Lumina
Mark

Resurrection and Great Commission

Mark 16·Oriya Bible

1ବିଶ୍ରାମ ଦିବସର ପରଦିନ ମଗ୍ଦଲୀନୀ ମରିୟମ, ଯାକୁବଙ୍କ ମାଆ ମରିୟମ ଓ ଶ ଲୋମୀ ଯୀଶୁଙ୍କ ଶରୀରକୁ ଅଭିଷିକ୍ତ କରିବା ପାଇଁ କିଛି ସୁଗନ୍ଧିତ ତଲେ ଆଣିଲେ।

2ସପ୍ତାହର ସହେି ପ୍ରଥମ ଦିନ ଖୁବ୍ ଶୀଘ୍ର ଠିକ୍ ସୂର୍ େଯ୍ଯାଦୟ ପରେ ପରେ ସମାନେେ କବର ପାଖକୁ ଗଲେ।

3ସମାନେେ ନିଜ ନିଜ ଭିତ ରେ କୁହା କୁହି ହେଲେ, କବର ମୁହଁକୁ ଗୋଟିଏ ବିରାଟ ପଥର ଦ୍ବାରା ବନ୍ଦ କରି ଦିଆ ହାଇେଛି। ପଥରଟିକୁ ଆମ୍ଭ ପାଇଁ କିଏ ସଠାରୁେ ଗଡଇେ ଦବେ?

4ତା'ପରେ ସମାନେେ ସେ ଆଡକୁ ଚାହିଁଲେ। ସମାନେେ ଦେଖିଲେ ଯେ ସହେି ବଡ ପଥରଟି ସଠାରୁେ ଘୁଞ୍ଚା ଯାଇଛି।

5ସମାନେେ କବର ଭିତରକୁ ଗଲେ। ସଠାେରେ ସମାନେେ ଧଳା ପୋଷାକ ପିନ୍ଧିଥିବା ଜଣେ ୟୁବକକୁ ଦେଖିଲେ। ସେ ସମାଧିର ଡାହାଣ ପଟେ ବସି ରହିଥିଲା। ସମାନେେ ଡରିଗଲେ।

Mark 16 illustration - Mark Chapter 16

6କିନ୍ତୁ ୟୁବକ ଜଣକ କହିଲେ, ଭୟ କର ନାହିଁ। ତୁମ୍ଭମାନେେ କୃଶବିଦ୍ଧ ନାଜରିତର ଯୀଶୁଙ୍କୁ ଖାଜେୁଛ। ସେ ମୃତ୍ଯୁରୁ ପୁନରୁତ୍ଥିତ ହାଇେଛନ୍ତି। ସେ ଏଠା ରେ ନାହାନ୍ତି। ଦେଖ, ସମାନେେ ତାହାଙ୍କୁ ଏହି ସ୍ଥାନ ରେ ରଖିଥିଲେ।

7ଏବେ ଯାଇ ତାହାଙ୍କ ଶିଷ୍ଯମାନଙ୍କୁ ଏବଂ ପିତରଙ୍କୁ କୁହ ଯେ ତୁମ୍ଭମାନଙ୍କ ପୂର୍ବରୁ ଯୀଶୁ ଗାଲିଲୀକୁ ଯାଉଛନ୍ତି। ସେ ତୁମ୍ଭକୁ ପୂର୍ବରୁ ଯେଉଁ ଭଳି କହିଥିଲେ, ତୁମ୍ଭମାନେେ ତାହାଙ୍କୁ ସହେିଭଳି ସଠାେରେ ଦେଖିବ।

8ସହେି ସ୍ତ୍ରୀଲୋକମାନେ ଭୟ ପାଇ ଯାଇଥିଲେ ଏବଂ ବିସ୍ମୟ ରେ ଅଭିଭୁତ ହାଇେ ଯାଉଥିଲେ। ସମାନେେ କବରରୁ ବାହାରି ଦୌଡି ପଳାଇଲେ, କିନ୍ତୁ ଭୟଭୀତ ହାଇେ ଯାଇଥିବାରୁ ଏସବୁ ଘଟଣା କାହାରିକୁ କହିଲେ ନାହିଁ।

9ସପ୍ତାହର ପ୍ରଥମ ଦିନର ବଡି ସକାଳୁ ଯୀଶୁ ମୃତ୍ଯୁରୁ ପୁନରୁତ୍ଥିତ ହେଲେ। ସର୍ବ ପ୍ରଥମେ ସେ ମଗ୍ଦଲୀନୀ ମରୀୟମଙ୍କ ନିକଟରେ ନିଜକୁ ଦଖାେ ଦେଲେ। ଅତୀତ ରେ ଥରେ ଯୀଶୁ ଏହି ମରିୟମଙ୍କଠାରୁ ସାତଟି ଭୂତଙ୍କୁ ତଡି ଦଇେଥିଲେ।

10ମରିୟମ ଯୀଶୁଙ୍କୁ ଦେଖି ସାରିବା ପରେ ତାହାଙ୍କ ଶିଷ୍ଯମାନଙ୍କ ପାଖକୁ ଯାଇ ଏ ବିଷୟ କହିଲେ। ସେତବେେଳକେୁ ଶିଷ୍ଯମାନେ ଶାେକରେ ବୁଡି ଯାଇଥିଲେ ଓ ବିଳାପ କରୁଥିଲେ।

Mark 16 illustration - Mark Chapter 16

11ମରିୟମ ସମାନଙ୍କେୁ କହିଲେ ଯେ ଯୀଶୁ ଜୀବିତ ଅଛନ୍ତି ଏବଂ ସେ ନିଜେ ଯୀଶୁଙ୍କୁ ଦେଖିଛନ୍ତି। କିନ୍ତୁ ଶିଷ୍ଯମାନେ ସମାନଙ୍କେ କଥା ରେ ବିଶ୍ବାସ କଲେ ନାହିଁ।

12ଏହା ପରେ ଦୁଇଜଣ ଶିଷ୍ଯ ପଡିଆ ମଧିଅରେ ଯାଉଥିବା ସମୟରେ ଯୀଶୁ ସମାନଙ୍କେ ନିକଟରେ ଅନ୍ୟ ଏକ ରୂପରେ ଦଖାେ ଦେଲେ।

13ଏହି ଶିଷ୍ଯ ଦୁଇଜଣ ଫରେିଆସି ଅନ୍ୟ ଶିଷ୍ଯମାନଙ୍କୁ ଏକଥା ଜଣାଇଲେ। ତଥାପି ଶିଷ୍ଯମାନେ ତାହାଙ୍କ କଥାକୁ ମଧ୍ଯ ବିଶ୍ବାସ କଲେ ନାହିଁ।

14ପରେ ଯେତବେେଳେ ଏଗାର ଜଣ ପ୍ ରରେିତ ଖାଉଥିଲେ, ସତେିକି ବେଳେ ଯୀଶୁ ସମାନଙ୍କେୁ ଦଖାେ ଦେଲେ। ସେ ସମାନଙ୍କେୁ ସମାନଙ୍କେର ଅବିଶ୍ବାସ ଓ ମନର ଜଡତା ପାଇଁ ସମାଲୋଚନା କଲେ। କାରଣ ଯେଉଁମାନେ ଯୀଶୁଙ୍କୁ ମୃତ୍ଯୁରୁ ପୁନରୁତ୍ଥାନ ହାଇେଛନ୍ତି ବୋଲି ଦେଖିଥିଲେ ସମାନଙ୍କେୁ ଏହି ଶିଷ୍ଯମାନେ ବିଶ୍ବାସ କରି ନଥିଲେ।

15ଯୀଶୁ ସମାନଙ୍କେୁ କହିଲେ, ପୃଥିବୀର ଚାରିଆଡକୁ ଯାଅ। ପ୍ରେତ୍ୟକକ ଲୋକକୁ ସୁସମାଚାର ଶୁଣାଅ।

Mark 16 illustration - Mark Chapter 16

16ଯେଉଁ ଲୋକ ବିଶ୍ବାସ କରିବ ଓ ବାପ୍ତିଜିତ ହବେ, ସେ ଉଦ୍ଧାର ପାଇବ। କିନ୍ତୁ ଯେଉଁ ଲୋକ ଅବିଶ୍ବାସ କରିବ, ସେ ଦୋଷୀ ସାବ୍ଯସ୍ତ ହବେ।

17ଯେଉଁମାନେ ମାେତେ ବିଶ୍ବାସ କରିବେ, ସମାନେେ ତାର ପ୍ରମାଣ ସ୍ବରୂପ ଏହି ସବୁ କାମ କରିବାକୁ ସକ୍ଷମ ହବେେ: ସମାନେେ ଲୋକମାନଙ୍କଠାରୁ ମାେ ନାମ ରେ ଭୂତମାନଙ୍କୁ ବାହାର କରି ଦଇେ ପାରିବେ। କବେେ ହେଲେ ଶିଖି ନଥିବା ନୂଆନୂଆ ଅନକେ ଭାଷା ରେ କଥାବାର୍ତ୍ତା କରିବେ।

18ସମାନେେ ନିଜ ହାତ ରେ ସାପକୁ ଧରିବେ କିନ୍ତୁ ସମାନଙ୍କେର କିଛି ହେଲେ କ୍ଷତି ହବେ ନାହିଁ। ସମାନେେ ବିଷ ମଧ୍ଯ ପିଇ ଦବେେ, କିନ୍ତୁ ସମାନଙ୍କେର କିଛି ହେଲେ କ୍ଷତି ହବେ ନାହିଁ। ଏ ଲୋକମାନେ ରୋଗୀମାନଙ୍କ ଉପରେ ହାତ ରଖିବେ ଏବଂ ରୋଗୀମାନେ ଭଲ ହାଇଯେିବେ।

19ପ୍ରଭୁ ଯୀଶୁ ଏହିସବୁ କଥା ପ୍ ରରେିତମାନଙ୍କୁ କହିସାରିବା ପରେ ତାହାଙ୍କୁ ସ୍ବର୍ଗକୁ ନିଆଗଲା। ସେ ପରମେଶ୍ବରଙ୍କ ଡାହାଣ ପଟେ ବସିଲେ।

20ତା'ପରେ ପ୍ ରରେିତମାନେ ପୃଥିବୀର ପ୍ରେତ୍ୟକକ ସ୍ଥାନକୁ ଯାଇ ଲୋକମାନଙ୍କୁ ସୁସମାଗ୍ଭରର ଉପଦେଶ ଦେଲେ ଏବଂ ପ୍ରଭୁ ସମାନଙ୍କେୁ ସାହାୟ୍ଯ କଲେ। ପ୍ରଭୁ ପ୍ରମାଣିତ କରି ଦେଲେ ଯେ, ପ୍ ରରେିତମାନେ ଯେଉଁ ସୁସମାଚାର ପ୍ରଚାର କରୁଥିଲେ ତାହା ସତ୍ଯ। ପ୍ରଭୁ ସମାନଙ୍କେୁ ଆଶ୍ଚର୍ୟ୍ଯକାର୍ୟ୍ଯ କରିବା ପାଇଁ ଶକ୍ତି ପ୍ରଦାନ କରି ଏହା ପ୍ରମାଣିତ କରି ଦେଲେ।

Chapter Complete

You have read Mark 16

20 verses