Lumina
Proverbs

Righteousness Exalts a Nation

Proverbs 11·Oriya Bible

1ସଦାପ୍ରଭୁ ମିଥ୍ଯାର ନିକିତିକୁ ଘୃଣା କରନ୍ତି। କିନ୍ତୁ ସେ ସଠିକ ଓଜନକୁ ଭଲ ପାଆନ୍ତି।

2ଗର୍ବ ଲଜ୍ଜା ଆଣେ, କିନ୍ତୁ ନମ୍ରତା ଜ୍ଞାନ ଆଣେ।

3ସତ୍ଯପ୍ରିଯ ଲୋକମାନଙ୍କର ସରଳତା ସମାନଙ୍କେୁ ପଥ ଦଖାଇବେ, କିନ୍ତୁ ବିଶ୍ବାସଘାତ ଲୋକମାନଙ୍କ କୁଟିଳାଚରଣ ସମାନଙ୍କେୁ ନାଶ କରିବ।

4ପ୍ରଭୁଙ୍କ କୋରଧର ଦିନ ରେ ଧନ ନିଷ୍ଫଳ ଅଟେ, ମାତ୍ର ଧାର୍ମିକତା ମୃତ୍ଯୁରୁ ରକ୍ଷା ପାଇବ।

5ସତ୍ଯପ୍ରିଯ ଲୋକମାନଙ୍କର ଧାର୍ମିକତା ତାହାର ପଥ ପ୍ରଦର୍ଶକ ହବେ। କିନ୍ତୁ ଦୁଷ୍ଟର ଦରଜା ସମାନଙ୍କେ ଦୁଷ୍ଟତା ଦ୍ବାରା ଧ୍ବଂସ ହବେ।

Proverbs 11 illustration - Proverbs Chapter 11

6ସତ୍ଯପ୍ରିଯ ଲୋକମାନଙ୍କର ଧାର୍ମିକତା ସମାନଙ୍କେୁ ଉଦ୍ଧାର କରେ। କିନ୍ତୁ ବିଶ୍ବାସଘାତକ ଲୋକ ସମାନଙ୍କେ ଅଭିଳାଷ ଦ୍ବାରା ଧରା ପଡ଼ିବେ।

7ଯେତବେେଳେ ଦୁଷ୍ଟ ମ ରେ ତାହାର ଭରସା ନଷ୍ଟ ହୁଏ ଓ ଅଧାର୍ମିକମାନଙ୍କର ଆଶା ଧ୍ବଂସ ହୁଏ।

8ଜଣେ ଧାର୍ମିକ ମନୁଷ୍ଯ ସମସ୍ଯାରୁ ରକ୍ଷା ପାଏ ଏବଂ ତା ବଦଳ ରେ ଏହା ଦୁଷ୍ଟ ମନୁଷ୍ଯ ଉପରକୁ ଆ ସେ।

9ଜଣେ ଦୁଷ୍ଟ ମନୁଷ୍ଯ ତା'ର କୁବାକ୍ଯଗୁଡ଼ିକରେ ତା'ର କୁମୁଖ ରେ ପ୍ରତିବେଶୀକୁ ନାଶ କରେ। କିନ୍ତୁ ଧାର୍ମିକ ଲୋକମାନେ ସମାନଙ୍କେର ଜ୍ଞାନର ସହିତ ସମାନଙ୍କେୁ ରକ୍ଷା କରନ୍ତି।

10ଧାର୍ମିକର ମଙ୍ଗଳ ହେଲେ, ନଗର ଆନନ୍ଦ କରେ। ମାତ୍ର ଦୁଷ୍ଟର ବିନାଶ ହେଲେ ଜଯଧ୍ବନି ହୁଏ।

Proverbs 11 illustration - Proverbs Chapter 11

11ନିଷ୍ଠାପର ଲୋକମାନେ ଆଶୀର୍ବାଦ କରନ୍ତି ଯେତବେେଳେ ଗୋଟିଏ ନଗର ଉତ୍ପନ୍ନ ହୁଏ, କିନ୍ତୁ ଦୁଷ୍ଟ ଲୋକମାନଙ୍କର କଥାଗୁଡ଼ିକ ଏହାର ବିନାଶ ଆଣେ।

12ୟିଏ ଆପଣାର ପ୍ରତିବେଶୀକୁ ତାଛଲ୍ଯ ମନୋଭାବ ଦଖାେଏ, ସେ ନିର୍ବୋଧ। କିନ୍ତୁ ଜଣେ ବୁଦ୍ଧିମାନ୍ ଚୁପ୍ ହାଇେ ରହେ।

13କାରଣ କୁତ୍ସାରଟନାକାରୀ ଯେଉଁଆଡ଼େ ସେ ୟାଏ ବିଶ୍ବାସ ରେ ବିଶ୍ବାସଘାତକତା କରେ। କିନ୍ତୁ ଜଣେ ବିଶ୍ବସନୀଯ ଲୋକ ଗୁପ୍ତକଥା ଲୁଚାଇ ରେଖ।

14ଗୋଟିଏ ଜାତି ଠିକ୍ ଦଖାେଶୁଣା ଅଭାବ ୟୋଗୁ ଧ୍ବଂସ ହାଇେଥାଏ, କିନ୍ତୁ ବହୁତ ଉପଦେଷ୍ଟାମାନଙ୍କ ଦ୍ବାରା ସଫଳତା ଆସିଥାଏ।

15ଅଜଣା ଲୋକ ପାଇଁ ଯେ ଲଗା ହୁଏ, ସେ ଅବଶ୍ଯ କ୍ଲେଶ ପାଏ। ମାତ୍ର ଲଗା ହବୋକୁ ଯେ ଘୃଣା କରେ ସେ ନିରାପଦ ରେ ଥାଏ।

Proverbs 11 illustration - Proverbs Chapter 11

16ଅନୁଗ୍ରହ ସ୍ତ୍ରୀ ଗୌରବ ଧରି ରେଖ, ପୁଣି ଦୁଷ୍ଟ ଲୋକେ ସମ୍ପତ୍ତି ଧରି ରଖନ୍ତି।

17ଦୟାଳୁ ଲୋକ ଆପଣା ପ୍ରାଣର ହିତ କରେ। ମାତ୍ର ଯେ ନିର୍ଦ୍ଦଯ ସେ ଆପଣା ଶରୀରକୁ ଦୁଃଖ ଦିଏ।

18ଦୁଷ୍ଟଲୋକ ମିଥ୍ଯା ଉପାର୍ଜନ କରେ। ମାତ୍ର ଯେ ଧର୍ମବୀଜ ବୁଣେ ତାହାର ନିଶ୍ଚିତ ପୁରସ୍କାର ଅଛି।

19ଯେଉଁ ଲୋକ ଧାର୍ମିକତା ରେ ଅଟଳ ଥାଏ, ସେ ବଞ୍ଚି ରହିବ, ମାତ୍ର ୟିଏ କୁକର୍ମର ପଛ ରେ ୟାଏ, ସେ ଆପଣାର ମୃତ୍ଯୁ ଘଟାଇବ।

20ଜଣେ ପ୍ରବଞ୍ଚକ ମନୁଷ୍ଯ ସଦାପ୍ରଭୁଙ୍କ ଦ୍ବାରା ଘୃଣିତ ହୁଏ, କିନ୍ତୁ ୟିଏ ନିଷ୍ଠାପର ଜୀବନ ୟାପନ କରେ, ପ୍ରଭୁ ତା'କୁ ଭଲ ପାଆନ୍ତି।

Proverbs 11 illustration - Proverbs Chapter 11

21ଏହା ନିଶ୍ଚିତ ସତ୍ଯ ଯେ ଦୁଷ୍ଟ ଲୋକମାନେ ଦଣ୍ଡ ପାଇବେ ଏବଂ ଧାର୍ମିକମାନେ ମୁକ୍ତି ପାଇବେ।

22ଯଦି ଜଣେ ସ୍ତ୍ରୀ ସୁନ୍ଦର, କିନ୍ତୁ ସେ ଦୁଷ୍ଟ ଏହା ଠିକ୍ ସହେିପରି ଯେପରି ଘୁଷୁରିର ଥୋମଣି ରେ ସୁବର୍ଣ୍ଣ ଥାଏ।

23ଧାର୍ମିକମାନଙ୍କର ବାଞ୍ଛାର ଫଳ କବଳେ ମଙ୍ଗଳ, ମାତ୍ର ଦୁଷ୍ଟମାନଙ୍କ ଭରସାର ଫଳ କୋର୍ଧ ଅଟେ।

24କହେି କହେି ଦାନ କରି ଆହୁରି ଧନ ବଢ଼ାନ୍ତି। ପୁଣି କହେି କହେି ଉଚିତ୍ ବ୍ଯଯ ଅସ୍ବୀକାର କଲେ ହେଁ ତହିଁରୁ କବଳେ ଅଭାବ ଜନ୍ମେ।

25ଯେଉଁମାନେ ଅନ୍ୟମାନଙ୍କୁ ଆଶୀର୍ବାଦ କରନ୍ତି, ସମାନେେ ଉନ୍ନତି କରିବେ ଏବଂ ସେ ୟିଏ ଅନ୍ୟମାନଙ୍କର ଶୋଷ ମେଣ୍ଟାଏ ତା'ର ଶୋଷ ମେଣ୍ଟା ହବେ।

Proverbs 11 illustration - Proverbs Chapter 11

26ଜଣେ ବ୍ଯକ୍ତି ୟିଏ ତା'ର ଶସ୍ଯ ବିକ୍ରୀ କରିବାକୁ ମନ କରେ, ତାହାକୁ ଲୋକମାନେ ଅଭିଶାପ ଦବେେ। କିନ୍ତୁ ଯେକହେି ଶସ୍ଯ ବିକ୍ରଯ କରେ ଇଚ୍ଛା ଏବଂ ନ୍ଯାଯ ସହିତ ତା'ର ମସ୍ତକକୁ ଆଶୀର୍ବାଦ ମିଳେ।

27ଯେଉଁ ବ୍ଯକ୍ତି ଯତ୍ନ ରେ ହିତ ଚେଷ୍ଟା କରେ, ସେ ଅନୁଗ୍ରହ ପାଏ। ପୁଣି ଯେ ଅନ୍ୟର ମନ୍ଦ କରିବାକୁ ଚା ହେଁ, ତା' ପ୍ରତି ସହେିପରି ଘଟେ।

28ଆପଣା ଧନ ରେ ଯେ ନିର୍ଭର ରେଖ, ସେ ସତଜେ ପତ୍ରପରି ବଞ୍ଚେ। ମାତ୍ର ଧାର୍ମିକ ଲୋକ ସତଜେ ପତ୍ରପରି ପ୍ରଫୁଲ୍ଲ ହବେ।

29ଜଣେ ୟିଏ ଆପଣା ପରିବାରକୁ ସମସ୍ଯାର କାରଣ ହୁଏ, କିଛି ଅଧିକାର ପାଏ ନାହିଁ। ପୁଣି ସେ ଜଣେ ଅଜ୍ଞାନୀ ବିଜ୍ଞ ବ୍ଯକ୍ତିର ଦାସ ହବେ।

30ଧାର୍ମିକ ବ୍ଯକ୍ତିର ଫଳ ଜୀବନଦାୟକ ବୃକ୍ଷ ଅଟେ। ଜଣେ ୟିଏ ଜ୍ଞାନୀ ଲୋକମାନଙ୍କର ଜୀବନ ଲାଭ କରେ।

Proverbs 11 illustration - Proverbs Chapter 11

31ଭଲ ଲୋକମାନେ ପୃଥିବୀ ରେ ପୁରସ୍କୃତ ହବେେ, ଦୁଷ୍ଟ ପାପୀଗଣ ତାଙ୍କର ପାପ ଭୋଗ କରିବେ।

Chapter Complete

You have read Proverbs 11

31 verses