Lumina
Numbers

Various Offerings

Numbers 15·Oriya Bible

1ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,

2ଇଶ୍ରାୟେଲର ଲୋକମାନଙ୍କୁ କୁହ। ତୁମ୍ଭେ ଯେତବେେଳେ ପ୍ରବେଶ କରିବ ମୁଁ ସହେି ଦେଶ ଦେଉଛି ତୁମ୍ଭେ କବେେ ପ୍ରବେଶ କରିବ।

3ତୁମ୍ଭମାନଙ୍କ ପ୍ରତିଜ୍ଞା ପୂରଣ କରିବା ପାଇଁ କିମ୍ବା ସ୍ବେଚ୍ଛାଦତ୍ତ ଉପହାର ପାଇଁ କିମ୍ବା ତୁମ୍ଭମାନଙ୍କ ନିରୂପିତ ପର୍ବ ରେ ଗୋମଷୋଦି ପଲରୁ ସଦାପ୍ରଭୁଙ୍କ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ଅଗ୍ନିକୃତ ଉପହାର ରୂପେ ହାମବେଳି ଉତ୍ସର୍ଗ କରିବ।

4 ଯେଉଁ ଲୋକ ଶସ୍ଯ ନବୈେଦ୍ଯ ଉତ୍ସର୍ଗ କରୁଛ, ଏକ ଐଫାର ଦଶମାଂଶ ସରୁ ମଇଦା ଏକ ହିନର ଚତୁର୍ଥାଂଶ ତୈଳ ସହିତ ମିଶ୍ରିତ କରି ଆଣିବ।

5ପ୍ରେତ୍ୟକକ ଥର ତୁମ୍ଭେ ଏକ ମଷେବତ୍ସ ହାମାେର୍ଥକ ବଳି ଓ ହିନର ଏକ ତରୁର୍ଥାଂଶ ଦ୍ରାକ୍ଷାରସର ପଯେ ନବୈେଦ୍ଯ ପ୍ରସ୍ତୁତ କରିବା ଉଚିତ୍।

Numbers 15 illustration - Numbers Chapter 15

6ଆଉ ଏକ ମଷେ ନିମନ୍ତେ ତୁମ୍ଭେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ଏକ ହିନର ଏକ ତୃତୀଯାଂଶ ତୈଳ ରେ ମିଶ୍ରିତ ଏକ ଐଫାର ଦୁଇ ଦଶମାଂଶ ସରୁ ମଇଦାର ନବୈେଦ୍ଯ ପ୍ରସ୍ତୁତ କରିବ।

7ପୁଣି ତୁମ୍ଭେ ପଯେ ନବୈେଦ୍ଯ ନିମନ୍ତେ ହିନର ଏକ ତୃତୀଯାଂଶ ଦ୍ରାକ୍ଷାରସ ଉତ୍ସର୍ଗ କରିବ। ଏହିସବୁ ସଦାପ୍ରଭୁଙ୍କ ମଙ୍ଗଳାର୍ଥକ ଉପହାର ନିମନ୍ତେ।

8ଆଉ ତୁମ୍ଭେ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ହାମବେଳି ନିମନ୍ତେ ଅବା ମାନସିକ ପୂରଣାର୍ଥକ ବଳି ନିମନ୍ତେ କିମ୍ବା ମଗଂଳାର୍ଥକ ଉପହାର ନିମନ୍ତେ ଯବେେ ଗୋବତ୍ସ ଉତ୍ସର୍ଗ କର,

9ତବେେ ସହେି ଗୋବତ୍ସ ସହିତ ଅର୍ଦ୍ଧହିନ ତୈଳ ମିଶ୍ରିତ ଏକ ଐଫାର ତିନି ଦଶମାଂଶ ସରୁ ମଇଦାର ଶସ୍ଯ ନବୈେଦ୍ଯ ଆଣିବା ଉଚିତ୍।

10ଆଉ ମଧ୍ଯ ତୁମ୍ଭେ ସଦାପ୍ରଭୁଙ୍କ ତୁଷ୍ଟିଜନକ ଆଘ୍ରାଣାର୍ଥକ ଅଗ୍ନିକୃତ ଉପହାରର ପଯେ ନବୈେଦ୍ଯ ନିମନ୍ତେ ଅର୍ଦ୍ଧହିନ ଦ୍ରାକ୍ଷାରସ ଆଣିବ।

Numbers 15 illustration - Numbers Chapter 15

11ଏହି ରୂପେ ପ୍ରେତ୍ୟକକ ଗୋରୁ, ପ୍ରେତ୍ୟକକ ମଷେ, ପ୍ରେତ୍ୟକକ ମଷେବତ୍ସ ଅବା ଛାଗବତ୍ସ ସଦାପ୍ରଭୁଙ୍କ ନିମନ୍ତେ ଉତ୍ସର୍ଗ ପାଇଁ ପ୍ରସ୍ତୁତ କରାୟିବା ଉଚିତ୍।

12ତୁମ୍ଭମାନେେ ପ୍ରସ୍ତୁତ କରିବା ସଂଖ୍ଯା ଅନୁସାରେ ପ୍ରେତ୍ୟକକ ପଶୁପତି ସମାନଙ୍କେ ସଂଖ୍ଯା ପ୍ରାମାଣେ ସହେିରୂପେ କରିବ।

13ପ୍ରେତ୍ୟକକ ନାଗରୀକ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ଉତ୍ସର୍ଗ କଲେ ଏହି ବ୍ଯବସ୍ଥା ଅନୁସାରେ ଏହିସବୁ କାର୍ୟ୍ଯ କରିବ।

14ଯଦି ତୁମ୍ଭ ସହିତ ବାସ କରୁଥିବା ଜଣେ ବିଦେଶୀ ଲୋକ କିମ୍ବା ସେ ସମନ୍ଧ ରେ କୌଣସି ବିଦେଶୀଗତ ସ୍ଥାଯୀ ଅଧିବାସୀ କିମ୍ବା ଯେ କହେି ତୁମ୍ଭ ସହିତ ଦିର୍ଘଦିନ ଧରି ବାସ କରୁଥିବା ଲୋକ ସଦାପ୍ରଭୁଙ୍କୁ ସୁବାସିତ ଉପହାର ଅର୍ପଣ କରିବାକୁ ଇଚ୍ଛା କରେ, ତବେେ ତୁମ୍ଭ ପ୍ରତି ପ୍ରୟୁଜ୍ଯ ହେଉଥିବା ସମାନ ପଦ୍ଧତି ତା'ପାଇଁ ଅନୁସୃତ ହବୋ ଉଚିତ୍।

15ସମାଜ ନିମନ୍ତେ ଅର୍ଥାତ୍ ତୁମ୍ଭମାନଙ୍କ ନିମନ୍ତେ ଓ ପ୍ରବାଶକାରୀ ବିଦେଶୀ ନିମନ୍ତେ ଏକ ବ୍ଯବସ୍ଥା ହବେ। ଏହା ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧି; ସଦାପ୍ରଭୁଙ୍କ ଦୃଷ୍ଟି ରେ ତୁମ୍ଭମାନେେ ଓ ବିଦେଶୀମାନେ ସମାନ।

Numbers 15 illustration - Numbers Chapter 15

16ତୁମ୍ଭମାନଙ୍କ ନିମନ୍ତେ ଓ ତୁମ୍ଭମାନଙ୍କ ମଧିଅରେ ବିଦେଶୀ ମୂଳ ବ୍ଯକ୍ତି ନିମନ୍ତେ ଏକ ବ୍ଯବସ୍ଥା ଓ ଏକ ବିଧି ହବେ।

17ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,

18ମୁଁ ତୁମ୍ଭମାନଙ୍କୁ ଯେଉଁ ଦେଶକୁ ନଇଯାେଉଅଛୁଁ, ସହେି ଦେଶ ରେ ଉପସ୍ଥିତ ହେଲେ ତୁମ୍ଭମାନେେ ଏହିରୂପେ କରିବ।

19ତୁମ୍ଭମାନେେ ସହେି ଦେଶର ଅନ୍ନ ଭୋଜନ କରିବା ବେଳେ ସଦାପ୍ରଭୁଙ୍କୁ ଏହାର କିଛି ଅଂଶ ଅର୍ପଣ କରିବା ଉଚିତ୍।

20ତୁମ୍ଭମାନେେ ନିଜ ନିଜ ପ୍ରଥମ ଶସ୍ଯରୁ ଉତ୍ତୋଳନୀଯ ଉପହାର ନିମନ୍ତେ ଏକ ପିଠା ଉତ୍ସର୍ଗ କରିବ। ଯେପରି ଶସ୍ଯ ମର୍ଦ୍ଦନ ସ୍ଥାନ ରେ ଉତ୍ତୋଳନୀଯ ଉପହାର, ସହେିପରି ତାହା ଉତ୍ତୋଳନ କରିବା ଉଚିତ୍।

Numbers 15 illustration - Numbers Chapter 15

21ତୁମ୍ଭମାନେେ ପୁରୁଷାନୁକ୍ରମେ ଆପଣା ଆପଣା ପ୍ରଥମ ଦଳା ଅଟାର ଏକ ଅଂଶ ଉତ୍ସର୍ଗ କରିବ।

22ଯେତବେେଳେ ତୁମ୍ଭମାନେେ ଭୁଲ୍ ରେ ଏବଂ ଏହିସବୁ ଆଜ୍ଞାଗୁଡିକ ପାଳନ କର ନାହିଁ, ଯାହା ସଦାପ୍ରଭୁ ମାଶାଙ୍କେୁ କହିଲେ।

23ସଦାପ୍ରଭୁ ମାଶାଙ୍କେ ଦ୍ବାରା ସେ ସମସ୍ତ ଆଜ୍ଞା ଦଇେଛନ୍ତି। ସହେିସବୁ ଆଜ୍ଞା ସଦାପ୍ରଭୁ ଦବୋ ଦିନ ଠାରୁ ପୁରୁଷାନୁକ୍ରମେ ଚିର କାଳ ପାଳନ କରିବା ଉଚିତ୍।

24ଯଦି ତାହା ମଣ୍ତଳୀର ଆଗୋଚର ରେ ଭ୍ରାନ୍ତି ରେ ହାଇେଥାଏ ତବେେ ସମସ୍ତ ମଣ୍ତଳୀ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ହାମେ ନିମନ୍ତେ ଏକ ଗୋବତ୍ସ ଓ ବିଧିମତେ ତାହା ସହିତ ତହିଁର ଭକ୍ଷ୍ଯ ନବୈେଦ୍ଯ ଓ ତହିଁର ପଯେ ନବୈେଦ୍ଯ ଏବଂ ପାପାର୍ଥକ ବଳି ନିମନ୍ତେ ଏକ ଛାଗ ଅର୍ପଣ କରିବା ଉଚିତ୍।

25ଆଉ ଯାଜକ ଇଶ୍ରାୟେଲର ଲୋକମାନଙ୍କ ସମସ୍ତ ମଣ୍ତଳୀ ନିମନ୍ତେ ପ୍ରାଯଶ୍ଚିତ କରିବା ଉଚିତ; ତହିଁରେ ସମାନେେ କ୍ଷମା ପାଇବେ, କାରଣ ତାହା ଭ୍ରାନ୍ତି ଓ ସମାନେେ ସହେି ଭ୍ରାନ୍ତି ସକାେଶ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ନିଜନିଜ ଉପହାର ଅର୍ଥାତ୍ ଅଗ୍ନିକୃତ ଉପହାର ଓ ପାପାର୍ଥକ ବଳି ସଦାପ୍ରଭୁଙ୍କ ଛାମୁକୁ ଆଣି ଅଛନ୍ତି।

Numbers 15 illustration - Numbers Chapter 15

26ଇଶ୍ରାୟେଲର ସମସ୍ତ ଲୋକ ଓ ବିଦେଶୀ ମୂଳ ବାସୀନ୍ଦା କ୍ଷମା ପାଇବେ। କାରଣ ସହେି ସମସ୍ତ ଲୋକମାନେ ଭୂଲ୍ କରିଥିଲେ।

27ଆଉ ଯଦି ଜଣେ ବ୍ଯକ୍ତି ଅନିଛା ରେ ପାପ କରେ, ତବେେ ସେ ପାପାର୍ଥକ ବଳିରୂପେ ଏକ ବର୍ଷୀଯ ଏକ ଛାଗବତ୍ସ ଆଣିବା ଉଚିତ୍।

28ଯେଉଁ ଲୋକ ଅନିଚ୍ଛା ରେ ଅପରାଧ କରେ, ଯାଜକ ତାହା ପାଇଁ ପ୍ରାଯଶ୍ଚିତ କରିବ, ତହିଁରେ ତାକୁ କ୍ଷମା କରାୟିବ।

29ଇଶ୍ରାୟେଲର ସମସ୍ତ ଲୋକଙ୍କ ନିମନ୍ତେ ଓ ସମାନଙ୍କେ ମଧିଅରେ ବାସ କରୁଥିବା ବିଦେଶୀ ମୂଳ ବାସୀନ୍ଦା ନିମନ୍ତେ ଅନିଚ୍ଛା ରେ କରାୟାଇଥିବା ପାପର ପ୍ରାଯଶ୍ଚିତ ନିମନ୍ତେ ଏକା ବ୍ଯବସ୍ଥା ହବେ।

30ଯଦି ଯେଉଁ ବ୍ଯକ୍ତି ଉବ୍ଦେଶ୍ଯମୂଳକ ଭାବରେ ପାପକର୍ମ କରେ ସେ ଇଶ୍ରାୟେଲୀୟ କି ବିଦେଶୀ ମୂଳ ସ୍ଥାଯୀ ବାସୀନ୍ଦା ହେଉ, ଯଦି ସଦାପ୍ରଭୁଙ୍କର ନିନ୍ଦା କରେ, ତବେେ ସେ ବ୍ଯକ୍ତି ଆପଣା ଲୋକଙ୍କଠାରୁ ବହିସ୍କାର ହବେ।

Numbers 15 illustration - Numbers Chapter 15

31କାରଣ ସେ ସଦାପ୍ରଭୁଙ୍କର ବାକ୍ଯ ଅବଜ୍ଞା କଲା ଓ ତାଙ୍କର ଆଜ୍ଞା ଭଂଗ କଲା, ତେଣୁ ସେ ବ୍ଯକ୍ତି ନିଶ୍ଚିତ ବହିସ୍କାର ହବେ ଓ ତା'ର ପାପ ସେ ବହନ କରିବ।

32ସେତବେେଳେ ଇଶ୍ରାୟେଲ ଥିବା ସମୟରେ ଗୋଟିଏ ବ୍ଯକ୍ତିକୁ ବିଶ୍ରାମ ବାର ରେ କାଠ ସଂଗ୍ରହ କରୁଥିବାର ଦେଖିଲେ।

33ପୁଣି ଯେଉଁମାନେ ତାକୁ କାଠ ସଂଗ୍ରହ କରୁଥିବାର ଦେଖିଲେ ସମାନେେ ମାଶାେ ଓ ହାରୋଣ ନିକଟକୁ ତାକୁ ଆଣିଲେ ଓ ସମସ୍ତ ମଣ୍ତଳୀ ତା'ର ଚାରିପଟେ ଏକତ୍ରିତ ହେଲେ।

34ଆଉ ସମାନେେ ତାହାକୁ ସଠାେରେ ରଖିଲେ। କାରଣ ତା'ପ୍ରତି କି ପ୍ରକାର ଶାସ୍ତି ବିଧାନ ହବେ ସମାନେେ ଜାଣି ନ ଥିଲେ।

35ତା'ପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ସେ ମନୁଷ୍ଯକୁ ଆଇନ ସଂଗତ ଦଣ୍ତ ଦିଆୟିବ। ସମଗ୍ର ମଣ୍ତଳୀ ତାହାକୁ ଛାଉଣୀ ବାହା ରେ ପଥର ପକାଇ ବଧ କରିବେ।

Numbers 15 illustration - Numbers Chapter 15

36ତେଣୁ ମାଶାଙ୍କେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ସମଗ୍ର ମଣ୍ତଳୀ ତାହାକୁ ଛାଉଣୀ ବାହାରକୁ ଆଣି ପଥର ଫିଙ୍ଗି ହତ୍ଯା କରିବା ଉଚିତ୍।

37ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,

38ଇଶ୍ରାୟେଲ ଲୋକମାନଙ୍କୁ କୁହ, ଏହି ଆଜ୍ଞା ଜଣାଇ ଦିଅ, ସମାନେେ ନିଜ ନିଜ ବସ୍ତ୍ରର ଅଞ୍ଚଳ ରେ ଝାଲର ପ୍ରସ୍ତୁତ ଓ ପ୍ରେତ୍ୟକକ ଅଞ୍ଚଳର ଝାଲର ଉପରେ ନୀଳ ସୂତ୍ର ଦିଅନ୍ତୁ। ପୁରୁଷାନୁକ୍ରମେ ତାକୁ ଚିରକାଳ ପରିଧାନ କରିବା ଉଚିତ୍।

39ତୁମ୍ଭମାନେେ ଯେପରି ସହେି ଝାଲର ଏକାଠି ବନ୍ଧା ହାଇେଥିବା ଦେଖି ସଦାପ୍ରଭୁଙ୍କର ସମସ୍ତ ଆଜ୍ଞା ମନେ କରି ପାଳନ କରିବ। ଆଉ ତୁମ୍ଭମାନେେ ସଦାପ୍ରଭୁଙ୍କ ଆଜ୍ଞାକୁ ଭୁଲି ମନ ଓ ଚକ୍ଷୁ ଅନୁସାରେ ବ୍ଯଭିଚାର କର ନାହିଁ।

40ତୁମ୍ଭମାନେେ ମାରେ ସସସ୍ତ ଆଜ୍ଞା ସ୍ମରଣ କରି ପାଳନ କରିବା ଉଚିତ୍। ତୁମ୍ଭମାନେେ ତୁମ୍ଭମାନଙ୍କର ପରମେଶ୍ବରଙ୍କର ପବିତ୍ର ଲୋକ ହବୋ ଉଚିତ୍।

Numbers 15 illustration - Numbers Chapter 15

41ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର। ମୁଁ ତୁମ୍ଭମାନଙ୍କର ପରମେଶ୍ବର ହବୋକୁ ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଅଛି।

Chapter Complete

You have read Numbers 15

41 verses