Lumina
Numbers

Daily and Special Offerings

Numbers 28·Oriya Bible

1ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,

2ଇଶ୍ରାୟେଲର ଲୋକମାନଙ୍କୁ ଆଜ୍ଞା ଦିଅ ଓ ସମାନଙ୍କେୁ କୁହ, ସମାନେେ ମାରେ ନବୈେଦ୍ଯ ମାରେ ଖାଦ୍ୟ ଠିକ୍ ସମୟରେ ସୁବାସିତ ଉପହାରରୂପେ ମାେ ନିକଟକୁ ଆଣିବେ।

3ସମାନଙ୍କେୁ କୁହ, ସମାନେେ ନିମ୍ନ ରେ ଦର୍ଶାୟାଇଥିବା ଉପହାରଗୁଡିକ ସଦାପ୍ରଭୁଙ୍କ ନିକଟକୁ ଆଣିବେ। ନିତ୍ଯ ହାମେ ନିମନ୍ତେ ଏକ ବର୍ଷୀଯ ନିଖୁଣ ଦୁଇଟି ମଷେବତ୍ସ ଉତ୍ସର୍ଗ କରିବେ।

4ପ୍ରାତଃକାଳ ରେ ଏକ ମଷେବତ୍ସ ଉତ୍ସର୍ଗ କରିବ ଓ ସନ୍ଧ୍ଯା କାଳ ରେ ଏକ ମଷେବତ୍ସ ଉତ୍ସର୍ଗ କରିବ।

5ଶସ୍ଯ ନବୈେଦ୍ଯ ନିମନ୍ତେ ଏକ ଅର୍ଦ୍ଧ ହିନର ପଷୋ ତୈଳ ମିଶ୍ରିତ ଅର୍ଦ୍ଧ ହିନର ସରୁ ମଇଦା ଦବେ।

Numbers 28 illustration - Numbers Chapter 28

6ଏହା ନିତ୍ଯ ହାମବେଳି, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସୁବାସିତ ନବୈେଦ୍ଯ ସୀନଯ ପର୍ବତ ରେ ନିରୂପିତ ହାଇେଥିଲା।

7ପୁଣି ତହିଁର ଏକ ମଷେବତ୍ସ ନିମନ୍ତେ ଏକ ହିନର ଚତୁର୍ଥାଂଶ ପଯେ ନବୈେଦ୍ଯ ଦବେ। ତୁମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ପଯେ ନବୈେଦ୍ଯରୂପେ ଦ୍ରାକ୍ଷାରସ ଢାଳିବ।

8ଆଉ ତୁମ୍ଭେ ଅନ୍ୟ ମଷେବତ୍ସକୁ ସନ୍ଧ୍ଯା ବେଳେ ଉତ୍ସର୍ଗ କରିବ। ଯେପରି ପ୍ରାତଃକାଳ ରେ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ଉତ୍ସର୍ଗ କରିବ, ସହେିପରି ତୁମ୍ଭେ ସଦାପ୍ରଭୁଙ୍କୁ ଏକ ସୁବାସିତ ଉପହାର ରୂପେ ଉତ୍ସର୍ଗ କରିବ।

9ଆଉ ବିଶ୍ରାମ ଦିନ ରେ, ଏକ ବର୍ଷୀଯ ଦୁଇଟି ନିଖୁଣ ମଷେବତ୍ସ ଓ ତୈଳ ମିଶ୍ରିତ ଏକ ଐଫାର ଦୁଇ ଦଶମାଂଶ ସରୁ ମଇଦାର ଶସ୍ଯ ନବୈେଦ୍ଯ ଓ ତହିଁର ପଯେ ନବୈେଦ୍ଯ ଉତ୍ସର୍ଗ କରିବ।

10ଏହି ହାମବେଳି, ନିତ୍ଯ ହାମବେଳି, ପଯେ ନବୈେଦ୍ଯ ସହିତ ପ୍ରତି ବିଶ୍ରାମବାର ରେ ଉତ୍ସର୍ଗ କରିବ।

Numbers 28 illustration - Numbers Chapter 28

11ଆଉ ପ୍ରତିମାସର ପ୍ରଥମ ଦିନ ରେ ତୁମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହୋମ ନିମନ୍ତେ ଦୁଇଟି ଷଣ୍ତ,ଏକ ଅଣ୍ତିରା ମଷେ ଓ ଏକବର୍ଷୀଯ ସାତଟି ମଷେଶାବକ ବିଶଷେ ହାମବେଳି ରୂପେ ଉତ୍ସର୍ଗ କରିବ। ଏମାନେ ସମସ୍ତେ ନିଖୁଣ ହାଇେ ଥିବେ।

12ପୁଣି ପ୍ରେତ୍ୟକକ ଷଣ୍ତ ନିମନ୍ତେ ଏକ ଐଫାର ତିନି ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ଯ ନବୈେଦ୍ଯ; ଆଉ ଏକ ମଷେ ନିମନ୍ତେ ଦୁଇ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ଯ ନବୈେଦ୍ଯ;

13ପୁଣି ପ୍ରେତ୍ୟକକ ମଷେଶାବକ ନିମନ୍ତେ ଏକ ଐଫାର ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ଯ ନବୈେଦ୍ଯ ଦବେ। ତହିଁରେ ସଦାପ୍ରଭୁଙ୍କୁ ତାହା ଏକ ସୁବାସିତ ଉପହାରରୁପେ ଉତ୍ସର୍ଗ କରିବ।

14ଆଉ ଏକ ଷଣ୍ତ ନିମନ୍ତେ ଏକ ହିନର ଅର୍ଦ୍ଧକେ, ଏକ ମଷେ ନିମନ୍ତେ ଏକ ହିନର ତୃତୀଯାଂଶ ଓ ଏକ ମଷେବତ୍ସ ନିମନ୍ତେ ହିନର ଏକ ଚତୁର୍ଥାଂଶ ଦ୍ରାକ୍ଷାରସ ପଯେ ନବୈେଦ୍ଯ ହବେ; ଏହା ବର୍ଷର ପ୍ରତିମାସର ଅମାବାସ୍ଯା ରେ ମାସିକ ହାମବେଳି ହବେ।

15ହାମବେଳି ଓ ପଯେ ନବୈେଦ୍ଯ ଛଡା, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛଳେି ଉତ୍ସର୍ଗ କରାୟିବ।

Numbers 28 illustration - Numbers Chapter 28

16ପ୍ରଥମ ମାସର ଚତୁର୍ଦ୍ଦଶ ଦିବସ ରେ ସଦାପ୍ରଭୁଙ୍କର ନିସ୍ତାର ପର୍ବ ହବେ।

17ପୁଣି ସହେି ମାସର ପଞ୍ଚଦଶ ଦିବସ ରେ ଉତ୍ସବ ହବୋ ଉଚିତ୍; ଏହା ସାତଦିନ ୟାଏ ପାଳିତ ହବୋ ଉଚିତ୍ ଓ ଏହି ସାତଦିନ ତୁମ୍ଭମାନେେ ତାଡୀଶୂନ୍ଯ ରୋଟୀ ଭୋଜନ କରିବା ଉଚିତ୍।

18ପ୍ରଥମ ଦିନ ରେ ଏକ ପବିତ୍ର ସଭା ହବୋ ଉଚିତ୍। ସଦେିନ ତୁମ୍ଭେ ମାନେ କୌଣସି ପ୍ରକାର କାର୍ୟ୍ଯ କରବା ଉଚିତ୍ ନୁହଁ।

19ମାତ୍ର ସଦାପ୍ରଭୁଙ୍କୁ ଉପହାର ଓ ହାମବେଳି ରୂପେ ଦୁଇଟି ଷଣ୍ତ ଗୋଟିଏ ଅଣ୍ତିରା ମଷେ ଓ ସାତାଟେି ଏକ ବର୍ଷିଯ ମଷେଶାବକ ଉତ୍ସର୍ଗ କରିବା ଉଚିତ୍। ଏହିସବୁ ପଶୁଗୁଡିକ ଖୁଣ ନଥିବ।

20ଗୋଟିଏ ଗୋବତ୍ସ ପାଇଁ ଦେଢ ହିନ ପ୍ରେତ୍ୟକକ ଅଣ୍ତିରା ମଷେ ପାଇଁ ଏକ ହିନ ଏବଂ ପ୍ରେତ୍ୟକକ ମଷେଶାବକ

Numbers 28 illustration - Numbers Chapter 28

21ପାଇଁ ଅର୍ଦ୍ଧ ହିନ ହିସାବ ରେ ତୈଳାକ୍ତ ସରୁ ମଇଦା ଶସ୍ଯ ନବୈେଦ୍ଯ ରୂପେ ଉତ୍ସର୍ଗ କରିବା ଉଚିତ୍।

22ତୁମ୍ଭ ପାଇଁ ପ୍ରାଯଶ୍ଚିତ କରିବାକୁ ପାପାର୍ଥକ ନବୈେଦ୍ଯ ରୂପେ ଏକ ଛାଗ ଉତ୍ସର୍ଗ କରିବା ଉଚିତ୍।

23ତୁମ୍ଭମାନେେ ପ୍ରତ୍ଯହ ପ୍ରାତଃକାଳୀନ ହାମବେଳି ଛଡା ଏ ସମସ୍ତ ଉତ୍ସର୍ଗ କରିବ।

24ଏହି ବିଧି ଅନୁସାରେ ତୁମ୍ଭମାନେେ ସାତଦିନ ୟାଏ ପ୍ରତିଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଭକ୍ଷ୍ଯରୂପେ ସୁବାସିତ ନବୈେଦ୍ଯ ଉପହାର ଉତ୍ସର୍ଗ କରବା ଉଚିତ୍। ଏହା ନିତ୍ଯ ହାମବେଳି ଓ ତହିଁର ପଯେ ନବୈେଦ୍ଯ ଛଡା ତାହା ଉତ୍ସର୍ଗୀତ ହବେ।

25ତା'ପରେ ସପ୍ତମ ଦିନ ରେ ତୁମ୍ଭମାନଙ୍କର ପୁଣି ଏକ ପବିତ୍ର ସଭା ହବେ ଓ ସଦେିନ ତୁମ୍ଭମାନେେ କୌଣସି କାର୍ୟ୍ଯ କରିବା ଉଚିତ୍ ନୁହଁ।

Numbers 28 illustration - Numbers Chapter 28

26ପୁଣି ପ୍ରଥମ ଫଳର ଦିନ ରେ ଅର୍ଥାତ୍ ଯେତବେେଳେ ତୁମ୍ଭମାନେେ ସାପ୍ତାହିକୀ ପର୍ବ ରେ ସଦାପ୍ରଭୁଙ୍କ ଛାମୁକୁ ନୂତନ ଭକ୍ଷ୍ଯ ନବୈେଦ୍ଯ ଆଣିବ, ସେତବେେଳେ ତୁମ୍ଭମାନଙ୍କର ପବିତ୍ର ସଭା ହବୋ ଉଚିତ୍। ତୁମ୍ଭମାନେେ ସଦେିନ କୌଣସି କାର୍ୟ୍ଯ କରିବା ଉଚିତ୍ ନୁହଁ।

27ମାତ୍ର ତୁମ୍ଭମାନେେ ସଦାପ୍ରଭୁଙ୍କୁ ସୁବାସିତ ଉପହାର ରୂପେ ଦୁଇଟି ଷଣ୍ତ, ଗୋଟିଏ ଅଣ୍ତିରା ମଷେ ଓ ସାତାଟେି ମଷେଶାବକକୁ ହାମବେଳି ରୂପେ ଉତ୍ସର୍ଗ କରିବା ଉଚିତ୍।

28ପୁଣି ଏକ ଗୋବତ୍ସ ନିମନ୍ତେ ତିନି ଦଶମାଂଶ ଓ ଏକ ମଷେ ନିମନ୍ତେ ଦୁଇ ଦଶମାଂଶ ଐଫା ତୈଳ ମିଶ୍ରିତ ସରୁ ମଇଦା ଭକ୍ଷ୍ଯ ନବୈେଦ୍ଯ,

29ପୁଣି ସାତ ମଷେବତ୍ସ ମଧ୍ଯରୁ ପ୍ରତି ମଷେବତ୍ସ ନିମନ୍ତେ ଏକ ଦଶମାଂଶ ଐଫା ତୈଳମିଶ୍ରିତ ସରୁ ମଇଦାର ଭକ୍ଷ୍ଯ ନବୈେଦ୍ଯ;

30ଆଉ ତୁମ୍ଭମାନଙ୍କ ପ୍ରାଯଶ୍ଚିତ କରଣାର୍େଥ ଏକ ଛାଗ ଉତ୍ସର୍ଗ କରିବ;

Numbers 28 illustration - Numbers Chapter 28

31ତୁମ୍ଭମାନେେ ପ୍ରତିଦିନର ହାମବେଳି, ତହିଁର ଭକ୍ଷ୍ଯ ନବୈେଦ୍ଯ ସମାନଙ୍କେର ସମସ୍ତ ଓ ତହିଁର ପଯେ ନବୈେଦ୍ଯ ଉତ୍ସର୍ଗ କରିବ। ଏହି ପଶୁଗୁଡିକ ନିଖୁଣ ହବୋ ଉଚିତ୍।

Chapter Complete

You have read Numbers 28

31 verses