Lumina
Mark

Trial and Crucifixion

Mark 15·Oriya Bible

1ସକାଳ ହବେ ମାତ୍ ରେ ପ୍ରଧାନ ଯାଜକ, ପ୍ରାଚୀନ ଯିହୂଦୀ ନେତାଗଣ ଓ ଧର୍ମଶାସ୍ତ୍ରୀ ତଥା ସମଗ୍ର ଯିହୂଦୀ ମହାସଭା ଯୀଶୁଙ୍କ ପ୍ରତି କ'ଣ ବିଚାର କରାୟିବ, ତାହା ସ୍ଥିର କଲେ। ସମାନେେ ଯୀଶୁଙ୍କୁ ବାନ୍ଧି ଶାସନ କର୍ତ୍ତା ପୀଲାତଙ୍କ ପାଖକୁ ନଇଗେଲେ ଓ ତାହାଙ୍କ ହାତ ରେ ସମର୍ପଣ କରି ଦେଲେ।

2ପୀଲାତ ଯୀଶୁଙ୍କୁ ପଚାରିଲେ, ତୁମ୍ଭେ କ'ଣ ଯିହୂଦୀମାନଙ୍କର ରାଜା?

3ପ୍ରଧାନ ଯାଜକମାନେ ଅନକେ ବିଷୟ ରେ ଯୀଶୁଙ୍କୁ ଅଭିୟୁକ୍ତ କଲେ।

4ପୀଲାତ ପୁଣି ଯୀଶୁଙ୍କୁ ପଚାରିଲେ, ତୁମ୍ଭର କ'ଣ କିଛି କହିବାର ନାହିଁ? ଦେଖ, ସମାନେେ ତୁମ୍ଭକୁ ଅନକେ ବିଷୟ ରେ ଅଭିୟୁକ୍ତ କରୁଛନ୍ତି।

5ଥାପି ଯୀଶୁ କିଛି ହେଲେ ଉତ୍ତର ଦେଲେ ନାହିଁ। ପୀଲାତ ଏଥି ରେ ଅତ୍ଯନ୍ତ ଆଶ୍ଚର୍ୟ୍ଯ ହାଇଗେଲେ।

Mark 15 illustration - Mark Chapter 15

6ପ୍ରତିବର୍ଷ ପରମ୍ପରାକ୍ରମେ ନି ସ୍ତାର ପର୍ବ ସମୟରେ ଶାସନକର୍ତ୍ତା ଜଣେ ବନ୍ଦୀକୁ ବନ୍ଦୀଶାଳାରୁ ମୁକ୍ତ କରିଥା'ନ୍ତି। ଯେଉଁ ବନ୍ଦୀକୁ ମୁକ୍ତ କରିବା ପାଇଁ ଲୋକମାନେ ଚାହାଁନ୍ତି, କବଳେ ସହେି ବନ୍ଦୀକୁ ଶାସନକର୍ତ୍ତା ମୁକ୍ତି ଦଇେଥାନ୍ତି।

7ସହେି ସମୟରେ ବନ୍ଦୀଶାଳା ରେ ବାରବ୍ବା ନାମ ରେ ଏକ ବ୍ଯକ୍ତି ବିଦ୍ ରୋହୀମାନଙ୍କ ସହିତ ବନ୍ଦୀ ଥିଲା। ଏହି ବିଦ୍ରୋହୀମାନେ ଗୋଟିଏ ବିଦ୍ରୋହ ସମୟରେ ନରହତ୍ଯା ଅପରାଧ ରେ ଦୋଷୀ ସାବ୍ଯସ୍ତ ହାଇେଥିଲେ।

8ଲୋକମାନେ ପୀଲାତଙ୍କ ପାଖକୁ ଆସିଲେ ଓ ତାହାଙ୍କୁ କହିଲେ ଯେ ସବୁଥର ଭଳି ଏଥର ମଧ୍ଯ ସମାନଙ୍କେ ପାଇଁ ସେ ଜଣେ ବନ୍ଦୀକୁ ମୁକ୍ତ କରନ୍ତୁ।

9ପୀଲାତ ଲୋକମାନଙ୍କୁ ପଚାରିଲେ, ତୁମ୍ଭମାନେେ କ'ଣ ଚାହୁଁଛ ଯେ ମୁଁ ତୁମ୍ଭମାନଙ୍କ ପାଇଁ ଯିହୂଦୀମାନଙ୍କ ରାଜାଙ୍କୁ ଛାଡି ଦିଏ?

10ପୀଲାତ ଏକଥା କହିବାର କାରଣ ହେଲା, ସେ ଜାଣିଥିଲେ ଯେ ପ୍ରଧାନଯାଜକମାନେ ଈର୍ଷାନ୍ବିତ ହାଇେ ଯୀଶୁଙ୍କୁ ତାହାଙ୍କ ହାତ ରେ ସମର୍ପଣ କରି ଦଇେଛନ୍ତି।

Mark 15 illustration - Mark Chapter 15

11କିନ୍ତୁ ପ୍ରଧାନଯାଜକମାନେ ଲୋକମାନଙ୍କୁ ପ୍ରବର୍ତ୍ତାଇଲେ ଯେ, ସମାନେେ ପୀଲାତଙ୍କୁ କୁହନ୍ତୁ ବାରବ୍ବାକୁ ମୁକ୍ତ କରିବା ପାଇଁ, କିନ୍ତୁ ଯୀଶୁଙ୍କୁ ନୁହେଁ।

12ପୀଲାତ ଲୋକମାନଙ୍କୁ ଆହୁରିଥରେ ପଚାରିଲେ, ତୁମ୍ଭମାନେେ ଯାହାକୁ ଯିହୂଦୀମାନଙ୍କର ରାଜା ବୋଲି କହୁଛ, ମୁଁ ତାହାଙ୍କ ପ୍ରତି କ'ଣ କରିବା ପାଇଁ ତୁମ୍ଭମାନେେ ଚାହୁଁଛ?

13ଲୋକମାନେ ପାଟି କରି କହିଲେ, ତାହାଙ୍କୁ କୃଶ ରେ ଚଢାଅ।

14ପୀଲାତ ପଚାରିଲେ, କାହିଁକି? ସେ ଏଭଳି କ'ଣ ଅପରାଧ କରିଛନ୍ତି?

15ପୀଲାତ ଲୋକମାନଙ୍କୁ ଖୁସି କରିବାକୁ ଚାହିଁଲେ, ତେଣୁ ସେ ସମାନଙ୍କେ ପାଇଁ ବାରବ୍ବାକୁ ମୁକ୍ତ କରି ଦେଲେ ଏବଂ ଯୀଶୁଙ୍କୁ କୋରଡା ରେ ପିଟିବା ପାଇଁ ସୈନ୍ଯମାନଙ୍କୁ ଆଦେଶ ଦେଲେ। ତା'ପରେ ସେ ଯୀଶୁଙ୍କୁ କୃଶ ରେ ଚଢାଇ ମାରିଦବୋ ପାଇଁ ତାହାଙ୍କୁ ସୈନ୍ଯମାନଙ୍କ ହାତ ରେ ଦଇେ ଦେଲେ।

Mark 15 illustration - Mark Chapter 15

16ସୈନ୍ଯମାନେ ଯୀଶୁଙ୍କୁ ଶାସନକର୍ତ୍ତାଙ୍କ ପ୍ରାସାଦ ଭିତରକୁ ନଇଗେଲେ। ସମାନେେ ଅନ୍ୟ ସମସ୍ତ ସୈନ୍ଯମାନଙ୍କୁ ଏକାଠି ଡାକିଲେ।

17ସୈନ୍ଯମାନେ ଯୀଶୁଙ୍କୁ ବାଇଗଣୀ ରଙ୍ଗର ପୋଷାକ ପିନ୍ଧାଇଲେ। ସମାନେେ ଗୋଟିଏ କଣ୍ଟାର ମୁକୁଟ ତିଆରି କରି ତାହାଙ୍କ ମୁଣ୍ଡ ରେ ପିନ୍ଧାଇଲେ।

18ତା'ପରେ ସମାନେେ ତାହାଙ୍କୁ ସ୍ବାଗତ କରି ଥଟ୍ଟା ରେ କହିଲେ, ହେ ୟିହୁଦୀମାନଙ୍କର ରାଜା, କହି ପ୍ରଣାମ କଲେ।

19ସୈନ୍ଯମାନେ ଯୀଶୁଙ୍କ ମୁଣ୍ଡ ରେ ବାରମ୍ବାର ବତେ ରେ ଆଘାତ କଲେ। ତାହାଙ୍କ ଉପରେ ଛପେ ପକାଇଲେ। ଆଣ୍ଠୁମାଡି ବସି ତାହାଙ୍କୁ ପ୍ରଣାମ କଲେ।

20ଥଟ୍ଟା କରି ସାରିବା ପରେ ସମାନେେ ଯୀଶୁଙ୍କ ଦହରେୁ ବାଇଗଣୀ ପୋଷାକ କାଢିନଇେ ପୁଣି ତାହାଙ୍କୁ ତାହାଙ୍କର ପୂର୍ବ ବସ୍ତ୍ର ପିନ୍ଧାଇ ଦେଲେ। ତା'ପରେ ସମାନେେ ଯୀଶୁଙ୍କୁ କୃଶ ରେ ଚଢାଇ ମାରିବା ପାଇଁ ପ୍ରାସାଦ ବାହାରକୁ ନଇଗେଲେ।

Mark 15 illustration - Mark Chapter 15

21ସେତବେେଳେ ଜଣେ କୂରୀଣୀୟ ବାସିନ୍ଦା ଶିମାନେ ପଲ୍ଲୀଗ୍ରାମରୁ ଆସି ସେ ବାଟେ ଯାଉଥିଲା। ସେ ଆଲେକ୍ଜାଣ୍ଡର ଓ ରୂଫଙ୍କ ପିତା ଥିଲା। ସୈନ୍ଯମାନେ ଯୀଶୁଙ୍କ ପାଇଁ କୃଶ ବୋହି ନବୋକୁ ତାକୁ ବାଧ୍ଯ କଲେ।

22ତା'ପରେ ସମାନେେ ଯୀଶୁଙ୍କୁ ଗଲ୍ଗଥା ନାମକ ସ୍ଥାନକୁ ନଇେ ଗଲେ। ଗଲ୍ଗଥାର ଅର୍ଥ କପାଳ-ସ୍ଥାନ

23ସଠାେରେ ସମାନେେ ଯୀଶୁଙ୍କୁ ଗନ୍ଧରସ ମିଶ୍ରିତ ଦ୍ରାକ୍ଷାରସ ପିଇବାକୁ ଦେଲେ। କିନ୍ତୁ ଯୀଶୁ ତାହା ପିଇବାକୁ ମନା କଲେ।

24ତା'ପରେ ସୈନ୍ଯମାନେ ଯୀଶୁଙ୍କୁ କୃଶ ବିଦ୍ଧ କଲେ। ସମାନେେ ଯୀଶୁଙ୍କ ଲୁଗା-ପଟା ନିଜ ନିଜ ମଧିଅରେ ବାଣ୍ଟି ନେଲେ। କିଏ କ'ଣ ପାଇବ, ତାହା ସମାନେେ ଗୁଳାବାଣ୍ଟ ଦ୍ବାରା ଭାଗ କରିବା ପାଇଁ ସ୍ଥିର କଲେ।

25ଯୀଶୁଙ୍କୁ କୃଶବିଦ୍ଧ କଲା ବଳକେୁ ସକାଳ ନଅଟା ବାଜିଥିଲା।

Mark 15 illustration - Mark Chapter 15

26ଯୀଶୁଙ୍କ ବିରୁଦ୍ଧ ରେ ଗୋଟିଏ ଅଭିଯୋଗପତ୍ର ଫଳକ ଉପରେ ଲଖାେ ଯାଇଥିଲା ଏ ଯିହୂଦୀମାନଙ୍କର ରାଜା।

27ଯୀଶୁଙ୍କ ସହିତ ଆଉ ଦୁଇଜଣ ଡକାୟତଙ୍କୁ ମଧ୍ଯ ସମାନେେ କୃଶ ବିଦ୍ଧ କଲେ।

28ଜଣକୁ ତାହାଙ୍କର ଡାହାଣ ପଟେ ଓ ଆଉ ଜଣଙ୍କୁ ବାମ ପଟେ କୃଶ ବିଦ୍ଧ କରାଗଲା।

29ଯୀଶୁଙ୍କ ପାଖ ଦଇେ ଚାଲିଯାଉଥିବା ଲୋକେ ତାହାଙ୍କୁ ଅପମାନିତ କରୁଥିିଲେ। ସମାନେେ ମୁଣ୍ଡ ହଲଇେ ହଲଇେ କହୁଥିଲେ, ଆ ରେ ବାଃ, ତୁ ସହେି ଲୋକ, ୟିଏ ମନ୍ଦିରକୁ ଭାଙ୍ଗି ଦଇେ ତିନି ଦିନ ମଧିଅରେ ତାହା ପୁଣି ତିଆରି କରି ଦବେୁ ବୋଲି କହୁଥିଲୁ।

30ଏବେ କୃଶ ଉପରୁ ଓହ୍ଲଇେ ଆସି ନିଜକୁ ରକ୍ଷା କର।

Mark 15 illustration - Mark Chapter 15

31ପ୍ରଧାନ ଯାଜକ ଓ ଧର୍ମଶାସ୍ତ୍ରୀମାନେ ମଧ୍ଯ ସଠାେରେ ଉପସ୍ଥିତ ଥିଲେ। ଅନ୍ୟ ଲୋକମାନେ ଯୀଶୁଙ୍କୁ ଯଭେଳି ଭାବରେ ଥଟ୍ଟା କରୁଥିଲେ, ସମାନେେ ମଧ୍ଯ ଠିକ୍ ସହେିଭଳି ୟିଶୁଙ୍କୁ ଥଟ୍ଟା କଲେ। ସମାନେେ କୁହାକୁହି ହେଉଥିଲେ, ସେ ଅନ୍ୟକୁ ରକ୍ଷା କରୁଥିଲା, କିନ୍ତୁ ଏବେ ସେ ନିଜକୁ ରକ୍ଷା କରି ପାରିଲା ନାହିଁ।

32ଯଦି ପ୍ରକୃତ ରେ ସେ ଖ୍ରୀଷ୍ଟ, ଇସ୍ରାଯଲରେ ରାଜା, ତବେେ ବର୍ତ୍ତମାନ ସେ କୃଶ ଉପରୁ ତଳକୁ ଓହ୍ଲଇେ ଆସୁ। ନିଜକୁ ରକ୍ଷା କରୁ। ତା ହେଲେ ଆମ୍ଭମାନେେ ତାହା ଦେଖିବା ଓ ତାକୁ ବିଶ୍ବାସ କରିବା। ଯେଉଁମାନଙ୍କୁ ଯୀଶୁଙ୍କ ସହିତ ପାଖ ରେ କୃଶ-ବିଦ୍ଧ କରାଯାଉଥିଲା, ସମାନେ ମଧ୍ଯ ଯୀଶୁଙ୍କ ଅପମାନିତ କଲେ।

33ଦ୍ବିପ୍ରହର ବାଳକୁ ସମଗ୍ର ଦେଶ ଉପରେ ଅନ୍ଧକାର ମାଡି ଆସିଲା। ଏହି ଅନ୍ଧକାର ଅପରାହ୍ନ ତିନିଟା ବଳେ ପର୍ୟ୍ଯନ୍ତ ରହିଲା।

34ସହେି ସମୟରେ ଯୀଶୁ ବଡ ପାଟି ରେ କହି ଉଠିଲେ, ଏଲୋହୀ, ଏଲୋହୀ, ଲମାଶବକ୍ ଥାନୀ। ଅର୍ଥାତ, ହେ ମାରେ ପରମେଶ୍ବର, ହେ ମାରେ ପରମେଶ୍ବର , ତୁମ୍ଭେ ମାେତେ କାହିଁକି ପରିତ୍ଯାଗ କଲ?

35ସଠାେରେ ଠିଆ ହାଇେଥିବା କେତକେ ଲୋକ ଏକଥା ଶୁଣିଲେ। ସମାନେେ କହିଲେ, ଶୁଣ, ସେ ଏଲିୟଙ୍କୁ ଡାକୁଛି।

Mark 15 illustration - Mark Chapter 15

36ସଠାରୁେ ଜଣେ ଲୋକ ଦୌଡିଯାଇ ଅମ୍ଳରସ ରେ ଭିଜାଇଥିବା ଗୋଟିଏ ସ୍ପଞ୍ଜ ଆଣିଲା। ସ୍ପଞ୍ଜକୁ ଗୋଟିଏ ବାଡି ରେ ବାନ୍ଧିଲା। ଯୀଶୁ ସ୍ପଞ୍ଜରୁ ଅମ୍ଳରସ ପିଇବେ ବୋଲି ସେ ବାଡିର ସ୍ପଞ୍ଜ ବନ୍ଧା ହାଇେଥିବା ପାଖଟି ତାହାଙ୍କ ଆଡକୁ ବଢାଇଲା। ଲୋକଟି କହିଲା, ଏବେ ଆମ୍ଭେ ଅପେକ୍ଷା କରିବା ଏବଂ ଏଲିୟ ଆସି ତାକୁ କୃଶ ଉପରୁ ତଳକୁ ନବୋକୁ ଆସୁଛନ୍ତି କି ନାହିଁ, ଦେଖିବା।

37ତା'ପରେ ଯୀଶୁ ଉଚ୍ଚ ସ୍ବର ରେ ପାଟି କରି ପ୍ରାଣତ୍ଯାଗ କଲେ।

38ଯୀଶୁ ଯେତବେେଳେ ପ୍ରାଣତ୍ଯାଗ କଲେ, ସେତବେେଳେ ମନ୍ଦିରର ପରଦା ଉପରୁ ତଳ ପର୍ୟ୍ଯନ୍ତ ଦୁଇଖଣ୍ଡ ହାଇେ ଚିରିଗଲା।

39କୃଶ ଆଗ ରେ ଠିଆ ହାଇେଥିବା ସନୋପତି ଯୀଶୁ କିପରି ପ୍ରାଣତ୍ଯାଗ କଲେ, ତାହା ଦେଖିଲେ। ସେ କହିଲେ, ପ୍ରକୃତ ରେ ଏହି ଲୋକ ପରମେଶ୍ବରଙ୍କ ପୁତ୍ର ଥିଲେ।

40କେତକେ ସ୍ତ୍ରୀଲୋକ କୃଶଠାରୁ କିଛି ଦୂର ରେ ଠିଆ ହାଇେ ଦେଖୁଥିଲେ। ସମାନଙ୍କେ ମଧିଅରେ ମଗ୍ଦଲୀନ ସହରରୁ ଆସିଥିବା ମରିୟମ, ଶ ଲୋମୀ, ଯାକୁବ ଓ ୟୋସିଙ୍କ ମାଆ ମରିୟମ ଥିଲେ। ଯାକୁବ ମରିୟମଙ୍କର ସାନ ପୁଅ ଥିଲା।

Mark 15 illustration - Mark Chapter 15

41ଏହି ସ୍ତ୍ରୀଲୋକମାନେ ଯୀଶୁ ଗାଲିଲୀ ରେ ଥିବା ବେଳେ ତାହାଙ୍କର ସହିତ ଥିଲେ। ସମାନେେ ତାହାଙ୍କର ସବୋଯତ୍ନ କରୁଥିଲେ। ଅନ୍ୟ ଅନକେ ସ୍ତ୍ରୀଲୋକ ମଧ୍ଯ ସଠାେରେ ଥିଲେ। ସମାନେେ ଯୀଶୁଙ୍କ ସହିତ ୟିରୁଶାଲମକୁ ଆସିଥିଲେ।

42ସନ୍ଧ୍ଯା ହାଇଯୋଇଥିଲା। ଏହି ଦିନଟି ଆଯୋଜନ ଦିବସ (ବିଶ୍ରାମ ଦିବସର ପୂର୍ବ ଦିନ) ଥିଲା।

43ହାରାମାଥୀଯାର ୟହୁଦୀ ୟୋ ସଫେ ମହାସଭାର ଜଣେ ସମ୍ମାନିତ ସଦସ୍ଯ ଥିଲେ ଓ ସେ ପରମେଶ୍ବରଙ୍କ ରାଜ୍ଯ ଆସୁ ବୋଲି ଚାହୁଁଥିଲେ। ସେ ସାହସର ସହିତ ପୀଲାତଙ୍କ ପାଖକୁ ଯାଇ ଯୀଶୁଙ୍କ ଶବକୁ ମାଗିଲେ।

44ଯୀଶୁ ଏତେ ଶୀଘ୍ର ମରି ଯାଇ ସାରିଲଣେି ଶୁଣି ପୀଲାତ ବହୁତ ଆଶ୍ଚର୍ୟ୍ଯ ହାଇଗେଲେ। ସେ ଯୀଶୁଙ୍କୁ ଜଗିଥିବା ସନୋପତିଙ୍କୁ ଡକାଇଲେ। ପୀଲାତ ତାହାଙ୍କୁ ଯୀଶୁ ମରି ସାରିଲଣେି କି ନାହିଁ ପଚାରିଲେ।

45ସନୋପତି ଜଣକ ପୀଲାତଙ୍କୁ ଯୀଶୁ ପ୍ରାଣତ୍ଯାଗ କରି ସାରିଥିବା କଥା କହିଲେ। ତା'ପରେ ପୀଲାତ ୟୋ ସଫଙ୍କେୁ କହିଲେ ଯେ ସେ ଯୀଶୁଙ୍କ ଶବ ନଇେ ଯାଇ ପାରିବେ।

Mark 15 illustration - Mark Chapter 15

46ୟୋ ସଫେ ଖଣ୍ଡିଏ ବସ୍ତ୍ର କିଣିଲେ। ସେ ଶବକୁ କୃଶ ଉପରୁ ତଳକୁ ଓହ୍ଲଇେ ଆଣିଲେ। ସେ ଶବକୁ ବସ୍ତ୍ର ରେ ସପୂର୍ଣ୍ଣ ଗୁଡଇେ ଦେଲେ ଓ ପଥର କଟା ହାଇେ ତିଆରି ହାଇେଥିବା ଗୋଟିଏ କବର ରେ ତାହାଙ୍କୁ ରଖି ଦେଲେ। ଖଣ୍ଡିଏ ବଡ ପଥର ଗଡଇେ ଆଣି କବରର ମୁହଁକୁ ବନ୍ଦ କରି ଦେଲେ।

47ମଗ୍ଦଲୀନୀ ମରିୟମ ଓ ୟୋସିଙ୍କ ମାଆ ଯୀଶୁଙ୍କୁ ଯେଉଁଠା ରେ ରଖାଗଲା, ସହେି ସ୍ଥାନଟି ଦେଖିଲେ।

Chapter Complete

You have read Mark 15

47 verses