Lumina
Luke

Luke 2

Luke 2·Oriya Bible

1ସହେି ସମୟରେ ରୋମୀୟ ଶାସନ ଅନ୍ତର୍ଗତ ସମସ୍ତ ଦେଖର ଲୋକମାନଙ୍କ ଉଦ୍ଦେଶ୍ଯ ରେ କାଇସର ଅଗଷ୍ଟଙ୍କର ଗୋଟିଏ ଆଜ୍ଞା ଘାଷେଣା କରାଗଲା। ଆଜ୍ଞାଟି କୁ ହେ ଯେ ସମସ୍ତେ ଜନଗଣନା ପାଇଁ ନିଜନିଜ ନାମର ପଞ୍ଜୀକରଣ କରିବେ।

2ଏହା ପ୍ରଥମ ଜନଗଣନା ଥିଲା। କ୍ବିରୀଣିୟ ସୁରିଯାର ରାଜ୍ଯପାଳ ଥିବା ସମୟରେ ଏହା ହେଲା।

3ତେଣୁ ପ୍ରେତ୍ୟକକ ଲୋକ ନାମ ପଞ୍ଜୀକରଣ କରିବା ପାଇଁ ନିଜ ନିଜ ନଗରକୁ ଗଲେ।

4ୟୋ ସଫେ ଦାଉଦଙ୍କ ବଂଶର ହାଇେଥିବାରୁ ସେ ଗାଲିଲୀର ନାଜରିତ ନଗରରୁ ୟିହୂଦା ପ୍ରଦେଶର ବେଥ୍ଲହେିମକୁ ଗଲେ। ବେଥ୍ଲହେିମ ନଗର ଦାଉଦଙ୍କ ନଗର ନାମ ରେ ପରିଚିତ ଥିଲା।

5ୟୋ ସଫେ ମରିୟମଙ୍କ ସହିତ ନାମ ପଞ୍ଜୀକରଣ କଲେ, କାରଣ ମରିୟମଙ୍କ ସହିତ ତାହାଙ୍କର ବିବାହ ନିର୍ବନ୍ଧ ହାଇେ ସାରିଥିଲା। ମରିୟମ ସେତବେେଳେ ଗର୍ଭବତୀ ଥିଲେ।

Luke 2 illustration - Luke Chapter 2

6ୟୋ ସଫେ ଓ ମରିୟମ ବେଥ୍ଲହେିମ ରେ ଥିବା ସମୟରେ ମରିୟମଙ୍କର ପ୍ରସବ ସମୟ ଆସିଲା।

7ସେ ତାହାଙ୍କର ପ୍ରଥମଜାତ ପୁତ୍ର ସନ୍ତାନକୁ ଜନ୍ମ ଦେଲେ। ସମାନେେ ରହିବାକୁ ଚଟିଘ ରେ ଆଉ ଜାଗା ନଥିଲା। ତେଣୁ ମରିୟମ ଶିଶୁଟିକୁ ଲୁଗାପଟା ରେ ଗୁଡାଇ ଗୁହାଳ ରେ ଗୋରୁକୁଣ୍ଡ ରେ ରଖି ଦେଲେ।

8ସହେି ରାତି ରେ କେତକେ ମଷେପାଳକ ସମାନଙ୍କେର ମାଣ୍ଢାଗୁଡିକୁ ରାତିସାରା ପଦା ରେ ଜଗି ରହିଥିଲେ।

9ପ୍ରଭୁଙ୍କର ଜଣେ ଦୂତ ମଷେପାଳକମାନଙ୍କ ସମ୍ମୁଖ ରେ ଠିଆ ହେଲେ। ପ୍ରଭୁଙ୍କର ଗୌରବର ଜ୍ଯୋତିଃ ସମାନଙ୍କେର ଚତୁର୍ଦ୍ଦିଗ ରେ ଝଲକି ଉଠିଲା।

10ମଷେପାଳକମାନେ ଅତ୍ଯନ୍ତ ଭୟଭୀତ ହାଇଗେଲେ। ସ୍ବର୍ଗଦୂତ ସମାନଙ୍କେୁ କହିଲେ, ଭୟ କର ନାହିଁ, କାରଣ ମୁଁ ତୁମ୍ଭମାନଙ୍କ ପାଇଁ ଅତ୍ଯନ୍ତ ଶୁଭ ସମାଚାର ଆଣିଛି। ତାହା ସବୁଲୋକଙ୍କ ପାଇଁ ମହା ଆନନ୍ଦ ଆଣିଦବେ।

Luke 2 illustration - Luke Chapter 2

11କାରଣ ଆଜି ଦାଉଦଙ୍କ ନଗର ରେ ତୁମ୍ଭମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଜନ୍ମ ଗ୍ରହଣ କରିଛନ୍ତି।

12ତୁମ୍ଭମାନେେ ତାହାଙ୍କୁ ଚିହ୍ନି ପାରିବା ପାଇଁ ଏହା ହେଉଛି ସଙ୍କତେ: ତୁମ୍ଭମାନେେ ଗୋଟିଏ ଶିଶୁକୁ କନା ରେ ଗୁଡାଇ ହାଇେ ଗୋରୁକୁଣ୍ଡ ରେ ଶାଇେଥିବାର ଦେଖିବ।

13ସହେି ସମୟରେ ସ୍ବର୍ଗରୁ ବହୁସଂଖ୍ଯା ରେ ସ୍ବର୍ଗଦୂତମାନେ ଆସି ସହେି ସ୍ବର୍ଗଦୂତଙ୍କ ସହିତ ୟୋଗ ଦେଲେ। ସମସ୍ତ ସ୍ବର୍ଗଦୂତ ଏହିପରି ପରମେଶ୍ବରଙ୍କ ସ୍ତୁତି କରୁଥିଲେ:

14ସ୍ବର୍ଗ ରେ ରହୁଥିବା ପରମେଶ୍ବରଙ୍କୁ ଜୟ ହେଉ ଏବଂ ଏ ପୃଥିବୀ ରେ ଯେଉଁ ଲୋକମାନଙ୍କ ଉପରେ ପରମେଶ୍ବର ପ୍ରସନ୍ନ ଅଛନ୍ତି, ସେ ସମସ୍ତଙ୍କୁ ଶାନ୍ତି ମିଳୁ।

15ସ୍ବର୍ଗଦୂତମାନେ ମଷେପାଳକମାନଙ୍କୁ ଛାଡି ସ୍ବର୍ଗକୁ ଫରେିଗଲେ। ମଷେପାଳକମାନେ ପରସ୍ପର କୁହାକୁହି ହେଲେ: ଆମ୍ଭମାନେେ ବେଥ୍ଲହେିମ ୟିବା ଓ ଏହି ଯେଉଁ ଘଟଣା ଘଟିଛି ବୋଲି ପ୍ରଭୁ ଆମ୍ଭମାନଙ୍କୁ ଜଣାଇଲେ, ତାହା ଦେଖିବା।

Luke 2 illustration - Luke Chapter 2

16ତେଣୁ ସମାନେେ ଶୀଘ୍ର ଗଲେ ଓ ମରିୟମ ଏବଂ ୟୋ ସଫଙ୍କେୁ ଖାଜେି ପାଇଲେ। ସହେି ଶିଶୁ ଗୋଟିଏ ଗୋରୁ କୁଣ୍ଡ ରେ ଶାଇେଥିଲେ।

17ମଷେପାଳକମାନେ ଶିଶୁଙ୍କୁ ଦେଖିଲେ। ଏହି ଶିଶୁଙ୍କ ବିଷୟ ରେ ସ୍ବର୍ଗଦୂତମାନେ ଯାହା କରିଥିଲେ, ତାହା ସମାନେେ ସମସ୍ତଙ୍କୁ କହିଲେ।

18ମଷେପାଳକମାନେ ଯାହା କହିଲେ ତାହା ଶୁଣି, ସମସ୍ତେ ଆଶ୍ଚର୍ୟ୍ଯ ହାଇଗେଲେ।

19କିନ୍ତୁ ମରିୟମ ଏସବୁ କଥା ନିଜ ମନ ଭିତ ରେ ଗୋପନ ରଖି ନିରନ୍ତର ଚିନ୍ତା କରିବାକୁ ଲାଗିଲେ।

20ମଷେପାଳକମାନେ ନିଜ ମଷେମାନଙ୍କ ନିକଟକୁ ଫରେିଗଲେ ଏବଂ ଯାହା ସବୁ ଶୁଣିଥିଲେ ଓ ଦେଖିଥିଲେ, ସେଥିପାଇଁ ପରମେଶ୍ବରଙ୍କୁ ଗୌରବ ଦେଲେ ଓ ପ୍ରଶଂସା ଗାନ କଲେ। ସ୍ବର୍ଗଦୂତମାନେ ଯେପରି କହିଥିଲେ, ସମାନେେ ପ୍ରେତ୍ୟକକ ଜିନିଷକୁ ସହେିପରି ଦେଖିଲେ।

Luke 2 illustration - Luke Chapter 2

21ଶିଶୁଟି ଆଠ ଦିନର ହବୋରୁ ତାର ସୁନ୍ନତ କରାଗଲା ଓ ତାହାଙ୍କର ନାମ ଯୀଶୁ ରଖାଗଲା। ସେ ଗର୍ଭ ରେ ରହି ବଢିବା ପୂର୍ବରୁ ସ୍ବର୍ଗଦୂତ ତାହାଙ୍କୁ ଏହି ନାମ ଦଇେଥିଲେ।

22ମାଶାଙ୍କେ ବ୍ଯବସ୍ଥା ଅନୁସାରେ ଶୁଚି ହବୋର ସମୟ ଆସିଲା। ଏହାପରେ ୟୋ ସଫେ ଓ ମରିୟମ ଯୀଶୁଙ୍କୁ ପ୍ରଭୁ ପରମେଶ୍ବରଙ୍କ ନିକଟରେ ଉତ୍ସର୍ଗ କରିବା ପାଇଁ ୟିରୂଶାଲମକୁ ନଇେ ଆସିଲେ।

23ପ୍ରଭୁଙ୍କ 'ନିୟମ' ରେ ଲଖାେଅଛି: ପରିବାର ରେ ପ୍ରଥମ ପୁତ୍ରସନ୍ତାନ ଜନ୍ମ ହେଲେ ସେ 'ପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗୀକୃତ' ହବେ।

24ପ୍ରଭୁଙ୍କ ନିୟମ ରେ ଆହୁରି ମଧ୍ଯ ଲଖାେଅଛି: ତୁମ୍ଭକୁ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ମଧ୍ଯ ବଳି ଦବୋକୁ ହବେ। ତେଣୁ ଏହି ବ୍ଯବସ୍ଥା ଅନୁସାରେ ବଳି ଦବୋ ନିମନ୍ତେ ୟୋ ସଫେ ଓ ମରିୟମ ୟିରୂଶାଲମକୁ ଗଲେ।

25ୟିରୁଶାଲମ ରେଶିମିଯୋନ ନାମ ରେ ଜଣେ ଅତ୍ଯନ୍ତ ଧାର୍ମିକ ଓ ନିଷ୍ଠାପର ଭକ୍ତ ରହୁଥିଲେ। ଇଶ୍ରାୟେଲକୁ ସାନ୍ତ୍ବନା କରିବା ନିମନ୍ତେ ପରମେଶ୍ବର କବେେ ଆସିବେ, ସହେି ସମୟକୁ ସେ ଅପେକ୍ଷା କରି ରହିଥିଲେ। ପବିତ୍ର ଆତ୍ମା ତାହାଙ୍କ ମଧିଅରେ ଥିଲେ।

Luke 2 illustration - Luke Chapter 2

26ପବିତ୍ର ଆତ୍ମା ତାହାଙ୍କୁ କହି ଦଇେଥିଲେ ଯେ, ସେ ପ୍ରଭୁ ପରମେଶ୍ବରଙ୍କଠାରୁ ଆଗତ ଖ୍ରୀଷ୍ଟଙ୍କ ଦର୍ଶନ ନକରିବା ପୂର୍ବରୁ ତାହାଙ୍କର ମୃତ୍ଯୁ ହବେନାହିଁ।

27ଆତ୍ମାଶିମିଯୋନଙ୍କୁ ମନ୍ଦିରକୁ କଢଇେ ଆଣିଲେ। ଯିହୂଦୀମାନଙ୍କ ବ୍ଯବସ୍ଥା ଅନୁସାରେ କାର୍ୟ୍ଯ କରିବା ପାଇଁ ୟୋ ସଫେ ମରିୟମ ଶିଶୁ ଯୀଶୁଙ୍କୁ ସଙ୍ଗ ରେ ନଇେ ମନ୍ଦିରକୁ ଗଲେ।

28ଶିମିୟୋନ ଶିଶୁ ଯୀଶୁଙ୍କୁ କୋଳକୁ ନଇେ ପରମେଶ୍ବରଙ୍କ ସ୍ତୁତିଗାନ କରି କହିଲେ:

29ପ୍ରଭୁ! ଏବେ ତୁମ୍ଭେ କହିବା ଅନୁସାରେ ତୁମ୍ଭର ଏହି ଦାସକୁ ଶାନ୍ତି ରେ ମରିବାକୁ ଦିଅ।

30ମୁଁ ମାେ ଅଖି ରେ ତୁମ୍ଭର ପରିତ୍ରାଣକୁ ଦେଖିଛି।

Luke 2 illustration - Luke Chapter 2

31ତୁମ୍ଭେ ତାହାଙ୍କୁ ସମସ୍ତ ଲୋକଙ୍କ ଆଗ ରେ ପ୍ରସ୍ତୁତ କରିଛ।

32ସେ ଅଣଯିହୂଦୀମାନଙ୍କୁ ତୁମ୍ଭରି ପଥ ଦଖାଇବୋ ପାଇଁ ଆଲୋକ ଅଟନ୍ତି ଓ ସେ ତୁମ୍ଭର ଲୋକମାନଙ୍କ ପାଇଁ ଗୌରବ ଆଣିବେ।

33ଯୀଶୁଙ୍କ ବାପାମାଆ ଯୀଶୁଙ୍କ ବିଷୟ ରେ ଶିମିୟୋନଙ୍କ ମୁହଁରୁ ଏ କଥା ଶୁଣି ଆଶ୍ଚର୍ୟ୍ଯ ହାଇଗେଲେ।

34ତା'ପରେଶିମିଯୋନ ସମାନଙ୍କେୁ ଆଶୀର୍ବାଦ କଲେ ଓ ମରିୟମଙ୍କୁ କହିଲେ, ଏ ବାଳକ ୟୋଗୁଁ ଅନକେ ଯିହୂଦୀଙ୍କର ଉତ୍ଥାନ ଓ ପତନ ହବେ। ସେ ପରମେଶ୍ବରଙ୍କର ଏକ ଚିହ୍ନ ହବେେ ଓ ତାହା ଲୋକମାନେ ଗ୍ରହଣ କରିବେ ନାହିଁ।

35ଲୋକମାନଙ୍କ ମନ ଭିତ ରେ ଥିବା ଗୋପନକଥା ପ୍ରକାଶିତ ହବେ। ସହେି ଘଟଣା ସବୁ ତୁମ୍ଭର ହୃଦୟକୁ ଦୁଃଖ ଆଣିବ।

Luke 2 illustration - Luke Chapter 2

36ସେତବେେଳେ ହାନ୍ନା ନାମ ରେ ଜଣେ ମହିଳା ଭବିଷ୍ଯଦ୍ବକ୍ତୀ ମନ୍ଦିର ଭିତ ରେ ଥିଲେ। ସେ ଆଶରେ ବଂଶର ଫିନୂଯଲଙ୍କେ ଝିଅ ଥିଲେ। ହାନ୍ନା ବହୁତ ବୁଢୀ ହାଇେ ଯାଇଥିଲେ। ବିବାହ ପରେ ମାତ୍ର ସାତବର୍ଷ ପର୍ୟ୍ଯନ୍ତ ସେ ସ୍ବାମୀଙ୍କ ସହିତ ରହିଥିଲେ।

37ତା'ପରେ ତାହାଙ୍କର ସ୍ବାମୀ ମରିଗଲେ ଓ ସେ ବିଧବା ହାଇେ ଏକୁଟିଆ ରହିବାକୁ ଲାଗିଲେ। ଏବେ ତାହାଙ୍କୁ ଚଉରାଅଶୀ ବର୍ଷ ବୟସ ହାଇେଥିଲା। ହାନ୍ନା ସବୁବେଳେ ମନ୍ଦିର ରେ ରହୁଥିଲେ। କବେେ ହେଲେ ସେ ମନ୍ଦିର ଛାଡି ଯାଇ ନଥିଲେ। ସେ ଉପବାସ କରି ଓ ସେ ଦିନରାତି ପ୍ରାର୍ଥନା କରି ପରମେଶ୍ବରଙ୍କ ଉପାସନା କରୁଥିଲେ।

38ସେ ସହେି ସମୟରେ ଶିଶୁ ଓ ତା'ର ବାପାମାଆଙ୍କ ପାଖକୁ ଆସିଲେ। ସେ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ଯେଉଁମାନେ ୟିରୁଶାଲମର ମୁକ୍ତିର ଅପେକ୍ଷା ରେ ଥିଲେ, ସହେି ସମସ୍ତ ଲୋକଙ୍କୁ ସେ ଯୀଶୁଙ୍କ ବିଷୟ ରେ କହିଲେ।

39ୟୋ ସଫେ ଓ ମରିୟମ ପ୍ରଭୁଙ୍କ ବ୍ଯବସ୍ଥାନୁଯାଯୀ ସମସ୍ତ କାର୍ୟ୍ଯ ସମ୍ପୂର୍ଣ୍ଣ କଲେ। ତା'ପରେ ସମାନେେ ଗାଲିଲୀ ପ୍ରଦେଶର ନିଜ ନଗର ନାଜରିତକୁ ଫରେିଗଲେ।

40ସାନ ଶିଶୁଟି ଦିନକୁ ଦିନ ବଢିବାକୁ ଲାଗିଲେ। ସେ ହୃଷ୍ଟପୃଷ୍ଟ ଓ ବୁଦ୍ଧିମାନ ହବୋକୁ ଲାଗିଲେ। ତାହାଙ୍କ ସହିତ ପରମେଶ୍ବରଙ୍କର ଆଶୀର୍ବାଦ ଥିଲା।

Luke 2 illustration - Luke Chapter 2

41ନିସ୍ତାରପର୍ବ ପାଇଁ ଯୀଶୁଙ୍କର ପିତାମାତା ପ୍ରତିବର୍ଷ ୟିରୂଶାଲମ ଯାଉଥିଲେ।

42ଯୀଶୁଙ୍କୁ ବାରବର୍ଷ ବୟସ ହାଇେଥିବା ସମୟରେ ସବୁଥର ଭଳି ସମାନେେ ପର୍ବକୁ ଗଲେ।

43ପର୍ବ ଦିନତକ ଶଷେ ହାଇଯେିବା ପରେ ସମାନେେ ଘରକୁ ଫରେୁଥିଲେ। କିନ୍ତୁ ବାଳକ ଯୀଶୁ ଯୀରୁଶାଲମ ରେ ରହିଗଲେ। ତାହାଙ୍କ ବାପାମାଆ ଏକଥା ଜାଣିନଥିଲେ।

44ଦଳ ଭିତ ରେ ପୁଅ ଅଛି ଭାବି ୟୋ ସଫେ ଓ ମରିୟମ ପୁରା ଦିନେ ଯାତ୍ରା କରିସାରିଥିଲେ। ତା'ପରେ ସମାନେେ ନିଜ ପରିବାର ଲୋକ ଓ ଅନ୍ତରଙ୍ଗ ବନ୍ଧୁଙ୍କ ଭିତ ରେ ଯୀଶୁଙ୍କୁ ଖାଜେିଲେ।

45କିନ୍ତୁ ସମାନେେ ଯୀଶୁଙ୍କୁ ପାଇଲେ ନାହିଁ। ତେଣୁ ସମାନେେ ଯୀଶୁଙ୍କୁ ଖାଜେି ଖାଜେି ୟିରୁଶାଲମ ଫରେି ଆସିଲେ।

Luke 2 illustration - Luke Chapter 2

46ତିନିଦିନ ପରେ ସମାନେେ ଯୀଶୁଙ୍କୁ ପାଇଲେ। ଯୀଶୁ ମନ୍ଦିର ଭିତ ରେ ଧର୍ମଗୁରୁମାନଙ୍କ ସହିତ ବସିଥିଲେ। ସେ ସମାନଙ୍କେ କଥା ଶୁଣୁଥିଲେ ଓ ସମାନଙ୍କେୁ ପ୍ରଶ୍ନ ସବୁ ପଚାରୁଥିଲେ।

47ସମସ୍ତେ ତାହାଙ୍କ କଥା ଶୁଣୁଥିଲେ। ତାହାଙ୍କର ବୁଝିବା ଶକ୍ତି ଦେଖି ଓ ଜ୍ଞାନପୂର୍ଣ୍ଣ ଉତ୍ତରଗୁଡିକ ଶୁଣି ସମାନେେ ଆଶ୍ଚର୍ୟ୍ଯ ହାଇେ ଯାଇଥିଲେ।

48ଯୀଶୁଙ୍କ ବାପାମାଆ ତାହାଙ୍କୁ ଦେଖି ବିସ୍ମିତ ହାଇଗେଲେ। ତାହାଙ୍କ ମାଆ ତାହାଙ୍କୁ ପଚାରିଲେ, ପୁଅ ରେ! ତୁ ଆମ ସାଙ୍ଗ ରେ ଏପରି କାହିଁକି କଲୁ? ତାେ ବାପା ଓ ମୁଁ ତାେତେ ଖାଜେି ଖାଜେି ବହୁତ ଚିନ୍ତିତ ହାଇେ ପଡିଲୁଣି।

49ଏହି ଶୁଣି ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ମାେତେ କାହିଁକୁ ଖୋଜୁଥିଲ? ଯେଉଁଠା ରେ ମାରେ ପରମପିତାଙ୍କର କାର୍ୟ୍ଯ ଅଛି, ମୁଁ ସଠାେରେ ନିଶ୍ଚୟ ଥିବି ବୋଲି ତୁମ୍ଭମାନେେ କ'ଣ ଜାଣିନାହଁ?

50କିନ୍ତୁ ସମାନେେ ଯୀଶୁଙ୍କର କଥାର ଅର୍ଥ କିଛି ବୁଝି ପାରିଲେ ନାହିଁ।

Luke 2 illustration - Luke Chapter 2

51ଯୀଶୁ ସମାନଙ୍କେ ସହିତ ନାଜରିତକୁ ଗଲେ। ସେ ବାପାମାଆଙ୍କର ସବୁ ଆଜ୍ଞା ପାଳନ କଲେ। ଯୀଶୁଙ୍କ ମାଆ ତଥାପି ଏହି ସବୁ କଥା ନିଜ ମନ ଭିତ ରେ ରଖି ଚିନ୍ତା କରୁଥିଲେ।

52ଯୀଶୁ ଜ୍ଞାନ ରେ, ଶରୀର ରେ ଏବଂ ପରମେଶ୍ବର ଓ ମନୁଷ୍ଯମାନଙ୍କ ଅନୁଗ୍ରହ ରେ ବଢିବାକୁ ଲାଗିଲେ।

Chapter Complete

You have read Luke 2

52 verses