Lumina
Numbers

Manna, Quail, and Complaints

Numbers 11·Oriya Bible

1ତା'ପରେ ଲୋକମାନେ ସଦାପ୍ରଭୁଙ୍କଠା ରେ ଅଭିଯୋଗ କରିବାକୁ ଆରମ୍ଭ କଲେ। ସଦାପ୍ରଭୁ ତାହା ଶୁଣିବାରୁ ତାଙ୍କର କୋରଧ ପ୍ରଜ୍ବଳିତ ହେଲା। ତହିଁରେ ସଦାପ୍ରଭୁଙ୍କର ଅଗ୍ନି ସମାନଙ୍କେ ମଧିଅରେ ପ୍ରଜ୍ବଳିତ ହାଇେ ଛାଉଣୀର ପ୍ରାନ୍ତଭାଗ ଗ୍ରାସ କଲା।

2ତେଣୁ ଲୋକମାନେ ମାଶାଙ୍କେ ନିକଟରେ ସାହାର୍ୟ୍ଯ ପାଇଁ କ୍ରନ୍ଦନ କଲେ। ତହୁଁ ମାଶାେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ ସହେି ଅଗ୍ନି ଥମିଗଲା।

3ତେଣୁ ସହେି ସ୍ଥାନର ନାମ ତବିଯରୋ ହେଲା କାରଣ ସଦାପ୍ରଭୁଙ୍କ ଅଗ୍ନି ସମାନଙ୍କେ ମଧିଅରେ ଦହନ କଲା।

4ତା'ପରେ ସମାନଙ୍କେ ମଧ୍ଯରୁ ଅସୁବିଧା ସୃଷ୍ଟିକାରୀଗଣଙ୍କର ଉତ୍ତମ ଖାଦ୍ୟ ଖାଇବାକୁ ପ୍ରବଳଇଚ୍ଛା ହେଲା। ଇଶ୍ରାୟେଲର ଲୋକମାନେ ସମାନଙ୍କେ ସହିତ ୟୋଗ ଦେଲେ ଏବଂ ପାଟି କଲେ, କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦବେ?

5ଆମ୍ଭେ ମାନେ ମିଶର ଦେଶ ରେ ବିନା ମୂଲ୍ଯ ରେ ଯେଉଁ ମାଛ ଖାଉଥିଲୁ, ତାହା ମନେ ପଡେ। ଆମ୍ଭମାନଙ୍କର ମଧ୍ଯ ଉତ୍ତମ ପନିପରିବା ଯଥା: କାକୁଡି, ତରଭୁଜ, ପିଆଜ ଓ ରସୁଣ କଥା ମନେ ପଡେ।

Numbers 11 illustration - Numbers Chapter 11

6ମାତ୍ର ଏବେ ଆମ୍ଭମାନେେ ଦୁର୍ବଳ ହାଇେ ଯାଉଅଛୁ, ଏଠି ଖାଇବାକୁ କିଛି ନାହିଁ, ଏହି ମାନ୍ନା ଛଡା ଆଉ ଦେଖିବାକୁ କିଛି ନାହିଁ,।

7ଆଉ ସହେି ମାନ୍ନା ଧନିଆ ବୀଜଗୁଡିକ ସଦୃଶ ହବେ।

8ଲୋକମାନେ ଏଣେ ତଣେେ ବୁଲି ମାନ୍ନା ସଂଗ୍ରହ କଲେ, ଚକି ରେ ତାକୁ ପଷେିଲେ, କିମ୍ବା କୁଟଣୀ ରେ ତାହା ଚୂର୍ଣ କରି କରଇେ ରେ ସିଦ୍ଧକରି ପିଠା ପ୍ରସ୍ତୁତ କଲେ, ଆଉ ଜୀତ ତୈଳ ରେ ପକ୍ବ ପିଠାପରି ତା'ର ସ୍ବାଦ ହେଲା।

9ରାତ୍ରି ରେ ଛାଉଣୀ ଉପରେ କାକର ପଡିଲା ବେଳେ ତା ସହିତ ମାନ୍ନା ଝଡିଲା।

10ଏହାପରେ ଲୋକମାନେ ସମୁଦାଯ ପରିବାର ସହିତ ନିଜନିଜ ତମ୍ବୁଦ୍ବାରା ନିକଟରେ ରୋଦନ କରିବାର ମାଶାେ ଶୁଣିଲେ; ତହିଁରେ ସଦାପ୍ରଭୁଙ୍କର କୋରଧ ଅତିଶଯ ପ୍ରଜ୍ବଳିତ ହେଲା। ଆଉ ମଧ୍ଯ ମାଶାେ ଅସନ୍ତୁଷ୍ଟ ହେଲେ।

Numbers 11 illustration - Numbers Chapter 11

11ତହୁଁ ମାଶାେ ସଦାପ୍ରଭୁଙ୍କୁ କହିଲେ, ତୁମ୍ଭେ କାହିଁକି ଆପଣା ଦାସ ପ୍ରତି ଅସୁବିଧା କରୁଛ? ତୁମ୍ଭେ କାହିଁକି ମାେ ଉପରେ କୋର୍ଧ ଦଖାେଉଛ? କାହିଁକି ଆପଣା ମାେ ଉପରେ ଏହି ସମସ୍ତ ଲୋକଙ୍କ ଭାର ଦେଉଅଛ?

12କ'ଣ ସମାନେେ ସମସ୍ତେ ମାଠାରୁେ ଜନ୍ମ ହାଇେଛନ୍ତି? ତୁମ୍ଭେ ସମାନଙ୍କେ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଦେଶ ବିଷଯ ରେ ପ୍ରତିଜ୍ଞା କରିଥିଲ ମୁଁ ସମାନଙ୍କେୁ ଶିଶୁ ପରି କ'ଣ ବୋହି ନବେି?

13ମୁଁ ଏହି ସମସ୍ତ ଲୋକଙ୍କୁ ମାଂସ ଦବୋ ପାଇଁ କେଉଁଠା ରେ ପାଇବି? କାରଣ ସମାନେେ ମାେ ନିକଟରେ କାନ୍ଦି କହୁଛନ୍ତି, ସମାନେେ ପାଟି କରନ୍ତି, 'ଆମ୍ଭମାନଙ୍କୁ ମାଂସ ଦିଅ, ଆମ୍ଭମାନଙ୍କୁ ମାଂସ ଦିଅ।'

14ମୁଁ ଏକାକୀ ଏତେ ଲୋକଙ୍କର ଭାର ବହନ କରିପାରିବି ନାହିଁ, କାରଣ ଏହା ମାେ ପାଇଁ ଅସହ୍ଯ ଅଟେ।

15ଆଉ ଯଦି ତୁମ୍ଭେ ମାେ ପ୍ରତି ଏପରି ପଥରେ ବ୍ଯବହାର କରିବାକୁ ଯାଉଅଛ, ତବେେ ବିନଯ କରୁଅଛି, ମୁଁ ଯଦି ତୁମ୍ଭ ଅନୁଗ୍ରହର ପାତ୍ର, ତବେେ ମାେତେ ମାରିଦିଅ ପେଛ, ଏପରି ଦୁର୍ଗତି ଦେଖିବାକୁ ଦିଅ ନାହିଁ।

Numbers 11 illustration - Numbers Chapter 11

16ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ, ଇଶ୍ରାୟେଲର ଏପରି ସତୁରି ଜଣ ପ୍ରାଚୀନ ଲୋକଙ୍କୁ ଡାକ। ସମାନଙ୍କେୁ ସମାଗମ ତମ୍ବୁ ନିକଟକୁ ଆଣ। ସମାନେେ ତୁମ୍ଭ ସହିତ ଛିଡା ହବୋ ଉଚିତ୍।

17ମୁଁ ସହେି ସ୍ଥାନକୁ ଓହ୍ଲାଇ ଆସି ତୁମ୍ଭ ସଙ୍ଗେ କଥା କହିବି ଓ ତୁମ୍ଭଠା ରେ ଯେଉଁ ଆତ୍ମା ଅଛି ତହିଁରୁ ନଇେ ସମାନଙ୍କେୁ ଦବୋ, ତହିଁରେ ତୁମ୍ଭେ ଯେପରି ଏକାକୀ ଭାର ବହନ କରିବନାହିଁ, ସେଥିପାଇଁ ସମାନେେ ମଧ୍ଯ ତୁମ୍ଭ ସହିତ ଦାଯିତ୍ବ ଭାର ବହନ କରିବେ।

18ଲୋକମାନଙ୍କୁ କୁହ, କାଲିପାଇଁ ନିଜକୁ ପବିତ୍ର କର। ଆଉ ତୁମ୍ଭମାନେେ ମାଂସ ଖାଇବ, କାରଣ ତୁମ୍ଭମାନେେ ସଦାପ୍ରଭୁଙ୍କ କର୍ଣ୍ଣ ଗୋଚର ରେ କହିଅଛ, 'କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦବେ? ବରଂ ମିଶର ଦେଶ ରେ ଆମ୍ଭମାନଙ୍କର ମଙ୍ଗଳ ଥିଲା!' ଏଣୁ ସଦାପ୍ରଭୁ ତୁମ୍ଭମାନଙ୍କୁ ମାଂସ ଖାଇବାକୁ ଦବେେ।

19ତୁମ୍ଭମାନେେ ଦିନେ କି ଦୁଇଦିନ କି ପାଞ୍ଚଦିନ କି ଦଶଦିନ କି କୋଡିଏ ଦିନ ଖାଇବ ତାହା ନୁହେଁ।

20ତୁମ୍ଭେ ସମ୍ପୂର୍ଣ୍ଣ ଏକମାସ ମାଂସ ଭକ୍ଷଣ କରିବ। ତୁମ୍ଭେ ମାଂସକୁ ଭକ୍ଷଣ କରିବ, ଘୃଣା ଯୋଗ୍ଯ ନ ହବୋ ପର୍ୟ୍ଯନ୍ତ। ଆଉ ଯେ ପର୍ୟ୍ଯନ୍ତ ତାହା ତୁମ୍ଭମାନଙ୍କ ନାସିକାରୁ ନିର୍ଗତ ନହୁଏ। କାରଣ ତୁମ୍ଭମାନେେ ସଦାପ୍ରଭୁଙ୍କୁ ପ୍ରତ୍ଯାଖ୍ଯାନ କରିଛ, ୟିଏ ତୁମ୍ଭ ସହିତ ଅଛନ୍ତି ଏବଂ ତୁମ୍ଭମାନେେ ତାଙ୍କଠା ରେ ଆପତ୍ତି କରିବ ଏହା କହି, 'ଆମ୍ଭମାନେେ କାହିଁକି ମିଶରରୁ ବାହାରି ଆସିଲୁ?'

Numbers 11 illustration - Numbers Chapter 11

21ତବେେ ମାଶାେ କହିଲେ, ସଦାପ୍ରଭୁ, ମୁଁ ଯେଉଁ ଲୋକମାନଙ୍କ ମଧିଅରେ ଅଛି ସମାନେେ ଛଅ ଲକ୍ଷ ପଦାତିକ। ତଥାପି ତୁମ୍ଭେ କହୁଅଛ, 'ଆମ୍ଭେ ସମାନଙ୍କେୁ ମାଂସ ଦବୋ, ସମାନେେ ତାହା ସମ୍ପୂର୍ଣ ଏକ ମାସ ଖାଇବେ!'

22ସମାନଙ୍କେୁ ଯୋଗଇବାପାଇଁ ପଲ ମଧ୍ଯରୁ ସମସ୍ତ ଗୋମଷେ ବଧ କଲେ ମଧ୍ଯ ଏକମାସ ପାଇଁ ଅଣ୍ଟିବ ନାହିଁ। ଆଉ ସମୁଦ୍ରର ସମସ୍ତ ମାଛ ସମାନଙ୍କେୁ ୟଥେଷ୍ଟ ନୁହେଁ!

23ତହୁଁ ସଦାପ୍ରଭୁ ମାଶାଙ୍କେୁ କହିଲେ, କ'ଣ ସଦାପ୍ରଭୁଙ୍କ ଶକ୍ତି ସିମୀତ? ତୁମ୍ଭମାନେେ ବର୍ତ୍ତମାନ ଦେଖିବ, ଯଦି ସଦାପ୍ରଭୁଙ୍କ ବାକ୍ଯ ତୁମ୍ଭ ପ୍ରତି ସତ ହବେ।

24ତବେେ ମାଶାେ ବାହାରକୁ ୟାଇ ଲୋକମାନଙ୍କୁ କହିଲେ, ଯାହା ସଦାପ୍ରଭୁ କହିଥିଲେ। ପୁଣି ସେ ଲୋକମାନଙ୍କର ପ୍ରାଚୀନବର୍ଗ ମଧ୍ଯରୁ ସତୁରି ଜଣଙ୍କୁ ଏକତ୍ର କରି ତମ୍ବୁର ଚତୁର୍ଦ୍ଦିଗ ରେ ଛିଡା କରାଇଲେ।

25ତା'ପରେ ସଦାପ୍ରଭୁ ମେଘରୁ ଓହ୍ଲାଇ ମାଶାଙ୍କେୁ କହିଲେ, ଆଉ ଯେଉଁ ଆତ୍ମା ତାଙ୍କଠା ରେ ଥିଲା, ତହିଁରୁ ନଇେ ସତୁରି ପ୍ରାଚୀନବର୍ଗଙ୍କୁ ଦେଲେ। ଯେତବେେଳେ ସମାନଙ୍କେ ଉପରେ ଆତ୍ମା ଅବସ୍ଥାନ କଲା, ସମାନେେ ଭବିଷ୍ଯତ କଥା ପ୍ରଚାର ଆରମ୍ଭ କଲେ, ଏବଂ ସମାନେେ ଆଉ ବନ୍ଦ କଲେ ନାହିଁ।

Numbers 11 illustration - Numbers Chapter 11

26ମାତ୍ର ଛାଉଣୀ ମଧିଅରେ ଦୁଇଜଣ ପ୍ରାଚୀନ ଇଲଦଦ୍ ଓ ମଦେଦ୍ ରହିଲେ, ଯଦିଓ ସମାନେେ ତାଲିକା ରେ ଥିଲେ, ସମାନେେ ତମ୍ବୁ ବାହାରକୁ ଆସି ନ ଥିଲେ। ସମାନଙ୍କେ ଉପରେ ସହେି ଆତ୍ମା ଅବସ୍ଥାନ କଲା ଓ ସମାନେେ ଛାଉଣୀ ମଧିଅରେ ରହି ଭବିଷ୍ଯତ କଥା ପ୍ରଚାର ଆରମ୍ଭ କଲେ।

27ତହୁଁ ଜଣେ ୟୁବକ ଦୌଡି ୟାଇ ମାଶାଙ୍କେୁ କହିଲା, ଇଲଦଦ୍ ଓ ମଦେଦ୍ ଛାଉଣୀ ଭିତ ରେ ରହି ଭବିଷ୍ଯତ କଥା ପ୍ରଚାର କରୁଅଛନ୍ତି।

28ତହିଁରେ ନୂନର ପୁତ୍ର ଯିହାଶୂେୟ ମାଶାଙ୍କେୁ କହିଲେ, ହେ ମାହେର ମୁନିବ ମାଶାେ, ସମାନଙ୍କେୁ ସ୍ଥଗିତ କରନ୍ତୁ। ୟିହୋଶୂଯ ୟୁବକ ସମୟରୁ ମାଶାଙ୍କେର ଜଣେ ମନୋନୀତ ସହକାରୀ ଥିଲେ।

29ମାଶାେ ଉତ୍ତର ଦେଲେ, ତୁମ୍ଭେ ମାେ ସକାଶୁ କ'ଣ ଈର୍ଷା କରୁଅଛୁ? ସଦାପ୍ରଭୁ ସମସ୍ତ ଲୋକଙ୍କୁ ଭବିଷ୍ଯଦ୍ବାଣୀ କରିବା ପାଇଁ ସମାନଙ୍କେ ଉପରେ ଆପଣା ଆତ୍ମା ଦିଅନ୍ତୁ।

30ଏହାପରେ ମାଶାେ ଓ ଇଶ୍ରାୟେଲ ପ୍ରାଚୀନଗଣ ଛାଉଣୀକି ଗମନ କଲେ।

Numbers 11 illustration - Numbers Chapter 11

31ଅନନ୍ତର ସଦାପ୍ରଭୁଙ୍କ ନିକଟରୁ ବାଯୁ ବହିଲା ଓ ତାହା ସମୁଦ୍ରରୁ ଭଟୋଇ ପକ୍ଷୀ ଆଣିଲା। ସମାନଙ୍କେର ସଂଖ୍ଯା ଏତେ ଅଧିକ ହେଲା ଯେ ସମାନେେ ଛାଉଣୀର ଚତୁର୍ବ୍ଦିଗ ରେ ଏପାଖେ ଦିନକର ପଥ ଓ ସେ ପାଖେ ଦିନକର ପଥ ପର୍ୟ୍ଯନ୍ତ ବ୍ଯାପି ରହିଲେ। ସମାନେେ ଭୂମିଠାରୁ ପ୍ରାଯ ଦୁଇ ପୁଟ ବହଳ ରେ ଗଦା ହଇେ ଗଲେ।

32ତହିଁରେ ଲୋକମାନେ ଛିଡା ହାଇେ ସହେି ସମସ୍ତ ଦିବାରାତ୍ର ଓ ପରଦିନ ସମସ୍ତ ଦିବସ ସହେି ଭାଟୋଇ ପକ୍ଷୀ ସଂଗ୍ରହ କଲେ। କହେି ଦଶ ବୁଶଲରେୁ ଊଣା ସଂଗ୍ରହ କଲାନାହିଁ। ଆଉ ସମାନେେ ନିଜପାଇଁ ଛାଉଣୀର ଚାରିଆଡେ ତାହା ବିଛାଇ ରଖିଲେ।

33ସମାନଙ୍କେ ଦନ୍ତ ମଧିଅରେ ମାଂସ ଥିଲା ବେଳେ ତାହା ଚର୍ବଣ କରିବା ପୂର୍ବରୁ ସଦାପ୍ରଭୁଙ୍କ କୋର୍ଧ ସମାନଙ୍କେ ଉପରେ ପ୍ରଜ୍ବଳିତ ହେଲା। ତହୁଁ ସଦାପ୍ରଭୁ ସମାନଙ୍କେୁ ମହାମାରୀ ରେ ସଂହାର କଲେ ଓ ସହେି ସ୍ଥାନ ରେ ସମାନେେ କବର ନେଲେ।

34ତେଣୁ ସହେି ସ୍ଥାନର ନାମ କିବ୍ରୋତ୍-ହତ୍ତାବା ହେଲା। କାରଣ ସମାନେେ ଖାଦ୍ୟ ନିମନ୍ତେ ଲୋଭୀ ଲୋକମାନଙ୍କୁ ସହେି ସ୍ଥାନ ରେ କବର ଦେଲେ।

35ଲୋକମାନେ କିବ୍ରୋତ-ହତ୍ତାବାଠାରୁ ହତ ସରେୋତକୁ ୟାତ୍ରା କରି ସହେିଠା ରେ ରହିଲେ।

Chapter Complete

You have read Numbers 11

35 verses