Lumina
Psalms

Plea Against the Accuser

Psalms 109·Oriya Bible

1ପରମେଶ୍ବର, ୟାହାଙ୍କୁ ମୁଁ ପ୍ରଶଂସା କରେ, ନୀରବ ରୁହ ନାହିଁ।

2ଦୁଷ୍ଟ ଲୋକମାନେ ମାେ ବିରୁଦ୍ଧରେ ମିଛ କହନ୍ତି। ସମାନେେ ଯେଉଁ କଥା କୁହନ୍ତି ତାହା ସତ୍ଯ ନୁହେଁ।

3ଲୋକମାନେ ମାେ ପ୍ରତି ଘୃଣାକାରୀ କଥା କହନ୍ତି। ବିନା କାରଣରେ ମାେ ପ୍ରତି ଲୋକମାନେ ଆକ୍ରମଣ କରନ୍ତି।

4ମୁଁ ସମାନଙ୍କେୁ ପ୍ରମେ କଲି। କିନ୍ତୁ ସମାନେେ ମାେତେ ଦୋଷୀ କଲେ। କିନ୍ତୁ ମୁଁ କ୍ରମାଗତ ପ୍ରାର୍ଥନା କରିଚାଲିଛି।

5ମୁଁ ସହେି ଲୋକମାନଙ୍କ ପାଇଁ ମଙ୍ଗଳ କାର୍ୟ୍ଯ କଲି। ସମାନେେ ମାେ ପ୍ରତି ଅମଙ୍ଗଳ କାର୍ୟ୍ଯ କଲେ। ମୁଁ ସମାନଙ୍କେୁ ପ୍ରମେ କଲି କିନ୍ତୁ ସମାନେେ ମାେତେ ଘୃଣା କଲେ।

Psalms 109 illustration - Psalms Chapter 109

6ସମାନେେ କହିଲେ, ତାଙ୍କୁ ନ୍ଯାଯ ଦବୋ ପାଇଁ କହେି ଜଣେ ଦୁଷ୍ଟ ଲୋକକୁ ନିୟୁକ୍ତି କର। କାହାକୁ ଜଣେ ବାହାର କର ୟିଏକି ଭୁଲ୍ ବୋଲି କହୁ।

7ଯେତବେେଳେ ସେ ନ୍ଯାଯ ଦିଅନ୍ତି, ସେ ଦୋଷୀ ବୋଲି ବାହାର କରିବ ଏବଂ ତାଙ୍କର ପ୍ରାର୍ଥନାକୁ ପାପପୂର୍ଣ୍ଣ ଧରାୟିବ।

8ତାଙ୍କର ଜୀବନ କାଳ େଛାଟ ହେଉ। ଅନ୍ଯକହେି ଜଣେ ତାଙ୍କର କାମ ନିଅନ୍ତୁ।

9ତାଙ୍କର ପିଲାମାନେ ଅନାଥ ହୁଅନ୍ତୁ ଏବଂ ତାଙ୍କର ସ୍ତ୍ରୀମାନେ ବିଧବା ହୁଅନ୍ତୁ।

10ତାଙ୍କର ଘର ଉଜୁଡ଼ି ଯାଉ। ସମାନେେ ସବୁ ଭିକାରୀ ହୁଅନ୍ତୁ।

Psalms 109 illustration - Psalms Chapter 109

11ସେ ଋଣ ଦଇେଥିବା ଲୋକ ତାଙ୍କର ସର୍ବସ୍ବ ନଇଯାେଉ। ଏବଂ ବିଦେଶୀମାନେ ତାହାର ଶ୍ରମର ଫଳ ଲୁଟ କରନ୍ତୁ।

12ମୁଁ ଆଶା କରେ ସମାନଙ୍କେୁ କହେି ଦୟା ନ କରନ୍ତୁ। ତାଙ୍କର ପିଲାମାନଙ୍କୁ କହେି ଦୟା ନ ଦଖାେନ୍ତୁ।

13ତାଙ୍କର ସବୁ ସନ୍ତାନ-ସନ୍ତତି ମରନ୍ତୁ। ଗୋଟିଏ ପିଢ଼ି ଭିତରେ ତା'ର ନାମକୁ ଲୁପ୍ତ କରିଦିଅନ୍ତୁ।

14ତାଙ୍କ ପିତୃ ଲୋକଙ୍କର ଅପରାଧ ସଦାପ୍ରଭୁଙ୍କ ମନରେ ଥାଉ ଓ ତାହାର ମାତାର ପାପ ପୋଛି ନ ହେଉ।

15ସଦାପ୍ରଭୁ ସମାନଙ୍କେ ପାପକୁ ଚିରଦିନ ମନେ ପକାନ୍ତୁ, କିନ୍ତୁ ପୃଥିବୀରେ ଲୋକମାନେ ସହେି ପରିବାର ବିଷଯରେ ସମ୍ପୂର୍ଣ୍ଣ ଭାବରେ ଭୁଲିୟାଆନ୍ତୁ।

Psalms 109 illustration - Psalms Chapter 109

16କାରଣ ସେ ଦୟାଳୁ ଭାବେ କାମ କରିବାକୁ ମନେ କରି ନ ଥିଲେ। ସେ ଅତ୍ଯାଚାର ଏବଂ ସେ ଗରିବ ଓ ଦରିଦ୍ର ଲୋକମାନଙ୍କୁ ମାରି ଦେଲେ। ଯେଉଁମାନେ ଦିନହୀନ ଓ ହତାଶ ହୁଅନ୍ତି।

17ସେ ଅନ୍ୟମାନଙ୍କର ମନ୍ଦ କାମକୁ ଭଲ ପାଇଲେ। ସହେି ମନ୍ଦ, ସମାନଙ୍କେ ପାଇଁ ଘଟୁ। ସେ ଅନ୍ୟର ମଙ୍ଗଳ କରିଲେ ନାହିଁ। ତାଙ୍କଠାରୁ ମଙ୍ଗଳ ଦୂରଇଯୋଉ।

18ଅଭିଶାପ ତା'ର ବସ୍ତ୍ର ହେଉ। ଅଭିଶାପ ସେ ପିଉଥିବା ପାଣି ହେଉ। ଅଭିଶାପ ତା'ର ଶରୀରର ତୈଳ ହେଉ।

19ଅଭିଶାପ ଦୁଷ୍ଟବ୍ଯକ୍ତି ବସ୍ତ୍ର ପରି ହେଉ ଓ ତାହାର ନିତ୍ଯ କଟୀବନ୍ଧନ ପରି ହେଉ।'

20ଏହା ମାରେ ଶତ୍ରୁଗଣ ମାେ ବିଷଯରେ କହନ୍ତି, ମୁଁ ଆଶାକରେ ମାେ ବିରୁଦ୍ଧରେ ୟିଏ ଦୁଷ୍ଟକତା କୁ ହେ ସଦାପ୍ରଭୁ ଏହିସବୁ ବିଷଯ ସହେି ଲୋକମାନଙ୍କ ପ୍ରତି କରନ୍ତୁ।

Psalms 109 illustration - Psalms Chapter 109

21ହେ ସଦାପ୍ରଭୁ, ତୁମ୍ଭେ ମାରେ ପ୍ରଭୁ। ତଣେୁ ମାେତେ ସହେି ବାଟରେ ଚଲାଅ ଯେଉଁଥିରେ ତୁମ୍ଭ ନାମର ସମ୍ମାନ ଆସୁ। କାରଣ ତୁମ୍ଭେ ଦୟାମଯ, ମଙ୍ଗଳମଯ, ଏଣୁ ମାେତେ ଉଦ୍ଧାର କର।

22ମୁଁ ଏକମାତ୍ର ଦିନହୀନ ଓ ଅସହାୟ ବ୍ଯକ୍ତି ଅଟେ। ମୁଁ ବାସ୍ତବରେ ଦୁଃଖିତ। ମାରେ ହୃଦଯ ଭାଙ୍ଗିପଡ଼ିଛି।

23ମୁଁ ଅନୁଭବ କରୁଛି, ୟପରେି ମାରେ ଜୀବନ ଶଷେ ହାଇେ ଆସୁଛି। ୟପରେି ଦିନ ବିରାଟ ଛାଇପରି ସରିସରି ଆସୁଛି। ମୁଁ ଛାରପୋକ ପରି ନ୍ଯାଯ ଚାଳିତ ହେଉଅଛି।

24ମାରେ ଆଣ୍ଠୁ ଦୁର୍ବଳ ହାଇେଛି। କାରଣ ମୁଁ ଭୋକିଲା ଅଟେ। ମୁଁ ମାରେ ଓଜନ ହରାଉଛି ଓ ପତଳା ହାଇେ ଯାଉଛି।

25ମନ୍ଦ ଲୋକମାନେ ମାେତେ ଅପମାନିତ କରୁଛନ୍ତି। ସମାନେେ ମାେତେ ଦେଖି ମୁଣ୍ଡ ହଲାଉଛନ୍ତି।

Psalms 109 illustration - Psalms Chapter 109

26ହେ ସଦାପ୍ରଭୁ ମାରେ ପରମେଶ୍ବର, ମାେତେ ସାହାୟ୍ଯ କର। ତୁମ୍ଭର ପ୍ରକୃତ କରୁଣା ପ୍ରମେ ମାେତେ ଦଖାେଅ ଓ ମାେତେ ରକ୍ଷା କର।

27ଏହାପରେ ସହେି ଲୋକମାନେ ଜାଣିବେ, ୟେ ତୁମ୍ଭେ ମାେତେ ସାହାୟ୍ଯ କଲ। ଏହାପରେ ସମାନେେ ଜାଣିବେ ୟେ ଏହାଥିଲା ତୁମ୍ଭର ଶକ୍ତି ୟାହାକି ମାେତେ ସାହାୟ୍ଯ କଲା।

28ସହେି ମନ୍ଦ ଲୋକମାନେ ମାେତେ ଅଭିଶାପ ଦିଅନ୍ତି। କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ମାେତେ ଆଶୀର୍ବାଦ କରିବ। ଯେତବେେଳେ ସମାନେେ ମାେ ବିରୁଦ୍ଧରେ ଆକ୍ରମଣ କରିବେ, ସମାନେେ ଅପମାନିତ ହବେେ। ଏହାପରେ ମୁଁ ତୁମ୍ଭର ଦାସ, ଖୁସି ହବେି।

29ମାରେ ଶତ୍ରୁମାନଙ୍କୁ ଲଜ୍ଜିତ କରାଅ। ସମାନେେ ଉତ୍ତରୀଯ ବସ୍ତ୍ରତୁଲ୍ଯ ନିଜ ଇଚ୍ଛାରେ ଆଚ୍ଛାଦିତ ହୁଅନ୍ତୁ।

30ମୁଁ ସଦାପ୍ରଭୁଙ୍କୁ ବହୁତ ଧନ୍ଯବାଦ ଦବେି, ବହୁତ ଲୋକମାନଙ୍କ ସମ୍ମୁଖରେ ମୁଁ ତାଙ୍କର ପ୍ରଶଂସା କରିବି।

Psalms 109 illustration - Psalms Chapter 109

31କାରଣ ସଦାପ୍ରଭୁ ନିଃସହାୟ ଲୋକମାନଙ୍କ ସପକ୍ଷରେ ଠିଆ ହୁଅନ୍ତି ଏବଂ ପରମେଶ୍ବର ସମାନଙ୍କେୁ ଅନ୍ୟମାନଙ୍କଠାରୁ ରକ୍ଷା କରନ୍ତି। ଯେଉଁମାନେ ତାଙ୍କୁ ନିନ୍ଦା କରନ୍ତି।

Chapter Complete

You have read Psalms 109

31 verses