Lumina
Matthew

Parables and Questions

Matthew 22·Oriya Bible

1ଲୋକମାନଙ୍କୁ ଅନ୍ୟ କିଛି କଥା କହିବା ପାଇଁ ଯୀଶୁ ଦୃଷ୍ଟାନ୍ତଗୁଡ଼ିକର ପ୍ରଯୋଗ କଲେ।

2ଯୀଶୁ କହିଲେ, ସ୍ବର୍ଗରାଜ୍ଯ ହେଉଛି ନିଜ ପୁଅର ବିବାହ ଭୋଜି ପ୍ରସ୍ତୁତ କରିଥିବା ଜଣେ ରାଜାଭଳି।

3ରାଜା କେତକେ ଲୋକଙ୍କୁ ବିବାହ ଭୋଜିକୁ ନିମନ୍ତ୍ରଣ କଲେ। ସବୁ ପ୍ରସ୍ତୁତ ହାଇେ ସାରିବା ପରେ ରାଜା ସହେି ଅତିଥିମାନଙ୍କୁ ଡ଼ାକିବାକୁ ଗ୍ଭକରମାନଙ୍କୁ ପଠାଇଲେ। କିନ୍ତୁ ସମାନେେ ରାଜାଙ୍କ ଭୋଜିକୁ ଆସିବାକୁ ମନା କରି ଦେଲେ।

4ତା'ପରେ ରାଜା ଆଉ କିଛି ଚ଼ାକରଙ୍କୁ ପଠାଇଲେ। ରାଜା ଚ଼ାକରମାନଙ୍କୁ କହିଲେ, ' ଯେଉଁ ମାନଙ୍କୁ ବିବାହଭୋଜିକୁ ଆସିବାକୁ ନିମନ୍ତ୍ରଣ କରାଯାଇଛି, ତୁମ୍ଭମାନେେ ସମାନଙ୍କେୁ କୁହ, ଭୋଜି ପ୍ରସ୍ତୁତି ସରିଲାଣି। ମାରେ ଉତ୍ତମ ବଳଦ ଓ ମାଟୋ ପଶୁମାନଙ୍କୁ ମରାଯାଇଛି। ସବୁ କିଛି ପ୍ରସ୍ତୁତ ଅଛି। ଅତଏବ ବିବାହଭୋଜିକୁ ଆସନ୍ତୁ।'

5ଚ଼ାକରମାନେ ଯାଇ ଲୋକମାନଙ୍କୁ ଆସିବାକୁ କହିଲେ। କିନ୍ତୁ ଲୋକମାନେ ଚ଼ାକରମାନଙ୍କ କଥାକୁ ଧ୍ଯାନ ଦେଲନେି। ସମାନେେ ବିଭିନ୍ନ କାମ ରେ ଚ଼ାଲିଗଲେ। ଜଣେ ତା' ଜମି ରେ କାମ କରିବାକୁ ଚ଼ାଲିଗଲା। ଆଉ ଜଣେ ତା ବ୍ଯବସାୟ କାମ ରେ ଚ଼ାଲିଗଲା।

Matthew 22 illustration - Matthew Chapter 22

6ଆଉ କେତକେ ଲୋକ ଚ଼ାକରମାନଙ୍କୁ ଧରି ନଇେ ପିଟାପିଟି କଲେ ଓ ସମାନଙ୍କେୁ ମାରି ଦେଲେ।

7ରାଜା ଖୁବ୍ ରାଗିଗଲେ। ତାହାଙ୍କ ଚ଼ାକରମାନଙ୍କୁ ଯେଉଁମାନେ ମାରି ଦେଲେ, ସମାନଙ୍କେୁ ମାରିଦବୋପାଇଁ ରାଜା ସୈନ୍ଯ ପଠାଇଲେ। ସୈନ୍ଯମାନେ ସହେି ହତ୍ଯାକାରୀମାନଙ୍କୁ ମାରି ଦେଲେ ଓ ତାହାଙ୍କ ନଗରକୁ ପୋଡ଼ି ଦେଲେ।

8ତା'ପରେ ରାଜା ଚ଼ାକରମାନଙ୍କୁ କହିଲେ, 'ବିବାହ ଭୋଜି ପ୍ରସ୍ତୁତ ହାଇେ ସାରିଛି, ଯେଉଁମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା, ସମାନେେ ଅ ଯୋଗ୍ଯ ଥିଲେ।

9ତେଣୁ ତୁମ୍ଭମାନେେ ନଗର ରାସ୍ତାକୁ ଯାଅ। ଯାହାକୁ ତେଖିବ ତାକୁ ବିବାହ ଭୋଜିକୁ ଡ଼ାକିଆଣ।'

10ଚ଼ାକରମାନେ ନଗର ରାସ୍ତାଗୁଡ଼ିକୁ ଗଲେ। ଭଲ ଲୋକ ହେଉ ବା ମନ୍ଦ ଲୋକ ହେଉ, ସମାନେେ ଯାହାକୁ ପାଇଲେ ତାକୁ ବିବାହ ଭୋଜିକୁ ଡ଼ାକିଆଣିଲେ। ବିବାହ ଭବନ ଅତିଥିମାନଙ୍କ ଦ୍ବାରା ପୁରିଗଲା।

Matthew 22 illustration - Matthew Chapter 22

11ରାଜା ଅତିଥିମାନଙ୍କୁ ଦେଖିବାକୁ ଭିତରକୁ ଆସିଲେ। ସେ ସଠାେରେ ଗୋଟିଏ ଲୋକକୁ ବିବାହ ପୋଷାକ ନ ପିନ୍ଧି ଆସିଥିବାର ଦେଖିଲେ।

12ରାଜା ତାହାଙ୍କୁ ପଚ଼ାରିଲେ, 'ବନ୍ଧୁ, ତୁମ୍ଭେ ବିବାହ ପୋଷାକ ନପିନ୍ଧି ଓ ଭିତରକୁ କମେିତି ଆସିଲ?' କିନ୍ତୁ ଲୋକଟି କିଛି କହିଲା ନାହିଁ।

13ତେଣୁ ରାଜା କେତକେ ଚ଼ାକରଙ୍କୁ କହିଲେ, 'ଏ ଲୋକର ହାତ ଗୋଡ଼ ବାନ୍ଧି ପକାଅ। ଏହାକୁ ବାହା ରେ ଅନ୍ଧାର ରେ ଫିଙ୍ଗିଦିଅ, ଯେଉଁଠା ରେ ଲୋକେ କାନ୍ଦୁଥିବେ ଓ ୟନ୍ତ୍ରଣା ରେ ଦାନ୍ତ କଡ଼ମଡ଼ କରୁଥିବେ।'

14ହଁ ଅନକେ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି, କିନ୍ତୁ ସମାନଙ୍କେ ମଧ୍ଯରୁ ଅଳ୍ପ ଲୋକ ମନୋନୀତ ଅଟନ୍ତି।

15ଯୀଶୁ ଯେଉଁ ସ୍ଥାନ ରେ ଉପଦେଶ ଦେଉଥିଲେ, ଫାରୂଶୀମାନେ ସେ ସ୍ଥାନ ଛାଡ଼ି ଚ଼ାଲିଗଲେ। ସମାନେେ ଯୀଶୁଙ୍କ କଥା ଦ୍ବାରା ତାହାଙ୍କୁ କିପରି ଫାନ୍ଦ ରେ ପକାଇବେ, ସେ ବିଷୟ ରେ ଯୋଜନା କଲେ।

Matthew 22 illustration - Matthew Chapter 22

16ସମାନେେ କେତକେ ହରୋଦୀୟ ମାନଙ୍କ ସହିତ ନିଜର କେତକେ ଶିଷ୍ଯଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ। ସମାନେେ ଯାଇ କହିଲେ, ହେ ଗୁରୁ, ଆମ୍ଭେ ଜାଣୁ ଯେ ତୁମ୍ଭେ ଜଣେ ନିଷ୍ଠାବାନ ଲୋକ। ପରମେଶ୍ବରଙ୍କ ମାର୍ଗ ବିଷୟ ରେ ଅନ୍ୟମାନେ କଣ ଭାବୁଛନ୍ତି, ସେ ବିଷୟ ରେ ତୁମ୍ଭେ ଆଦୌ ଭୟ କରନାହିଁ। ତୁମ୍ଭ ପାଇଁ ସମସ୍ତେ ସମାନ।

17ଏ ବିଷୟ ରେ ତୁମ୍ଭ ମତାମତ କ'ଣ ଆମ୍ଭକୁ କୁହ। କାଇସରଙ୍କୁ କର ଦବୋ ଉଚ଼ିତ ହବେ, ନା ନାହିଁ?

18କିନ୍ତୁ ଯୀଶୁ ସମାନଙ୍କେ ଦୁଷ୍ଟତା ବୁଝି ପାରିଲେ। ସେ କହିଲେ, ହେ କପଟୀଗଣ! ମାେତେ ଫାନ୍ଦ ରେ ପକାଇବାକୁ କାହିଁକି ଚେ଼ଷ୍ଟା କରୁଛ?

19କର ଦବୋ ପାଇଁ ବ୍ଯବହୃତ ହେଉଥିବା ଗୋଟେ ମୁଦ୍ର ମାେତେ ଦଖାେଅ। ସମାନେେ ଯୀଶୁଙ୍କୁ ଗୋଟିଏ ରେ ୗପ୍ୟମୁଦ୍ରା ଦଖାଇେଲେ।

20ଯୀଶୁ ସମାନଙ୍କେୁ ପଚ଼ାରିଲେ, ଏ ମୁଦ୍ରାର ଉପରେ କାହାର ଛବି ଓ ନାମ ଖାଦେିତ ହାଇେଛି?

Matthew 22 illustration - Matthew Chapter 22

21ଲୋକମାନେ କହିଲେ, କାଇସରଙ୍କର।

22ଏ କଥା ଶୁଣି ସମାନେେ ଆଶ୍ଚର୍ୟ୍ଯ ହାଇଗେଲେ ଓ ତାହାଙ୍କୁ ଛାଡ଼ି ସଠାରୁେ ଚ଼ାଲିଗଲେ।

23ସହେି ଦିନ କେତକେ ସାଦ୍ଦୁକୀ ଯୀଶୁଙ୍କ ପାଖକୁ ଆସିଲେ। ସାଦ୍ଦୁକୀମାନେ ବିଶ୍ବାସ କରନ୍ତି, ଯେ ଲୋକେ ମୃତ୍ଯୁରୁ ପୁନର୍ଜୀବିତ ହୁଅନ୍ତି ନାହିଁ। ସାଦ୍ଦୁକୀମାନେ ଯୀଶୁଙ୍କୁ ଗୋଟିଏ ପ୍ରଶ୍ନ ପଚ଼ାରିଲେ।

24ସମାନେେ କହିଲେ, ହେ ଗୁରୁ, ମାଶାେ ଆମ୍ଭକୁ କହିଛନ୍ତି ଯଦି କୌଣସି ଲୋକ ସନ୍ତାନ ନଥାଇ ମରିଯାଏ, ତବେେ ତାର ଭାଇ ତାର ସ୍ତ୍ରୀକୁ ନିଶ୍ଚୟ ବିବାହ କରିବ, ଅତଏବ ନିଜ ମୃତ ଭାଇ ପାଇଁ ସମାନେେ ସନ୍ତାନ ଜନ୍ମ କରିବେ।

25ଆମ୍ଭ ଭିତ ରେ ସାତ ଭାଇ ଥିଲେ। ପ୍ରଥମ ଜଣକ ବିବାହ କରିଥିଲା। କିନ୍ତୁ ପରେ ମରିଗଲା। ତାର କୌଣସି ସନ୍ତାନ ନଥିଲେ। ତେଣୁ ତାର ଭାଇ ସହେି ସ୍ତ୍ରୀ ଲୋକଟିକୁ ବିବାହ କଲା।

Matthew 22 illustration - Matthew Chapter 22

26ଦ୍ବିତୀୟ ଭାଇଟି ମଧ୍ଯ ମରିଗଲା। ଏହାପରେ ତୃତୀୟ ଭାଇ ଓ ଅନ୍ୟ ସବୁ ଭାଇଙ୍କର ସହେି ଅବସ୍ଥା ହେଲା।

27ଶଷେ ରେ ସେ ସ୍ତ୍ରୀ ଲୋକଟି ମଧ୍ଯ ମରିଗଲା।

28କିନ୍ତୁ ସମସ୍ତ ସାତ ଭାଇ ତାହାକୁ ବିବାହ କରିଥିଲେ। ତବେେ କୁହନ୍ତୁ, ପୁନରୁତ୍ଥାନ ପରେ ସେ କାହାର ସ୍ତ୍ରୀ ହବେ?

29ଯୀଶୁ କହିଲେ, ଏ କଥା ତୁମ୍ଭେ ବୁଝିପାରୁନ। କାରଣ ଶାସ୍ତ୍ର କଣ କୁ ହେ ଜାଣ ନାହିଁ। ଏବଂ ପରମେଶ୍ବରଙ୍କ ଶକ୍ତି ବିଷୟ ରେ ତୁମ୍ଭମାନେେ କିଛି ଜାଣିନାହଁ।

30ତୁମ୍ଭର ବୁଝି ରଖିବା ଉଚ଼ିତ ଯେ, ଯେତବେେଳେ ଲୋକମାନେ ମୃତ୍ଯୁରୁ ବଞ୍ଚି ଉଠିବେ। ସେତବେେଳେ କୌଣସି ବିବାହ ହବେ ନାହିଁ। ପୁନର୍ଜୀବନ ଲାଭ କରିବା ପରେ ଲୋକମାନେ କହେି କାହାକୁ ବାହା ହବେନେି। ସମାନେେ ସ୍ବର୍ଗ ରେ ସମସ୍ତେ ସ୍ବର୍ଗଦୂତମାନଙ୍କ ଭଳି ହବେେ।

Matthew 22 illustration - Matthew Chapter 22

31ମୃତର ପୁନରୁତ୍ଥାନ ବିଷୟ ରେ ପରମେଶ୍ବର ତୁମ୍ଭକୁ କଣ କହିଛନ୍ତି, ତାହା କ'ଣ ତୁମ୍ଭେ ପଢ଼ିନାହଁ?

32ପରମେଶ୍ବର କହିଛନ୍ତି, 'ମୁଁ ଅବ୍ରହାମଙ୍କ ପରମେଶ୍ବର, ଇସ୍ହାକଙ୍କ ପରମେଶ୍ବର ଓ ଯାକୁବଙ୍କ ପରମେଶ୍ବର ଅଟେ।' ଯଦି ନିଜେ ପରମେଶ୍ବର କହିଛନ୍ତି ଯେ ସେ ସମାନଙ୍କେର ପରମେଶ୍ବର, ତବେେ ସମାନେେ ବାସ୍ତବ ରେ ମୃତ ନୂହଁନ୍ତି। କାରଣ ପରମେଶ୍ବର ମୃତ ଲୋକମାନଙ୍କର ପରମେଶ୍ବର ନୁହଁନ୍ତି, କିନ୍ତୁ ଜୀବିତ ମାନଙ୍କର ଅଟନ୍ତି।

33ଲୋକମାନେ ଯୀଶୁଙ୍କ ଉପଦେଶ ଶୁଣି ଆଶ୍ଚର୍ୟ୍ଯ ହାଇଗେଲେ।

34ଫାରୂଶୀମାନେ ଶୁଣିଲେ ଯେ ଯୀଶୁଙ୍କ ଉତ୍ତର ରେ ସାଦ୍ଦୁକୀମାନେ ଚୁପ୍ ହାଇଗେଲେ। ତା'ପରେ ସମାନେେ ସମସ୍ତେ ଏକାଠି ହେଲେ।

35ଜଣେ ଫାରୂଶୀ ମାଶାଙ୍କେ ବ୍ଯବସ୍ଥା ବିଷୟ ରେ ଦକ୍ଷ ଥିଲା। ସେ ଯୀଶୁଙ୍କୁ ପରୀକ୍ଷା ରେ ପକାଇବା ପାଇଁ ମନସ୍ଥ କରି ତାହାଙ୍କୁ ଗୋଟିଏ ପ୍ରଶ୍ନ ପଚ଼ାରିଲା।

Matthew 22 illustration - Matthew Chapter 22

36ସେ କହିଲା, ହେ ଗୁରୁ, ମାଶାଙ୍କେ ବ୍ଯବସ୍ଥା ଭିତରୁ କେଉଁ ଆଦେଶଟି ସବୁଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ?

37ଯୀଶୁ କହିଲେ, ତୁମ୍ଭେ ସମ୍ପୂର୍ଣ୍ଣ ହୃଦୟ, ସମ୍ପୂର୍ଣ୍ଣ ଆତ୍ମା ଓ ସମ୍ପୂର୍ଣ୍ଣ ମନ ଦଇେ ପ୍ରଭୁ ତୁମ୍ଭର ପରମେଶ୍ବରଙ୍କୁ ପ୍ ରମେ କରିବ।'

38ଏହା ପ୍ରଥମ ଓ ସବୁଠାରୁ ମହତ୍ତ୍ବପୁର୍ଣ୍ଣ ଆଦେଶ।

39ଦ୍ବିତୀୟ 'ଆଦେଶଟି ମଧ୍ଯ ପ୍ରଥମ ଆଦେଶ ଭଳି। ତାହା ହେଉଛି: 'ତୁମ୍ଭେ ନିଜକୁ ଯେପରି ଭଲ ପାଅ, ଅନ୍ୟକୁ ମଧ୍ଯ ସହେିପରି ଭଲ ପାଅ।'

40ସମସ୍ତ ବ୍ଯବସ୍ଥା ଓ ଭବିଷ୍ଯଦ୍ବକ୍ତାମାନଙ୍କର ଲଖାଗେୁଡ଼ିକ ଏହି ଦୁଇଟି ଆଦେଶ ଉପରେ ଆଧାରିତ।

Matthew 22 illustration - Matthew Chapter 22

41ଯେତବେେଳେ ଫାରୂଶୀମାନେ ଏକାଠି ଥିଲେ, ଯୀଶୁ ସମାନଙ୍କେୁ ଗୋଟିଏ ପ୍ରଶ୍ନ ପଚାରିଲେ।

42ଯୀଶୁ କହିଲେ, ଖ୍ରୀଷ୍ଟଙ୍କ ବିଷୟ ରେ ତୁମ୍ଭମାନେେ କ'ଣ ମନେ କରୁଛ? ସେ କାହାର ପୁଅ?

43ଯୀଶୁ ଫାରୂଶୀମାନଙ୍କୁ ପଚ଼ାରିଲେ, ଦାଉଦ ତାହାଙ୍କୁ ପ୍ରଭୁ ବୋଲି କାହିଁକି ସମ୍ବୋଧନ କଲେ। ଦାଉଦ ପବିତ୍ର ଆତ୍ମାଙ୍କ ଶକ୍ତି ରେ କହୁଥିଲେ। ଦାଉଦ କହିଲେ:

44ପ୍ରଭୁ ମାରେ ପ୍ରଭୁ ଖ୍ରୀଷ୍ଟଙ୍କୁ କହିଥିଲେ, ମୁଁ ତୁମ୍ଭର ଶତୃମାନଙ୍କୁ ତୁମ୍ଭର ନିୟନ୍ତ୍ରଣ ରେ ଦବେି ଏବଂ ତୁମ୍ଭେ ମାରେ ଡ଼ାହାଣ ପଟେ ବସିବ। ଗୀତସଂହିତା 110:1

45ଯଦି ଦାଉଦ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି କହୁଛନ୍ତି। ତବେେ ଖ୍ରୀଷ୍ଟ କିପରି ଦାଉଦଙ୍କ ପୁଅ ହାଇେ ପାରିବେ?

Matthew 22 illustration - Matthew Chapter 22

46ଜଣେ ହେଲେ ଫାରୂଶୀ ଯୀଶୁଙ୍କ ପ୍ରଶ୍ନର ଉତ୍ତର ଦଇେ ପାରିଲେ ନାହିଁ। ସହେି ଦିନ ଠାରୁ ଯୀଶୁଙ୍କୁ ଆଉ କୌଣସି ପ୍ରଶ୍ନ ପଚ଼ାରି ଫାନ୍ଦ ରେ ପକାଇବାକୁ କହେି ହେଲେ ଚ଼ଷ୍ଟା କରିବାକୁ ସାହାସ କଲନୋହିଁ।

Chapter Complete

You have read Matthew 22

46 verses