Lumina
Numbers

Israel's Journeys

Numbers 33·Oriya Bible

1ମାଶାେ ଓ ହାରୋଣ ଇଶ୍ରାୟେଲର ଲୋକମାନଙ୍କୁ ମିଶର ଦେଶରୁ ବାହାର କରି ଆଣି ଯେଉଁ ୟାତ୍ରା କରିଥିଲେ, ତାହାର ବିବିରଣ ଏହି।

2ମାଶାେ ସଦାପ୍ରଭୁଙ୍କ ଆଜ୍ଞା ରେ ସମାନଙ୍କେର ୟାତ୍ରା ଅନୁସାରେ ସମାନଙ୍କେର ଗମନର ବିବରଣ ଲେଖିଲେ, ଯେଉଁ ଯେଉଁ ସ୍ଥାନକୁ ସମାନେେ ଗମନ କରିଥିଲେ, ସହେିସବୁ ୟାତ୍ରାର ବିବରଣ ଏହି।

3ପ୍ରଥମ ମାସର ପଞ୍ଚଦଶ ଦିନ ରେ, ସମାନେେ ରାମିଷଷଠାରୁେ ୟାତ୍ରା କଲେ। ଇଶ୍ରାୟେଲର ଲୋକମାନେ ମିଶରବାସୀଙ୍କ ଆଗ ରେ ଦାମ୍ଭିକତାର ସହକା ରେ ବାହାରି ଗଲେ। ଏହା ନିସ୍ତାର ପର୍ବର ପରବର୍ତ୍ତି ଦିନ ଥିଲା।

4ଆଉ ମିଶରୀଯମାନେ ସହେିମାନଙ୍କୁ କବର ଦେଉଥିଲେ, ଯେଉଁମାନେ ମୃତ୍ଯୁବରଣ କଲେ, ଯେତବେେଳେ ସଦାପ୍ରଭୁ ସମାନଙ୍କେର ପ୍ରଥମଜାତମାନଙ୍କୁ ହତ୍ଯାକଲେ ଓ ସମାନଙ୍କେର ଦବଗେଣଙ୍କ ବିପକ୍ଷ ରେ ନ୍ଯାଯ ଆଣିଲେ।

5ଇଶ୍ରାୟେଲର ଲୋକମାନେ ରାମିଷଷଠାରୁେ ୟାତ୍ରା କରି ସୁକ୍କୋତର ଛାଉଣୀ ସ୍ଥାପନ କଲେ।

Numbers 33 illustration - Numbers Chapter 33

6ପୁଣି ସମାନେେ ସୁକ୍କୋତରୁ ୟାତ୍ରା କରି ମରୁଭୂମିର ସୀମା ରେ ଏଥମ ରେ ଛାଉଣୀ ସ୍ଥାପନ କଲେ।

7ତହୁଁ ସମାନେେ ଏଥମରୁ ୟାତ୍ରା କରି ବାଲସଫୋନର ନିକଟସ୍ଥ ପୀହହୀରୋତକୁ ଫରେି ଆସିଲେ। ସମାନେେ ମିଗ୍ଦୋଲ ନିକଟରେ ଛାଉଣୀ ସ୍ଥାପନ କଲେ।

8ଏହାପରେ ସମାନେେ ପୀହହୀରୋତ୍ର ସମ୍ମୁଖରୁ ୟାତା୍ର କରି ସମୁଦ୍ର ମଧ୍ଯ ଦଇେ ମରୁଭୂମିରେ ପ୍ରବେଶ କଲେ। ଆଉ ଏଥମ ମରୁଭୂମିରେ ତିନି ଦିନ ୟାତ୍ରା କରି ମାରା ରେ ଛାଉଣୀ ସ୍ଥାପନ କଲେ।

9ପୁଣି ମାରାରୁ ୟାତ୍ରା କରି ଏଲୀମ ରେ ଉପସ୍ଥିତ ହେଲେ; ସହେି ଏଲୀମ ରେ ବାର ଝରଣା ଓ ସତୁରି ଖଜୁରୀ ଗଛ ଥିଲା। ଏଣୁ ସମାନେେ ସହେି ସ୍ଥାନ ରେ ଛାଉଣୀ ସ୍ଥାପନ କଲେ।

10ତହୁଁ ସମାନେେ ଏଲୀମରୁ ୟାତ୍ରାକରି ସୂଫ ସମୁଦ୍ର ନିକଟରେ ଛାଉଣୀ ସ୍ଥାପନ କଲେ।

Numbers 33 illustration - Numbers Chapter 33

11ପୁଣି ସମାନେେ ସୂଫ ସମୁଦ୍ର ନିକଟରୁ ୟାତ୍ରା କରି ସୀନ୍ ମରୁଭୂମିରେ ଛାଉଣୀ ସ୍ଥାପନ କଲେ।

12ପୁଣି ସମାନେେ ସୀନ୍ ମରୁଭୂମିରୁ ୟାତ୍ରା କଲେ ଓ ଦପ୍କା ରେ ଛାଉଣୀ ସ୍ଥାପନ କଲେ।

13ସମାନେେ ଦପ୍କାରୁ ୟାତ୍ରା କରି ଆଲୂଶ ରେ ଛାଉଣୀ ସ୍ଥାପନ କଲେ।

14ପୁଣି ସମାନେେ ଆଲୂଶରୁ ୟାତ୍ରା କରି ରଫୀଦୀମ ରେ ଛାଉଣୀ ସ୍ଥାପନ କଲେ। ସହେି ସ୍ଥାନ ରେ ଲୋକମାନଙ୍କର ପିଇବା ନିମନ୍ତେ ଜଳ ନଥିଲା।

15ସମାନେେ ରଫୀଦୀମରୁ ୟାତ୍ରା କଲେ ଓ ସୀନଯ ମରୁଭୂମିରେ ଛାଉଣୀ ସ୍ଥାପନ କଲେ।

Numbers 33 illustration - Numbers Chapter 33

16ସମାନେେ ସୀନଯ ମରୁଭୂମିରୁ ୟାତ୍ରା କରି କିବୋତ୍ହତ୍ତାବା ରେ ଛାଉଣୀ ସ୍ଥାପନ କଲେ।

17ପୁଣି ସମାନେେ କିବ୍ରୋତ୍ହତ୍ତାବାରୁ ୟାତ୍ରା କରି ହତ୍ ସରେୋତ ରେ ଛାଉଣୀ ସ୍ଥାପନ କଲେ।

18ଆଉ ସମାନେେ ହତ ସରେୋତରୁ ୟାତ୍ରା କରି ରିତ୍ମା ରେ ଛାଉଣୀ ସ୍ଥାପନ କଲେ।

19ଏହାପରେ ସମାନେେ ରିତ୍ମାରୁ ୟାତ୍ରା କରି ରିମ୍ମାନେ ପରେସ ରେ ଛାଉଣୀ ସ୍ଥାପନ କଲେ।

20ପୁଣି ସମାନେେ ରିମ୍ମାନେ ପରେସରୁ ୟାତ୍ରା କରି ଲିବ୍ନା ରେ ଛାଉଣୀ ସ୍ଥାପନ କଲେ।

Numbers 33 illustration - Numbers Chapter 33

21ପୁଣି ସମାନେେ ଲିବ୍ନାରୁ ୟାତ୍ରା କରି ରିସ୍ସା ରେ ଛାଉଣୀ ସ୍ଥାପନ କଲେ।

22ତା'ପରେ ସମାନେେ ରିସ୍ସାରୁ ୟାତ୍ରା କରି କ ହେଲାତରୁ ଛାଉଣୀ ସ୍ଥାପନ କଲେ।

23ପୁଣି ସମାନେେ କ ହେଲାତ୍ରୁ ୟାତ୍ରା କରି ଶଫରେ ପର୍ବତ ରେ ଛାଉଣୀ ସ୍ଥାପନ କଲେ।

24ତା'ପରେ ସମାନେେ ଶଫରେ ପର୍ବତରୁ ୟାତ୍ରା କରି ହରାଦା ରେ ଛାଉଣୀ ସ୍ଥାପନ କଲେ।

25ପୁଣି ସମାନେେ ହରାଦାରୁ ୟାତ୍ରା କରି ମଖଲେୋତ ରେ ଛାଉଣୀ ସ୍ଥାପନ କଲେ।

Numbers 33 illustration - Numbers Chapter 33

26ମଖଲେୋତରୁ ୟାତ୍ରା କରି ତହତ ରେ ଛାଉଣୀ ସ୍ଥାପନ କଲେ।

27ପୁଣି ସମାନେେ ତହତରୁ ୟାତ୍ରା କରି ତରହେ ରେ ଛାଉଣୀ ସ୍ଥାପନ କଲେ।

28ତା'ପରେ ସମାନେେ ତରହରେୁ ୟାତ୍ରା କରି ମିତ୍କା ରେ ଛାଉଣୀ ସ୍ଥାପନ କଲେ।

29ପୁଣି ସମାନେେ ମିତ୍କାରୁ ୟାତ୍ରା କରି ହଶ୍ମାନୋ ରେ ଛାଉଣୀ ସ୍ଥାପନ କଲେ।

30ତତ୍ପରେ ସମାନେେ ହଶ୍ମାନୋରୁ ୟାତ୍ରା କରି ମାେଷେରୋତ ରେ ଛାଉଣୀ ସ୍ଥାପନ କଲେ।

Numbers 33 illustration - Numbers Chapter 33

31ପୁଣି ସମାନେେ ମାେଷେରୋତରୁ ୟାତ୍ରା କରି ବନଯୋକନ ରେ ଛାଉଣୀ ସ୍ଥାପନ କଲେ।

32ତା'ପରେ ସମାନେେ ବନଯୋକନରୁ ୟାତ୍ରା କରି ର୍ହୋହଗଦଗଦ ରେ ଛାଉଣୀ ସ୍ଥାପନ କଲେ।

33ପୁଣି ସମାନେେ ହାରଗଦଗେଦରୁ ୟାତ୍ର କରି ୟଟ୍ବାଥା ରେ ଛାଇଣୀ ସ୍ଥାପନ କଲେ।

34ତା'ପରେ ସମାନେେ ୟଟ୍ବାଥାରୁ ୟାତ୍ରା କରି ଆବ୍ରୋଣା ରେ ଛାଉଣୀ ସ୍ଥାପନ କଲେ।

35ପୁଣି ସମାନେେ ଆବ୍ରୋଣାରୁ ୟାତ୍ରା କରି ଇତସିୟୋନ ଗବରେ ରେ ଛାଉଣୀ ସ୍ଥାପନ କଲେ।

Numbers 33 illustration - Numbers Chapter 33

36ସମାନେେ ଇତ୍ସିୟୋନ-ଗବରରେୁ ୟାତ୍ରା କଲେ ଓ ସିନ୍ ମରୁଭୂମିରେ କାଦେଶଠା ରେ ଛାଉଣୀ ସ୍ଥାପନ କଲେ।

37ପୁଣି ସମାନେେ କାଦେଶରୁ ୟାଇ ଇଦୋମ ଦେଶ ସୀମା ରେ ଅବସ୍ଥିତ ହାରେ ପର୍ବତ ରେ ଛାଉଣୀ ସ୍ଥାପନ କଲେ।

38ଏହାପରେ ହାରୋଣ ଯାଜକ ସଦାପ୍ରଭୁଙ୍କ ଆଜ୍ଞା ରେ ହାରେ ପର୍ବତ ରେ ଆରୋହଣ କଲେ। ପୁଣି ଇଶ୍ରାୟେଲର ଲୋକମାନେ ମିଶରରୁ ବାହାର ହାଇେ ଆସିବାର ଚାଳିଶତମ ବର୍ଷର ପଞ୍ଚମ ମାସର ପ୍ରଥମ ଦିନ ରେ ସହେି ସ୍ଥାନ ରେ ମଲେ।

39ଆଉ ହାରେ ପର୍ବତ ରେ ହାରୋଣ ମୃତ୍ଯୁବରଣ କରିବା ସମୟରେ ସେ 123 ବର୍ଷ ବଯସ୍କ ଥିଲେ।

40କିଣାନୀଯ ରାଜା ଆରାଦର ନଗେଭେ ରେ ଶୁଣିଲେ ଯେ, ଇଶ୍ରାୟେଲର ଲୋକମାନେ ଆସୁଥିଲେ।

Numbers 33 illustration - Numbers Chapter 33

41ତା'ପରେ ସମାନେେ ହାରେ ପର୍ବତରୁ ୟାତ୍ରା କରି ସଲ୍ମୋନା ରେ ଛାଉଣୀ ସ୍ଥାପନ କଲେ।

42ପୁଣି ସମାନେେ ସଲମାନୋରୁ ୟାଇ ପୂନୋନ ରେ ଛାଉଣୀ ସ୍ଥାପନ କଲେ।

43ତା'ପରେ ସମାନେେ ପୂନୋନରୁ ତ୍ଯାଗ କରି ଓବୋତ ରେ ଛାଉଣୀ ସ୍ଥାପନ କଲେ।

44ତହୁଁ ସମାନେେ ଓବୋତରୁ ୟାତ୍ରା କରି ମାଯାେବ ସୀମାସ୍ଥିତ ଇଯୀ-ଅବାରୀମ ରେ ଛାଉଣୀ ସ୍ଥାପନ କଲେ।

45ତା'ପରେ ସମାନେେ ଇଯୀ-ଅବାରୀମରୁ ୟାତ୍ରା କରି ଦୀବୋନ୍-ଗାଦ ରେ ଛାଉଣୀ ପକାଇଲେ।

Numbers 33 illustration - Numbers Chapter 33

46ପୁଣି ସମାନେେ ଦୀବୋନ୍ଗାଦରୁ ୟାତ୍ରା କରି ଅଲ୍ମାନେ-ଦିବ୍ଲାଥୟିମ ରେ ଛାଉଣୀ ସ୍ଥାପନ କଲେ।

47ତହୁଁ ସମାନେେ ଅଲମାନେ-ଦିବ୍ଲାଥୟିମରୁ ୟାତ୍ରା କରି ନବୋ ନିକଟସ୍ଥ ଅବାରୀମ ପର୍ବତ ରେ ଛାଉଣୀ ସ୍ଥାପନ କଲେ।

48ପୁଣି ସମାନେେ ଅବାରୀମ ପର୍ବତରୁ ବାହାରି ଯିରୀହାେ ସପୋରି ରେ ୟର୍ଦ୍ଦନ ନିକଟବର୍ତ୍ତୀ ମାୟୋବ ପଦା ରେ ଛାଉଣୀ ସ୍ଥାପନ କଲେ।

49ସମାନେେ ୟର୍ଦ୍ଦନ ପାଶର୍‌ବବର୍ତ୍ତୀ ବୈତୟିଶୀମାେତ ଠାରୁ ଆବଲେ ଶିଟୀମ ପର୍ୟ୍ଯନ୍ତ ମାୟୋବ ପଦା ରେ ସମାନଙ୍କେର ଛାଉଣୀ ସ୍ଥାପନ କଲେ।

50ଯିରୀହାେସ୍ଥିତ ୟର୍ଦ୍ଦନ ସପୋରି ରେ ମାୟୋବ ପଦା ରେ ସଦାପ୍ରଭୁ ମାଶାଙ୍କେୁ କହିଲେ,

Numbers 33 illustration - Numbers Chapter 33

51ଇଶ୍ରାୟେଲ ଲୋକମାନଙ୍କୁ କୁହ, 'ଯେତବେେଳେ ତୁମ୍ଭମାନେେ ୟର୍ଦ୍ଦନ ନଦୀ ପାରହବେ ଏବଂ କିଣାନ ଦେଶ ରେ ପ୍ରବେଶ କରିବ,

52ତୁମ୍ଭମାନେେ ନିଜ ସମ୍ମୁଖରୁ ସହେି ଦେଶନିବାସୀ ସମସ୍ତଙ୍କୁ ତଡି ବାହାର କରିଦବେ ଓ ସମାନଙ୍କେର ସମସ୍ତ ଖାଦେିତ ମୂର୍ତ୍ତି ଧାତୁ ନିର୍ମିତ ମୂର୍ତ୍ତିଗୁଡିକ ନଷ୍ଟ କରିଦବୋ ଉଚିତ୍ ଓ ସମାନଙ୍କେ ଉଚ୍ଚସ୍ଥଳୀଗୁଡିକୁ ବିନଷ୍ଟ କରିବା ଉଚିତ୍।

53ପୁଣି ତୁମ୍ଭମାନେେ ସହେି ଦେଶ ଅଧିକାର କରି ତହିଁ ମଧିଅରେ ବାସ କରିବ। କାରଣ ଆମ୍ଭେ ତୁମ୍ଭମାନଙ୍କ ଅଧିକାରାର୍ଥେ ତୁମ୍ଭମାନଙ୍କୁ ସହେି ଦେଶ ଦଇେଅଛୁ।

54ଆଉ ତୁମ୍ଭମାନେେ ଗୁଳାବାଣ୍ଟ ଦ୍ବାରା ନିଜ ନିଜ ବଂଶାନୁସା ରେ ଦଶାଧେିକାର ବିଭାଗ କରି ନବେ। ଅଧିକଲୋକ ବିଶିଷ୍ଟ ବଂଶ ଅଧିକ ଭାଗ ଓ ଅଳ୍ପ ଲୋକ ବିଶିଷ୍ଟ ବଂଶ ଅଳ୍ପ ଅଂଶ ପାଇବ। ଗୁଳାଅନୁସାରେ ଯାହାର ବାଣ୍ଟ ଯେଉଁଠି ହବେ ସେ ତାକୁହିଁ ନବେ। ଏହିରୂପେ ତୁମ୍ଭମାନେେ ଆପଣା ପିତୃବଂଶାନୁସା ରେ ଅଧିକାର କରିବ।

55ଯଦି ତୁମ୍ଭମାନେେ ସହେି ଦେଶନିବାସୀମାନଙ୍କୁ ନିଜ ସମ୍ମୁଖରୁ ତଡି ବାହାର କରି ନ ଦବେ, ଯେଉଁମାନେ ବାସ କରିବେ, ସମାନେେ ତୁମ୍ଭମାନଙ୍କ ଚକ୍ଷୁ ରେ କଣ୍ଟା ସ୍ବରୂପ ଓ ତୁମ୍ଭମାନଙ୍କ ପାଶର୍‌ବ ରେ କଣ୍ଟକ ସ୍ବରୂପ ହବେେ। ତୁମ୍ଭମାନେେ ବାସ କରିବ, ସମାନେେ ତୁମ୍ଭମାନଙ୍କ ପାଇଁ ବହୁ ଦୁଃଖ ଆଣିବେ।

Numbers 33 illustration - Numbers Chapter 33

56ଯଦି ତୁମ୍ଭମାନେେ ସମାନଙ୍କେୁ ତୁମ୍ଭ ଦେଶ ରେ ତୁମ୍ଭମାନଙ୍କ ସହିତ ବାସ କରିବାକୁ ଦିଅ, ତବେେ ଆମ୍ଭେ ସମାନଙ୍କେ ପ୍ରତି ଯାହା କରିବାକୁ ମନସ୍ଥ କରିଥିଲୁ, ତାହା ତୁମ୍ଭମାନଙ୍କ ପ୍ରତି କରିବା।

Chapter Complete

You have read Numbers 33

56 verses