Lumina
Numbers

Cities of Refuge

Numbers 35·Oriya Bible

1ଅନନ୍ତର ସଦାପ୍ରଭୁ ମାଯାେବ ପଦା ରେ ଯିରୀହାେ ନିକଟସ୍ଥ ୟର୍ଦ୍ଦନ ନଦୀ ଆରପାରି ରେ ମାଶାଙ୍କେୁ କହିଲେ,

2ଇଶ୍ରାୟେଲର ଲୋକମାନଙ୍କୁ ଏହି ଆଜ୍ଞା ଦିଅ, ସମାନେେ ଆପଣା ଆପଣା ଅଧିକୃତ ଭାଗରୁ କେତକେ ବସତି ନଗର ଲୋବୀଯମାନଙ୍କୁ ଦିଅନ୍ତୁ। ଆଉ ତୁମ୍ଭମାନେେ ଲବେୀୟମାନଙ୍କୁ ସହେି ନଗର ମାନ ଓ ସେ ସବୁର ଚତୁର୍ଦ୍ଦିଗସ୍ଥ ଚାରଣଭୂମି ଦବେ।

3ଲବେୀୟମାନେ ଏହି ନଗରଗୁଡିକ ଅଧିକାର କରିବେ ଓ ସଠାେରେ ବାସ କରିବେ ଏବଂ ସମାନଙ୍କେର ପଶୁଗୁଡିକୁ ଚାରଣ ଭୂମିରେ ଚରାଇବେ।

4ଲବେୀୟମାନେ ଯେଉଁ ଚାରଣ ଭୂମି ଅଧିକାର କରିବେ ତାହା ନଗର ପ୍ରାଚୀରଠାରୁ 1,500 ଫୁଟ୍ ଦୂର ରେ ରହିବ।

5ଚତୁପାଶର୍‌ବର ଖୋଲା ମାପ 3,000 ଫୁଟ୍ ହବେ। ନଗରଟି ସହେି ଭୂମିର ମଝି ରେ ରହିବ। ତାହା ନଗର ପାଇଁ ଚାରଣ ଭୂମି ହବେ।

Numbers 35 illustration - Numbers Chapter 35

6ଆଉ ତୁମ୍ଭମାନେେ ଲବେୀୟମାନଙ୍କୁ ଯେଉଁ ସବୁ ନଗର ଦବେ ତହିଁରୁ ଛଅଟି ଆଶ୍ରଯ ନଗର ହବେ। ନରହତ୍ଯାକାରୀ ସଠାେକୁ ପଳାଇବା ନିମନ୍ତେ ତୁମ୍ଭମାନେେ ତାହା ଦବେ; ତାହା ଛଡା ଆହୁରି ବଯାଳିଶ୍ଟି ନଗର ହବେ।

7ସର୍ବମାଟେ ତୁମ୍ଭମାନେେ ଲବେୀୟମାନଙ୍କୁ ଅଠଚାଳିଶଟି ନଗର ଦବେ। ତୁମ୍ଭମାନେେ ସମାନଙ୍କେୁ ନଗର ସହିତ ଚାରଣ ଭୂମି ଦବେ।

8ଇଶ୍ରାୟେଲ ବୃହତ ପରିବାରବର୍ଗ ଅଧିକ ନଗର ନବେେ। ଏବଂ ତୁମ୍ଭମାନେେ େଛାଟ ପରିବାରବର୍ଗଠାରୁ ଅଳ୍ପ ନବେ। ପ୍ରେତ୍ୟକକ ପରିବାରବର୍ଗ ସମାନଙ୍କେର ଅଂଶ ଅନୁସାରେ ଲବେୀୟମାନଙ୍କୁ କିଛି ନଗର ଦବେେ।

9ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,

10ଇଶ୍ରାୟେଲର ଲୋକମାନଙ୍କୁ କୁହ, ତୁମ୍ଭମାନେେ ୟର୍ଦ୍ଦନ ପାର ହାଇେ କିଣାନ ଦେଶ ରେ ଉପସ୍ଥିତ ହେଲେ,

Numbers 35 illustration - Numbers Chapter 35

11ନିଜ ନିଜ ଆଶ୍ରଯ ନଗର ହବୋ ନିମନ୍ତେ କେତେ ଗୁଡିଏ ନଗର ନିରୂପଣ କରିବ; କହେି ଅନିଚ୍ଛା ରେ କାହାକୁ ହତ୍ଯା କରେ, ସହେିସବୁ ନଗରକୁ ୟାଇପାରିବ।

12ଏହି ନଗରଗୁଡିକ ହତ୍ଯାକାରୀ ପାଇଁ ନିରାପଦ ଅଟେ, ସହେି ବ୍ଯକ୍ତିମାନଙ୍କଠାରୁ ଯେଉଁମାନଙ୍କର ଦାଯିତ୍ବ ହତ୍ଯାକାରୀକୁ ଦଣ୍ତିତ କରିବା, ହତ୍ଯାକାରୀକୁ ମଣ୍ତଳ ନିକଟରେ ବିଚାର ପାଇଁ ଉପସ୍ଥିତ ନକଲା ପର୍ୟ୍ଯନ୍ତ।

13ଏହିରୂପେ ତୁମ୍ଭମାନଙ୍କ ନଗର ମଧ୍ଯରୁ ଛଅ ଗୋଟି ଆଶ୍ରଯ ନଗର ହବେ।

14ତୁମ୍ଭମାନେେ ୟର୍ଦ୍ଦନର ପୂର୍ବ ପାରି ରେ ତିନି ନଗର ଦବେ ଓ କିଣାନ ଦେଶ ମଧିଅରେ ତିନି ନଗର ଦବେ; ତାହାସବୁ ଆଶ୍ରଯ ନଗର ହବେ।

15ଇଶ୍ରାୟେଲର ଲୋକମାନଙ୍କ ନିମନ୍ତେ, ବିଦେଶ ରେ ଜନ୍ମିତ ବାସିନ୍ଦା ନିମନ୍ତେ ଓ ବିଦେଶୀ ସ୍ଥାଯୀବାସିନ୍ଦାମାନଙ୍କ ନିମନ୍ତେ ସହେି ଛଅ ନଗର ଆଶ୍ରଯସ୍ଥାନ ହବେ; ତହିଁରେ ଯେ ପ୍ରେତ୍ୟକକ ଜନ ଭ୍ରାନ୍ତି ରେ କୌଣସି ମନୁଷ୍ଯକୁ ବଧ କରେ, ସେ ସହେି ସ୍ଥାନକୁ ପଲାଇ ୟାଇପାରିବ।

Numbers 35 illustration - Numbers Chapter 35

16ଯଦି କହେି ଲୌହ ନିର୍ମିତ ଅସ୍ତ୍ରଦ୍ବାରା କରିବାକୁ ବଧ କଲେ, ତବେେ ସେ ନରହତ୍ଯାକାରୀ ଓ ସେ ପ୍ରାଣଦଣ୍ତ ପାଇବ।

17ଆଉ ଯେଉଁ ପଥରଦ୍ବାରା ଜଣଙ୍କର ମୃତ୍ଯୁ ହାଇପୋରିବ, ସପରେି ଏକ ପଥର ଦ୍ବାରା ଯଦି କହେି ବାହାରକୁ ଆଘାତ କରି ମାରିଦିଏ, ତବେେ ସେ ନରହତ୍ଯାକାରୀ ଓ ତା'ର ଅବଶ୍ଯ ପ୍ରାଣଦଣ୍ତ ହବେ।

18ଆଉ ଯେଉଁ କାଠ ନିର୍ମିତ ଅସ୍ତ୍ର ରେ ଜଣେ ମରିପାରିବ, ସପରେି ଏକ ଅସ୍ତ୍ର ବ୍ଯବହାର କରି ଯଦି ଜଣେ ଅନ୍ୟକୁ ଆଘାତ କରେ ଓ ସେଥି ରେ ସେ ମ ରେ, ତବେେ ସେ ନରହତ୍ଯାକାରୀ ଓ ସେ ଅବଶ୍ଯ ମୃତ୍ଯୁଦଣ୍ତ ପାଇବ।

19ଜଣେ ମୃତ ପରିବାରର ଲୋକ, ହତ୍ଯାକାରୀକୁ ହତ୍ଯା କରିପାରିବ। ସେ ତାକୁ ଦେଖିଲା ମାତ୍ରକେ ହତ୍ଯା କରିପାରିବ।

20ଆଉ ଯବେେ କହେି ହିଂସା କରି କାହାକୁ ଆପଣା ହସ୍ତ ରେ ଆଘାତ କରେ, ଅବା କିଛି ଗୋଟିଏ ତା' ଉପରକୁ ଫିଙ୍ଗିଦିଏ ଓ ସେଥି ରେ ସହେି ଅନ୍ୟ ବ୍ଯକ୍ତି ମ ରେ, ତବେେ ଆଘାତକାରୀ ହତ୍ଯାକାରୀ ବୋଲି ବିବଚେିତ ହବେ ଓ ସେ ପ୍ରାଣଦଣ୍ତ ରେ ଦଣ୍ତିତ ହବେ।

Numbers 35 illustration - Numbers Chapter 35

21ଯେଉଁ ବ୍ଯକ୍ତି ହତ୍ଯା କରିଥିଲା ତାକୁ ମୃତବ୍ଯକ୍ତିର ପରିବାରର କୌଣସି ସଦସ୍ଯ ତାକୁ ଦେଖିଲା ମାତ୍ ରେ ହତ୍ଯା କରିବେ।

22ମାତ୍ର ଯବେେ କହେି ବିନା ଶତୃତା ରେ ହଠାତ୍ କାହାକୁ ଆଘାତ କରେ, ଅବା କାହା ଉପରକୁ ଅନିଚ୍ଛା ରେ କିଛି ଫୋପାଡି ଦିଏ ଏବଂ ସେଥି ରେ ସହେି ବ୍ଯକ୍ତିକୁ ହତ୍ଯା କରେ,

23ଅବା କହେି ଅଜାଣତ ରେ ଏକ ବଡ ପଥର ଫିଗିଂ କାହାକୁ ହତ୍ଯା କରେ, ଏହା ଜଣେ ବ୍ଯକ୍ତିକୁ ହତ୍ଯା କରିପା ରେ କିନ୍ତୁ ପଥର ଫୋପାଡିବା ସମୟରେ କାହାରିକୁ ଦେଖି ନଥିଲା ଅଥଚ ସେ ତାହାର ଶତୃ କି ଅନିଷ୍ଟ ଚେଷ୍ଟାକାରୀ ହାଇେ ନ ଥାଏ,

24ତବେେ ମଣ୍ତଳୀ ସହେି ହତ୍ଯାକାରୀର ଓ ରକ୍ତର ପ୍ରତିହନ୍ତାର ବିଷଯ ଏହି ଶାସନାନୁସା ରେ ବିଚାର କରିବେ।

25ଆଉ ମଣ୍ତଳୀ ରକ୍ତର ପ୍ରତିହନ୍ତାର ହସ୍ତରୁ ସହେି ନରହତ୍ଯାକାରୀକି ଉଦ୍ଧାର କରିବେ, ପୁଣି ସେ ଯେଉଁ ସ୍ଥାନକୁ ପଳାଇ ୟାଇଥିଲା ସହେି ଆଶ୍ରଯ ନଗର ରେ ମଣ୍ତଳୀ ପୁନର୍ବାର ତାହାକୁ ପହୁଞ୍ଚାଇ ଦବେେ; ଆଉ ଯେଉଁ ପର୍ୟ୍ଯନ୍ତ ପବିତ୍ର ତୈଳର ଅଭିଷିକ୍ତ ମହାୟାଜକର ମୃତ୍ଯୁ ନହୁଏ, ସେ ପର୍ୟ୍ଯନ୍ତ ସେ ସହେି ସ୍ଥାନ ରେ ବାସ କରିବ।

Numbers 35 illustration - Numbers Chapter 35

26ସହେି ହତ୍ଯାକାରୀ ଆଶ୍ରଯ ନଗରରୁ ଯଦି କୌଣସି ସମୟରେ ତହିଁର ସୀମା ବାହାରକୁ ୟାଏ ଓ ରକ୍ତର ପ୍ରତିହନ୍ତା ଆଶ୍ରଯ ନଗର

27ସୀମାର ବାହା ରେ ତାହାକୁ ପାଏ ଓ ପ୍ରତିହନ୍ତା ତାହାକୁ ବଧ କରେ ତବେେ ସେ ରକ୍ତପାତ ରେ ଅପରାଧୀ ହବେ ନାହିଁ।

28ଜଣେ ଯଦି ହଠାତ୍ କାହାକୁ ବଧ କରେ ସେ ଆଶ୍ରଯ ନଗର ରେ ମହାୟାଜକର ମୃତ୍ଯୁ ପର୍ୟ୍ଯନ୍ତ ରହିବ। ମାତ୍ର ମହାୟାଜକର ମୃତ୍ଯୁ ହେଲାପରେ ସହେି ନରହତ୍ଯାକାରୀ ଆପଣା ଅଧିକାର ଭୂମିକି ଫରେିୟାଇପାରିବ।

29ଆଉ ତୁମ୍ଭମାନଙ୍କର ସମସ୍ତ ନିବାସ ସ୍ଥାନ ରେ ଏହି ସବୁ ବିଚାର ବିଧି ଚିରସ୍ଥାଯୀ ହବେ।

30ଜଣକରୁ ଅଧିକ ସାକ୍ଷୀ ସାକ୍ଷ୍ଯ ପ୍ରଦାନ କଲେ ମୃତ୍ଯୁଦଣ୍ତ ଦିଆୟିବ। ମାତ୍ର ଏକ ସାକ୍ଷୀର ସାକ୍ଷ୍ଯ କୌଣସି ଲୋକ ପ୍ରତିକୂଳ ରେ ପ୍ରାଣଦଣ୍ତ ଦବୋ ନିମନ୍ତେ ଗ୍ରାହ୍ଯ ହବେନାହିଁ।

Numbers 35 illustration - Numbers Chapter 35

31ଆହୁରି ମୃତ୍ଯୁଦଣ୍ତ ରେ ଦଣ୍ତିତ ନରହତ୍ଯାକାରୀର ପ୍ରାଣ ନିମନ୍ତେ କୌଣସି ପ୍ରାପ୍ଯ ଗ୍ରହଣ କରାୟାଇ ନପା ରେ। ତାକୁ ନିଶ୍ଚିତ ଭାବରେ ହତ୍ଯା କରାୟିବ।

32ପୁଣି କୌଣସି ହତ୍ଯାକାରୀ ଆଶ୍ରଯ ନଗରରୁ ପଳାଇୟାଇ ପୁନର୍ବାର ଆପଣା ଦେଶକୁ ଫରେିଆସିବାକୁ ଅନୁମତି ଦବୋ ନିମନ୍ତେ କୌଣସି ପ୍ରାପ୍ଯ ଗ୍ରହଣୀଯ ନ ହେଁ ମହାୟାଜକ ମୃତ୍ଯୁବରଣ ନକରିବା ପର୍ୟ୍ଯନ୍ତ।

33ତୁମ୍ଭମାନେେ ତୁମ୍ଭମାନଙ୍କର ଦେଶକୁ କଳୁଷିତ କର ନାହିଁ। ନରହତ୍ଯାକାରୀର ମୃତ୍ଯୁ ବ୍ଯତୀତ କୌଣସି ପ୍ରକାର ପ୍ରାପ୍ଯ ଦେଶର ପାପକୁ ଧୋଇ ପାରିବ ନାହିଁ।

34ତୁମ୍ଭମାନେେ ଯେଉଁ ଦେଶ ରେ ଅଛ, ମୁଁ ସଠାେରେ ବାସ କରୁଅଛି। ତାହାକୁ ଅଶୁଚି କର ନାହିଁ। କାରଣ ମୁଁ ସ୍ବଯଂ ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କ ମଧିଅରେ ବାସ କରୁଅଛି।

Chapter Complete

You have read Numbers 35

34 verses