Lumina
Nehemiah

Lists of Returned Exiles

Nehemiah 7·Oriya Bible

1ତେଣୁ ଆମ୍ଭେ ପ୍ରାଚୀର ନିର୍ମାଣ ସମାପ୍ତ କଲୁ। ଏହାପରେ ଆମ୍ଭେ ସମସ୍ତ ଦ୍ବାର ରେ କବାଟ ଲଗାଇଲୁ। ଏହାପରେ, ମୁଁ ଦ୍ବାରପାଳ ଗାଯକ ଓ ଲବେୀୟମାନଙ୍କୁ ନିୟୁକ୍ତି କଲି।

2ଏହାପରେ ମୁଁ ମାରେଭାଇ ହନାନିକି ଓ ଦୁର୍ଗର ଶାସନକର୍ତ୍ତା ହନାନିଯକୁ ୟିରୁଶାଲମ ଉପରେ ନିୟୁକ୍ତ କଲି କାରଣ ହନାନିଯ ବିଶ୍ବସ୍ତ ଲୋକ ଥିଲା, ଆଉ ସେ ଅନ୍ୟ ଲୋକମାନଙ୍କ ଅପେକ୍ଷା ପରମେଶ୍ବରଙ୍କୁ ଭୟ କରୁଥିଲା।

3ଆଉ ମୁଁ ହନାନିକୁ ଓ ହନାନିଯକୁ କହିଲି, ଦିନ ରେ ସୂର୍ୟ୍ଯ ପ୍ରଚଣ୍ତ ନ ହବୋ ପର୍ୟ୍ଯନ୍ତ ଯେପରି ଫାଟକ ନ ଖୋଲା ୟାଏ, ଆଉ ଲୋକମାନେ ପ୍ରହରୀ କର୍ମ ରେ ଠିଆ ହବୋ ବେଳେ ସୁର୍ୟ୍ଯାସ୍ତ ସମୟରେ ଦ୍ବାରସବୁ ବନ୍ଦ କରନ୍ତୁ। ପୁଣି ତୁମ୍ଭମାନେେ ୟିରୁଶାଲମ ନିବାସୀମାନଙ୍କୁ ପ୍ରହରୀ କରି ନିୟୁକ୍ତ କର। କେତକେ ପ୍ରହରୀ ସମାନଙ୍କେ ଶିବିର ରେ ଛିଡା ହୁଅନ୍ତୁ ଓ ଅନ୍ୟ ପ୍ରହରୀମାନେ ନିଜ ଗୃହ ରେ ସମ୍ମୁଖ ରେ ରହନ୍ତୁ।

4ବର୍ତ୍ତମାନ ନଗର ପ୍ରଶସ୍ତ ଥିଲା। ମାତ୍ର ତହିଁ ମଧିଅରେ ଅଳ୍ପଲୋକ ଥିଲେ ଓ ଗୃହସବୁ ନିର୍ମିତ ହାଇନେଥିଲା।

5ଏହାପରେ ବଂଶାବଳି କ୍ରମେ ଗଣିତ ହବୋପାଇଁ କୁଳନୀମାନଙ୍କୁ ଓ ଅଧ୍ଯକ୍ଷମାନଙ୍କୁ ଓ ଲୋକମାନଙ୍କୁ ଏକତ୍ର କରିବାକୁ ମାରେପରମେଶ୍ବର ମାେ ମନ ରେ ପ୍ରବୃତ୍ତି ୟାତ କଲେ। ଆଉ ଯେଉଁମାନେ ପ୍ରଥମେ ଆସିଲେ, ମୁଁ ସମାନଙ୍କେର ବଂଶାବଳି ପୁସ୍ତକ ପାଇଲି। ତହିଁରେ ଏହା ଲଖାେ ୟାଇଥିବାର ଦେଖିଲି।

Nehemiah 7 illustration - Nehemiah Chapter 7

6ଯେଉଁମାନେ ବନ୍ଦୀରୂପେ ଥିଲେ, ସମାନଙ୍କେ ମଧ୍ଯରୁ ପ୍ରଦେଶୀଯ ଏହି ସନ୍ତାନଗଣ ପ୍ରେତ୍ୟକକ ୟିରୁଶାଲମ ଓ ଯିହୁଦାସ୍ଥିତ ନିଜ ନିଜ ନଗରକୁ ଫରେି ଆସିଲେ। ବାବିଲର ରାଜା ନବୂଖଦ୍ନିତ୍ସର ୟିହୁଦୀଯମାନଙ୍କୁ କରାଯତ କରିଥିଲେ।

7ଏମାନେ ସରୁଦ୍ଦାବିଲ, ଯଶୂେଯ, ନିହିମିଯା, ଅସରିଯ ରଯମା, ନହମାନି ମର୍ଦ୍ଦଖଯ, ବିଲଶନ, ମମ୍ପର, ବିଗ୍ବଯ, ନହୂମ, ବାନା ସଙ୍ଗେ ଫରେି ଆସିଲେ। ଇଶ୍ରାୟେଲ ବଂଶିଯ ପୁରୁଷମାନଙ୍କ ସଂଖ୍ଯା ଏହିପରି ଥିଲା।

8ପରିଯୋଶର ବଂଶଧର 2,172 ଜଣ।

9ଶଫଟିଯର ବଂଶଧର 372 ଜଣ।

10ଆରହର ବଂଶଧର 652 ଜଣ।

Nehemiah 7 illustration - Nehemiah Chapter 7

11ଯଶୂେଯ ଓ ଯୋୟାବର ପରିବାର ମଧ୍ଯରୁ ପହତ୍ ମାୟୋବର ବଂଶଧର 2,818 ଜଣ।

12ଏଲମର ବଂଶଧର 1,254 ଜଣ।

13ସତ୍ତୂର ବଂଶଧର 845 ଜଣ।

14ସକ୍କଯର ବଂଶଧର 760 ଜଣ।

15ବିନ୍ନୁଯିର ବଂଶଧର 648 ଜଣ।

Nehemiah 7 illustration - Nehemiah Chapter 7

16ବବଯରେ ବଂଶଧର 628 ଜଣ।

17ଅସ୍ଗଦର ବଂଶର 2,322 ଜଣ।

18ଅଦୋନୀକାମର ବଂଶଧର 667 ଜଣ।

19ବିଗ୍ବଯର ବଂଶଧର 2,067 ଜଣ।

20ଅଦୀନର ବଂଶଧର 655 ଜଣ।

Nehemiah 7 illustration - Nehemiah Chapter 7

21ହିଜକିଯର ଆଟରର ବଂଶଧରରୁ 98 ଜଣ।

22ହଶୂମର ବଂଶଧର 328 ଜଣ।

23ବେତ୍ସଯର ବଂଶଧର 324 ଜଣ।

24ହାରୀଫର ବଂଶଧର 112 ଜଣ।

25ଗିବିୟୋନର ବଂଶଧର 95 ଜଣ।

Nehemiah 7 illustration - Nehemiah Chapter 7

26ବୈଥଲହମେ ଓ ନଟୋଫା ସହରରୁ 188 ଜଣ।

27ଅନାେଥାତର ଲୋକ 128 ଜଣ।

28ବେଥ୍-ଅସ୍ମାବତ ସହରରୁ 42 ଜଣ।

29କିରିଯତ୍ ୟିଯାରୀମ, କଫୀରା ଓ ବରେୋତ ସହରରୁ 743 ଜଣ।

30ରାମା ଓ ଗବୋ ସହରରୁ 621 ଜଣ।

Nehemiah 7 illustration - Nehemiah Chapter 7

31ମିକ୍ମସ ସହରରୁ 122 ଜଣ।

32ବୈଥେଲ୍ ଓ ଅଯ ସହରରୁ 123 ଜଣ।

33ଅନ୍ୟ ନବୋ ସହରରୁ 52 ଜଣ।

34ଅନ୍ୟ ଏଲମ ସହରରୁ 1,254 ଜଣ।

35ହାରୀମ ସହରରୁ 320 ଜଣ।

Nehemiah 7 illustration - Nehemiah Chapter 7

36ଯିରୀହାେ ସହରରୁ 345 ଜଣ।

37ଲୋଦ୍, ହାଦୀନ୍ ଓ ଓନୋ ସହରରୁ 721 ଜଣ।

38ସନାଯ ସହରରୁ 3,930 ଜଣ।

39ଯାଜକଗଣ: ଯେଉଁମାନେ ୟିଦଯିଯର ଭବିଷ୍ଯତ ବଂଶଧର ଓ ଯଶୂେଯ ପରିବାରର ସଭ୍ଯ 973 ଜଣ।

40ଇମ୍ମରରେ ବଂଶଧର 1,052 ଜଣ।

Nehemiah 7 illustration - Nehemiah Chapter 7

41ପଶ୍ହୂରର ବଂଶଧର 1,247 ଜଣ।

42ହାରିମର ବଂଶଧର 1,017 ଜଣ।

43କଦ୍ମୀଯଲଙ୍କେ ଦ୍ବାରା ହଦେବାର ମାଧ୍ଯମ ରେ ଯଶୂେଯ ପରିବାରବର୍ଗରୁ ଆସିଥିବା ଲବେୀୟମାନଙ୍କର ସଂଖ୍ଯା 74 ଜଣ।

44ଗାଯକଗଣ: ଆସଫର ବଂଶଧର 148 ଜଣ।

45ଏହିମାନେ ହେଲେ ଦ୍ବାରପାଳଗଣ: ଶଲ୍ଲୁମର ବଂଶଧରମାନେ, ଆଟର, ଟଲ୍ମୋନ, ଅକ୍କବ, ହଟୀଟା ଓ ଶୋବଯ 138 ଜଣ।

Nehemiah 7 illustration - Nehemiah Chapter 7

46ମନ୍ଦିରର ଦାସମାନେ ହେଲେ: ସହୀର ବଂଶଧରମାନେ, ହସ୍ବଫା, ଟଦ୍ଦାଯୋତର ବଂଶଧର।

47କରେୋସର, ସୀଯର, ପଦୋନ।

48ଲବାନା, ହଗାଦ, ଶଲ୍ମଯ,

49ହାନନ, ଗିଦ୍ଦଲେ, ଗହର,

50ରାଯା, ଋତ୍ସୀନ୍, ନକୋଦ,

Nehemiah 7 illustration - Nehemiah Chapter 7

51ଗସମ, ଉଷ, ପା ସହେ,

52ବଷେଯ, ମିଯନୀମ, ନଫୁଷୀମ,

53ବକ୍ବୁକ, ହକୂଫା, ହବୂର୍ର,

54ବସ୍ଲୂତ, ମହୀଦା, ହର୍ଶା,

55ବର୍କୋସ, ସୀଷରା, ତମହେ,

Nehemiah 7 illustration - Nehemiah Chapter 7

56ନତ୍ସୀହ, ହଟୀଫା।

57ଶଲୋମନର ଦାସମାନଙ୍କର ବଂଶଧରମାନେ ହେଲେ: ସୋଟଯ, ସଫରେତେ, ପରିଦା,

58ୟାଳା, ଦର୍କଣ, ଗିଦ୍ଦଲେ,

59ଶଫଟିଯ, ହଟୀଲା, ପୋଖରେତ୍-ହତ୍ସବାଯିମ ଓ ଆମାନେ,

60ମନ୍ଦିରର ସମୁଦାଯ ଦାସ ଓ ଶଲୋମନଙ୍କ ଦାସମାନଙ୍କର ବଂଶଧର 392 ଜଣ।

Nehemiah 7 illustration - Nehemiah Chapter 7

61ତଲମେଲହେ, ତେଲ୍ହର୍ଶା, କଋବ୍, ଅଦ୍ଦ୍ନ ଓ ଇମ୍ ମାରେ, ଏସବୁ ସ୍ଥାନରୁ ଲୋକମାନେ ସବୁ ଆସିଲେ। ମାତ୍ର ସମାନେେ ଇଶ୍ରାୟେଲୀୟ ଲୋକମାନେ ବୋଲି ନିଜ ନିଜ ପିତୃ ପରିବାର ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ। ସହେି ଲୋକମାନେ ହେଲେ ଏହିମାନେ।

62ଦଲାଯ ଟୋବିୟ ଓ ନକୋଦ ବଂଶଧର 642 ଜଣ।

63ଯାଜକମାନଙ୍କ ପରିବାର ମଧ୍ଯରୁ ହବାଯ, ହକୋସ ଓ ବର୍ସିଲ୍ଲଯର ବଂଶଧର। ଏହି ବର୍ସିଲ୍ଲଯ ଗିଲିଯଦୀଯ ବସିଲ୍ଲଯର ଏକ କନ୍ଯାକୁ ବିବାହ କରିବାରୁ ତାହାର ନାମ ଅନୁସାରେ ସେ ଖ୍ଯାତ ହେଲା।

64ସମାନେେ ସମାନଙ୍କେର ପରିବାରର ଇତିହାସ ଖାଜେିଲେ, ସମାନଙ୍କେର ମଧିଅରେ ଯେଉଁମାନଙ୍କର ପୂର୍ବପୁରୁଷ ପଞ୍ଜିକୃତ ହାଇେଥିଲେ, ମାତ୍ର ସମାନେେ ପାଇଲେ ନାହିଁ। ତେଣୁ ସମାନେେ ଯାଜକତ୍ବରୁ ଅ ଯୋଗ୍ଯ ଘୋଷିତ ହେଲେ।

65ଶାସନକର୍ତ୍ତା ସମାନଙ୍କେୁ କହିଲେ, ଯେଉଁ ଊରୀମ୍ ଓ ତୁମ୍ମୀମ୍ଧାରୀ ଯାଜକ ଉତ୍ପନ୍ନ ନ ହବୋ ପର୍ୟ୍ଯନ୍ତ ତୁମ୍ଭମାନେେ ପବିତ୍ର ବସ୍ତୁ ଭୋଜନ କରିବ ନାହିଁ।

Nehemiah 7 illustration - Nehemiah Chapter 7

66ଆଉ ସମସ୍ତ ସମାବେଶ ରେ 42,360 ଜଣ ଥିଲେ।

67ଏହା ଛଡା ସମାନଙ୍କେ ଦାସଦାସୀ 7,337 ଜଣ ଥିଲେ। ସମାନଙ୍କେର 24

68ସମାନଙ୍କେର 736 ଅଶ୍ବ, 245 ଖଚର,

69-435 ଓଟ, 6,720 ଗଧ ଥିଲେ।

70ପରିବାରର ପ୍ରଧାନମାନଙ୍କ ମଧ୍ଯରୁ କହେି କହେି ସହେି କର୍ମ ନିମନ୍ତେ ଦାନ କଲେ। ଶାସନକର୍ତ୍ତା 1,000 ସ୍ବର୍ଣ୍ଣମୁଦ୍ରା, ପଗ୍ଭଶ କୁଣ୍ତ, 530 ଯାଜକିଯ ବସ୍ତ୍ର ଦଲୋ।

Nehemiah 7 illustration - Nehemiah Chapter 7

71ଆଉ ପରିବାରର କେତକେ ପ୍ରଧାନ ଲୋକ କୋଷାଗାରକୁ 20,000 ସ୍ବର୍ଣ୍ଣ ମୁଦ୍ରା ଓ 2,200 ରୂପାମୁଦ୍ରା ଦେଲେ।

72ଅନ୍ୟ ଲୋକ ସମସ୍ତେ ମିସିକି 20,000 ସ୍ବର୍ଣ୍ଣମୁଦ୍ରା ଓ 2,000 ରୂପା ମୁଦ୍ରା ଓ ସତଷଠି ଯାଜକୀଯ ବସ୍ତ୍ର ଦେଲେ।

73ଏହାପରେ ଯାଜକମାନେ, ଲବେୀୟମାନେ, ଦ୍ବାରପାଳମାନେ, ଗାଯକମାନେ ଓ ମନ୍ଦିରର ସବେକମାନେ ଓ ସମଗ୍ର ଇଶ୍ରାୟେଲୀୟ ନିଜ ନିଜ ନଗର ରେ ବାସ କଲେ। ଏଣୁ ସପ୍ତମ ମାସ ରେ ସମସ୍ତ ଇଶ୍ରାୟେଲୀୟମାନେ ନିଜ ନିଜ ନଗର ରେ ଥିଲେ।

Chapter Complete

You have read Nehemiah 7

73 verses