Lumina
Luke

Luke 16

Luke 16·Oriya Bible

1ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, ଜଣେ ଧନୀ ଲୋକ ଥିଲେ। ସେ ତାହାଙ୍କ ସମ୍ପତ୍ତିର ବୁଝାସୁଝା କରିବା ପାଇଁ ଗୁମାସ୍ତାଟିଏ ରଖିଲେ। ପରେ ଧନୀ ଲୋକ ଜଣକ ଅଭିଯୋଗ ପାଇଲେ ଯେ, ଗୁମାସ୍ତା ତାହାଙ୍କୁ ଠକୁଥିଲା।

2ଧନୀଲୋକ ଜଣକ ଗୁମାସ୍ତାଙ୍କୁ ଡାକି କହିଲେ, ମୁଁ ତୁମ୍ଭ ବିରୁଦ୍ଧ ରେ ଅନକେ କଥା ଶୁଣୁଛି। ତୁମ୍ଭେ ଯାହା ସବୁ କରିଛ, ତାର ହିସାବ ମାେତେ ଦିଅ। ଏଣିକି ତୁମ୍ଭେ ଆଉ ମାରେ ଗୁମାସ୍ତା ହାଇେ ପାରିବନାହିଁ।'

3ମାସ୍ତା ଜଣକ ମନେ ମନେ ଭବିଲା, 'ଏବେ ମୁଁ କ'ଣ କରିବି? ମାେ ମାଲିକ ମାେ ଚାକିରି ନଇେ ଯାଉଛନ୍ତି। ଗାତ ଖାେଳିବା ପାଇଁ ମାେ ପାଖ ରେ ବଳ ନାହିଁ। ଭିକ ମାଗିଲେ ମାେତେ ଲାଜ ମାଡିବ।'

4ତବେେ ମାେତେ କ'ଣ କରିବାକୁ ହବେ ତା ମୁଁ ଜାଣିଛି। ଯେତବେେଳେ ମୁଁ ଗୁମାସ୍ତା ଚାକିରି ହରାଇବି, ସେତବେେଳେ ଯେପରି ଲୋକେ ସମାନଙ୍କେ ଘ ରେ ମାରେ ସ୍ବାଗତ କରିବେ ସେଥିପାଇଁ ଗୋଟିଏ କାମ ମୁଁ କରିବି।

5ତେଣୁ ଗୁମାସ୍ତା ଜଣକ ମାଲିକଙ୍କଠାରୁ ଋଣ ନଇେଥିବା ପ୍ରେତ୍ୟକକ ଖାତକଙ୍କୁ ଡାକିଲେ। ସେ ପ୍ରଥମେ ଖାତକଟିକୁ ପଚାରିଲେ, 'ମାେ ମାଲିକଙ୍କୁ ତୁମ୍ଭର କେତେ ଦବୋକୁ ଅଛି?'

Luke 16 illustration - Luke Chapter 16

6ଲୋକଟି ଉତ୍ତର ଦଲୋ, 'ଶ ହେ ଟିଣ ତଲେ।' ଗୁମାସ୍ତା ତାକୁ କହିଲେ, 'ଏଇଟି ତୁମ୍ଭର ହିସାବ କାଗଜ ନିଅ। ବସି ପଡି ତାକୁ କମ୍ କରି ଶୀଘ୍ର ପଚାଶ ବୋଲି ଲେଖିଦିଅ।'

7ତା'ପରେ ଗୁମାସ୍ତା ଆଉ ଜଣେ ଖାତକକୁ ପଚାରିଲେ, 'ତୁମ୍ଭର କେତେ ଋଣ ପରିଶାଧେ କରିବାକୁ ଅଛି?' ଖାତକଟି କହିଲା, 'ଶ ହେ ଭରଣ ଗହମ', ଗୁମାସ୍ତା ତାହାଙ୍କୁ କହିଲେ, 'ଏଇଟି ତୁମ୍ଭର ହିସାବ କାଗଜ ନିଅ, ତାକୁ କମ୍ କରି ଅଶୀ ଭରଣ ବୋଲି ଲେଖିଦିଅ।'

8ପରେ ମାଲିକ ସହେି ଅସାଧୁ ଗୁମାସ୍ତାଙ୍କର ପ୍ରଶଂସା କଲେ। କାରଣ ଗୁମାସ୍ତା ଚତୁରତାର ସହିତ କାମ ତୁଲଇେ ଦେଲେ। ତାହାଙ୍କ ଭଳି, ଅନ୍ଯଲୋକମାନଙ୍କ ସହିତ ବ୍ଯବସାୟ କରିବା ରେ ଏହି ସାଂସାରିକ ଲୋକମାନେ ଆଧ୍ଯାତ୍ମିକ ଲୋକମାନଙ୍କ ଅପେକ୍ଷା ଅଧିକ ଚତୁର।

9ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭମାନଙ୍କର ଯାହାସବୁ ଅଛି ସେଥି ରେ ପରମେଶ୍ବରଙ୍କ ସହିତ ମିତ୍ରତା ସ୍ଥାପନ କର। ତେଣୁ ଯେତବେେଳେ ଏ ଜାଗତିକ ଧନ ସରିୟିବ, ସେତବେେଳେ ଚିରନ୍ତନ ନିବାସ ରେ ତୁମ୍ଭମାନଙ୍କୁ ସ୍ବାଗତ କରାୟିବ।

10େଛାଟ େଛାଟ ବିଷୟ ରେ ଯଦି ଜଣକୁ ବିଶ୍ବାସ କରାଯାଇ ପାରିବ, ତବେେ ତାକୁ ବଡ ବିଷୟ ଗୁଡିକ ପାଇଁ ମଧ୍ଯ ବିଶ୍ବାସ କରାଯାଇ ପାରିବ। ଅଳ୍ପ ଜିନିଷ ପାଇଁ ଯଦି ଜଣେ ଅସାଧୁ ହାଇଯୋଏ ତବେେ ସେ ଅଧିକ ଜିନିଷ ପାଇଁ ମଧ୍ଯ ଆସାଧୁ ହାଇଯେିବା

Luke 16 illustration - Luke Chapter 16

11ତୁମ୍ଭମାନେେ ଯଦି ସାଂସାରିକ ସମ୍ପତ୍ତି ପାଇଁ ବିଶ୍ବାସ ଯୋଗ୍ଯ ବୋଲି ପ୍ରମାଣିତ ହାଇେ ପାରିବନାହିଁ, ତବେେ ତୁମ୍ଭମାନଙ୍କୁ ସତ୍ଯ ସମ୍ପତ୍ତି ପାଇଁ କିଏ ବିଶ୍ବାସ କରିବ?

12ତୁମ୍ଭମାନେେ ଯଦି ଅନ୍ୟ କାହାର ଜିନିଷ ରଖିବା ପାଇଁ ବିଶ୍ବାସ ଯୋଗ୍ଯ ବୋଲି ପ୍ରମାଣିତ ହାଇେ ନାହଁ, ତବେେ ତୁମ୍ଭମାନଙ୍କ ନିଜ ଜିନିଷ ମଧ୍ଯ ତୁମ୍ଭମାନଙ୍କୁ ଦିଆ ୟିବନାହିଁ।

13ଜଣେ ସବେକ ଏକା ସଙ୍ଗ ରେ ଦୁଇଜଣ ମାଲିକଙ୍କ ସବୋ କରିପାରିବ ନାହିଁ। ସେ ଜଣକୁ ଘୃଣା କରିବ ଓ ଅନ୍ୟ ଜଣକୁ ଶ୍ରଦ୍ଧା କରିବ। କିମ୍ବା ସେ ଜଣକ ପ୍ରତି ବିଶ୍ବସ୍ତ ରହିବ ଓ ଅନ୍ୟ ଜଣକୁ ବଖାେତିର କରିବ। ତୁମ୍ଭମାନେେ ଏକା ବେଳେ ପରମେଶ୍ବର ଓ ଧନ ଦୁହିଁଙ୍କ ସବୋକରି ପାରିବ ନାହିଁ।

14ଫାରୂଶୀମାନେ ଏହି ସବୁ କଥା ଶୁଣୁଥିଲେ। ଫାରୂଶୀମାନେ ନିଜ ଟଙ୍କାକୁ ଭଲ ପାଉଥିବାରୁ ଯୀଶୁଙ୍କୁ ସମାଲୋଚନା କଲେ।

15ଯୀଶୁ ଫାରୂଶୀମାନଙ୍କୁ କହିଲେ, ଲୋକଙ୍କ ଆଗ ରେ ତୁମ୍ଭମାନେେ ନିଜକୁ ଭଲ ବୋଲି ଦେଖଇେ ହେଉଛ। କିନ୍ତୁ ତୁମ୍ଭମାନଙ୍କ ହୃଦୟ ରେ ପ୍ରକୃତ ରେ କ'ଣ ଅଛି, ତାହା ପରମେଶ୍ବର ଜାଣନ୍ତି। ଯେଉଁସବୁ ବିଷୟକୁ ଲୋକମାନେ ବହୁତ ମୂଲ୍ଯବାନ ବୋଲି ମନେ କରିଥାନ୍ତି, ତାହା ପରମେଶ୍ବରଙ୍କ ଦୃଷ୍ଟି ରେ ମୂଲ୍ଯ ହୀନ।

Luke 16 illustration - Luke Chapter 16

16 ମାଶାଙ୍କେ ନିୟମ ଓ ଭବିଷ୍ଯଦ୍ବକ୍ତାମାନଙ୍କ ଲଖାେ ଅନୁସାରେ ଲୋକମାନେ ଜୀବନଯାପନ କରନ୍ତୁ ବୋଲି ପରମେଶ୍ବର ଚାହିଁଲେ। କିନ୍ତୁ ବାପ୍ତିଜକ ଯୋହନ ଆସିବା ପରଠାରୁ ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରିବା ପାଇଁ ଅନକେ ଲୋକ ଅକ୍ଲାନ୍ତ ଚେଷ୍ଟା କରୁଛନ୍ତି।

17ସ୍ବର୍ଗ ଓ ପୃଥିବୀର ଧ୍ବଂସ ହୁଏତ ସହଜ ରେ ହାଇଯେିବ, ମାତ୍ର ବ୍ଯବସ୍ଥାର କ୍ଷୁଦ୍ରତମ ଅଂଶ ସୁଦ୍ଧା ପରିବର୍ତ୍ତିତ ହବେନାହିଁ।

18ଯଦି ଜଣେ ପୁରୁଷ ନିଜ ପତ୍ନୀକୁ ଛାଡପତ୍ର ଦଇେ ଅନ୍ୟ ଜଣେ ସ୍ତ୍ରୀକୁ ବିବାହ କରେ ତବେେ ସହେି ପୁରୁଷଟି ବ୍ଯଭିଚାର ପାପରେ ଦୋଷୀ ସାବ୍ଯସ୍ତ ହବେ। ଏବଂ ଯେଉଁ ପୁରୁଷ ଜଣେ ପରିତ୍ଯକ୍ତା ସ୍ତ୍ରୀକୁ ବିବାହ କରେ, ସେ ମଧ୍ଯ ବ୍ଯଭିଚାର ପାପରେ ଦୋଷୀ ହବେ।

19ଯୀଶୁ କହିଲେ, ଥରେ ଜଣେ ଧନୀଲୋକ ସଦା ବେଳେ ଭଲ ଭଲ ପୋଷାକ ପିନ୍ଧୁଥିଲା। ସେ ଏତେ ଧନୀ ଥିଲା ଯେ ପ୍ରତିଦିନ ଗୋଟିଏ ବିଳାସପୂର୍ଣ୍ଣ ଭୋଜି ଦବୋକୁ ସକ୍ଷମ ଥିଲା।

20ଲାଜାର ନାମ ରେ ଜଣେ ଅତି ଗରିବ ଲୋକ ଥିଲା। ତା' ଦହେ ଘା' ରେ ଭରି ଯାଇଥିଲା। ଲାଜାର ପ୍ରାୟ ସବୁ ସମୟରେ ଧନୀଲୋକଙ୍କ ଫାଟକ ପାଖ ରେ ପଡି ରହୁଥିଲା।

Luke 16 illustration - Luke Chapter 16

21ଧନୀଲୋକ ଖାଇସାରିବା ପରେ ଯାହା ଛାଡି ଦିଏ ସହେି ଅଇଁଠା ଅଂଶତକ ଖାଇବାକୁ ଚାହୁଁଥିଲା। କୁକୁରମାନେ ଆସି ତା'ର ଘାଆକୁ ଚାଟୁଥିଲେ।

22ପରେ ଲାଜାର ମରିଗଲା। ସ୍ବର୍ଗଦୂତମାନେ ତାହାକୁ ନଇଯାେଇ ଅବ୍ରହାମଙ୍କ କୋଳ ରେ ରଖିଲେ। ଧନୀ ଲୋକ ଜଣକ ମଧ୍ଯ ମରିଗଲା ଓ ତାହାକୁ କବର ଦିଆଗଲା।

23ତାହାକୁ ନର୍କକୁ ପଠାଇ ଦିଆଗଲା। ସଠାେରେ ସେ ବହୁତ ୟନ୍ତ୍ରଣା ଭୋଗ କଲା। ଧନୀଲୋକ ଜଣକ ଉପରକୁ ଅନାଇଲା ଓ ଲାଜାରକୁ କୋଳ ରେ ଧରିଥିବା ଅବ୍ରହାମଙ୍କୁ ବହୁତ ଦୂର ରେ ଦେଖିଲା।

24ସେ ଡାକିଲା, 'ପିତା ଅବ୍ରହାମ, ମାେତେ ଦୟା କର। ମାେ ପାଖକୁ ଲାଜାରକୁ ପଠାଅ। ସେ ତା' ଆଙ୍ଗୁଳି ଟିପକୁ ପାଣି ରେ ବୁଡଇେ ମାେ ଜିଭ ରେ ଟୋପାଏ ଟୋପାଏ ପାଣି ଦେଉ। ମୁଁ ଏହି ନିଆଁ ରେ ବହୁତ ୟନ୍ତ୍ରଣା ଭୋଗ କରୁଛି।'

25କିନ୍ତୁ ଅବ୍ରାହାମ କହିଲେ, 'ପୁଅ, ତୁ ଯେତବେେଳେ ବଞ୍ଚିଥିଲୁ, ସେତବେେଳେ କଥା ଟିକିଏ ମନେ ପକା। ତୁ ଜୀବନ ରେ ସମସ୍ତ ବିଷୟ ପାଇଛୁ। କିନ୍ତୁ ଲାଜାର ପାଇଁ ସମସ୍ତ ଖରାପ ଜିନିଷ ଘଟିଛି। ଏବେ ସେ ଆରାମ ରେ ଅଛି ଓ ତୁ ୟନ୍ତ୍ରଣା ଭୋଗୁଛୁ।

Luke 16 illustration - Luke Chapter 16

26ତା' ଛଡା ତୋର ଓ ଆମ୍ଭ ମଝି ରେ ଗୋଟିଏ ବଡ ଖାତ ଅଛି। ତୋତେ ସାହାୟ୍ଯ କରିବା ପାଇଁ ସହେି ଖାତକୁ କହେି ପାରି ହାଇେ ଯାଇ ପାରିବେ ନାହିଁ।' ଏବଂ ସହେି ସ୍ଥାନ ଛାଡି କହେି ଏଠାକୁ ଆସି ପାରିବେ ନାହିଁ।

27ଧନୀ ଲୋକ ଜଣକ କହିଲେ, ' ତବେେ ପିତା, ଦୟାକରି ଲାଜାରକୁ ପୃଥିବୀ ରେ ଥିବା ମାରେ ବାପାଙ୍କ ଘରକୁ ପଠାଅ।

28ମାରେପାଞ୍ଚଜଣ ଭାଇ ଅଛନ୍ତି। ଲାଜାର ମାରେ ଭାଇମାନଙ୍କୁ ସତର୍କ କରାଇ ଦବେ। ତା ହେଲେ ସମାନେେ ଏ ୟନ୍ତ୍ରଣା ଭୋଗ କରିବା ସ୍ଥାନକୁ ଆସିବେ ନାହିଁ।'

29କିନ୍ତୁ ଅବ୍ରହାମ କହିଲେ, ' ସମାନଙ୍କେ ପାଖ ରେ ମାଶାଙ୍କେ ନିୟମ ଓ ଭବିଷ୍ଯଦ୍ବକ୍ତାମାନଙ୍କ ଲଖାେ ସବୁ ପଢିବା ପାଇଁ ରହିଛି। ସମାନେେ ସେଥିରୁ ଶିକ୍ଷା ଲାଭ କରନ୍ତୁ।'

30ଧନୀ ଲୋକଟି କହିଲା, 'ନା, ପିତା ଅବ୍ରହାମ! ଯଦି ମରି ଯାଇଥିବା ଲୋକମାନଙ୍କ ଭିତରୁ କହେି ଜଣେ ତାହାଙ୍କ ପାଖକୁ ଯାଏ, ତବେେ ସମାନେେ ବିଶ୍ବାସ କରିବେ ଓ ସମାନଙ୍କେର ହୃଦୟ ଓ ଜୀବନକୁ ପରିବର୍ତ୍ତନ କରିବେ।'

Luke 16 illustration - Luke Chapter 16

31କିନ୍ତୁ ଅବ୍ରହାମ ତାହାକୁ କହିଲେ, 'ନା, ଯଦି ତୁମ୍ଭ ଭାଇମାନେ ମାଶାେ ଓ ଭବିଷ୍ଯଦ୍ବକ୍ତାଙ୍କ କଥା ଶୁଣିବେ ନାହିଁ, ତବେେ ସମାନେେ ମୃତ୍ଯୁରୁ ଫରେି ଆସି ଥିବା କୌଣସି ଲୋକଙ୍କ କଥା ମଧ୍ଯ ଶୁଣିବେ ନାହିଁ।'

Chapter Complete

You have read Luke 16

31 verses