Lumina
Judges

Abimelech's Kingship

Judges 9·Oriya Bible

1ଅବୀମଲେକ୍ ଥିଲା ୟିରକ୍ସ୍ଟଦ୍ଦାଲର ପକ୍ସ୍ଟତ୍ର। ଶିଖିମ ରେ ଥିବା ନିଜର ମାମୁ ମାନଙ୍କୁ ଦେଖିବାକକ୍ସ୍ଟ ଗଲା। ସେ ତାଙ୍କର ମାମୁ ମାନଙ୍କୁ ଏବଂ ତା'ର ମାଆର ସମସ୍ତ ପରିବାରକକ୍ସ୍ଟ କହିଲା।

2ଶିଖିମ୍ ପ୍ରଚୀନମାନଙ୍କୁ ପଗ୍ଭର: 'ଯଦି ୟିରକ୍ସ୍ଟଦ୍ଦାଲ୍ର ସତକ୍ସ୍ଟରି ପକ୍ସ୍ଟତ୍ର ୟାକ ତକ୍ସ୍ଟମ୍ଭ ଉପରେ ଶାସନ କରନ୍ତି କିମ୍ବା ଯଦି ଜଣେ ମାତ୍ର ପକ୍ସ୍ଟତ୍ର ଶାସନ କଲେ, ତକ୍ସ୍ଟମ୍ଭ ପାଇଁ ଭଲ ହବେ କି? ମନରେଖ ମୁ ତୁମ୍ଭମାନଙ୍କର ରକ୍ତ ସଐର୍କୀଯ।'

3ତାଙ୍କ ମାତାର ଭାଇମାନେ ଶିଖିମର ଲୋକମାନଙ୍କୁ ଏକଥା ଜଣାଇଲା ପରେ ତାଙ୍କ ପକ୍ଷ ରେ ଏସବୁ କଥା କହନ୍ତେ ଅବୀମଲକରେ ପାଶ୍ଚାତ୍ଗାମି ହବୋକକ୍ସ୍ଟ ସମାନେେ ସମ୍ମତି ପ୍ରଦାନ କଲେ। କାରଣ ସମାନେେ କହିଲେ, ଯାହା ହେଲେ ବି ସେ ଆମର ଭାଇ।

4ତେଣୁ ପ୍ରାଚୀନମାନେ ତାକକ୍ସ୍ଟ ବାଲ୍ବରୀତର ମନ୍ଦିରରକ୍ସ୍ଟ ସତକ୍ସ୍ଟରି ଖଣ୍ତ ରୂପା ନଲୋ। ସହେି ରୂପାଖଣ୍ତ ରେ ଅବୀମଲକେ କେତକେ ଅଦରମାରୀ ଓ ଲୋକମାନଙ୍କୁ ରଖିଲା। ଯେଉଁଆଡେ ସେ ଗଲା ସମାନେେ ତାକକ୍ସ୍ଟ ଅନକ୍ସ୍ଟସରଣ କଲେ।

5ଅବୀମଲକେ ନିଜର ପିତୃଗୃହ ଆଫ୍ରାକକ୍ସ୍ଟ ଗଲା। ସେ ତା'ର ସତକ୍ସ୍ଟରି ଜଣ ଭାଇମାନଙ୍କୁ ସଠାେରେ ଗୋଟିଏ ପଥର ରେ ହତ୍ଯା କଲା। କିନ୍ତୁ ୟିରକ୍ସ୍ଟଦ୍ଦାଲ୍ର କନିଷ୍ଠ ପକ୍ସ୍ଟତ୍ର ନିଜକକ୍ସ୍ଟ ଲକ୍ସ୍ଟଗ୍ଭଇ ରଖିଲା। ତା'ର ନାମ ଯୋଥମ୍ ଥିଲା।

Judges 9 illustration - Judges Chapter 9

6ଶିଖିମର ନତେୃବର୍ଗମାନେ ଓ ମିଲ୍ଲୋ ଗୃହ ନିବାସୀଗଣ ଏକତ୍ରୀତ ହେଲେ। ସହେି ସମସ୍ତ ଲୋକମାନେ ଶୀଖିମ ରେ ଥିବା ସ୍ତମ୍ଭ ନିକଟସ୍ଥ ଆଲୋନ୍ ବୃକ୍ଷମୂଳ ରେ ଅବୀମଲକେକକ୍ସ୍ଟ ସମାନଙ୍କେର ରାଜା କଲେ।

7ୟୋଥମ୍ ଜାଣିବାକକ୍ସ୍ଟ ପାଇଲେ ଯେ, ନଗରର ସମସ୍ତ ଲୋକ ଶିଖମର ନତେୃବର୍ଗ ଅବୀମଲକେକକ୍ସ୍ଟ ସମାନଙ୍କେର ରାଜା କରିଛନ୍ତି। ଏକଥା ଶକ୍ସ୍ଟଣି ସେ ଗରିଷୀମ ପର୍ବତ ଉପରେ ଠିଆ ହାଇେ ଲୋକମାନଙ୍କୁ ଉଚ୍ଚସ୍ବର ରେ କହିଲେ, ତୁମ୍ଭେ ଶିଖିମ ନଗରର ନତେୃବର୍ଗଗଣ,

8ଏକ ସମୟରେ ବୃକ୍ଷସବୁ ନିଜ ଉପରେ ରାଜା ଅଭିଷକେ କରିବାକୁ ଗଲେ। ସମାନେେ ଜିତ ବୃକ୍ଷକକ୍ସ୍ଟ କହିଲେ, ତୁମ୍ଭେ ଆମ୍ଭମାନଙ୍କ ଉପରେ ରାଜତ୍ବ କର।

9ମାତ୍ର ବୃକ୍ଷ ସମାନଙ୍କେୁ କହିଲେ, ମାରେ ମୂଲ୍ଯବାନ୍ ତଲେ ଦ୍ବାରା ମନକ୍ସ୍ଟଷ୍ଯ ଓ ପରମେଶ୍ବର ସମ୍ମାନିତ ହକ୍ସ୍ଟଅନ୍ତି। ମୁ କ'ଣ ବୃକ୍ଷମାନଙ୍କ ପାଇଁ ଏଣେ ତଣେେ ୟାଇ ମାରେମୂଲ୍ଯବାନ୍ ତଲେ ଦବୋକକ୍ସ୍ଟ ବନ୍ଦ କରି ଦବେି?

10ତେଣୁ ବୃକ୍ଷମାନେ ଡିମ୍ବିରି ବୃକ୍ଷକକ୍ସ୍ଟ କହିଲେ, ତୁମ୍ଭେ ଆସ ଆମ୍ଭମାନଙ୍କ ଉପରେ ରାଜତ୍ବ କର।

Judges 9 illustration - Judges Chapter 9

11କିନ୍ତୁ ଡିମ୍ବିରି ବୃକ୍ଷ ଉତ୍ତର ଦଲୋ, କବଳେ ଅନ୍ୟ ବୃକ୍ଷମାନଙ୍କ ଉପରେ ଶାସନ କରିବାକୁ, ମୁ ମାରେ ଉତ୍ତମ ସ୍ବାଦିଷ୍ଟ ଫଳ ଉତ୍ପନ୍ନ କରିବା ବନ୍ଦ କରି ଦବେି କି?

12ଏହାପରେ ବୃକ୍ଷମାନେ ଦ୍ରାକ୍ଷାଲତାକକ୍ସ୍ଟ କହିଲେ, ତୁମ୍ଭେ ଆସ ଆମ୍ଭମାନଙ୍କର ଉପରେ ରାଜତ୍ବ କର।

13କିନ୍ତୁ ଦ୍ରାକ୍ଷାଲତା ସମାନଙ୍କେୁ ଉତ୍ତର ରେ କହିଲା, କବଳେ ତୁମ୍ଭମାନଙ୍କ ଉପରେ ଶାସନ କରିବାକୁ ମୁ ଦ୍ରାକ୍ଷାରସ ଉତ୍ପନ୍ନ କରିବା ବନ୍ଦ କରି ଦବେି କି?, ଯେଉଁଗକ୍ସ୍ଟଡିକ ଦବେତାଗଣଙ୍କକ୍ସ୍ଟ ଓ ଲୋକମାନଙ୍କୁ ଖକ୍ସ୍ଟସି କରେ?

14ଶଷେ ରେ ସମସ୍ତ ବୃକ୍ଷ କଣ୍ଟକ ବୃକ୍ଷକକ୍ସ୍ଟ କହିଲେ, ଆସ ଆମ ଉପରେ ରାଜତ୍ବ କର।

15କିନ୍ତୁ କଣ୍ଟକ ବୃକ୍ଷ ସମାନଙ୍କେୁ କହିଲା, ବାସ୍ତବ ରେ ତୁମ୍ଭମାନେେ ଯଦି ମାେତେ ତୁମ୍ଭମାନଙ୍କର ଶାସକ ପାଇଁ ଗ୍ଭହକ୍ସ୍ଟଁଛ, ତବେେ ଆସ ମାରେ ଛାଇ ରେ ବିଶ୍ରାମ ନିଅ। ନଚେତ୍ କଣ୍ଟକ ଲତାରକ୍ସ୍ଟ ଅଗ୍ନି ବାହାରି ଲିବା ନୋନ୍ର ଏରସ ବୃକ୍ଷଗୁଡିକୁ ଗ୍ରାସ କରୁ।

Judges 9 illustration - Judges Chapter 9

16ଯଦି ବାସ୍ତବ ରେ ତୁମ୍ଭମାନେେ ଅବୀମଲକେକକ୍ସ୍ଟ ରାଜା କରିବା ରେ ସାଧକ୍ସ୍ଟତା ଅବଲମ୍ବନ କରିଥାଅ ଓ ଏହା କରିବା ଦ୍ବାରା ତୁମ୍ଭମାନେେ ଓ ୟିରକ୍ସ୍ଟଦ୍ଦାଲ୍ ଓ ତା'ର ପରିବାର ପ୍ରତି ନିରପେକ୍ଷ ଦଖାଇେଥାଅ ଏବଂ ଯଦି ସମାନଙ୍କେ ପ୍ରାପ୍ଯ ଅନକ୍ସ୍ଟସା ରେ ବ୍ଯବହାର କରିଥାଅ।

17ତା'ପରେ ସହେି ବିଷଯ ରେ ଚିନ୍ତାକର, ମାରେ ପିତା ତୁମ୍ଭମାନଙ୍କ ପାଇଁ ଯାହା କରିଥିଲେ। ମାରେ ପିତା ତୁମ୍ଭମାନଙ୍କ ପାଇଁ ୟକ୍ସ୍ଟଦ୍ଧ କରିଥିଲେ। ସେ ତା ଜୀବନକକ୍ସ୍ଟ ବାଜି ଲଗାଇ ମିଦିଯନର ହସ୍ତରକ୍ସ୍ଟ ତୁମ୍ଭମାନଙ୍କୁ ରକ୍ଷା କରିଥିଲେ।

18କିନ୍ତୁ ବର୍ତ୍ତମାନ ତୁମ୍ଭମାନେେ ମାରେ ପିତାଙ୍କର ପରିବାର ବିରକ୍ସ୍ଟଦ୍ଧ ରେ ବିଦ୍ରୋହ କଲ। ତୁମ୍ଭେ ତାଙ୍କର ସତକ୍ସ୍ଟରି ପକ୍ସ୍ଟତ୍ରଙ୍କକ୍ସ୍ଟ ଗୋଟିଏ ପଥର ରେ ହତ୍ଯା କଲ। ତୁମ୍ଭମାନେେ ଅବୀମଲକେକକ୍ସ୍ଟ ଶିଖିମ ଉପରେ ତୁମ୍ଭମାନଙ୍କର ରାଜା କରିଅଛ, ସେ ତୁମ୍ଭମାନଙ୍କର ସଐର୍କୀଯ। ସେ ହେଉଛି ମାରେପିତାଙ୍କର ଦାସୀ ପକ୍ସ୍ଟତ୍ର।

19ତେଣୁ ଯଦି ତୁମ୍ଭେ ଆଜି ୟିରକ୍ସ୍ଟଦ୍ଦାଲ ଓ ତାହାର ପରିବାର ଉପରେ ସତ୍ଯ ଓ ସରଳ ବ୍ଯବହାର କରିଅଛ, ତବେେ ଅବୀମଲକେକକ୍ସ୍ଟ ନଇେ ଆନନ୍ଦ କର ଓ ସେ ମଧ୍ଯ ତୁମ୍ଭମାନଙ୍କୁ ଦଇେ ଆନନ୍ଦ କରୁ।

20କିନ୍ତୁ ଯଦି ତୁମ୍ଭମାନେେ ଏହା କରିନାହଁ, ତବେେ ଅବୀମଲକଠାେରକ୍ସ୍ଟ ଅଗ୍ନି ବାହାରି ଶିଖିମ ନତେୃବର୍ଗଙ୍କକ୍ସ୍ଟ ଓ ମିଲ୍ଲୋ ନିବାସୀମାନଙ୍କୁ ଓ ମିଲ୍ଲୋ ଗୃହକକ୍ସ୍ଟ ଦଗ୍ଧ କରୁ। ପକ୍ସ୍ଟଣି ଶିଖିମ୍ ନିବାସୀ ଲୋକଗଣଠାରକ୍ସ୍ଟ ଓ ମିଲ୍ଲୋ ନିବାସୀମାନଙ୍କ ଠାରକ୍ସ୍ଟ ଅଗ୍ନି ବାହାରି ଅବୀମଲକେକକ୍ସ୍ଟ ଗ୍ରାସ କରୁ।

Judges 9 illustration - Judges Chapter 9

21ଏହାପରେ ଯୋଥମ୍ ବରେ ନାମକ ସହରକକ୍ସ୍ଟ ଶିଘ୍ର ପଳାଇଲା। ଯୋନାଥନ ସଠାେରେ ରହିଲା କାରଣ ସେ ଅବୀମଲକଙ୍କେକ୍ସ୍ଟ ଭୟ କରୁ ଥିଲା।

22ଅବୀମଲକେ ଇଶ୍ରାୟେଲ ଉପରେ ତିନିବର୍ଷ ରାଜତ୍ବ କଲେ।

23ଅବୀମଲକେ ୟିରକ୍ସ୍ଟଦ୍ଦାଲଙ୍କର ସତକ୍ସ୍ଟରି ଜଣ ପକ୍ସ୍ଟତ୍ରଙ୍କକ୍ସ୍ଟ ହତ୍ଯା କଲେ, ଯେଉଁମାନେ ତାଙ୍କର ନିଜର ଭାଇ ଥିଲେ। ଶିଖିମର ନତେୃବର୍ଗ ଇଶ୍ରାୟେଲର ଭୂଲ କାର୍ୟ୍ଯ କରିବା ରେ ସମର୍ଥନ ଦେଲେ।

24ସେଥିପାଇଁ ପରମେଶ୍ବର ଅବୀମଲେକ୍ ଓ ଶିଖିମର ନତେୃବର୍ଗମାନଙ୍କ ମଧିଅରେ ସମସ୍ଯାର କାରଣ ସୃଷ୍ଟି କଲେ। ସେଥିପାଇଁ ଶିଖିମର ନତେୃବର୍ଗମାନେ ଅବୀମଲକେ ବିରକ୍ସ୍ଟଦ୍ଧ ରେ ଯୋଜନା ଆରମ୍ଭ କଲେ।

25ଶିଖିମର ନତେୃବର୍ଗମାନେ ପର୍ବତ ଶୃଙ୍ଗ ଉପରେ ଗକ୍ସ୍ଟଲ୍ଗ ସୈନ୍ଯ ଛାଉଣୀ ନିର୍ମାଣ କଲେ। ସମାନେେ ସହେି ବାଟ ଦଇେ ଯାଉଥିବା ସମସ୍ତଙ୍କକ୍ସ୍ଟ ଲକ୍ସ୍ଟଟ୍ କଲେ। ଅବୀମଲକେ ଏହି ସମସ୍ତ ସମ୍ବାଦ ଶୁଣିଲେ।

Judges 9 illustration - Judges Chapter 9

26ଏବଦର ପକ୍ସ୍ଟତ୍ର ଗାଲ୍ ନିଜର ଭାଇମାନଙ୍କୁ ସାଙ୍ଗ ରେ ନଇେ ଶିଖିମକକ୍ସ୍ଟ ଗଲା। ଶିଖିମର ନତେୃବର୍ଗମାନେ ତାଙ୍କ ଉପରେ ବିଶ୍ବାସ କଲେ।

27ଶିଖିମର ଲୋକମାନେ ସମାନଙ୍କେର ନିଜ କ୍ଷତରେକ୍ସ୍ଟ ଦ୍ରାକ୍ଷାଫଳ ତୋଳିଲେ। ଦ୍ରାକ୍ଷାରସ ତିଆରି କରିବାକୁ ସମାନେେ ଦ୍ରାକ୍ଷାଫଳକକ୍ସ୍ଟ ସମାନେେ ଚିପକ୍ସ୍ଟଡିଲେ। ତା'ପରେ ସମାନେେ ସମାନଙ୍କେ ଦବେତାଙ୍କର ମନ୍ଦିରକକ୍ସ୍ଟ ଉତ୍ସବ ପାଳନ କରିବାକୁ ଗଲେ। ସଠାେରେ ସମାନେେ ନୈଶ ଭୋଜନ ଓ ପାନ କଲେ ଓ ଅବୀମଲକେକକ୍ସ୍ଟ ଶାପ ଦେଲେ।

28ଏଥି ରେ ଏବଦର ପକ୍ସ୍ଟତ୍ର ଗାଲ୍ କହିଲା, ଆମ୍ଭେ ହେଉଛକ୍ସ୍ଟ ଶିଖିମ ନିବାସୀ, ଆମ୍ଭେ କାହିଁକି ଅବୀମଲକେକକ୍ସ୍ଟ ମାନିବକ୍ସ୍ଟ? ସେ କିଏ? ଆମେ କାହିଁକି ତାକକ୍ସ୍ଟ ମାନିବା? ଏହା ସତ୍ଯ ଅବୀମଲେକ୍ ହଇେଛି ୟିରକ୍ସ୍ଟଦ୍ଦାଲ୍ର ପକ୍ସ୍ଟତ୍ର, ନକ୍ସ୍ଟ ହେଁ କି? ଏବଂ ଅବୀମଲେକ୍ ସବୂଲୂକକ୍ସ୍ଟ ତା'ର ଅଧିକାରୀ କଲା, ନକ୍ସ୍ଟ ହେଁ କି? ଆମ୍ଭେ ଶିଖିମର ପିତା ହ ମାରେର ଲୋକମାନଙ୍କର ସବୋ କରିବା ଉଚିତ୍। କିନ୍ତୁ ଆମ୍ଭେ କାହିଁକି ଅବୀମଲକରେ ସବୋ କରିବକ୍ସ୍ଟ?

29ତୁମ୍ଭେ ଯଦି ମାେତେ ତୁମ୍ଭର ଆଦେଶକାରୀ କର, ମୁ ଅବୀମଲକଠାେରକ୍ସ୍ଟ ମକ୍ସ୍ଟକ୍ତି ପାଇୟାନ୍ତି। ମୁ ତାଙ୍କୁ କହନ୍ତି, 'ତକ୍ସ୍ଟମେ ତୁମ୍ଭର ସୈନ୍ଯକକ୍ସ୍ଟ ପ୍ରସ୍ତକ୍ସ୍ଟତ କର ଏବଂ ୟକ୍ସ୍ଟଦ୍ଧ କରିବାକୁ ବାହାରି ଆସ। '

30ସବୂଲ୍ ଥିଲା ଶିଖମ୍ ନଗରର ନେତା। ସବୂଲ୍ ଜାଣିବାକକ୍ସ୍ଟ ପାଇଲା ଯେ, ଏବଦର ପକ୍ସ୍ଟତ୍ର ଗାଲ ଯାହା କହିଥିଲା ଏବଂ ଏକଥା ରେ ସେ କୋର୍ଧାନ୍ବିତ ହେଲା।

Judges 9 illustration - Judges Chapter 9

31ସବୂଲ ଅରକ୍ସ୍ଟମାହ ରେ ଅବୀମଲକେ ନିକଟକକ୍ସ୍ଟ ଦୂତ ପଠାଇଲେ ଏବଂ ସମାନେେ କହିଲେ,

32ତେଣୁ ତୁମ୍ଭେ ଓ ତୁମ୍ଭର ଲୋକମାନେ ରାତ୍ରି ସମୟରେ ଆସ ଓ ସହରର ବାହାର କ୍ଷତେ ରେ ଲକ୍ସ୍ଟଚି ରକ୍ସ୍ଟହ।

33ଏହାପରେ ଯେତବେେଳେ ପ୍ରଭାତ ହବେ, ନଗରକକ୍ସ୍ଟ ଆକ୍ରମଣ କର। ସେ ଓ ତା'ର ଲୋକମାନଙ୍କ ସହିତ ଯେତବେେଳେ ବାହାରି ଆ ସେ, ତକ୍ସ୍ଟମ୍ଭ ଦ୍ବାରା ଯେପରି ହବେ ସହେିପରି କର।

34ତେଣୁ ଅବୀମଲକେ ଏବଂ ତା'ର ସୈନ୍ଯମାନେ ରାତ୍ରିରକ୍ସ୍ଟ ଉଠି ନଗରକକ୍ସ୍ଟ ଗଲେ। ସହେି ସୈନ୍ଯମାନେ ଗ୍ଭରିଟି ଦଳ ରେ ଭାଗ ହେଲ ଏବଂ ସମାନେେ ଶିଖିମ ନଗର ନିକଟରେ ଲକ୍ସ୍ଟଚି ରହିଲେ।

35ଏବଦର ପକ୍ସ୍ଟତ୍ର ଗାଲ୍ ବାହା ରେ ୟାଇ ନଗର ପ୍ରବେଶ ଦ୍ବାର ରେ ଛିଡା ହେଲା ଓ ଅବୀମଲକେ ଓ ତା'ର ଲୋକମାନେ ଲକ୍ସ୍ଟଚିଥିବା ସ୍ଥାନରକ୍ସ୍ଟ ଉଠିଲେ।

Judges 9 illustration - Judges Chapter 9

36ଗାଲ୍ ୈସନ୍ଯମାନଙ୍କୁ ଦେଖିଲା। ଗାଲ୍ ସବୂଲକକ୍ସ୍ଟ କହିଲେ, ପର୍ବତରକ୍ସ୍ଟ ଓହ୍ଲାଇ ଆସକ୍ସ୍ଟଥିବା ୈସନ୍ଯମାନଙ୍କୁ ଦେଖ।

37କିନ୍ତୁ ଗାଲ୍ ପକ୍ସ୍ଟଣି କହିଲା, ଦେଖ କେତକେ ଲୋକ ନାଭଲେ ଭୂମିରକ୍ସ୍ଟ ଓହ୍ଲାଇ ଆସକ୍ସ୍ଟଛନ୍ତି। ଆଉ ଏକ ଦଳ ମିଓନିର୍ନମ ଆଲୋନ୍ ବୃକ୍ଷର ପଥଦଇେ ଆସକ୍ସ୍ଟଛନ୍ତି।

38ତେଣୁ ସବୂଲ ତାଙ୍କୁ କହିଲା, ତୁମ୍ଭେ ଏବେ କାହିଁକି ଦର୍ପ କରୁନାହଁ? ତୁମ୍ଭେ କହିଥିଲ, 'ଅବୀମଲକେ କିଏ ଆମ୍ଭେ ଯେ ନିଶ୍ଚିତ ତାହାର ଆମେ ସବୋ କରିବକ୍ସ୍ଟ? ତୁମ୍ଭେ କଣ ଏହି ୈସନ୍ଯମାନଙ୍କୁ ପରିହାସ କରି ନଥିଲ? ବର୍ତ୍ତମାନ ୟାଅ ଓ ସମାନଙ୍କେ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କର।

39ତେଣୁ ଗାଲ୍ ଶିଖିମର ନତେୃବର୍ଗଙ୍କକ୍ସ୍ଟ ନତେୃତ୍ବ କରି ବାହାର ହାଇେ ଅବୀମଲେକ୍ ସହିତ ୟକ୍ସ୍ଟଦ୍ଧ କଲା।

40ଅବୀମଲେକ୍ ତାଙ୍କ ପେଛ ପେଛ ଗୋଡ଼ାଇ କରିଗଲେ ଏବଂ ଏହିପରି ଭାବରେ ପ୍ରବେଶ ଫାଟକରେ ପହଞ୍ଚିବା ପର୍ୟ୍ଯନ୍ତ ଗାଲର ଅଧିକାଂଶ ଲୋକମାନେ ମୃତକ୍ସ୍ଟ୍ଯବରଣ କଲେ।

Judges 9 illustration - Judges Chapter 9

41ଏହାପରେ ଅବୀମଲେକ୍ ଅରକ୍ସ୍ଟମା ରେ ରହିଲେ। ତା'ପରେ ସବୂଲ୍ ଗାଲ୍କକ୍ସ୍ଟ ଓ ତା'ର ଭାତୃଗଣକକ୍ସ୍ଟ ତଡି ଦଲୋ। ସେ ସମାନଙ୍କେୁ ଶିଖିମ ରେ ବାସ କରିବାକୁ ଅନକ୍ସ୍ଟମତି ଦଲୋ ନାହିଁ।

42ପରଦିନ ଲୋକମାନେ ବାହାର ହାଇେ କ୍ଷେତ୍ରକକ୍ସ୍ଟ ୟିବା ବେଳେ କହେି ଜଣେ ଅବୀମଲକେକକ୍ସ୍ଟ ଖବର ଦଲୋ।

43ତେଣୁ ସେ ତାଙ୍କର ୈସନ୍ଯମାନଙ୍କୁ ନଇେ ସମାନଙ୍କେୁ ତିନି ଦଳ ରେ ବିଭକ୍ତ କଲେ। ସମାନେେ କ୍ଷତେ ରେ ନିଜକକ୍ସ୍ଟ ଲକ୍ସ୍ଟଗ୍ଭଇ ରଖିଲେ ଏବଂ ଯେତବେେଳେ ସମାନେେ ଲୋକମାନଙ୍କୁ ସହରରକ୍ସ୍ଟ ବାହାରି ଆସକ୍ସ୍ଟଥିବାର ଦେଖିଲେ, ସମାନଙ୍କେୁ ଆକ୍ରମଣ କଲେ।

44ପକ୍ସ୍ଟଣି ଅବୀମଲେକ୍ ତା'ର ଦଳ ପ୍ରବେଶ ଫାଟକ ସମ୍ମକ୍ସ୍ଟଖ ରେ ଛିଡା ହେଲେ। ଏବଂ ଅନ୍ୟ ଦକ୍ସ୍ଟଇଦଳ ବାହାରକକ୍ସ୍ଟ ଦୌଡିଲେ ଏବଂ କ୍ଷତେ ରେ ଥିବା ସମସ୍ତ ଲୋକଙ୍କକ୍ସ୍ଟ ହତ୍ଯା କଲେ।

45ଅବୀମଲେକ୍ ସହେିଦିନ ୟାକ ନଗର ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ ଓ ନଗର ହସ୍ତଗତ କରି ନଗର ରେ ବସବାସ କରୁଥିବା ଲୋକମାନଙ୍କୁ ହତ୍ଯା କଲେ। ପକ୍ସ୍ଟଣି ସେ ନଗରକକ୍ସ୍ଟ ସମଭୂମି କରି ତହିଁ ଉପରେ ଲବଣ ଗ୍ଭଷ କଲେ।

Judges 9 illustration - Judges Chapter 9

46ଶିଖିମର ଅଟ୍ଟାଳିକାର ମାଲିକମାନେ ଏବିଷଯ ରେ ଶୁଣିଲେ। ସମାନେେ ଏଲ୍ବରୀତ୍ ମନ୍ଦିରର ସବୁଠାରକ୍ସ୍ଟ ନିରାପଦ ସ୍ଥାନ ରେ ଏହା ଜାଣିବାକକ୍ସ୍ଟ ପାଇଲେ।

47ଅବୀମଲକେ ଜାଣିବାକକ୍ସ୍ଟ ପାଇଲା ଯେ, ଶିଖିମର ସମସ୍ତ ମାଲିକମାନେ ଏକତ୍ରୀତ ହାଇେଥିଲେ।

48ଏହାପରେ ଅବୀମଲେକ୍ ଓ ତାଙ୍କର ସମସ୍ତ ଲୋକମାନେ ସଲ୍ମୋନ୍ ପର୍ବତକକ୍ସ୍ଟ ଚଢି଼ଲେ। ଅବୀମଲେକ୍ କକ୍ସ୍ଟରାଢି ନଇେ ବୃକ୍ଷରକ୍ସ୍ଟ କେତକେ ଡାଳ ହାଣିଲେ। ସେ ସଗେକ୍ସ୍ଟଡିକ ଉଠାଇଲେ ଏବଂ ସଗେକ୍ସ୍ଟଡିକ ନିଜ କାନ୍ଧ ରେ ରଖିଲେ ଏବଂ ନିଜର ସଙ୍ଗୀ ଲୋକମାନଙ୍କୁ କହିଲେ, ଯଥାଶିଘ୍ର, ମୁ ଯାହା କଲି ତୁମ୍ଭେ ତାହା କର।

49ତେଣୁ ସମସ୍ତ ଲୋକମାନେ ଅବୀମଲକେକକ୍ସ୍ଟ ଅନକ୍ସ୍ଟସରଣ କଲେ ଓ ଏଲବରେିଥର ମନ୍ଦିର ସକ୍ସ୍ଟରକ୍ଷା କଠାେରୀ ସମ୍ମକ୍ସ୍ଟଖ ରେ ଶାଖାଗକ୍ସ୍ଟଡିକ ଗଦା କଲେ। ତା'ପରେ ସମାନେେ ଏହାକକ୍ସ୍ଟ ଅଗ୍ନି ସଂୟୋଗ କଲେ। ଏହି ପ୍ରକା ରେ ଶିଖିମର ସମସ୍ତ ମାଲିକମାନେ ମୃତକ୍ସ୍ଟ୍ଯବରଣ କଲେ। ସଠାେରେ ପାଖାପାଖି 1,000 ପୁରୁଷ ଓ ସ୍ତ୍ରୀ ଥିଲେ।

50ଏହାପରେ ଅବୀମଲେକ୍ ତବସେ ସହରକକ୍ସ୍ଟ ଗଲେ, ସଠାେରେ ଛାଇଣୀ ସ୍ଥାପନ କଲେ ଓ ତାକକ୍ସ୍ଟ ଅକ୍ତିଆର କଲେ।

Judges 9 illustration - Judges Chapter 9

51କିନ୍ତୁ ସହେି ନଗର ମଧିଅରେ ଏକ ଦୃଢ ଗଡ ଥିଲା। ତେଣୁ ପୁରୁଷ ଓ ସ୍ତ୍ରୀ ସମସ୍ତେ ଓ ନଗର ଲୋକମାନେ ଉଚ୍ଚ ପ୍ରାସାଦକକ୍ସ୍ଟ ପଳାଇ ତା ଭିତ ରେ ନିଜକକ୍ସ୍ଟ ରକ୍ସ୍ଟଦ୍ଧକରି ଗଡର ଛାତ ଉପରକକ୍ସ୍ଟ ଗଲେ।

52ତେଣୁ ଅବୀମଲେକ୍ ସହେି ଗଡ ରେ ପହଞ୍ଚି ତା ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ। ଏବଂ ତାକକ୍ସ୍ଟ ଅଗ୍ନି ରେ ଦଗ୍ଧ କରିବା ପାଇଁ ସେ ଗଡର ପ୍ରବେଶ ସ୍ଥାନ ପର୍ୟ୍ଯନ୍ତ ଗଲେ।

53ସେଥିରକ୍ସ୍ଟ ଜଣେ ସ୍ତ୍ରୀ ଚକିର ଉପର ପଟ ଅବୀମଲକଙ୍କେ ମକ୍ସ୍ଟଣ୍ତ ଉପରକକ୍ସ୍ଟ ପକାଇ ତାଙ୍କର ଖପକ୍ସ୍ଟରି ଭାଙ୍ଗି ପକାଇଲା।

54ତେଣୁ ସେ ତାଙ୍କର ଅସ୍ତ୍ରବାହକ ୟକ୍ସ୍ଟବକକକ୍ସ୍ଟ ଡାକି କହିଲା, ସଙ୍ଗେ ସଙ୍ଗେ ତୁମ୍ଭର ଖଡ୍ଗ ବାହାର କରି ମାେତେ ହତ୍ଯା କର। ଯେଉଁଥିପାଇଁ କହେି କହିବେ ନାହିଁ, 'ଜଣେ ସ୍ତ୍ରୀ ଅବୀମଲକେକକ୍ସ୍ଟ ହତ୍ଯା କଲା।' ତେଣୁ ତା'ର ଗ୍ଭକର ତାଙ୍କୁ ଭକ୍ସ୍ଟଷି ଦିଅନ୍ତେ, ମଲା।

55ଇଶ୍ରାୟେଲର ଲୋକମାନେ ଅବୀମଲକରେ ମରଣ ଦେଖି ନିଜ ନିଜ ସ୍ଥାନକକ୍ସ୍ଟ ଗ୍ଭଲିଗଲେ।

Judges 9 illustration - Judges Chapter 9

56ଏହିପରି ଅବୀମଲେକ୍ ନିଜର ସତକ୍ସ୍ଟରି ଭାଇଙ୍କକ୍ସ୍ଟ ହତ୍ଯାକରି ନିଜର ପିତା ବିରକ୍ସ୍ଟଦ୍ଧ ରେ ଯେଉଁ ପାପ କରିଥିଲେ, ସେଥିପାଇଁ ସଦାପ୍ରଭୁ ପରମେଶ୍ବର ଅବୀମଲକେକକ୍ସ୍ଟ ଯଥାର୍ଥ ଦଣ୍ତ ଦେଲେ।

57ସଦାପ୍ରଭୁ ପରମେଶ୍ବର ଶିଖିମ ନିବାସୀମାନଙ୍କର ସମସ୍ତ ପାପପୂର୍ଣ୍ଣ କାର୍ୟ୍ଯ ଯୋଗୁ ଯଥାର୍ଥ ଦଣ୍ତ ଦେଲେ ଏବଂ ୟିରକ୍ସ୍ଟବାଦ୍ଦଲର ପକ୍ସ୍ଟତ୍ର ଯୋଥମ ଦଇେଥିବା ଅଭିଶାପ ସମାନଙ୍କେ ଉପରେ ପଡିଲା।

Chapter Complete

You have read Judges 9

57 verses