Lumina
Numbers

Balaam's Oracles II

Numbers 24·Oriya Bible

1ବିଲିଯମ ହୃଦବୋଧ କଲେ ଯେ, ସଦାପ୍ରଭୁ ଇଶ୍ରାୟେଲକୁ ଆଶୀର୍ବାଦ କରିବାକୁ ଚାହିଁଲେ। ତେଣୁ ସେ ପୂର୍ବପରି କୌଣସି ନବୈେଦ୍ଯ ପ୍ରଯୋଗ କରିବା ପାଇଁ ଚେଷ୍ଟା କଲେ ନାହିଁ। କିନ୍ତୁ ସେ ତୁ୍ଚ୍ଛାଟା ରେ ମରୁଭୂମି ଆଡେ ନିଜ ମୁଖ ରଖିଲା।

2ବିଲିଯମ ଦେଖିଲା ଯେ, ଇଶ୍ରାୟେଲର ଲୋକମାନେ ସମାନଙ୍କେର ପରିବାରବର୍ଗ ଅନୁସାରେ ରହିଲେ। ତା'ପରେ ପରମେଶ୍ବର ଆତ୍ମା ବାଲାଯମ ଉପରକୁ ଆସିଲା।

3ଆଉ ବିଲିଯମ କହିଲା,

4ଏହା ହେଉଛି ଜଣେ ବ୍ଯକ୍ତିର ବାର୍ତ୍ତା ୟିଏ ପରମେଶ୍ବରଙ୍କଠାରୁ ଶୁଣେ। ସେ ହେଉଛି ଜଣେ ୟିଏ ସର୍ବଶକ୍ତିମାନ ପରମେଶ୍ବରଙ୍କର ଦର୍ଶନ ପାଇଅଛ। ସେ ହେଉଛି ଜଣେ ୟିଏ ସର୍ବଶକ୍ତିମାନ ପରମେଶ୍ବରଙ୍କ ଆଗ ରେ ଭୂମିଷ୍ଠ ପ୍ରମାଣ କଲା, କିନ୍ତୁ ତା'ର ଚକ୍ଷୁଗୁଡିକ ଖାେଲା ଥିଲା।

5 ହେ ଯାକୁବ, ତୁମ୍ଭର ତମ୍ବୁ ସବୁ କି ସୁନ୍ଦର! ହେ ଇଶ୍ରାୟେଲ, ତୁମ୍ଭର ଆବାସ ସବୁ କଡେେ ମ ନୋହର।

Numbers 24 illustration - Numbers Chapter 24

6ତୁମ୍ଭମାନେେ ଉପତ୍ୟକା ତୁଲ୍ଯ ବିସ୍ତାରିତ ଓ ନଦୀତୀରସ୍ଥ ଉଦ୍ୟାନ ତୁଲ୍ଯ, ସଦାପ୍ରଭୁଙ୍କ ରୋପିତ ଅଗୁରୁ ବୃକ୍ଷ ସଦୃଶ ଓ ଜଳ ନିକଟସ୍ଥ ଏରସ ବୃକ୍ଷ ସଦୃଶ ଅଟ।

7ସମାନଙ୍କେ କଳସରୁ ଜଳ ଉଚ୍ଛୁଳିବ, ସମାନଙ୍କେର ବୀଜ ଅନକେ ଜଳ ରେ ପଡିବ, ପୁଣି ସମାନଙ୍କେର ରାଜା ଆଗାଗଠାରୁ ଉଚ୍ଚୀକୃତ ହବେ, ସମାନଙ୍କେର ରାଜ୍ଯ ଉନ୍ନତ ହବେ।

8ପରମେଶ୍ବର ସମାନଙ୍କେୁ ମିଶରରୁ ବାହାର କରି ଆଣିଛନ୍ତି। ସମାନଙ୍କେର, ପରମେଶ୍ବର ଅରଣା ଗୋରୁର ଶିଙ୍ଗ ପରି ଶକ୍ତିଶାଳି। ସମାନେେ ସମାନଙ୍କେର ବିରୋଧିମାନଙ୍କୁ ପରାସ୍ତ କରିବେ ଓ ସମାନଙ୍କେର ଅସ୍ଥିସବୁ ଚୂର୍ଣ କରିବେ ଓ ଆପଣା ବାଣଦ୍ବାରା ସମାନଙ୍କେୁ ଭଦେ କରିବେ।

9ଇଶ୍ରାୟେଲ ବସିପଡୁଛି ଓ ସିଂହତୁଲ୍ଯ ଶଯନ କରୁଛି। କିଏ ତାକୁ ଉଠାଇବାକୁ ଯାଉଛି, ଯେକହେି ବ୍ଯକ୍ତି ୟିଏ ତୁମ୍ଭକୁ ଆଶୀର୍ବାଦ କରନ୍ତି, ସେ ଆଶୀର୍ବାଦ ପ୍ରାପ୍ତ ହବେ। ଯେକହେି ବ୍ଯକ୍ତି ତୁମ୍ଭକୁ ଶାପ ଦିଅନ୍ତି, ସେ ଶାପଗ୍ରସ୍ତ ହବେ।

10ବାଲାକ୍ ବିଲିଯମକୁ ରାଗିଗଲା। ବାଲାକ୍ ବିଲିଯମକୁ କହିଲା, ମୁଁ ମାରେଶତୃମାନଙ୍କୁ ଶାପ ଦବୋପାଇଁ ତୁମ୍ଭକୁ ନିଯନ୍ତ୍ରଣ କଲି କିନ୍ତୁ ତୁମ୍ଭେ ସମାନଙ୍କେୁ ତିନିଥର ଆଶୀର୍ବାଦ କଲ।

Numbers 24 illustration - Numbers Chapter 24

11ଏଣୁ ତୁମ୍ଭେ ଆପଣା ସ୍ଥାନକୁ ୟାଅ। ତୁମ୍ଭକୁ ଅତି ସମ୍ଭ୍ରାନ୍ତ କରିବାକୁ ଆମ୍ଭର ବିଚାର ଥିଲା। ମାତ୍ର ସଦାପ୍ରଭୁ ତୁମ୍ଭକୁ ସମ୍ମାନ ପାଇବାରୁ ବଞ୍ଚିତ କଲେ।

12ତହୁଁ ବିଲିଯମ ବାଲାକ୍କୁ କହିଲା, ତୁମ୍ଭେ ମାେ ନିକଟକୁ ଯେଉଁ ଦୂତମାନଙ୍କୁ ପଠାଇଥିଲ, ମୁଁ ସମାନଙ୍କେୁ ଏହା କହିଥିଲି।

13'ଯଦି ବାଲାକ୍ ମାେତେ ସୂନା ରୂପା ପୂର୍ଣ ଆପଣା ଗୃହ ଦବେେ, ତବେେ ମୁଁ ନିଜ ଇଛା ରେ ଭଲ କି ମନ୍ଦ କରିବା ପାଇଁ ସଦାପ୍ରଭୁ ବାକ୍ଯର ବାହାରକୁ ୟାଇ ପାରିବ ନାହିଁ, ଯାହା ସଦାପ୍ରଭୁ କହିବେ ତାହା ହିଁ କରିବି।

14ବର୍ତ୍ତମାନ ମୁଁ ଆପଣା ଲୋକମାନଙ୍କ ନିକଟକୁ ଯାଉଅଛ। ଦୟାକରି ଆସ, ଏହି ଲୋକମାନେ ତୁମ୍ଭ ଲୋକମାନଙ୍କୁ କ'ଣ କହିବେ, ତାହା ମୁଁ ତୁମ୍ଭକୁ କହିବି।

15ଏଥି ରେ ବିଲିଯମ କହିଲେ,

Numbers 24 illustration - Numbers Chapter 24

16ଏହା ହେଉଛି ଜଣେ ବ୍ଯକ୍ତିର ବାର୍ତ୍ତା ୟିଏ ପରମେଶ୍ବରଙ୍କଠାରୁ ଶୁଣେ। ସେ ୟିଏ ସର୍ବୋପରିସ୍ଥ ପରମେଶ୍ବରଙ୍କୁ ବୁଝେ। ସହେି ଜଣେ ୟିଏ ସର୍ବୋଶକ୍ତିମାନ ପରମେଶ୍ବରଙ୍କର ଦର୍ଶନ ପାଇଅଛି। ସେ ହେଉଛି ଜଣେ, ୟିଏ ସର୍ବଶକ୍ତିମାନ ପରମେଶ୍ବରଙ୍କୁ ଭୂମିରେ ପ୍ରଣାମ କରେ, କିନ୍ତୁ ତା'ର ଆଖିଗୁଡିକ ଖାଲିେଥାଏ।

17ମୁଁ ସଦାପ୍ରଭୁଙ୍କୁ ଆସୁଥିବା ଦେଖିଲି, କିନ୍ତୁ ବର୍ତ୍ତମାନ ନୁହେଁ। ମୁଁ ତାଙ୍କର ଦର୍ଶନ ପାଉଅଛି, କୁନ୍ତୁ ସେ ନିକଟବର୍ତ୍ତୀ ନୁହନ୍ତି। ଯାକୁବଠାରୁ ଏକ ତାରା ଉଦିତ ହବେ ଓ ଇଶ୍ରାୟେଲଠାରୁ ଏକ ରାଜଦଣ୍ତ ଉଥିତ ହବେ। ମାେଯବରେ ପାର୍ଶଭଦେ କରିବ ଓ କଲହର ସମସ୍ତ ପରିବାରବର୍ଗକୁ ଚୁର୍ଣ କରିବ।

18ଇଶ୍ରାୟେଲ ଶକ୍ତିଶାଳୀ ହବେ। ସେ ଇଦୋମ ଅଧିକାର କରିବ। ଶତୃରାଜ୍ଯ ସଯେୀର ମଧ୍ଯ ଅଧିକାର କରିବ।

19ୟାବୁକ ପରିବାରବର୍ଗରୁ ଏକ ନୂତନ ରାଜା ଆସିବେ। ସେ ସହେି ଲୋକମାନଙ୍କୁ ବିନଷ୍ଟ କରିବେ, ଯେଉଁମାନେ ଏପର୍ୟ୍ଯନ୍ତ ଜୀବିତ ଅଛନ୍ତି।

20ଏହାପରେ ସେ ଅମାଲକେ ପ୍ରତି ଦୃଷ୍ଟିକରି ଗୀତ ରେ କହିଲା,

Numbers 24 illustration - Numbers Chapter 24

21ତହୁଁ ସେ କନେୀଯମାନଙ୍କ ଆଡକୁ ମୁହଁ କରି କହିଲା,

22କିନ୍ତୁ କନେୀଯମାନେ କ୍ଷଯପ୍ରାପ୍ତ ହବେ। ଅଶୂର ତୁମ୍ଭକୁ ବନ୍ଦି କରି ନଇୟିବେ।

23ତା'ପରେ ବିଲିଯମ କହିଲା, ଯେତବେେଳେ ପରମେଶ୍ବର ଏହା କରନ୍ତି, ସେତବେେଳେ କିଏ ବଞ୍ଚିବ?

24ମାତ୍ର କୀତ୍ତୀମ-ତୀରରୁ ଜାହାଜମାନ ଆସିବ ଓ ସମାନେେ ଅଶୂରକୁ ଓ ଏବରକୁ ପରାସ୍ତ କରିବେ। କିନ୍ତୁ ଏହି ଜାହାଜଗୁଡିକ ମଧ୍ଯ ଧ୍ବଂସ ହବେେ।

25ତା'ପରେ ବିଲିଯମ ଉଠିଲା ଏବଂ ଗୃହକୁ ଫରେିଗଲା ଓ ବାଲାକ୍ ମଧ୍ଯ ନିଜ ବାଟରେ ଚାଲିଗଲେ।

Chapter Complete

You have read Numbers 24

25 verses