Lumina
Leviticus

Aaron Begins His Ministry

Leviticus 9·Oriya Bible

1ଅନନ୍ତର ଅଷ୍ଟମ ଦିନ ରେ ମାଶାେ ହାରୋଣ ଓ ତାଙ୍କର ପୁତ୍ରଗଣଙ୍କୁ ଓ ଇଶ୍ରାୟେଲର ପ୍ରାଚୀନବର୍ଗଙ୍କୁ ଡକାଇଲେ।

2ମାଶାେ ହାରୋଣଙ୍କୁ କହିଲେ, ତୁମ୍ଭେ ପାପାର୍ଥକ ବଳି ନିମନ୍ତେ ଏକ ନିଖୁଣ ମଷେଛୁଆ ଓ ହାମବେଳି ନିମନ୍ତେ ଏକ ନିଖୁଣ ମଷେ ନଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ଉତ୍ସର୍ଗ କର।

3ଇଶ୍ରାୟେଲର ଲୋକମାନଙ୍କୁ କୁହ, ' ସମାନେେ ସଦାପ୍ରଭୁଙ୍କ ସମ୍ମୁଖ ରେ ପାପାର୍ଥକ ବଳି ନିମନ୍ତେ ଏକ ଅଣ୍ଡିରା ଛାଗ ଓ ହାମବେଳି ନିମନ୍ତେ ଏକ ଗୋବତ୍ସ ଓ ମଷେ ଶାବକ ନବେେ, କାରଣ ସଦାପ୍ରଭୁ ଏହା ଆଜ୍ଞା କରିଛନ୍ତି। ବାଛୁରୀ ଏବଂ ମଷେଛୁଆ ନିଶ୍ଚଯ ଏକ ବର୍ଷୀଯ ଓ ନିଖୁଣ ହାଇେଥିବେ।

4ପୁଣି ସହଭାଗିତାର ବଳି ନିମନ୍ତେ ଏକ ଷଣ୍ଢ ଓ ଏକ ମଷେ ନିଅ। ସମାନେେ ସହେି ଜିନିଷଗୁଡିକ ସଦାପ୍ରଭୁଙ୍କ ସମ୍ମୁଖ ରେ ଅର୍ପଣ କରିବା ଉଚିତ୍। କାରଣ ସଦାପ୍ରଭୁ ଆଜି ସମାନଙ୍କେୁ ଦର୍ଶନ ଦେଉଛନ୍ତି।'

5ତେଣୁ ସମସ୍ତ ଲୋକ ସମାଗମ ତମ୍ବୁ ନିକଟକୁ ଆସିଲେ ଓ ମାଶାଙ୍କେ ଆଜ୍ଞା ଅନୁସାରେ ସମସ୍ତ ଜିନିଷ ଆଣିଥିଲେ, ସମାନେେ ସଦାପ୍ରଭୁଙ୍କ ସମ୍ମୁଖ ରେ ଛିଡା ହେଲେ।

Leviticus 9 illustration - Leviticus Chapter 9

6ତା'ପରେ ମାଶାେ କହିଲେ, ଏହି କଥା କରିବାକୁ ସଦାପ୍ରଭୁ ତୁମ୍ଭମାନଙ୍କୁ ଆଜ୍ଞା ଦେଲେ। ଏହା କଲେ ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ମହିମା ପ୍ରକାଶ ପାଇବ।

7ତା'ପରେ ମାଶାେ ହାରୋଣଙ୍କୁ କହିଲେ, ୟଜ୍ଞବଦେୀ ନିକଟକୁ ଆସ ଓ ଲୋକମାନଙ୍କ ଦ୍ବାରା କରାୟାଇଥିବା ପାପର ପା୍ରଯଶ୍ଚିତ ପାଇଁ ପାପାର୍ଥକ ବଳି ଓ ହାମବେଳି ଉତ୍ସର୍ଗ କର। ତା'ପରେ ଲୋକମାନଙ୍କର ଉପହାର ଉତ୍ସର୍ଗ କର ଓ ପ୍ରାଯଶ୍ଚିତ କର। କାରଣ ସଦାପ୍ରଭୁ ତୁମ୍ଭକୁ ଏହା କରିବା ପାଇଁ ଆଜ୍ଞା ଦଇେଛନ୍ତି।

8ତହୁଁ ହାରୋଣ ୟଜ୍ଞବଦେୀ ନିକଟକୁ ୟାଇ ନିଜ ପାଇଁ ପାପାର୍ଥକ ବଳିର ଗୋବତ୍ସ ବଧ କଲେ।

9ତା'ପରେ ହାରୋଣଙ୍କ ପୁତ୍ରଗଣ ତାଙ୍କ ନିକଟକୁ ରକ୍ତ ଆଣିଲେ ତହିଁରେ ସେ ନିଜର ଆଙ୍ଗୁଳି ବୁଡାଇ ୟଜ୍ଞବଦେୀର ଶିଙ୍ଗ ଉପରେ ଛିଞ୍ଚିଲେ ଓ ଅବଶିଷ୍ଟ ରକ୍ତ ୟଜ୍ଞବଦେୀ ମୂଳ ରେ ଢାଳିଲେ।

10ସଦାପ୍ରଭୁଙ୍କ ମାଶାେ ପ୍ରତି ଆଜ୍ଞାନୁସା ରେ ହାରୋଣ ମଦେ, ଗୁରୁଦା ଓ ୟକୃତର ଆଚ୍ଛାଦିତ ହାଇେଥିବା ପାପାର୍ଥକ ବଳିସବୁକୁ ୟଜ୍ଞବଦେୀ ଉପରେ ଦଗ୍ଧ କଲେ।

Leviticus 9 illustration - Leviticus Chapter 9

11ତା'ପରେ ସେ ମାଂସ ଓ ଚର୍ମ ନଇେ ଛାଉଣୀର ବାହା ରେ ସଗେୁଡିକୁ ଦଗ୍ଧ କଲେ।

12ତାହାପରେ ହାରୋଣ ହାମବେଳି ପାଇଁ ଗୋବତ୍ସ ବଧ କଲେ। ତାଙ୍କର ପୁତ୍ରମାନେ ତାଙ୍କ ନିକଟକୁ ରକ୍ତ ଆଣିଲେ ଓ ହାରୋଣ ୟଜ୍ଞବଦେୀ ଉପରେ ଚାରିଆଡେ ସିଞ୍ଚନ କଲେ।

13ତା'ପରେ ତାଙ୍କର ପୁତ୍ରଗଣ ତାଙ୍କ ନିକଟରେ ହାମବେଳିର ଖଣ୍ଡ ଖଣ୍ଡ ମାଂସ ଓ ମସ୍ତକ ସମର୍ପଣ କଲେ। ସେ ସମସ୍ତ ୟଜ୍ଞବଦେୀ ଉପରେ ଦଗ୍ଧ କଲେ।

14ହାରୋଣ ମଧ୍ଯ ହାମବେଳିର ଅନ୍ତ ଓ ଗୋଡ ଧୌତ କଲେ ଓ ସେ ସମସ୍ତ ୟଜ୍ଞବଦେୀ ଉପରେ ଦଗ୍ଧ କଲେ।

15ତାହାପରେ ସେ ଲୋକମାନଙ୍କ ଉପହାର ନିକଟକୁ ଆଣିଲେ। ଲୋକମାନଙ୍କର ପାପାର୍ଥକ ଛାଗ ନଇେ ପ୍ରଥମଟି ପରି ବଧ କରି ପାପାର୍ଥ ରେ ତାହା ଉତ୍ସର୍ଗ କଲେ।

Leviticus 9 illustration - Leviticus Chapter 9

16ହାରୋଣ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ହାମବେଳି ବିଧି ଅନୁସାରେ ଉତ୍ସର୍ଗ କଲେ।

17ପୁଣି ହାରୋଣ ଭକ୍ଷ୍ଯ ନବୈେଦ୍ଯ ବଦେୀ ନିକଟକୁ ଆଣି ତହିଁରୁ ମୁଠିଏ ନଇେ ପ୍ରଭାତର ହାମବେଳି ସହିତ ୟଜ୍ଞବତେୀ ଉପରେ ତାହା ଦଗ୍ଧ କଲେ।

18ଆଉ ମଧ୍ଯ ସେ ଲୋକମାନଙ୍କର ମଙ୍ଗଳାର୍ଥକ ବଳିର ଗୋରୁ ଓ ମଷେ ବଧ କଲେ, ହାରୋଣଙ୍କ ପୁତ୍ରଗଣ ବଳିର ରକ୍ତ ଆଣି ତାଙ୍କୁ ସମର୍ପଣ କଲେ ଓ ସେ ତାହାକୁ ୟଜ୍ଞବଦେୀ ଉପରେ ଚାରିଆଡେ ସିଞ୍ଚିନ କଲେ।

19ପୁଣି ତାଙ୍କର ପୁତ୍ରଗଣ ଷଣ୍ଢ ମଦେ ଓ ମଷେଛୁଆର ମଦେ ମଦମେଯ ଲାଙ୍ଗୁଳ, ଅନ୍ତ ଓ ଗୁରୁଦାର ଉପରିସ୍ଥ ମଦେ ଓ ୟକୃତର ଉପରିସ୍ଥ ଅନ୍ତାପ୍ଲାବକ ତାଙ୍କ ନିକଟକୁ ଆଣିଲେ।

20ଏହି ସବୁ ମଦେ ସମାନେେ ଗୋରୁ ଓ ମଷେର ବକ୍ଷ ଉପରେ ରଖିଲେ ଓ ହାରୋଣ ସେ ସମସ୍ତ ବଦେୀ ଉପରେ ଦଗ୍ଧ କଲେ।

Leviticus 9 illustration - Leviticus Chapter 9

21ମାଶାଙ୍କେ ଆଜ୍ଞା ଅନୁସାରେ ହାରୋଣ ସଦାପ୍ରଭୁଙ୍କ ସମ୍ମୁଖ ରେ ବକ୍ଷ ଓ ଡାହାଣ ଚଟୁଆ ଦୋଳନୀଯ ନବୈେଦ୍ଯ ରୂପେ ଦୋଳନ କଲେ।

22ତା'ପରେ ହାରୋଣ ଆପଣା ହସ୍ତ ଉତ୍ତୋଳନ କରି ଲୋକମାନଙ୍କୁ ଆଶୀର୍ବାଦ କଲେ। ସେ ପାପାର୍ଥକ ବଳି, ହାମବେଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲାପରେ ସେ ୟଜ୍ଞବଦେୀ ତଳକୁ ଓହ୍ଲାଇ ଆସିଲେ।

23ଅନନ୍ତର ମାଶାେ ଓ ହାରୋଣ ସମାଗମ ତମ୍ବୁ ରେ ପ୍ରବେଶ କଲେ। ପୁଣି ବାହାରକୁ ଆସି ଲୋକମାନଙ୍କୁ ଆଶିର୍ବାଦ କଲେ। ସେତବେେଳେ ସବୁ ଲୋକଙ୍କ ପ୍ରତି ସଦାପ୍ରଭୁଙ୍କର ମହିସା ପ୍ରକଟିତ ହେଲା।

24ପୁଣି ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହାଇେ ୟଜ୍ଞବଦେୀ ଉପରିସ୍ଥ ହାମବେଳି ଓ ମଦକେୁ ଭସ୍ମ କଲା। ସେତବେେଳେ ସମସ୍ତ ଲୋକ ତାହା ଦେଖି ଉଚ୍ଚଧ୍ବନି କରି ଭୂମିରେ ମଥାନତ କରି ପଡିଲେ।

Chapter Complete

You have read Leviticus 9

24 verses