍ବରଙ୍କ ସମ୍ମୁଖରେ କମ୍ପିତ ହୁଅ।

8ପରମେଶ୍ବର ହେଉଛନ୍ତି ସହେି ୟାହାଙ୍କ ୟୋଗୁ ପର୍ବତରୁ ଝରଣା ବୁହାଇଲେ ଓ ପରମେଶ୍ବର ଚକ୍ମକି ପଥରକୁ ନିର୍ଝର ବୁହାଇଲେ।

Chapter Complete

You have read Psalms 114

8 verses