Lumina
Matthew

Traditions and Healing

Matthew 15·Oriya Bible

1କେତକେ ଫାରୂଶୀ ଓ ଯିହୂଦୀ ଧର୍ମଶାସ୍ତ୍ରୀ ଯୀରୁଶାଲମରୁ ଯୀଶୁଙ୍କ ନିକଟକୁ ଆସି ପଚାରିଲେ,

2ତୁମ୍ଭ ଶିଷ୍ଯମାନେ ପୂର୍ବପୁରୁଷଙ୍କ ପ୍ରଦତ୍ତ ନୀତିନିୟମଗୁଡିକୁ କାହିଁକି ମାନୁ ନାହାଁନ୍ତି? ତୁମ୍ଭ ଶିଷ୍ଯମାନେ ଖାଇବା ପୂର୍ବରୁ କାହିଁକି ହାତ ଧୋଉ ନାହାଁନ୍ତି।

3ଯୀଶୁ କହିଲେ, ତୁମ୍ଭେ ନିଜର ପରମ୍ପରାଗତ ରୀତି ନୀତି ପାଳିବାକୁ ଯାଇ ପରମେଶ୍ବରଙ୍କ ଆଦେଶ କାହିଁକି ଲଙ୍ଘନ କରୁଛି?

4ପରମେଶ୍ବର କହିଛନ୍ତି: 'ତୁମ୍ଭେ ପିତାମାତାଙ୍କୁ ସମ୍ମାନ ଦିଅ, କିନ୍ତୁ ଯେଉଁଲୋକ ପିତାମାତାଙ୍କୁ ଅପମାନିତ କରେ, ତାକୁ ବଧ କରାୟିବା ଉଚିତ।'

5କିନ୍ତୁ ତୁମ୍ଭେ ଯେଉଁଭଳି ଶିକ୍ଷା ଦେଉଛ, ତା'ଫଳ ରେ ଜଣେ ଲୋକ ତାର ପିତାମାତାଙ୍କୁ କହି ପାରିବ, 'ମୁଁ ତୁମ୍ଭକୁ ସାହାୟ୍ଯ କରି ପାରିବିନାହିଁ। କାରଣ ମାରଯାେରା ସବୁ ଅଛି ସଗେୁଡିକୁ ମୁଁ ପରମେଶ୍ବହଙ୍କୁ ଉତ୍ସର୍ଗ କରିବି।'

Matthew 15 illustration - Matthew Chapter 15

6ଏହିଭଳି ତୁମ୍ଭେ ସେ ଲୋକଙ୍କୁ ତା ପିତାମାତାଙ୍କୁ ସମ୍ମାନ ନ ଦବୋ ପାଇଁ ହିଁ ଶିକ୍ଷା ଦେଉଛ। ଏହିପରି ନିଜର ପରମ୍ପରାଗତ ନୀତିନିୟମଗୁଡିକୁ ସମ୍ମାନ ଦଇେଛି ଓ ପରମେଶ୍ବରଙ୍କ ଆଦେଶକୁ ଅବମାନନା କରୁଛ।

7ତୁମ୍ଭେ ସବୁ କପଟୀ। ୟିଶାଇୟ ତୁମ୍ଭମାନଙ୍କ ବିଷୟ ରେ ଠିକ୍ ଭାବରେ ଏହି ଭବିଷ୍ଯଦ୍ବାଣୀ କହିଥିଲେ।

8ଏମାନେ କବଳେ ମୁହଁ ରେ ମାରେ ଆଦର କରନ୍ତି। କିନ୍ତୁ ସମାନଙ୍କେ ମନକଥା ମାଠାରୁେ ବହୁତ ଦୂର ରେ ରହିଥାଏ।

9ସମାନେେ ମାେତେ ଯେଉଁ ଉପାସନା କରନ୍ତି, ତାହା ମୂଲ୍ଯହୀନ। ସମାନେେ ଯେଉଁ ସବୁ ବିଷୟ ଶିକ୍ଷା ଦିଅନ୍ତି ତାହା କବଳେ ମଣିଷ ତିଆରି ବିଧିବିଧାନ।' ୟିଶାଇୟ 29:13

10ଯୀଶୁ ସମବତେ ହାଇେଥିବା ଲୋକମାନଙ୍କୁ ଡାକିଲେ। ସେ ସମାନଙ୍କେୁ କହିଲେ, ମୁଁ ଯାହା କହୁଛି ତାହା ଶୁଣ ଓ ବୁଝ।

Matthew 15 illustration - Matthew Chapter 15

11ମଣିଷ ମୁହଁ ଭିତରକୁ ଯାଇଥିବା ବିଷୟ ୟୋଗୁ ଅପବିତ୍ର ହାଇଯୋଏ ନାହିଁ ବରଂ ତାର ମୁହଁରୁ ବାହାରୁଥିବା ବିଷୟ ୟୋଗୁ ସେ ଅପବିତ୍ର ହାଇେଥାଏ।

12ଯୀଶୁଙ୍କ ଶିଷ୍ଯମାନେ ତାହାଙ୍କ ପାଖକୁ ଆସି ତାହାଙ୍କୁ କହିଲେ, ଏସବୁ କରିବା ଫଳ ରେ ଫାରୂଶୀମାନେ ତୁମ୍ଭ ଉପରେ ରାଗିଯାଇଅଛନ୍ତି ବୋଲି ତୁମ୍ଭେ ଜାଣିଛ ତ?

13ଯୀଶୁ କହିଲେ, ଯେଉଁ ଚାରା ମାରେ ସ୍ବର୍ଗୀୟ ପିତା ନିଜେ ଲଗଇେ ନାହାଁନ୍ତି, ସଗେୁଡିକୁ ସମୂଳେ ଉପାଡି ଦିଆୟିବ।

14ସମାନଙ୍କେୁ ଛାଡି ଦିଅ। ସମାନେେ ତ ଅନ୍ଧମାନଙ୍କର ଅନ୍ଧ ନେତା। ଯଦି ଜଣେ ଅନ୍ଧ ଆଉ ଗୋଟିଏ ଅନ୍ଧକୁ ରାସ୍ତା ଦଖାେଏ, ତବେେ ଉଭୟ ଖାତ ଭିତ ରେ ଖସି ପଡିବେ।

15ଏକଥା ଶୁଣି ପିତର କହିଲେ, ଏହି କାହାଣୀର ଅର୍ଥ ଆମ୍ଭକୁ ବୁଝା

Matthew 15 illustration - Matthew Chapter 15

16ଯୀଶୁ କହିଲେ, ଏବେ ବି କ'2ଣ ତୁମ୍ଭ ବୁଝିବା ରେ ଅସୁବିଧା ଅଛି?

17ତୁମ୍ଭେ କ'ଣ ଜାଣିନ ଯେ, ଯେଉଁଖାଦ୍ୟ ଜଣେ ଲୋକର ପାଟି ଭିତରକୁ ଯାଏ, ତାହା ପଟେ ଭିତରକୁ ଯାଏ ଓ ପରିଶଷେ ରେ ଦହରେୁ ବାହାରିଯାଏ।

18କିନ୍ତୁ ଜଣେ ଲୋକ ଯେଉଁ ମନ୍ଦ କଥା ପାଟି ରେ କ ହେ, ତାହା ପ୍ରକୃତ ରେ ତା'ର ମନ ଭିତରୁ ଆସିଥାଏ। ଏହା ଲୋକକୁ ଅପବିତ୍ର କରିଥାଏ।

19କାରଣ ଖରାପ ଭାବନା, ହତ୍ଯା, ବ୍ଯଭିଚାର, ୟୋନାଚାର, ଚୋରୀ, ମିଥ୍ଯାସାକ୍ଷ୍ଯ ଓ ନିନ୍ଦା ଆଦି ଖରାପ ବିଷୟଗୁଡିକ ପ୍ରଥମେ ମଣିଷର ମନ ଭିତ ରେ ସୃଷ୍ଟି ହୂଏ।

20ଏଗୁଡିକ ମଣିଷକୁ ଅପବିତ୍ର କରି ଦିଅନ୍ତି। କିନ୍ତୁ ଖାଇବା ପୂର୍ବରୁ ହାତ ନ ଧୋଇବ ଘଟଣା ମଣିଷକୁ ଅପବିତ୍ର କରି ପା ରେ ନାହିଁ।

Matthew 15 illustration - Matthew Chapter 15

21ଯୀଶୁ ସେ ସ୍ଥାନଛାଡି ସୋର ଓ ସୀଦୋନ ଅଞ୍ଚଳକୁ ଚାଲିଗଲେ।

22ସହେି ଅଞ୍ଚଳର ଜମେ କିଣାନୀଯା ସ୍ତ୍ରୀ ଆସି ବଡପାଟି କରି କହିଲା, ହେ ପ୍ରଭୁ! ହେ ଦାଉଦଙ୍କ ପୁତ୍ର! ମାେ ପ୍ରତି ଦୟା କରନ୍ତୁ। ମାେ ଝିଅ ଦହେ ରେ ଗୋଟିଏ ଭୂତ ପଶି ରହିଛି। ମାେ ଝିଅ ଭାରି କଷ୍ଟ ପାଉଛି।

23ଯୀଶୁ ତାକୁ ପଦେ ହେଲେ କିଛି କହିଲେ ନାହିଁ। ତେଣୁ ଶିଷ୍ଯମାନେ ଯୀଶୁଙ୍କ ନିକଟକୁ ଆସିଲେ ଓ ଅନୁରୋଧ କଲେ, ସେ ଆମ୍ଭ ପେଛ ପେଛ ପାଟି କରି ଆସୁଛି। ତାକୁ ଚାଲି ୟିବାକୁ କହି ଦିଅନ୍ତୁ।

24ଯୀଶୁ କହିଲେ, ପରମେଶ୍ବର ମାେତେ କବଳେ ଇଶ୍ରାୟେଲର ହଜିଯାଇଥିବା ଲୋକ(ଯିହୂଦୀ)ମାନଙ୍କ ପାଇଁ ପଠାଇଛନ୍ତି।

25ତା'ପରେ ସେ ସ୍ତ୍ରୀ ଯୀଶୁଙ୍କ ନିକଟକୁ ପୁଣି ଥରେ ଆସିଲା। ସେ ଯୀଶୁଙ୍କୁ ପ୍ରଣାମ କରି କହିଲା, ହେ ପ୍ରଭୁ! ମାେତେ ସାହାୟ୍ଯ କରନ୍ତୁ।

Matthew 15 illustration - Matthew Chapter 15

26ଯୀଶୁ କହିଲେ, ପିଲାମାନଙ୍କ ଖାଦ୍ଯନଇେ କୁକୁରଗୁଡିକୁ ଦଇଦେବୋ ଠିକ୍ କାମ ହବେନାହିଁ।

27ସହେି ସ୍ତ୍ରୀ କହିଲା, ହଁ ପ୍ରଭୁ, ଏହା ଠିକ୍ କଥା। କିନ୍ତୁ ସମାନଙ୍କେ ମାଲିକମାନଙ୍କର ଖାଇବା ଟବେୁଲ ଉପରୁ ଖସି ପଡୁଥିବା ଖାଦ୍ୟ କଣିକାସବୁ କୁକୁରଗୁଡୁକ ଖାଇଥାନ୍ତି।

28ତା'ପରେ ଯୀଶୁ କହିଲେ, ହେ ନାରୀ! ତୁମ୍ଭର ଗଭୀର ବିଶ୍ବାସ ରହିଛି। ତୁମ୍ଭେ ମାଠାରୁେ ଯାହା ଚାହିଁଛ, ମୁଁ ତାହା କରି ଦବେି। ଏହା କହିବା ମାତ୍ ରେ ସହେି ସ୍ତ୍ରୀର ଝିଅଟି ସଂମ୍ପୁର୍ଣ୍ଣ ରୂପା ଭଲ ହାଇଗେଲା।

29ତାପରେ ଯୀଶୁ ସେ ସ୍ଥାନ ଛାଡି ଚାଲିଗଲେ ଓ ଗାଲୀଲୀ ହ୍ରଦ କୂଳ ରେ ଯାଇ ପହନ୍ଚିଲେ। ସେ ଗୋଟିଏ ପାହାଡ଼ ଉପରକୁ ଯାଇ ସଠାେରେ ବସିଲେ।

30ଅନକେ ସଂଖ୍ଯା ରେ ଲୋକମାନେ ତାହାଙ୍କ ପାଖକୁ ଆସିଲେ। ସମାନେେ ଅନକେ ଅନ୍ଧ, ମୂକ ବଧିର, େଛାଟା ଅପାଙ୍ଗ ଓ ଅନ୍ୟ ରୋଗୀମାନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ। ଯୀଶୁ ସମାନଙ୍କେୁ ସୁସ୍ଥ କରି ଦେଲେ।

Matthew 15 illustration - Matthew Chapter 15

31ଲୋକେ ଦେଖିଲେ ଯେ, ଯେଉଁ ଲୋକ କଥା କହିପାରୁନଥିଲା ସେ କଥା କହି ପାରୁଛି, ଅପଙ୍ଗ ଲୋକେ ପୁଣି ସବଳ ହାଇେଛନ୍ତି; େଛାଟାମାନେ ଚାଲି ପାରୁଛନ୍ତି, ଅନ୍ଧମାନେ ପୁଣି ଦେଖି ପାରୁଛନ୍ତି, ଏସବୁ ଦେଖି ସମାନେେ ବହୁତ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ଇଶ୍ରାୟେଲର ପରମେଶ୍ବରଙ୍କ ମହିମା ଗାନ କଲେ।

32ଯୀଶୁ ତାହାଙ୍କର ଶିଷ୍ଯମାନଙ୍କୁ ଡାକି କହିଲେ, ମୁଁ ଏ ଲୋକମାନଙ୍କ ପାଇଁ ବଡ଼ ଦୁଃଖିତ। ସମାନେେ ସୋ ସାଙ୍ଗ ରେ ତିନି ଦିନ ହେଲା ରହିଲଣେି। କିନ୍ତୁ ଏବେ ସମାନଙ୍କେର ଖାଇବାକୁ କିଛି ନାହିଁ। ସମାନେେ ଏଠାରୁ ଭୋକିଲା ଚାଲିୟିବାଟା ମୁଁ ଆଦୌ ଚାହୁଁନି। ସେସାନେ ଘରକୁ ଗଲା ବେଳେ ମୂର୍ଚ୍ଛା ହାଇେ ଯାଇ ପାରନ୍ତି।

33ଯୀଶୁଙ୍କ ଶିଷ୍ଯମାନେ କହିଲେ, ଆମ୍ଭେ ଏତେ ଲୋକଙ୍କ ପାଇଁ ଏତେ ଖାଦ୍ୟ ଏଭଳି ସ୍ଥାନ ରେ କେଉଁଠାରୁ ପାଇବା? ଆମ୍ଭେ ନଗର ଠାରୁ ବହୁତ ଦୂର ରେ ଅଛୁ।

34ଯୀଶୁ ପଚାରିଲେ, ତୁମ୍ଭ ପାଖ ରେ କେତେ ଖଣ୍ଡ ରୋଟୀ ଅଛି?

35ଯୀଶୁ ଲୋକମାନଙ୍କୁ ଭୂଇଁ ଉପରେ ବସିବାକୁ କହିଲେ:

Matthew 15 illustration - Matthew Chapter 15

36ସେ ସାତଖଣ୍ଡ ରୋଟୀ ଓ ମାଛତକ ନେଲେ। ତା'ପରେ ସେ ପରମେଶ୍ବରଙ୍କୁ ଖାଦ୍ୟ ପାଇଁ ଧନ୍ଯବାଦ ଦେଲେ। ଯୀଶୁ ସଗେୁଡିକୁ େଛାଟ େଛାଟ ଖଣ୍ଡ କଲେ ଓ ତାହାଙ୍କ ଶିଷ୍ଯମାନଙ୍କୁ ଦେଲେ। ଶିଷ୍ଯମାନେ ଲୋକମାନଙ୍କୁ ଖାଦ୍ୟ ବାଣ୍ଟିଲେ।

37ସମସ୍ତେ ଖାଇଲେ ଓ ସନ୍ତଷେ ଲାଭ କଲେ। ତା'ପରେ ଶିଷ୍ଯମାନେ ବଳକା ଖାଦ୍ୟକୁ ସାତଟି ଟୋକଇେ ରେ ଭର୍ତ୍ତି କଲେ।

38ସଠାେରେ ପ୍ରାୟ ଚ଼ାରି ହାଜାର ପୁରୁଷ ଖାଇଥିଲେ। ସମାନଙ୍କେ ଛଡା ସ୍ତ୍ରୀ ଓ ପିଲାମାନେ ମଧ୍ଯ ଖାଇଥିଲେ।

39ସମାନେେ ଖାଇ ସାରିବା ପରେ ଯୀଶୁ ସମାନଙ୍କେୁ ଘରକୁ ଫରେିୟିବା ପାଇଁ କହିଲେ। ସମାନଙ୍କେୁ ବିଦାୟ କରିସାରି ଯୀଶୁ ଡ଼ଙ୍ଗା ରେ ବସି ମଗ୍ଦାନ୍ ଅଞ୍ଚଳକୁ ଗଲେ।

Chapter Complete

You have read Matthew 15

39 verses