Lumina
Nehemiah

Dedication of the Wall

Nehemiah 12·Oriya Bible

1ଏହିମାନେ ହେଉଛନ୍ତି ଯାଜକ ଓ ଲବେୀୟ, ଶଲ୍ଟୀଯଲରେ ପୁତ୍ର ସଋଦ୍ଦାବିଲ ଓ ଯଶୂେଯ ସଙ୍ଗେ ଆସିଲେ, ସମାନେେ ହେଲେ ସରାଯ, ଯିରିମିୟ, ଏଜ୍ରା,

2ଅମରିଯ, ମଲ୍ଲୂକ, ହଟୂଶ,

3ଶଖନିଯ, ରହୂମ, ମରମୋେତ୍,

4ଇଦ୍ଦୋ, ଗିନ୍ନଥୋଯ, ଅବିଯ,

5ମିଯାମୀନ୍, ମାେଯଦିଯ, ବିଲଗା,

Nehemiah 12 illustration - Nehemiah Chapter 12

6ଶମଯିଯ ଓ ୟୋଯାରୀବ, ୟିଦଯିଯ,

7ସଲ୍ଲୁ, ଆମାେକ, ହିଲ୍କିଯ, ୟିଦଯିଯ। ଏମାନେ ଯଶୂେଯ ସମୟରେ ଯାଜକମାନଙ୍କ ଓ ଆପଣା ଆପଣା ଭାତୃଗଣ ମଧିଅରେ ପ୍ରଧାନ ଥିଲେ।

8ଲବେୀୟମାନେ ଯଥା: ଯଶୂେଯ, ବିନୁଯି, କଦ୍ମୀଯଲେ, ଶେ ରବେିଯ, ଯିହୁଦା ଓ ମତ୍ତନିଯ। ଏହି ମତ୍ତନିଯ ଓ ତାହାର ଭାତୃଗଣ ପ୍ରଶଂସାର୍ଥକ ଗୀତର ମୁଖ୍ଯ ଥିଲେ।

9ସମାନଙ୍କେର ଭାଇ ବକ୍ବୁକିଯ ଓ ଉନ୍ନି ସମାନଙ୍କେ ସମ୍ମୁଖ ରେ ପ୍ରହରି କର୍ମ କଲେ।

10ଯଶୂେଯ ୟୋଯାକୀମ୍ର ପିତା ଥିଲେ, ୟୋଯାକୀମ୍ ଇଲିଯାଶୀବର ପିତା ଥିଲେ ଓ ଇଲିଯାଶୀବ ୟୋଯାଦର ପିତା ଥିଲେ।

Nehemiah 12 illustration - Nehemiah Chapter 12

11ୟୋଯାଦ ଯୋନାଥନର ପିତା ଥିଲେ ଏବଂ ଯୋନାଥନ, ୟୁଦ୍ଦୁଯର ପିତା ଥିଲେ।

12ପୁଣି ୟୋଯାକୀମର ସମୟରେ ଏହି ଯାଜକଗଣ ସମାନଙ୍କେର ପରିବାରବର୍ଗଗୁଡିକର ମୁଖ୍ଯ ଥିଲେ, ଯଥା:

13ଏଜ୍ରା ପରିବାରର ମୁଖ୍ଯ ଥିଲେ ମଶୁଲ୍ଲମ୍। ଅମରିଯ ପରିବାରର ଯିହାହୋନନ୍ ମୁଖ୍ଯ ଥିଲେ।

14ମଲ୍ଲୁକ ପରିବାରର ମୁଖ୍ଯ ଥିଲେ ଯୋନାଥନ। ଶବନିଯ ପରିବାରର ମୁଖ୍ଯ ଥିଲେ ଯୋଷଫେ,

15ଅଦନ୍, ହାରିମ ପରିବାରର ମୁଖ୍ଯ ଥିଲେ। ହିଲ୍କିଯ ମରାଯୋତ ପରିବାରର ମୁଖ୍ଯ ଥିଲେ।

Nehemiah 12 illustration - Nehemiah Chapter 12

16ଜିଖରିଯ ଇଦ୍ଦୋ ପରିବାରର ମୁଖ୍ଯ ଥିଲେ, ଗିନ୍ନଥୋନ ପରିବାରର ମଶୁଲ୍ଲମ ମୁଖ୍ଯ ଥିଲେ।

17ସିଖ୍ରି, ଅବିଯ ପରିବାରର ମୁଖ୍ଯ ଥିଲେ। ପିଲ୍ଟଲେ ମିନ୍ଯାମୀନ ଓ ମାେଯଦିଯ ପରିବାରର ମୁଖ୍ଯ ଥିଲେ।

18ଶମ୍ମୁଯ, ବିଲ୍ଗା ପରିବାରର ମୁଖ୍ଯ ଥିଲେ। ୟିହୋନାଥନ ଶମଯିଯ ପରିବାରର ମୁଖ୍ଯ ଥିଲେ।

19ମତ୍ତନଯ, ୟୋଯାରୀବ ପରିବାରର ମୁଖ୍ଯ ଥିଲେ, ଉଷି ୟିଦଯିଯ ପରିବାରର ମୁଖ୍ଯ ଥିଲେ।

20କଲ୍ଲଯ ସଲ୍ଲଯ ପରିବାରର ମୁଖ୍ଯ ଥିଲେ। ଏବର୍, ଆମାେକ ପରିବାରର ମୁଖ୍ଯ ଥିଲେ,

Nehemiah 12 illustration - Nehemiah Chapter 12

21ହଶବିଯ ହିଲ୍କିଯ ପରିବାରର ମୁଖ୍ଯ ଥିଲେ। ନଥନଲେ ୟିଦଯିଯ ପରିବାରର ମୁଖ୍ଯ ଥିଲେ।

22ଇଲିଯାଶୀବ, ୟୋଯାଦ ଓ ୟୋହାନନ ଓ ୟଦ୍ଦୂଯ ସମୟରେ ଲବେୀୟମାନେ ମଧ୍ଯ ପାରସିକ ଦାରିଯାବସର ଅଧିକାର ସମୟରେ ଯାଜକମାନେ ପୂର୍ବପୁରୁଷ ଗୃହର ମୁଖ୍ଯ ରୂପେ ବଂଶାବଳି ରେ ଲିଖିତ ହେଲେ।

23ଲବେୀ ବଂଶଜାତ ପିତୃବଂଶ ପ୍ରଧାନମାନଙ୍କ ନାମ ଇଲିଯାଶୀବର ପୁତ୍ର ୟୋହାନନର ସମୟ ପର୍ୟ୍ଯନ୍ତ ବଂଶାବଳି ପୁସ୍ତକରେ ଲିଖିତ ହେଲା।

24ଲବେୀୟମାନଙ୍କ ପ୍ରଧାନଗଣ, ହଶବିଯ, ଶେ ରବେିଯ ଓ କଦ୍ମୀଯଲରେ ପୁତ୍ର ଯେଶଯ ଓ ସମାନଙ୍କେ ସମ୍ମୁଖସ୍ଥ ଭାତୃଗଣ ପରମେଶ୍ବରଙ୍କ ଲୋକ ଦାଉଦଙ୍କର ଆଜ୍ଞା ଅନୁସାରେ ଦଳଦଳ ହାଇେ ପ୍ରଶଂସା ଓ ଧନ୍ଯବାଦ ଉତ୍ସର୍ଗ କରିବାକୁ ନିୟୁକ୍ତ ହେଲେ।

25ମତ୍ତନୀଯ ଓ ବକ୍ବୁକିଯ, ଓବଦିଯ, ମଶୁଲ୍ଲମ, ଟଲ୍ମୋନ୍, ଅକ୍କୁବ୍ ଦ୍ବାରପାଳ ହାଇେ ଦ୍ବାର ନିକଟବର୍ତ୍ତୀ ଭଣ୍ତାର ଗୃହ ସକଳର ପ୍ରହରୀ କର୍ମ କଲେ।

Nehemiah 12 illustration - Nehemiah Chapter 12

26ଏମାନେ ସମସ୍ତେ ୟୋଷାଦକର ପୁତ୍ର ଯଶୂେଯର ପୁତ୍ର ୟୋଯାକୀମ ସମୟରେ, ଆଉ ରାଜ୍ଯପାଳ ନିହିମିଯା ଓ ଯାଜକ ଏଜ୍ରା ଓ ଲିପିକାର ସମୟରେ ଥିଲେ।

27ଏହାପରେ ୟିରୁଶାଲମର ପ୍ରାଚୀର ପ୍ରତିଷ୍ଠା ସମୟରେ ଲୋକମାନେ, ଗିନି, ନବେଲ ଓ ବୀଣା ବଜାଇ ଧନ୍ଯବାଦ ଓ ଗାନ ସହିତ ଆନନ୍ଦ ରେ ପ୍ରତିଷ୍ଠା ଉତ୍ସବ ପାଳନ କରିବା ପାଇଁ ଲବେୀୟମାନଙ୍କୁ ୟିରୁଶାଲମକୁ ଆଣିବା ନିମନ୍ତେ ସମାନଙ୍କେ ସବୁ ସ୍ଥାନ ରେ ସମାନଙ୍କେୁ ଅନ୍ବଷେଣ କଲେ।

28ଗାଯକମାନେ ୟିରୁଶାଲମର ଚତୁର୍ଦ୍ଦିଗରୁ ଓ ନଟୋଫାତୀଯମାନଙ୍କ ଗ୍ରାମରୁ ଆସିଲେ। ବୈଥ୍-ଗିଲ୍ଗଲରୁ ଆଉ ଗବୋ ଓ ଅସ୍ମାବତ କ୍ଷେତ୍ରରୁ ଏକତ୍ରୀତ ହେଲେ।

29କାରଣ ଗାଯକମାନେ ୟିରୁଶାଲମର ଚତୁର୍ଦ୍ଦିଗ ରେ ଆପଣାମାନଙ୍କ ପାଇଁ ଗ୍ରାମ ବସାଇ ଥିଲେ।

30ଯାଜକମାନେ ଲବେୀୟମାନେ ନିଜ ନିଜକୁ ଶୁଚି କଲେ। ଆଉ ସମାନେେ ଲୋକମାନଙ୍କୁ ଓ ଦ୍ବାରସବୁ ଓ ପ୍ରାଚୀର ଶୁଚି କଲେ।

Nehemiah 12 illustration - Nehemiah Chapter 12

31ଏହାପରେ ମୁଁ ଯିହୁଦାର ଅଧିପତିମାନଙ୍କୁ ପ୍ରାଚୀର ଉପରକୁ ଆଣିଲି। ଧନ୍ଯବାଦ ଓ ସଂକୀର୍ତ୍ତନ କରିବା ପାଇଁ ଦୁଇ ମହାଦଳ ନିୟୁକ୍ତି କଲି। ତହିଁରେ ଏକଦଳ ଦକ୍ଷିଣ ପାଶର୍‌ବ ରେ ପ୍ରାଚୀର ଉପରଦଇେ ଖତଦ୍ବାର ଆଡକୁ ଗଲେ।

32ସମାନଙ୍କେ ପେଛ ହୋଶଯିଯ ଓ ଯିହୁଦାର ଅଧିପତି ବର୍ଗ ରେ ଅର୍ଦ୍ଧକେ,

33ଆଉ ଅସରିଯ, ଏଜ୍ରା ଓ ମଶୁଲ୍ଲମ୍,

34ଯିହୁଦା ଓ ବିନ୍ଯାମୀନ୍ ଓ ଶମଯିଯ ଓ ଯିରିମିୟ।

35କେତକେ ଯାଜକ ତୂରୀ ନଇେ ଗଲେ। ୟିଖରିଯ ୟିଏକି, ଯୋନାଥନଙ୍କର ପୁତ୍ର, ୟିଏକି ଶମଯିଯର ପୁତ୍ର, ୟିଏକି ମତ୍ତନୀଯଙ୍କର ପୁତ୍ର, ୟିଏକି ମିଖାଯଙ୍କର ପୁତ୍ର, ୟିଏକି ସକ୍କୁରଙ୍କର ପୁତ୍ର, ୟିଏକି ଆସଫଙ୍କର ପୁତ୍ର ଥିଲେ। ତାଙ୍କର ଭାଇମାନେ ଶମଯିଯ ଅସ ରେଲ, ମିଲଲଯ, ଗିଲଲଯ, ମାଯିଯ, ନଥନଲେ, ଯିହୁଦା ଓ ହାନାନୀ। ପରମେଶ୍ବରଙ୍କର ଏହି ଲୋକମାନେ ପରମେଶ୍ବରଙ୍କର ସବେକ ଦାଉଦ୍ ନିକଟକୁ ବିଭିନ୍ନ ପ୍ରକାର ବାଦ୍ଯ ୟନ୍ତ୍ର ସହିତ ଗଲେ। ଲେଖକ ଏଜ୍ରା ସମାନଙ୍କେ ଆଗ ରେ ଗଲେ।

Nehemiah 12 illustration - Nehemiah Chapter 12

36ତାହାର ଭାତୃଗଣ ଶମଯିଯ ଓ ଅସ ରେଲ, ମିଲଲଯ, ଗିଲଲଯ, ମାଯିଯ, ନଥନଲେ ଓ ଯିହୁଦା, ହନାନି। ଏହି ଲୋକମାନେ ପରମେଶ୍ବରଙ୍କ ସବେକ ଦାଉଦଙ୍କର ନିରୂପିତ ନାନା ବାଦ୍ଯୟନ୍ତ୍ର ନଇେ ଗମନ କଲେ। ଲିପିକାର ଏଜ୍ରା ସମାନଙ୍କେ ଆଗେ ଆଗେ ଚାଲିଲେ।

37ସମାନେେ ଝର ଫାଟକ ନିକଟରେ ହେଲାପରେ ନିଜ ନିଜ ସମ୍ମୁଖସ୍ଥ ସଳଖ ପଥରେ ଦାଉଦନଗରର ପାହଚ ଉଠିବା ପରେ ଉଠି ଦାଉଦଙ୍କର ଗୃହ ଉପରେ ଦଇେ ପୂର୍ବ ଆଡେ ଜଳଦ୍ବାର ଆଡେ ଗଲେ।

38ତାପରେ ଅନ୍ୟ ଦଳ ଧନ୍ଯବାଦ ଉତ୍ସର୍ଗ କରିବାକୁ ବାମ ପାଶର୍‌ବକୁ ଗଲେ। ଲୋକମାନଙ୍କର ଅର୍ଦ୍ଧକେ ଓ ମୁଁ ସମାନଙ୍କେ ପେଛ ପେଛ ପ୍ରାଚୀର ଉପରେ ତୁନ୍ଦୁରୁ ଦୁର୍ଗଦଇେ ପ୍ରଶସ୍ତ ପ୍ରାଚୀର ପର୍ୟ୍ଯନ୍ତ ଗଲୁ।

39ଆଉ ଇଫ୍ରଯିମ ଦ୍ବାର ଓ ପୁରାତନ ଦ୍ବାର ଓ ମତ୍ସ୍ଯଦ୍ବାର ଓ ହନନଲେ ଦୁର୍ଗ ଓ ହମଯ ଦୁର୍ଗ ଦଇେ ମଷେଦ୍ବାର ପର୍ୟ୍ଯନ୍ତ ଗଲୁ। ଆଉ ସମାନେେ ପ୍ରହରୀ ଦ୍ବାର ରେ ଠିଆ ହାଇେ ରହିଲେ।

40ଦୁଇ ଦଳ ଯେଉଁମାନେ ପରମେଶ୍ବରଙ୍କୁ ପ୍ରଶଂସା କରୁଥିଲପରେମେଶ୍ବରଙ୍କ ମନ୍ଦିର ରେ ଛିଡା ହେଲେ। ଅର୍ଦ୍ଧକେ ପଦାଧିକାରୀ ସହିତ ମୁଁ ମଧ୍ଯ ସପରେି କଲି।

Nehemiah 12 illustration - Nehemiah Chapter 12

41ଇଲିଯାକୀମ, ମା ସଯେ, ମିନ୍ଯାମୀନ୍, ମୀଖାଯ, ଇଲିଯୋ-ଐନଯ, ଜିଖରିଯ, ହନାନିଯ, ଆଦି ଯାଜକଗଣ ମଧିଅରେ ଅନ୍ୟତମ ଯେଉଁମାନେ ତୂରୀ ବାଦନ କରୁଥିଲେ।

42ଆଉ ମା ସଯେ, ଶମଯିଯ, ଇଲିଯାସର, ଉଷି, ଯିହାହୋନନ୍, ମଲ୍କିଯ, ଏଲମ୍ ଓ ଏଷର ସମସ୍ତେ ଠିଆ ହାଇେ ରହିଲେ।

43ପୁଣି ସହେି ଦିନ ଲୋକମାନେ ମହାବଳିଦାନ କରି ଆନନ୍ଦ କଲେ। କାରଣ ପରମେଶ୍ବର ସମାନଙ୍କେୁ ମହା ଆନନ୍ଦ ରେ ଆନନ୍ଦିତ କରିଥିଲେ। ଆଉ ସ୍ତ୍ରୀମାନେ ମଧ୍ଯ ଓ ବାଳକ ବାଳିକାଗଣ ଆନନ୍ଦ କଲେ। ତହିଁରେ ୟିରୁଶାଲମର ଆନନ୍ଦ ଧ୍ବନି ଅନକେ ଦୂର ପର୍ୟ୍ଯନ୍ତ ଶୁଣାଗଲା।

44ସହେି ଦିନ ରେ ନଗରର ଲୋକମାନେ ଧନ, ଉପହାର, ପ୍ରଥମଜାତ ଫଳ ଓ ଏକ ଦଶମାଂଶ ସାମଗ୍ରୀ, ନିଯମ ଅନୁୟାଯୀ ଆଣିଲେ। ଲୋକମାନଙ୍କୁ କଠାେରୀ ରେ ନିରୀକ୍ଷଣ କରିବା ପାଇଁ ନିୟୁକ୍ତି କରାଗଲା। ନିରୂପିତ ଅଂଶ ସଂଗ୍ରହ କରିବା ପାଇଁ କଠାେରୀ ସବୁ ରେ ଲୋକମାନେ ନିୟୁକ୍ତି ହେଲେ। କାରଣ ପରିଚର୍ୟ୍ଯାକାରୀ ଯାଜକ ଓ ଲବେୀୟମାନଙ୍କ ସକାଶୁ ୟିହୁଦୀଯମାନେ ବହୁତ ଆନନ୍ଦିତ ହାଇେଥିଲା।

45ପୁଣି ସମାନେେ ଦାଉଦ ଓ ତାଙ୍କର ପୁତ୍ର ଶଲୋମନଙ୍କର ଆଜ୍ଞା ଅନୁସାରେ ଆପଣାମାନଙ୍କ ପରମେଶ୍ବରଙ୍କ ରକ୍ଷଣୀଯ ଓ ଶୌଚର ରକ୍ଷଣୀଯ ରକ୍ଷା କଲେ, ଆଉ ଗାଯକମାନେ ଓ ଦ୍ବାରପାଳମାନେ ସହେିପରି କଲେ।

Nehemiah 12 illustration - Nehemiah Chapter 12

46ପୂର୍ବକାଳ ରେ ଦାଉଦ ଓ ଆସଫ୍ ସମୟରେ ଗାଯକମାନଙ୍କର ଜଣେ ପ୍ରଧାନ ଥିଲା ଓ ପରେଶ୍ବରଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସା ଓ ଧନ୍ଯବାଦାର୍ଥକ ନାନା ଓ ଗୀତ ଥିଲା।

47ତେଣୁ ସରୁଦ୍ଦାବିଲ ଓ ନିହିମିଯାଙ୍କ ସମୟରେ ସମଗ୍ର ଇଶ୍ରାୟେଲ ପ୍ରତିଦିନର ପ୍ରୟୋଜନ ଅନୁସାରେ ଗାଯକମାନଙ୍କର ଓ ଦ୍ବାରପାଳମାନଙ୍କର ଅଂଶ ଦେଲେ। ଆଉ ଲୋକମାନେ ଲବେୀୟମାନଙ୍କ ନିମନ୍ତେ ସମାନଙ୍କେର ଉପହାରଗୁଡିକ ସମର୍ପଣ କଲେ ଓ ଲବେୀୟମାନେ ହାରୋଣ ବଂଶଧରଗଣ ନିମନ୍ତେ ଉପହାରଗୁଡିକ ସମର୍ପଣ କଲେ।

Chapter Complete

You have read Nehemiah 12

47 verses