Lumina
Luke

Luke 12

Luke 12·Oriya Bible

1ହଜାର ହଜାର ଲୋକ ଆସି ଜମା ହାଇଗେଲେ। ଲୋକେ ଜଣେ ଜଣକୁ ମାଡି ପକାଉ ଥିଲେ। ଲୋକମାନଙ୍କୁ କହିବା ପୂର୍ବରୁ ଯୀଶୁ ପ୍ରଥମେ ନିଜ ଶିଷ୍ଯମାନଙ୍କୁ କହିଲେ, ଫାରୂଶୀମାନଙ୍କ ଖମୀରଠାରୁ ଦୂର ରେ ରୁହ। ମାେ କହିବାର ଅଭିପ୍ରାୟ ହେଉଛି ଯେ, ସମାନେେ କପଟୀ।

2ଲୁଚି ରହିଥିବା ପ୍ରେତ୍ୟକକ ଜିନିଷକୁ ପ୍ରକାଶ କରି ଦିଆୟିବ। ଗୋପନ ରେ ରହିଥିବା ପ୍ରେତ୍ୟକକ ବିଷୟକୁ ପ୍ରକାଶ କରାୟିବ।

3ତୁମ୍ଭମାନେେ ଅନ୍ଧକାର ରେ କହୁଥିବା କଥା ଆଲୁଅ ରେ କହି ଦିଆୟିବ। ଗୋଟିଏ ଏକାନ୍ତ କଠାେରୀ ଭିତ ରେ ଚୁପ୍ କରି କାହା କାନ ରେ ତୁମ୍ଭମାନେେ କିଛି କହିଲେ ମଧ୍ଯ ତାହାକୁ ଘରର ଛାତ ଉପରୁ ଘୋଷଣା କରି ଦିଆୟିବ।

4ତା'ପରେ ଯୀଶୁ ଲୋକମାନଙ୍କୁ କହିଲେ, ହେ ମାରେ ବନ୍ଧୁଗଣ! ମୁଁ ତୁମ୍ଭମାନଙ୍କୁ କହୁଛି, ଲୋକଙ୍କୁ ଭୟ କର ନାହିଁ। ଲୋକେ କବଳେ ଶରୀରକୁ ମାରି ପକାଇବେ। କିନ୍ତୁ ସତେିକି କରି ସାରିବା ପରେ ସମାନେେ ତୁମ୍ଭମାନଙ୍କର ଆଉ ଅଧିକା କିଛି କରି ପାରିବେ ନାହିଁ।

5ତୁମ୍ଭମାନେେ ଯାହାକୁ ଭୟ କରିବା ଉଚିତ ମୁଁ ତୁମ୍ଭମାନଙ୍କୁ ତାହାଙ୍କୁ ଦଖାଇେ ଦବେି। ତୁମ୍ଭମାନଙ୍କୁ ମାରିସାରି ନର୍କ ରେ ଫିଙ୍ଗିଦବୋ ଶକ୍ତି ଯାହାର ଅଛି, ତୁମ୍ଭମାନେେ ସହେି ପରମେଶ୍ବରଙ୍କୁ ଭୟ କରିବା ଉଚିତ। ହଁ, ମୁଁ ତୁମ୍ଭମାନଙ୍କୁ କହୁଛି, କବଳେ ତାହାଙ୍କୁ ଭୟ କର।

Luke 12 illustration - Luke Chapter 12

6ଚଢଇେ ବିକାୟିବା ବେଳେ ପାଞ୍ଚଟା ଚଢଇଙ୍କେର ମୂଲ୍ଯ ଅଳ୍ପ କେତକେ ପଇସା ହୁଏ। ତଥାପି, ପରମେଶ୍ବର ସମାନଙ୍କେ ମଧ୍ଯରୁ ଗୋଟିକୁ ହେଲେ ଭୁଲି ଯାଆନ୍ତି ନାହିଁ।

7ହଁ, ତୁମ୍ଭମାନଙ୍କ ମୁଣ୍ଡ ରେ କେତେ ଗୋଟି ବାଳ ଅଛି, ତାହା ମଧ୍ଯ ପରମେଶ୍ବର ଜାଣନ୍ତି। ଭୟ କର ନାହିଁ। ତୁମ୍ଭମାନଙ୍କର ମୂଲ୍ଯ ଅନକେ ଚଢଇଙ୍କେ ଅପେକ୍ଷା ବହୁତ ଅଧିକ।

8ମୁଁ ତୁମ୍ଭମାନଙ୍କୁ କହୁଛି, ଯେଉଁ ଲୋକ ସମସ୍ତଙ୍କ ଆଗ ରେ ଠିଆ ହାଇେ କ ହେ ଯେ ସେ ମାଠାେ ରେ ବିଶ୍ବାସ କରୁଛି, ତା ହେଲେ ମୁଁ ମନୁଷ୍ଯପୁତ୍ର, ପରମେଶ୍ବରଙ୍କ ଦୂତମାନଙ୍କ ଆଗ ରେ କହିବି ଯେ, ସହେି ଲୋକଟି ମାରେ ନିଜର ଲୋକ।

9କିନ୍ତୁ ଯେଉଁ ଲୋକ ଅନ୍ୟମାନଙ୍କ ଆଗ ରେ ଠିଆ ହାଇେ କୁ ହେ ଯେ, ସେ ମାଠାେ ରେ ବିଶ୍ବାସ କରନୋହିଁ, ତବେେ ମୁଁ ମଧ୍ଯ ପରମେଶ୍ବରଙ୍କ ଦୂତମାନଙ୍କ ଆଗ ରେ କହିବି ଯେ ସେ ଲୋକ ମାେ ନିଜ ଲୋକ ନୁହେଁ।

10ମନୁଷ୍ଯପୁତ୍ରଙ୍କ ବିରୁଦ୍ଧ ରେ କିଛି କହୁଥିବା ଲୋକକୁ କ୍ଷମା କରି ଦିଆଯାଇପା ରେ। କିନ୍ତୁ ପବିତ୍ର-ଆତ୍ମାଙ୍କ ବିରୁଦ୍ଧ ରେ କହୁଥିବା ଲୋକକୁ କ୍ଷମା କରାଯାଇ ପାରିବ ନାହିଁ

Luke 12 illustration - Luke Chapter 12

11ଯେତବେେଳେ ଲୋକମାନେ ତୁମ୍ଭମାନଙ୍କୁ ଯିହୂଦୀ ପ୍ରାର୍ଥନାଗୃହ, ଶାସକ ଏବଂ ଅନ୍ଯାନ୍ଯ ଅଧିକାରୀମାନଙ୍କ ଆଗକୁ ଆଣିବେ, ସେତବେେଳେ ତୁମ୍ଭମାନେେ କିପରି ଉତ୍ତର ଦବେ, ଓ କ'ଣ କହିବ, ସେ ବିଷୟ ରେ ଆଦୌ ଚିନ୍ତା କରନାହିଁ।

12କାରଣ ସହେି ସମୟରେ ପବତ୍ର ଆତ୍ମା ତୁମ୍ଭମାନଙ୍କୁ ଶିଖାଇ ଦବେେ ତୁମ୍ଭମାନଙ୍କୁ କ'ଣ କହିବାକୁ ହବେ।।

13ଜନସମୂହ ମଧ୍ଯରୁ କହେି ଜଣେ ଯୀଶୁଙ୍କୁ କହିଲା, ଗୁରୁ! ଆମ୍ଭର ବାପା ଏବେ ମରିଗଲେ। ଆମ୍ଭ ବାପାଙ୍କ ସମ୍ପତ୍ତିକୁ ଆମ୍ଭ ଭିତ ରେ ଭାଗ କରିବା ପାଇଁ ମାେ ଭାଇକୁ କୁହନ୍ତୁ।

14ଏହା ଶୁଣି ଯୀଶୁ କହିଲେ, ମାେତେ ତୁମ୍ଭମାନଙ୍କର ବିଚାର କରିବାକୁ କିମ୍ବା ତୁମ୍ଭ ବାପାଙ୍କ ସମ୍ପତ୍ତି ତୁମ୍ଭ ଦୁହିଁଙ୍କ ଭିତ ରେ ବାଣ୍ଟି ଦବୋକୁ କିଏ କହିଛି?

15ଯୀଶୁ କହିଲେ, ସାବଧାନର ସହିତ ସମସ୍ତ ପ୍ରକାର ଲୋଭରୁ ନିଜକୁ ଦୂର ରେ ରଖ। ନିଜର ଅଧିକାର ରେ ଥିବା ବିପୁଳ ସଂପତ୍ତରୁ କହେି କବେେ ଜୀବନ ପାଇ ପା ରନୋହିଁ।

Luke 12 illustration - Luke Chapter 12

16ତା'ପରେ ସେ ସମାନଙ୍କେୁ ଗୋଟିଏ ଦୃଷ୍ଟାନ୍ତ ଶୁଣାଇଲେ: ଜଣେ ଧନୀ ଲୋକର କେତକେ ଜମି ଥିଲା। ସହେି ଜମି ରେ ବହୁତ ଖାଦ୍ୟଶସ୍ଯ ଫଳିଲା।

17ଲୋକଟି ମନେ ମନେ ଭାବିଲା, 'ମୁଁ କ'ଣ କରିବି? ମାେ ପାଖ ରେ ମାରେ ସବୁ ଶସ୍ଯତକ ରଖିବା ପାଇଁ ଜାଗା ନାହିଁ।

18ତା'ପରେ ସେ କହିଲା, ଠିକ୍ ଅଛି। କ'ଣ କରିବାକୁ ହବେ, ତାହା ମୁଁ ଜାଣିଛି। ମୁଁ ପ୍ରଥମେ ଅମାରଗୁଡିକ ଭାଙ୍ଗି ଦଇେ ବଡବଡ ଅମାର ତିଆରି କରିବା ଏବଂ ସବୁତକ ଗହମ ଓ ଭଲ ଜିନିଷ ତକ ଏକାଠି ନୂଆ ଅମାରମାନଙ୍କ ରେ ରଖି ଦବେି।

19ତା'ପରେ ମୁଁ ନିଜକୁ କହି ପାରିବି, ମୁଁ ଅନକେ ଉତ୍ତମ ପଦାର୍ଥ ଅନକେ ବର୍ଷ ପାଇଁ ସଞ୍ଚୟ କରି ରଖିଛି। ଏଥର ଆରାମ କର। ଖାଇପିଇ ମଉଜ କର।'

20କିନ୍ତୁ ପରମେଶ୍ବର ତାହାକୁ କହିଲେ, 'ଆ ରେ ନିର୍ବୋଧ ମନୁଷ୍ଯ! ଆଜି ରାତି ରେ ତୁ ମରିୟିବୁ। ତୁ ଯେଉଁ ପଦାର୍ଥତକ ତୋ ପାଇଁ ସାଇତି କରି ରଖିଛୁ, ତାହା କ'ଣ ହବେ? ସେ ସବୁ କିଏ ଭୋଗ କରିବ?'

Luke 12 illustration - Luke Chapter 12

21ଯେଉଁଲୋକ କବଳେ ନିଜ ପାଇଁ ଅନକେ ପଦାର୍ଥ ସାଇତି କରି ରେଖ, ତା ହେ ପ୍ରତି ଏହିଭଳି ଘଟିବ। ପରମେଶ୍ବରଙ୍କ ଦୃଷ୍ଟି ରେ ସହେିଲୋକ ଆଦୌ ଧନୀ ନୁହେଁ।'

22ଯୀଶୁ ପୁଣି ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, ଏଣୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ କ'ଣ ଖାଇ ଜୀବନ ଧାରଣ କରିବ, ସେଥିପାଇଁ ଚିନ୍ତା କରନାହିଁ। ଶରୀର ଆବୃତ କରିବା ପାଇଁ ଯେଉଁ ଲୁଗା ପଟା ଦରକାର, ସେଥିପାଇଁ ଚିନ୍ତା କରନାହିଁ।

23କାରଣ ଜୀବନ ଖାଇବା ଠାରୁ ଓ ଶରୀର ପିନ୍ଧିବା ଠାରୁ ଅଧିକ ମହତ୍ବପୂର୍ଣ୍ଣ।

24ପକ୍ଷୀଗୁଡିକୁ ଦେଖ। ସମାନେେ ବିହନ ବୁଣନ୍ତି ନାହିଁ, କି ଫସଲ ଅମଳ କରନ୍ତି ନାହିଁ। ସଞ୍ଚୟ କରିବା ପାଇଁ ପକ୍ଷୀମାନଙ୍କ ପାଖ ରେ ଭଣ୍ଡାର ନାହିଁ, କି ଅମାର ନାହିଁ। ତଥାପି ପରମେଶ୍ବର ସମାନଙ୍କେୁ ଖାଇବାକୁ ଦଇେଥାନ୍ତି। ତୁମ୍ଭମାନେେ ତ ପକ୍ଷୀମାନଙ୍କ ଅପେକ୍ଷା କେତେ ଅଧିକ ମୂଲ୍ଯବାନ।

25ତୁମ୍ଭମାନଙ୍କ ଭିତ ରେ କ'ଣ ଏପରି କିଏ ଅଛି, ଯେ କି ଏଗୁଡିକ ପାଇଁ ବ୍ଯସ୍ତ ହବୋ ଦ୍ବାରା ନିଜ ପରମାଯୁ ରେ ଆଉ ଘଡିଏ ସମୟ ୟୋଡି ପାରିବ?

Luke 12 illustration - Luke Chapter 12

26ତବେେ ତୁମ୍ଭମାନେେ ଯଦି ଏଡିକି େଛାଟିଆ କାମଟିଏ କରି ପାରିବନାହିଁ, ତବେେ ଅନ୍ୟସବୁ ବଡବଡ କାମ ପାଇଁ କାହିଁକି ବ୍ଯସ୍ତ ହାଇେ ପଡୁଛ?

27ବନ୍ଯ ଫୁଲଗୁଡିକୁ ଦେଖ, ସମାନେେ କିପରି ଫୁଟନ୍ତି? ସମାନେେ ପରିଶ୍ରମ କରନ୍ତି ନାହିଁ, କି ଲୁଗା ବୁଣନ୍ତି ନାହିଁ। କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ ସବୁଠାରୁ ମହାନ୍ ଓ ଧନବାନ ରାଜା ଶଲମାନେ ମଧ୍ଯ ସହେି ଫୁଲମାନଙ୍କ ମଧ୍ଯରୁ କୌଣସି ଗୋଟିଏ ପରି ସୁଦ୍ଧା ସୁସଜ୍ଜିତ ହାଇପୋରି ନଥିଲେ।

28ପରମେଶ୍ବର ପଡିଆର ଘାସକୁ ମଧ୍ଯ ସହେିପରି ବସ୍ତ୍ର ଦଇେଛନ୍ତି। ସହେି ଘାସ ଆଜି ବଞ୍ଚିଛି। ଆସନ୍ତା କାଲି ତାକୁ ନିଆଁ ରେ ଜଳିବା ପାଇଁ ଫିଙ୍ଗି ଦିଆୟିବ। ତୁମ୍ଭମାନଙ୍କ ଜାଣି ରଖିବା ଉଚିତ ଯେ, ପରମେଶ୍ବର ତୁମ୍ଭମାନଙ୍କୁ ତାଠାରୁ ବହୁତ ଅଧିକ ବସ୍ତ୍ର ଦବେେ। ପରମେଶ୍ବରଙ୍କଠା ରେ ତୁମ୍ଭମାନଙ୍କର କ'ଣ ଏତିକି ବିଶ୍ବାସ ନାହିଁ?

29ତେଣୁ ତୁମ୍ଭମାନେେ କ'ଣ ଖାଇବ, କ'ଣ ପିଇବ ସେ ବିଷୟ ରେ ଆଦୌ ଚିନ୍ତା କରନାହିଁ। ଆଦୌ ବ୍ଯସ୍ତ ହୁଅନାହିଁ।

30ଏ ପୃଥିବୀ ରେ ସମସ୍ତେ ସଗେୁଡିକ ପାଇବା ପାଇଁ ଚେଷ୍ଟା କରୁଛନ୍ତି। ତୁମ୍ଭମାନଙ୍କର ପରମପିତା ଜାଣିଛନ୍ତି ଯେ, ତୁମ୍ଭମାନଙ୍କର ସଗେୁଡିକ ଦରକାର।

Luke 12 illustration - Luke Chapter 12

31ବରଂ ତୁମ୍ଭମାନଙ୍କର ଯେଉଁ ବିଷୟଟି ଚାହିଁବା ଉଚିତ, ତାହା ହେଉଛି ସ୍ବର୍ଗରାଜ୍ଯ। ତା ହେଲେ ତୁମ୍ଭମାନେେ ଦରକାର କରୁଥିବା ଏହି ସମସ୍ତ ବିଷୟ ତୁମ୍ଭମାନଙ୍କୁ ଦିଆୟିବ।

32 ହେ ସାନ ମଷେପଲ! ଭୟ କର ନାହିଁ। ତୁମ୍ଭମାନଙ୍କ ପରମପିତା ତୁମ୍ଭମାନଙ୍କୁ ସହେି ସ୍ବର୍ଗ ରାଜ୍ଯ ଦବୋକୁ ଚାହାଁନ୍ତି।

33ତେଣୁ ତୁମ୍ଭମାନେେ ନିଜର ସମସ୍ତ ସମ୍ପତ୍ତି ବିକି ଦଇେ ସହେି ଟଙ୍କା ଗରିବ ଲୋକଙ୍କ ମଧ୍ଯ ବାଣ୍ଟି ଦିଅ। ଏ ସଂସାରର ଧନସମ୍ପତ୍ତି ସବୁଦିନ ପାଇଁ ରହିବନାହିଁ। ତେଣୁ ସବୁଦିନ ରହୁ ପାରୁଥିବା ଧନସମ୍ପତ୍ତି ସଂଗ୍ରହ କରା ନିଜ ପାଇଁ ସ୍ବର୍ଗ ରେ ଧନସମ୍ପତ୍ତି ସଂଗ୍ରହ କର। ଏହା ଚିରକାଳ ରହିବ। ସ୍ବର୍ଗ ରେ ତୁମ୍ଭମାନଙ୍କ ସମ୍ପତ୍ତିକୁ କହେି ଚୋ ରଇେ ନଇେ ପାରିବନାହିଁ କି ତାକୁ କୀଟ ନଷ୍ଟ କରି ପାରିବ ନାହିଁ।

34ତୁମ୍ଭମାନଙ୍କର ଧନସମ୍ପତ୍ତି ଯେଉଁଠା ରେ ରହିବ, ତୁମ୍ଭମାନଙ୍କ ହୃଦୟ ମଧ୍ଯ ସହେିଠା ରେ ରହିବ।

35କର୍ମ ପାଇଁ ସର୍ବଦା ପ୍ରସ୍ତୁତ ରୁହ। ତୁମ୍ଭର ଦୀପଗୁଡିକ ଜଳଇେ ରଖ।

Luke 12 illustration - Luke Chapter 12

36ବିବାହ ଭୋଜିରୁ ଫରେି ମାଲିକ ଯେପରି ତୁମ୍ଭମାନଙ୍କୁ ପ୍ରସ୍ତୁତ ଦେଖନ୍ତି, ଏପରି ଚାକରମାନଙ୍କ ଭଳି ହୁଅ। କାରଣ ମାଲିକ ଫରେି ଆସି କବାଟ ବାଡଇବୋ ମାତ୍ ରେ ଚାକରମାନେ ସଙ୍ଗେସଙ୍ଗେ ମାଲିକକୁ ଦୁଆର ଫିଟଇେ ଦବେେ।

37ସହେି ଚାକରମାନେ ଧନ୍ଯ, ଯେଉଁମାନଙ୍କୁ ମାଲିକ ଫରେିଆସି ଦେଖିବେ ଯେ ସମାନେେ ଜାଗ୍ରତ ଅଛନ୍ତି ଓ ତାହାଙ୍କୁ ଅପେକ୍ଷା କରି ରହିଛନ୍ତି। ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି। ମାଲିକ ମଧ୍ଯ ସମାନଙ୍କେ ସବୋ ପାଇଁ ନିଜକୁ ପ୍ରସ୍ତୁତ କରିବେ। ସେ ସମାନଙ୍କେୁ ବସିବା ପାଇଁ କହିବେ ଓ ନିଜେ ଖାଦ୍ୟ ପରଶି ଦବେେ।

38ସହେି ଚାକରମାନଙ୍କୁ ମାଲିକଙ୍କ ପାଇଁ ଅଧରାତି ବା ତା'ଠାରୁ ଆହୁରି ଅଧିକ ସମୟ ଅପେକ୍ଷା କରିବାକୁ ପଡିପା ରେ। କିନ୍ତୁ ମାଲିକ ଯେତବେେଳେ ଫରେିଆସି ସମାନଙ୍କେୁ ସପେର୍ୟ୍ଯନ୍ତ ଅପେକ୍ଷା କରିଥିବାର ଦେଖିବେ, ସେତବେେଳେ ସମାନେେ ଖୁସି ହାଇଯେିବେ।

39ମନରେଖ, ଯଦି ଘରର ମାଲିକ ଆଗରୁ ଜାଣିପାରନ୍ତି ଯେ, ଚୋର କେତବେେଳେ ଆସିବ, ତବେେ ସେ ଚୋରକୁ ଘ ରେ ପଶିବାକୁ ଦିଅନ୍ତେ ନାହିଁ।

40ଏଣୁ ତୁମ୍ଭମାନେେ ମଧ୍ଯ ପ୍ରସ୍ତୁତ ରୁହ। କାରଣ ମନଷ୍ଯପୁତ୍ର ଏପରି ଏକ ସମୟରେ ଆସିବେ, ଯେଉଁ ସମୟରେ ସେ ଆସିବେ ବୋଲି ତୁମ୍ଭମାନେେ ଆଦୌ ଭାବି ପାରି ନଥିବ।

Luke 12 illustration - Luke Chapter 12

41ପିତର ପଚାରିଲେ, ପ୍ରଭୁ! ଏହି ଦୃଷ୍ଟାନ୍ତ ଆପଣ ଆମ୍ଭ ପାଇଁ କହୁଛନ୍ତି ନା ସମସ୍ତଙ୍କ ପାଇଁ?

42ଏହା ଶୁଣି ଯୀଶୁ କହିଲେ, ବିଶ୍ବାସୀ ଓ ବୁଦ୍ଧିମାନ ସବେକ କିଏ? ମାଲିକ ଅନ୍ୟ ସବେକ ମାନଙ୍କୁ ସମାନଙ୍କେର ଖାଦ୍ୟ ଠିକ୍ ସମୟରେ ଦବୋ ପାଇଁ ଜଣେ ଚାକରକୁ ଦାଯିତ୍ବ ଦଇେଥାନ୍ତି, ଯାହାକୁ ଏ କାମ କରିବା ପାଇଁ ମାଲିକ ବିଶ୍ବାସ କରିବସେ ସେ ସବେକ କିଏ?

43ମାଲିକ ଯବେେ ଆସିଲେ ମଧ୍ଯ ଯେଉଁ ସବେକକୁ ସବୁବେଳେ କାମ ତୁଲାଉଥିବାର ଦେଖିବେ, ସହେି ସବେକ ବହୁତ ଖୁସି ହବେ।

44ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି। ମାଲିକ ତାକୁ ତାହାଙ୍କ ସମସ୍ତ ସମ୍ପତ୍ତିର ଦାଯିତ୍ବ ରେ ରହିବା ପାଇଁ ବାଛିବେ।

45କିନ୍ତୁ ଯଦି ସବେକଟି ଦୁଷ୍ଟ ହାଇେଥିବ ଓ ମନମେନେ କହିବ, ମାେ ମାଲିକ ତୁରନ୍ତ ଆସିବେ ନାହିଁ, ତବେେ କ'ଣ ଘଟିବ? ସେ ଅନ୍ୟ ପୁରୁଷ ଓ ମହିଳା ସବେକମାନଙ୍କୁ ମାରପିଟ୍ କରିବା ଆରମ୍ଭ କରିଦବେ ଓ ନିଜେ ଖିଆପିଆ ରେ ବୁଡି ରହିବ ଓ ମଦ ପିଇ ମାତାଲ ହବେ।

Luke 12 illustration - Luke Chapter 12

46ତା'ପରେ ସହେି ସବେକଟିର ମାଲିକ କୌଣସି ଦିନ ଆସି ପହଁଚିଯିବେ। ସେତବେେଳେ ସବେକଟି ପ୍ରସ୍ତୁତ ନଥିବ। ମାଲିକ ଆସି ଏପରି ହଠାତ୍ ପହଞ୍ଚିଯିବେ ବୋଲି ସବେକଟି ଭାବି ମଧ୍ଯ ପାରି ନଥିବ। ତା'ପରେ ମାଲିକ ସବେକଟିକୁ କଠିନ ଦଣ୍ଡ ଦବେେ ଓ ଅନ୍ୟ ଅବାଧ୍ଯ ଲୋକଙ୍କ ପାଖକୁ ତଡି ଦବେେ।

47 ଯେଉଁ ସବେକ ଆଗରୁ ଜାଣିଥାଏ ଯେ, ମାଲିକଙ୍କ ଇଚ୍ଛା କ'ଣ କିନ୍ତୁ ସେଥିପାଇଁ ଆଦୌ ତତ୍ପର ହୁଏନାହିଁ, କିମ୍ବା ମାଲିକଙ୍କ ଇଚ୍ଛା ଅନୁସାରେ କାମ କରନେି, ସହେିଭଳି ସବେକକୁ ଭୀଷଣ ଦଣ୍ଡ ଦିଆୟିବ।

48କିନ୍ତୁ ଯେଉଁ ସବେକ ନିଜ ମାଲିକଙ୍କ ଇଚ୍ଛା ବିଷୟ ରେ କିଛି ଜାଣି ନଥାଏ, ସେ ଦଣ୍ଡନୀୟ କାମ କରିବ ସେ। ତବେେ ତାକୁ ସେଥିପାଇଁ ନିଜ କର୍ତ୍ତବ୍ଯ ବିଷୟ ରେ ଜାଣିଥିବା ଚାକର ଅପେକ୍ଷା କମ୍ ଦଣ୍ଡ ଦିଆୟିବ। କାରଣ ଯେଉଁ ଲୋକକୁ ଅଧିକ ଦିଆଯାଇଛି, ସେ ବିଷୟ ପାଇଁ ଦାଯୀ ହବେ। ଯେଉଁ ଲୋକକୁ ଅଧିକ ଦିଆଯାଇଛି ତାଠାରୁ ବହୁତ ଅଧିକ ଆଶା କରାୟିବ।

49ଯୀଶୁ କହି ଚାଲିଲେ, ମୁଁ ଏ ପୃଥିବୀ ରେ ନିଆଁ ଜଳଇବୋକୁ ଆସିଛି। ମୁଁ ଚାହୁଁଛି ଏହା ଆଗରୁ ଜଳୁଥାନ୍ତା।

50ମାେତେ 'ଅନ୍ୟପ୍ରକାରର ବାପ୍ତିସ୍ମ' ଦ୍ବାରା ବାପ୍ତିଜିତ ହବୋକୁ ପଡିବ। ଏହା ନ ହବୋ ପର୍ୟ୍ଯନ୍ତ ମୁଁ ପୀଡା ଅନୁଭବ କରୁଛି।

Luke 12 illustration - Luke Chapter 12

51ତୁମ୍ଭମାନେେ କ'ଣ ଭାବୁଛ ଯେ ମୁଁ ଶାନ୍ତି ଦବୋ ପାଇଁ ଏ ପୃଥିବୀକୁ ଆସିଛି? ନା, ମୁଁ ପୃଥିବୀକୁ ଭାଗ ଭାଗ କରିଦବୋକୁ ଆସିଛି।

52ଏଣିକି ବର୍ତ୍ତମାନଠାରୁ ଗୋଟିଏ ଘ ରେ ପାଞ୍ଚଜଣ ଲୋକ ଥିଲେ ସମାନେେ ପରସ୍ପରର ବିରୋଧୀ ହାଇଯେିବେ।

53ବାପ ପୁଅର ବିରୋଧୀ, ପୁଅ ବାପର ବିରୋଧୀ, ମାଆ ଝିଅର ବିରୋଧୀ, ଝିଅ ମାଆର ବିରୋଧୀ, ଶାଶୁ ବୋହୁର ବିରୋଧୀ ଓ ବୋହୁ ଶାଶୁର ବିରୋଧୀ ହାଇଯେିବ।

54ଯୀଶୁ ଲୋକମାନଙ୍କୁ କହିବାକୁ ଲାଗିଲେ, ତୁମ୍ଭମାନେେ ପଶ୍ଚିମ ଦିଗରୁ ମେଘ ଉଠିବା ଦେଖିଲେ କୁହ, 'ଝଡବର୍ଷା ଆସୁଛି' ତା'ପରେ ତାହାହିଁ ହୁଏ।

55ଦକ୍ଷିଣ ଦିଗରୁ ପବନ ବୋହିଲେ ତୁମ୍ଭମାନେେ କୁହ, 'ଗରମ ହବେ।' ତା'ପରେ ତାହାହିଁ ହୁଏ।

Luke 12 illustration - Luke Chapter 12

56ହେ କପଟୀଗଣ! ତୁମ୍ଭମାନେେ ପାଗ ବାଷୟ ରେ ତ ଜାଣି ପାରୁଛ। ତବେେ ଏହି ସମୟରେ କ'ଣ ଘଟୁଛି, ତାହା କାହିଁକି ଜାଣି ପାରୁନାହଁ?

57ଯାହା ଠିକ୍, ତାହା ତୁମ୍ଭମାନେେ ନିଜେ ନିଷ୍ପତ୍ତି କରି ପାରୁନାହଁ କାହିଁକି?

58ଯଦି ତୁମ୍ଭେ ତୁମ୍ଭ ବିରୋଧୀ ସହିତ ବିଚାରାଳୟକୁ ଯାଉଛ, ତବେେ ରାସ୍ତା ରେ ତା ସହିତ ବୁଝାମଣା କରିବାକୁ ଚେଷ୍ଟା କର। ତା ନ ହେଲେ ସେ ତୁମ୍ଭକୁ ବିଚାରପତିଙ୍କ ଆଗକୁ ଟାଣିନବେ। ବିଚାରପତି ତୁମ୍ଭକୁ ଅଧିକରୀଙ୍କ ହାତ ରେ ଦଇେ ଦବେେ ଏହଂ ଅଧିକାରୀ ତୁମ୍ଭକୁ କାରାଗାର ରେ ବନ୍ଦୀ କରିବେ।

59ଯେଉଁଦିନ ପର୍ୟ୍ଯନ୍ତ ତୁମ୍ଭେ ପ୍ରେତ୍ୟକକ ଋଣର ମୂଲ୍ଯ ଶଷେ ପଇସା ପର୍ୟ୍ଯନ୍ତ ନଦଇେଛ, ସେ ପର୍ୟ୍ଯନ୍ତ ତୁମ୍ଭମାନେେ ସଠାରୁେ ମୁକ୍ତି ପାଇ ପାରିବ ନାହିଁ।

Chapter Complete

You have read Luke 12

59 verses