Lumina
Luke

Luke 17

Luke 17·Oriya Bible

1ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, ନିଶ୍ଚିତ ଭାବରେ ଏଭଳି ଘଟଣା ଘଟିବ, ଯେଉଁ କାରଣରୁ ଲୋକେ ପାପ କରିବେ। ମାତ୍ର ଯେଉଁ ଲୋକ ଦ୍ବାରା ଏଭଳି ଘଟଣାମାନ ଘଟିବ, ସହେି ଲୋକ ପାଇଁ ଏହା ବହୁତ ଖରାପ ହବେ।

2ଯେଉଁଲୋକ ଏଭଳି ଦୁର୍ବଳମାନଙ୍କ ମଧ୍ଯରୁ ଜଣକୁ ହେଲେ ପାପ କରିବା ପାଇଁ ପ୍ରବର୍ତ୍ତାଏ ତାହା ପାଇଁ ଏହା ବହୁତ ଖରାପ ହବେ। ବକରେେ ପଥର ବାନ୍ଧି ସମୁଦ୍ର ରେ ବୁଡି ମରିବା ତା ପକ୍ଷ ରେ ଭଲ ହବେ।

3ତେଣୁ ସାବଧାନ ରୁହ। ଯଦି ତୁମ୍ଭର ଭାଇ ପାପ କରେ, ତବେେ ତାକୁ କୁହ ଯେ ଭୁଲ କରୁଛି। ସେ ଯଦି ଦୁଃଖ ପ୍ରକାଶ କରି ଆଉ ପାପ କରନୋହିଁ, ତବେେ ତାକୁ କ୍ଷମା ଦିଅ।

4ଯଦି ତୁମ୍ଭର ଭାଇ ଦିନ ଭିତ ରେ ତୁମ୍ଭ ପ୍ରତି ସାତଥର ଅନ୍ଯାୟ କରେ ଓ ପ୍ରତିଥର ଆସି କ ହେ ଯେ, ସେ ଏଥିପାଇଁ ଦୁଃଖିତ, ତବେେ ତାକୁ କ୍ଷମା କରି ଦିଅ।

5ପ୍ ରରେିତମାନେ ପ୍ରଭୁଙ୍କୁ କହିଲେ, ଆମ୍ଭକୁ ଅଧିକ ବିଶ୍ବାସ ପ୍ରଦାନ କର।

Luke 17 illustration - Luke Chapter 17

6ପ୍ରଭୁ କହିଲେ, ଯଦି ତୁମ୍ଭମାନଙ୍କର ବିଶ୍ବାସ ଗୋଟିଏ ଶାରେିଷ ଦାନା ପରିମାଣର ହାଇେଥାଏ, ତବେେ ତୁମ୍ଭମାନେେ ଏହି ତୁତ ଗଛକୁ କହିପାରିବ, ନିଜକୁ ଉପାଡି ନଇେ ସମୁଦ୍ର ରେ ରୋପଣ କର, ତବେେ ଗଛଟି ତୁମ୍ଭମାନଙ୍କ କଥା ମାନିବ।

7ମନକରେ ତୁମ୍ଭମାନଙ୍କ ଭିତରୁ ଜଣକର ଚାକରଟିଏ ଅଛି। ସହେି ଚାକର ତୁମ୍ଭ ବିଲ ରେ କାମ କରିଆ ସେ। ସେ ତୁମ୍ଭ ବିଲ ରେ ହଳ କରି ଆସୁଛି କିମ୍ବା ମେଣ୍ଢାଙ୍କ ଯତ୍ନ ନଇେ ଆ ସେ। ସେ କାମରୁ ଫରେିବା ପରେ ତୁମ୍ଭେ ତାକୁ କ'ଣ କହିବ? ତୁମ୍ଭେ କ'ଣ କହିବ ଯେ, 'ଭିତରକୁ ଆସ ଓ ଖାଇବାକୁ ବସ?'

8ନା, ତୁମ୍ଭେ ତୁମ୍ଭର ଚାକରକୁ କହିବ, 'ମାେ ପାଇଁ କିଛି ଖାଇବାକୁ ପ୍ରସ୍ତୁତ କର। ମାେ ଖିଆପିଆ ସରିଲେ ତୁମ୍ଭମାନେେ ଖାଇବ ଓ ପିଇବ।'

9ଚାକର ବିଶଷେ ଧନ୍ଯବାଦ ବି ପାଇବା କଥା ନୁହେଁ। କାରଣ ମାଲିକ ଯାହା କରିବାକୁ କହନ୍ତି, ସେ କବଳେ ତାହାହିଁ କରେ।

10ତୁମ୍ଭମାନଙ୍କ କ୍ଷେତ୍ର ରେ ସହେି ଏକା କଥା ହବେ। ତୁମ୍ଭମାନଙ୍କୁ ଦିଆଯାଇଥିବା କାମତକ କରି ଦବୋ ପରେ ତୁମ୍ଭମାନଙ୍କର କହିବା ଉଚିତ ଯେ, 'ଆମ୍ଭମାନେେ କୌଣସି ବିଶଷେ ଧନ୍ଯବାଦ ପାଇବାକୁ ଯୋଗ୍ଯ ନୋହୁଁ। କାରଣ ଆମ୍ଭେ ଅ ଯୋଗ୍ଯ ଚାକର ଓ ଆମ୍ଭର ଯାହା କରିବା ଉଚିତ, ଆମ୍ଭେ କବଳେ ତାହାହିଁ କରିଛୁ।'

Luke 17 illustration - Luke Chapter 17

11ଯୀଶୁ ୟିରୂଶାଲମ ଯାତ୍ରା କରୁଥିଲେ। ସେ ଗାଲୀଲୀରୁ ଶମିରୋଣକୁ ଗଲେ।

12ସେ ଗୋଟିଏ େଛାଟ ନଗରକୁ ଆସିଲେ। ସଠାେରେ ତାହାଙ୍କୁ ଦଶ ଜଣ ଲୋକ ଭଟେିଲେ। ସହେି ସମସ୍ତଙ୍କର କୁଷ୍ଠ ରୋଗ ହାଇେଥିବାରୁ ସମାନେେ କହେି ଯୀଶୁଙ୍କର ଅତି ପାଖକୁ ଆସି ପାରିଲେ ନାହିଁ।

13କିନ୍ତୁ ସମାନେେ ଯୀଶୁଙ୍କୁ ପାଟି କରି ଡାକିଲେ, ହେ ପ୍ରଭୁ ଯୀଶୁ! ଦୟାକରି ଆମ୍ଭକୁ ସାହାୟ୍ଯ କର।

14ଯୀଶୁ ଲୋକମାନଙ୍କୁ ଦେଖି କହିଲେ, ତୁମ୍ଭମାନେେ ଯାଇ ନିଜ ଦହକେୁ ଯାଜକମାନଙ୍କୁ ଦଖାେଅ।

15ସହେି ଦଶ ଜଣ ଲୋକ ଯାଜକଙ୍କ ପାଖକୁ ଗଲା ବେଳେ ସୁସ୍ଥ ହାଇଗେଲେ।

Luke 17 illustration - Luke Chapter 17

16ଜଣେ ଲୋକ ନିଜକୁ ସୁସ୍ଥ ହାଇେ ଯାଇଥିବାର ଦେଖି ଯୀଶୁଙ୍କ ପାଖକୁ ଫରେି ଆସିଲା। ସେ ବଡ ପାଟିକରି ନଇଁପଡି ପ୍ରଣାମ କଲା ଓ ତାହାଙ୍କୁ ଧନ୍ଯବାଦ ଦୋଲା। ସେ ଯୀଶୁଙ୍କ ପାଦତଳେ ନଇଁପଡି ପ୍ରମାଣ କଲା ଓ ତାହାଙ୍କୁ ଧନ୍ଯବାଦ ଦଲୋ। ଏହି ଲୋକଟି ଶମିରୋଣର ଅଧିବାସୀ ଥିଲା। ସେ ଯିହୂଦୀ ନଥିଲା,

17ଯୀଶୁ ଉତ୍ତର ଦେଲେ, ଦଶ ଜଣ ଲୋକ ସୁସ୍ଥ ହେଲେ, ତବେେ ଅନ୍ୟ ନଅ ଜଣ କାହାଁନ୍ତି?

18ସୁସ୍ଥ ହାଇେ ସାରିବା ପରେ ପୁଣି ଫରେି ଆସି ପରମେଶ୍ବରଙ୍କୁ ଧନ୍ଯବାଦ ଜଣାଇବା ପାଇଁ କ'ଣ ଏହି ଶମିରୋଣୀୟ ଜଣକ କବଳେ ଥିଲା?

19ତା'ପରେ ଯୀଶୁ ତାହାକୁ କହିଲେ, ଠିଆ ହୁଅ। ତୁମ୍ଭେ ଏବେ ଯାଅ। ତୁମ୍ଭର ବିଶ୍ବାସ କରିଥିବା ହତେୁ ତୁମ୍ଭେ ଭଲ ହାଇଗେଲ।

20କେତକେ ଫାରୂଶୀ ଯୀଶୁଙ୍କୁ ପଚାରିଲେ, ପରମେଶ୍ବରଙ୍କ ରାଜ୍ଯ କବେେ ଆସିବ?

Luke 17 illustration - Luke Chapter 17

21ଲୋକମାନେ କହିବେ ନାହିଁ ଯେ, ' ହଇେ ଦେଖ, ପରମେଶ୍ବରଙ୍କ ରାଜ୍ଯ ଏଠା ରେ ଅଛି କିମ୍ବା ସଠାେରେ ଅଛି। ନା, ପରମେଶ୍ବରଙ୍କ ରାଜ୍ଯ ତୁମ୍ଭମାନଙ୍କ ନିଜ ଭିତ ରେ ଅଛି।'

22ତା'ପରେ ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, ଦିନ ଆସିବ, ଯେତବେେଳେ ତୁମ୍ଭମାନେେ ମନୁଷ୍ଯପୁତ୍ରଙ୍କ ଦିନଗୁଡିକ ମାନଙ୍କ ଭତରୁ ଦିନଟିଏ ଦେଖିବାକୁ ବହୂତ ଇଚ୍ଛା କରିବ। କିନ୍ତୁ ତୁମ୍ଭମାନେେ ତାହା ଦେଖି ପାରିବ ନାହିଁ।

23ଲୋକମାନେ ତୁମ୍ଭମାନଙ୍କୁ କହିବେ, ' ଦେଖ ତାହା ସଠାେରେ!' ' ଦେଖ, ତାହା ଏଠା ରେ! କିନ୍ତୁ ତୁମ୍ଭମାନେେ ଯେଉଁଠି ଅଛ ସହେିଠା ରେ ରୁହ। ବାହାରକୁ ଯାଇ ଖାଜେ ନାହିଁ।

24ମନୁଷ୍ଯପୁତ୍ରଙ୍କର ଫରେି ଆସିବା ସମୟ ତୁମ୍ଭମାନେେ ଜାଣି ପାରିବ। ଯେଉଁ ଦିନ ସେ ଫରେି ଆସିବେ, ସେ ଆକାଶ ରେ ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତର ପର୍ୟ୍ଯନ୍ତ ଉଜ୍ଜ୍ବଳ ବିଜୁଳି ଝଲକିଲା ଭଳି ଦଖାେଯିବେ।

25କିନ୍ତୁ ମନୁଷ୍ଯପୁତ୍ର ପ୍ରଥମେ ଅନକେ ୟନ୍ତ୍ରଣା ଭୋଗ କରିବେ ଏବଂ ବର୍ତ୍ତମାନର ଲୋକମାନଙ୍କ ଦ୍ବାରା ହତ ହବେେ।

Luke 17 illustration - Luke Chapter 17

26ନୋହ ବାସ କରୁଥିବା ସମୟରେ ଯାହା ଘଟିଥିଲା ମନୁଷ୍ଯପୁତ୍ର ଫରେି ଆସିବା ସମୟରେ ସହେି ଏକା କଥା ଘଟିବ।

27ନୋହଙ୍କ ସମୟରେ, ଏପରିକି ନୋହ ଜାହାଜ ରେ ବସିବା ସମୟ ପର୍ୟ୍ଯନ୍ତ ଲୋକମାନେ ଖିଆପିଆ କରୁଥିଲେ ଓ ବିବାହ କରୁଥିଲେ। ତା'ପରେ ବନ୍ଯା ମାଡି ଆସିଲା ଓ ସେ ସମସ୍ତଙ୍କୁ ମାରି ଦଲୋ।

28ପରମେଶ୍ବର ଲୋଟଙ୍କ ସମୟରେ ସଦୋମ ନଗର ଧ୍ବଂସ କଲା ବେଳେ ଯାହା ଘଟିଥିଲା, ଏବେ ମଧ୍ଯ ସହେି କଥା ଘଟିବ। ସହେି ଲୋକମାନେ ସେତବେେଳେ ଖିଆପିଆ, କିଣାବିକା କରୁଥିଲେ। ଗଛ ଲଗାଉଥିଲେ ଓ ନିଜ ପାଇଁ ଘର ତୋଳୁଥିଲେ।

29ଲୋଟ ନଗର ଛାଡି ଚାଲିୟିବା ସମୟ ପର୍ୟ୍ଯନ୍ତ ମଧ୍ଯ ଲୋକମାନେ ଏସବୁ କାମ କରୁଥିଲେ। ତା'ପରେ ସଠାେରେ ଆକାଶରୁ ଅଗ୍ନି ଓ ଗନ୍ଧକ ବର୍ଷା ହେଲା ଓ ତାହା ସମସ୍ତଙ୍କୁ ମାରି ଦଲୋ।

30ଯେତବେେଳେ ମନଷ୍ଯପୁତ୍ର ଫରେି ଆସିବେ, ସେତବେେଳେ ଠିକ୍ ସହେିଭଳି ଘଟଣା ଘଟିବ।

Luke 17 illustration - Luke Chapter 17

31 ସେ ଦିନ ଯଦି କୌଣସି ଲୋକ ତା'ର ଘରର ଛାତ ଉପରେ ଥିବ, ଭିତରକୁ ଯାଇ ଜିନିଷପତ୍ର ଆଣିବାକୁ ତାକୁ ସମୟ ହବେନାହିଁ। ଯଦି କୌଣସି ଲୋକ ବିଲ ରେ ଥିବ, ତବେେ ସେ ଘରକୁ ଫରେି ପାରିବନାହିଁ।

32ଲୋଟଙ୍କ ସ୍ତ୍ରୀଙ୍କର କ'ଣ ହାଇେଥିଲା, ମନେ ପକାଅ।

33ଯେଉଁଲୋକ ନିଜ ଜୀବନ ରକ୍ଷା କରିବାକୁ ଚେଷ୍ଟା କରିବ, ସେ ତାହା ହ ରଇେ ବସିବ। କିନ୍ତୁ ଯେଉଁ ଲୋକ ତା ଜୀବନ ପରିତ୍ଯାଗ କରିବ, ସେ ତାହା ରକ୍ଷା କରିବ।

34ମୁଁ ଫରେି ଆସିବା ସମୟରେ ଗୋଟିଏ କଠାେରୀ ରେ ହୁଏତ ସହେି ରାତି ରେ ଦୁଇଜଣ ଲୋକ ଶୋଇଥାଇ ପାରନ୍ତି, କିନ୍ତୁ ସମାନଙ୍କେ ମଧ୍ଯରୁ ଜଣକୁ ନିଆ ହବେ ଓ ଅନ୍ୟ ଜଣକୁ ଛାଡି ଦିଆୟିବ।

35ହୁଏତ ଦୁଇଜଣ ସ୍ତ୍ରୀଲୋକ ଏକତ୍ର ଚକି ରେ ଶସ୍ଯ ଦାନା ପେଶୁ ଥାଇ ପାରନ୍ତି,

Luke 17 illustration - Luke Chapter 17

36କିନ୍ତୁ ସମାନଙ୍କେ ମଧ୍ଯରୁ ଜଣକୁ ନଇେ ନିଆୟିବ ଓ ଅନ୍ୟ ଜଣକୁ ଛାଡି ଦିଆୟିବ।

37ଶିଷ୍ଯମାନେ ଯୀଶୁଙ୍କୁ ପଚାରିଲେ, ଏ ଘଟଣା କେଉଁଠା ରେ ଘଟିବ ପ୍ରଭୁ?

Chapter Complete

You have read Luke 17

37 verses