Lumina
Matthew

The Wise Men and Flight to Egypt

Matthew 2·Oriya Bible

1ହରେୋଦ ଙ୍କ ରାଜତ୍ବକାଳ ରେ ୟିହୂଦା ରାଜ୍ଯର ବେଥ୍ଲହେିମ ନଗର ରେ ଯୀଶୁ ଜନ୍ମ ହେଲେ। ଯୀଶୁ ଜନ୍ମ ହବୋ ପରେ ପୂର୍ବ ଦେଶର କେତକେ ପଣ୍ଡିତ ୟିରୁଶାଲମକୁ ଆସିଲେ.

2ସମାନେେ ପଚାରିଲେ ଯିହୂଦୀମାନଙ୍କର ରାଜା ସହେି ନବଜାତ ଶିଶୁ କେଉଁଠା ରେ? କାରଣ ଆମ୍ଭେ ପୂର୍ବ ଦେଶ ରେ ତାହାଙ୍କ ତାରା ଉଠିଥିବାର ଦେଖିଲୁ। ସହେି ତାରୀ ପ୍ରକାଶ କରେ ଯେ, ସେ ଜନ୍ମ ହାଇେଛନ୍ତି। ତେଣୁ ଆମ୍ଭେ ତାହାଙ୍କୁ ପ୍ରଣାମ କରିବାକୁ ଆସିଛୁ।

3ରାଜା ହରେୋଦ ଯିହୂଦୀମାନଙ୍କର ଏହି ନୂଆ ରାଜାଙ୍କ କଥା ଶୁଣିଲେ। ସେଥିପାଇଁ ସେ ଉଦ୍ ବିଗ୍ନ ହେଲେ। ୟିରୂଶାଲମର ସବୁ ଲୋକେ ମଧ୍ଯ ଚିନ୍ତିତ ହାଇେ ପଡିଲେ।

4େ ହରୋଦ ୟିହୂଦା ସମାଜର ସମସ୍ତ ପ୍ରମୁଖ ଯାଜକ ଏବଂ ଧର୍ମ ଶାସ୍ତ୍ରୀମାନଙ୍କର ଗୋଟିଏ ବୈଠକ ଡାକିଲେ। ସେ ସମାନଙ୍କେୁ ପଚାରିଲେ, ଖ୍ରୀଷ୍ଟ କେଉଁଠା ରେ ଜନ୍ମ ହବେେ?

5ସମାନେେ କହିଲେ, ୟିହୂଦା ପ୍ରଦେଶର ବେଥ୍ଲହେିମ ନଗର ରେ। ଭବିଷ୍ଯଦ୍ବକ୍ତା ଶାସ୍ତ୍ର ରେ ଏସଂପର୍କ ରେ ଲେଖିଛନ୍ତି.

Matthew 2 illustration - Matthew Chapter 2

6' ହେ ୟହୂଦା ପ୍ରଦେଶର ବେଥ୍ଲହମେ! ୟହୂଦାର ଶାସକମାନଙ୍କ ଭିତ ରେ ତୁମ୍ଭେ ମହାନ। ହଁ, ତୁମ୍ଭରି ଭିତରୁ ଜଣେ ଶାସକ ଆଗତ ହବେ ଏବଂ ସହେି ଶାସକ ମାରେ ଲୋକମାନଙ୍କୁ ଇଶ୍ରାୟଲକୁ କଢାଇନବେେ।' ମିଖା5:2

7ତା'ପରେ େ ହରୋଦ ପୂର୍ବଦେଶରୁ ଆସିଥିବା ପଣ୍ଡିତମାନଙ୍କ ସହିତ ଗୁପ୍ତ ବୈଠକ କଲେ। ସମାନେେ କେତବେେଳେ ପ୍ରଥମେ ସହେି ତାରା ଦେଖିଥିଲେ, ତାହାର ସଠିକ୍ ସମୟ େ ହରୋଦ ପଣ୍ଡିତମାନଙ୍କଠାରୁ ବୁଝି ନେଲେ।

8େ ହରୋଦ ସମାନଙ୍କେୁ ବେଥ୍ଲହେିମ ପଠାଇଲେ ଓ କହିଲେ, ତୁମ୍ଭମାନେେ ବେଥ୍ଲହେିମ ଯାଇ ଶିଶୁଟି ବିଷୟ ରେ ଯତ୍ନ ଭାବରେ ଖାଜେ ଖବର ନିଅ। ଯଦି ତୁମ୍ଭେ ତାକୁ ପାଇଯାଅ, ତବେେ ମାେତେ ଜଣାଅ। ତା'ପରେ ମୁଁ ମଧ୍ଯ ଯାଇ ତାହାଙ୍କୁ ପ୍ରଣାମ କରିବି।

9ପଣ୍ଡିତମାନେ ରାଜାଙ୍କ କଥା ଶୁଣି ଗ୍ଭଲିଗଲେ। ଯେଉଁ ତାରାଟି ସମାନେେ ଆଗରୁ ପୂର୍ବ ଦେଶ ରେ ଦେଖିଥିଲେ, ପୁଣି ଥରେ ତାକୁ ଦେଖିଲେ। ସହେି ତାରାଟି ତାହାଙ୍କ ଆଗେ ଆଗେ ଗ୍ଭଲିଲା ଏବଂ ଯେଉଁଠା ରେ ପିଲାଟି ଥିଲା, ସହେି ସ୍ଥାନ ଉପରେ ସ୍ଥିର ହାଇେ ରହିଗଲା।

10ତାରା ଦେଖି ପଣ୍ଡିତମାନେ ବହୁତ ଖୁସି ହେଲ. ସମାନେେ ଆନନ୍ଦ ରେ ପରିପୂର୍ଣ ହେଲ।

Matthew 2 illustration - Matthew Chapter 2

11ସମାନେେ ଘର ଭିତରକୁ ଗଲେ। ମା ମରିୟମଙ୍କ ପାଖ ରେ ପିଲାଟିକୁ ଦେଖିଲେ। ତାହାଙ୍କୁ ଭୂମିଷ୍ଠ ପ୍ରଣାମ କରି ତାହାଙ୍କର ଉପାସନା କଲେ। ତା'ପରେ ସମାନେେ ଶିଶୁ ପାଇଁ ଆଣିଥିବା ଉପହାର ପଡେିଟି ଖାଲିେଲେ। ସମାନେେ ଶିଶୁକୁ ସୁନା, କୁନ୍ଦୁରୁ ଓ ଗନ୍ଧରସ ଉପହାର ଦେଲେ।

12କିନ୍ତୁ ପରମେଶ୍ବର ସମାନଙ୍କେୁ େ ହରୋଦଙ୍କ ପାଖକୁ ଫରେି ନ ୟିବାକୁ ସ୍ବପ୍ନ ରେ ସାବଧାନ କରାଇ ଦେଲେ। ତେଣୁ ସମାନେେ ଅନ୍ୟ ଏକ ପଥ ଦଇେ ନିଜ ଦେଶକୁ ଫରେିଗଲେ।

13ପଣ୍ଡିତମାନେ ଗ୍ଭଲିୟିବାପରେ ପରମେଶ୍ବରଙ୍କର ଜଣେ ଦୂତ ସ୍ବପ୍ନ ରେ ଯୋଷଫଙ୍କେୁ ଦର୍ଶନ ଦଇେ କହିଲେ, ଉଠ, ଶିଶୁଟିକୁ ଓ ତା ମାଆଙ୍କୁ ନଇେ ମିଶର ଦେଶକୁ ପଳାଅ ଏବଂ ମୁଁ ନ କହିବା ପର୍ୟ୍ଯନ୍ତ ସଠାେରେ ରୁହ। କାରଣ େ ହରୋଦ ତାହାକୁ ମାରିଦବୋ ପାଇଁ ଗ୍ଭହୁଁଥିବାରୁ ତାହାଙ୍କୁ ଖାଜେିବ।

14ତେଣୁ ଯୋଷଫେ ଉଠିଲେ। ସେ ଶିଶୁ ଓ ତା' ମାଆଙ୍କୁ ଧରି ମିଶର ଦେଶକୁ ୟିବା ପାଇଁ ରାତି ରେ ବାହାରି ପଡିଲେ।

15ସଠାେରେ ଯୋଷଫେ େ ହରୋଦଙ୍କ ମୃତ୍ଯୁ ପର୍ୟ୍ଯନ୍ତ ରହିଲେ। ପରମେଶ୍ବର ତାହାଙ୍କ ଭବିଷ୍ଯଦ୍ବକ୍ତାଙ୍କ ମାଧ୍ଯମ ରେ ଯାହା କହିଥିଲେ, ତାହା ସଫଳ କରିବା ପାଇଁ ଏସବୁ ଘଟିଲା। ପ୍ରଭୁ ପରମେଶ୍ବର କହିଥିଲେ, ମୁଁ ମାରେପୁଅକୁ ମିଶରରୁ ବାହାରି ଆସିବାକୁ କହିଛି।

Matthew 2 illustration - Matthew Chapter 2

16ଦେଖିଲେ ଯେ, ପଣ୍ଡିତମାନେ ତାହାଙ୍କୁ ବୋକା ବନଇେ ଦଇଛନ୍ତି। ସେ ଖୁବ୍ ରାଗିଗଲେ। ସେ ପଣ୍ଡିତମାନଙ୍କ ଠାରୁ ଶିଶୁପୁତ୍ରଟିର ଜନ୍ମ ସମୟ ଜାଣିଥିଲେ। ତାହା ଦୁଇବର୍ଷ ତଳର କଥା ହାଇେଥିବାରୁ ସେ ବେଥ୍ଲହେିମ ଓ ତା' ଆଖପାଖ ଅଞ୍ଚଳର ଦୁଇବର୍ଷ ବା ତାଠାରୁ କମ୍ ବୟସର ସବୁ ଶିଶୁପୁତ୍ରଙ୍କୁ ହତ୍ଯା କରିବାକୁ ଆଦେଶ ଦେଲେ।

17ଏହିଭଳି ଭାବରେ ଭବିଷ୍ଯଦ୍ବକ୍ତା ୟିରିମୟଙ୍କ ମାଧ୍ଯମ ରେ କୁହାୟାଇଥିବା ପ୍ରଭୁଙ୍କ ବାକ୍ଯ ସଫଳ ହାଲା:

18ରାମା ରେ ଏକ ଦୁଃଖଭରା ସ୍ବର ଶୁଣାଗଲା। ତାହା ରୋଦନ ଓ ଅତିଶୟ ବିଳାପର ସ୍ବର ଥିଲା। ରାହେଲ ତା ପିଲାମାନଙ୍କ ପାଇଁ କାନ୍ଦୁଥିଲା। କହେି ହେଲେ ତାକୁ ସାନ୍ତ୍ବନା ଦଇେ ପାରିବନେି। କାରଣ ତା'ର ପିଲାମାନେ ମରିଯାଇଥିଲେ। ୟିରିମିୟ 31:15

19େ ହରୋଦଙ୍କ ମୃତ୍ଯୁ ପରେ ମିସର ରେ ୟୋସାଫଙ୍କୁ ସ୍ବପ୍ନ ରେ ପ୍ରଭୁ ପରମେଶ୍ବରଙ୍କର ଜଣେ ଦୂତ ଦଖାଦେେଲେ।

20ଦୂତ କହିଲେ, ଉଠ, ପିଲାଟିକୁ ଓ ତା ମାଆକୁ ନଇେ ଇସ୍ରାଯାଲ ଦେଶକୁ ଯାଅ। କାରଣ ଯେଉଁମାନେ ପିଲାଟିକୁ ମାରିଦବୋକୁ ଚେଷ୍ଟା କରୁଥିଲେ, ସମାନେେ ଏବେ ମରିଗଲଣେି।

Matthew 2 illustration - Matthew Chapter 2

21ତେଣୁ ୟୋ ସଫେ ପ୍ରସ୍ତୁତ ହେଲେ। ସେ ପିଲାଟିକୁ ଓ ତା ମାଆକୁ ନଇେ ଇଶ୍ରାୟେଲ ଫରେିଗଲେ।

22କିନ୍ତୁ ୟୋ ସଫେ ଶୁଣିଲେ ଯେ, େ ହରୋଦଙ୍କ ମୃତ୍ଯୁ ପରେ ତାହାଙ୍କ ପୁଅ ଆର୍ଖିଲାୟ ୟିହୂଦା ରେ ରାଜା ହାଇେଛନ୍ତି। ତେଣୁ ସେ ସଠାେକୁ ୟିବାକୁ ଭୟ କଲେ। କିନ୍ତୁ ପରମେଶ୍ବରଙ୍କ ଠାରୁ ସ୍ବପ୍ନ ରେ ଆଦେଶ ପାଇ ୟୋ ସଫେ ଗାଲିଲୀ ପ୍ରଦେଶକୁ ଗଲେ।

23ସେ ସଠାେରେ ପହଞ୍ଚି ନାଜରିତ ନାମକ ନଗର ରେ ବାସ କଲେ। ଖ୍ରୀଷ୍ଟ ନାଜରିତୀୟ ରୂପେ ଖ୍ଯାତ ହବେେ ବୋଲି ଭବିଷ୍ଯଦବକ୍ତାମାନଙ୍କ ମାଧ୍ଯମ ରେ ପରମେଶ୍ବର କହିଥିଲେ। ସହେି ବାକ୍ଯ ଅନୁସାରେ ଏହା ଘଟିଲା।

Chapter Complete

You have read Matthew 2

23 verses