Lumina
Judges

Gideon Pursues; Death of Gideon

Judges 8·Oriya Bible

1ଇଫ୍ରଯିମ ଲୋକମାନେ ଗିଦ୍ଦିଯୋନ୍ଙ୍କ ସହିତ କୋରଧ ହେଲେ। ସମାନେେ ଗିଦ୍ଦିୟୋନଙ୍କକ୍ସ୍ଟ ଦେଖିବା ମାତ୍ ରେ ପଚାରିଲେ, ତୁମ୍ଭେ ଆମ୍ଭମାନଙ୍କ ସହିତ ଏପରି କାହିଁକି ବ୍ଯବହାର କଲ? ତୁମ୍ଭେ ମିଦିଯନୀଯମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧକକ୍ସ୍ଟ ୟିବା ପୂର୍ବରକ୍ସ୍ଟ ଆମକକ୍ସ୍ଟ କହିଲ ନାହିଁ କାହିଁକି?

2କିନ୍ତୁ ଗିଦ୍ଦିୟୋନ ସମାନଙ୍କେୁ କହିଲେ, ତକ୍ସ୍ଟମ୍ଭ ତକ୍ସ୍ଟଳନା ରେ ମୁ କଣ ପାଇଛି? ଏହା ସତ୍ଯ ନକ୍ସ୍ଟ ହେଁ କି, ତୁମ୍ଭେ ମାରେ ପରିବାର ଅବୀଯସରେ ଯେତେ ଦ୍ରାକ୍ଷାଫଳ ସଂଗ୍ରହ କଲେ ତାଠାରକ୍ସ୍ଟ ଅଧିକ ଦ୍ରାକ୍ଷା ତୁମ୍ଭମାନେେ ଜମି ରେ ଛାଡିଛ?

3ଠିକ୍ ସହେିପରି, ପରମେଶ୍ବର ତୁମ୍ଭମାନଙ୍କ ହସ୍ତ ରେ ମିଦିଯନର ଓ ରେବ୍ ଓ ସେବ୍ ଦକ୍ସ୍ଟଇ ନତେୃବର୍ଗଙ୍କକ୍ସ୍ଟ ସମର୍ପଣ କଲେ, କିନ୍ତୁ ମାରେ ସଫଳକକ୍ସ୍ଟ ତକ୍ସ୍ଟମ୍ଭ ସହିତ କିପରି ତକ୍ସ୍ଟଳନା କରିବି? ତେଣୁ ସମାନେେ ଶାନ୍ତ ହାଇଗେଲେ ଏବଂ ସମାନେେ ଗିଦ୍ଦିୟୋନଙ୍କ କଥା ରେ ଶାନ୍ତ ହେଲେ।

4ଏହାପରେ ଗିଦ୍ଦିୟୋନ ଓ ତାଙ୍କର 300 ଲୋକ ୟର୍ଦ୍ଦନ ନଦୀ ପାର ହେଲେ। ସମାନେେ କ୍ଲାନ୍ତ ଓ କ୍ଷକ୍ସ୍ଟଧାର୍ତ୍ତ ଥିଲେ।

5ଗିଦ୍ଦିୟୋନ ସୁକ୍କୋତର ନାଗରିକମାନଙ୍କୁ କହିଲେ, ମାରେ ସୈନ୍ଯମାନଙ୍କୁ କିଛି ଖାଦ୍ୟଦିଅ। ମାରେ ସୈନ୍ଯମାନେ ଅତ୍ଯନ୍ତ କ୍ଲାନ୍ତ। ତଥାପି ମଧ୍ଯ ଆମ୍ଭମାନେେ ମିଦିଯନର ରାଜା ସବହେ ଓ ସଲ୍ମକ୍ସ୍ଟନ୍ନକକ୍ସ୍ଟ ଗୋଡାଉଛକ୍ସ୍ଟ।

Judges 8 illustration - Judges Chapter 8

6ସୁକ୍କୋତର ନତେୃବର୍ଗମାନେ ଗିଦ୍ଦିୟୋନଙ୍କକ୍ସ୍ଟ କହିଲେ, ସବହେ ଓ ସଲମକ୍ସ୍ଟନ୍ନରଙ୍କକ୍ସ୍ଟ ଏପର୍ୟ୍ଯନ୍ତ ଅକ୍ତିଆର କରି ନାହିଁ? ଆମ୍ଭେ ତୁମ୍ଭର ସୈନ୍ଯଙ୍କକ୍ସ୍ଟ କାହିଁକି ଖାଦ୍ୟ ଦବେକ୍ସ୍ଟ?

7ତେଣୁ ଗିଦ୍ଦିୟୋନ କହିଲେ, ଏହି କାରଣରକ୍ସ୍ଟ ଯେତବେେଳେ ସଦାପ୍ରଭୁ ମାେତେ ସବହେ ଓ ସଲ୍ମୁନ୍ନର ଅକ୍ତିଆର କରିବା ପାଇଁ ସାହାୟ୍ଯ କରନ୍ତି। ମୁ ଏଠାକକ୍ସ୍ଟ ଫରେିଆସିବି ଏବଂ ତା'ପରେ ମୁ ତୁମ୍ଭର ମାଂସକକ୍ସ୍ଟ ପ୍ରାନ୍ତର ରେ କାନକୋଳି କଣ୍ଟା ଦ୍ବାରା ଫୋଡିବି।

8ଗିଦ୍ଦିୟୋନ ସହେି ସ୍ଥାନରକ୍ସ୍ଟ ପନୂଯଲକେକ୍ସ୍ଟ ଗଲେ ଓ ସଠାେରେ ଲୋକମାନଙ୍କୁ କିଛି ଖାଦ୍ୟ ଦବୋକକ୍ସ୍ଟ କହିଲେ, ସେ ଯେପରି ସେ ସୁକ୍କୋତର ଲୋକମାନଙ୍କୁ କହିଥିଲେ। କିନ୍ତୁ ଠିକ୍ ପନୂଯଲରେ ଲୋକମାନଙ୍କ ପରି ସୁକ୍କୋତର ଲୋକମାନେ ଉତ୍ତର ଦେଲେ।

9ତେଣୁ ଗିଦ୍ଦିୟୋନ ପନୂଯଲରେ ଲୋକମାନଙ୍କୁ କହିଲେ, ମୁ କକ୍ସ୍ଟଶଳ ରେ ଫରେି ଆସିଲେ, ତୁମ୍ଭର ଉଚ୍ଚ ପ୍ରାସାଦ ଭାଙ୍ଗିବି।

10ସହେି ସମୟରେ ସବହେ ଓ ସଲ୍ମକ୍ସ୍ଟନ୍ନ କର୍କୋର ନଗର ରେ ଥିଲେ। ସମାନଙ୍କେ ସହିତ 15,000 ସୈନ୍ଯ ଥିଲେ। ଏହି ସୈନ୍ଯମାନେ, ଯେଉଁମାନେ ପୂର୍ବ ଦେଶୀଯ ଲୋକମାନଙ୍କର ସୈନ୍ଯବାହୀନି ରେ ରହିଥିଲେ। 1,20,000 ଜଣ ଶକ୍ତିଶାଳୀ ସୈନ୍ଯ ପୁରାପୁରି ମୃତକ୍ସ୍ଟ୍ଯବରଣ କରିଥିଲେ।

Judges 8 illustration - Judges Chapter 8

11ଏହାପରେ ଗିଦ୍ଦିୟୋନ ନୋବହ ଓ ୟଗ୍ ବିହର ସହରଗକ୍ସ୍ଟଡିକ ପୂର୍ବ ଦିଗ ରେ ତମ୍ବୁ ନିବାସୀମାନଙ୍କ ପଥଦଇେ ଗଲେ। ସେ କାରକ ନଗର ରେ ପହନ୍ଚିଲେ ଏବଂ ଶତୃ ଛାଉଣୀକକ୍ସ୍ଟ ଆକ୍ରମଣ କଲେ। ଯେତବେେଳେ ସମାନେେ ଆକ୍ରମଣକକ୍ସ୍ଟ ଆଶା କରିନଥିଲେ।

12ସବହେ ଓ ସଲମକ୍ସ୍ଟନ୍ନ ମିଦିଯନୀଯମାନଙ୍କର ରାଜା ଦୌଡି ପଳାଇଲେ। କିନ୍ତୁ ଗିଦ୍ଦିୟୋନ ସମାନଙ୍କେୁ ଗୋଡଇଲେ ଓ ସମାନଙ୍କେୁ କାବକ୍ସ୍ଟ କଲେ। ଗିଦ୍ଦିୟୋନ ଏବଂ ତାଙ୍କର ସୈନ୍ଯମାନେ ଶତୃ ସୈନ୍ଯବାହୀନିକକ୍ସ୍ଟ ପରାସ୍ତ କଲେ।

13ଏହାପରେ ଯୋୟାଶର ପକ୍ସ୍ଟତ୍ର ଗିଦ୍ଦିୟୋନ ଯୁଦ୍ଧରୁ ଫରେି ଆସିଲେ। ସମାନେେ ହରେସହର ଘାଟିଦଇେ ଯୁଦ୍ଧରୁ ଫରେି ଆସିଲେ।

14ତା'ପରେ ସେ ସୁକ୍କୋତ ସହରର ଜଣେ ୟକ୍ସ୍ଟବକକକ୍ସ୍ଟ ଅକ୍ତିଆର କଲେ ଓ ତାକକ୍ସ୍ଟ କେତକେ ପ୍ରଶ୍ନ ପଚାରିଲେ। ସହେି ସୁକ୍କୋତର ୟକ୍ସ୍ଟବକ ସୁକ୍କୋତ ସହରର ସତସ୍ତରି ଜଣ ନତେୃବର୍ଗଙ୍କର ନାମ ଲେଖିଲେ।

15ଏହାପରେ ଗିଦ୍ଦିୟୋନ ସୁକ୍କୋତ୍ ସହରକକ୍ସ୍ଟ ଫରେି ଆସିଲେ। ସେ ସହେି ସହରର ଲୋକମାନଙ୍କୁ କହିଲେ, ଏହିଠା ରେ ସବହେ ଓ ସଲମକ୍ସ୍ଟନ୍ନ ଅଛନ୍ତି। ତୁମ୍ଭମାନେେ ଏହାକହି ମାେତେ ବିଦ୍ରୁପ କଲ, 'ଆମ୍ଭେ କାହିଁକି ତକ୍ସ୍ଟମ୍ଭ କ୍ଲାନ୍ତ ସୈନିକମାନଙ୍କୁ ଖାଦ୍ୟ ଦବେକ୍ସ୍ଟ? ତୁମ୍ଭମାନେେ ଏପର୍ୟ୍ଯନ୍ତ ସବହେ ଓ ସଲମକ୍ସ୍ଟନ୍ନକକ୍ସ୍ଟ ଧରିନାହିଁ।'

Judges 8 illustration - Judges Chapter 8

16ଗିଦ୍ଦିୟୋନ ସୁକ୍କୋତର ସମସ୍ତ ପ୍ରାଚୀନବର୍ଗମାନଙ୍କୁ ଏକତ୍ରୀତ କଲେ ଓ ସମାନଙ୍କେୁ କାନକୋଳି କଣ୍ଟା ରେ ବାଡଇେଲେ।

17ଗିଦ୍ଦିୟୋନ ପନୂଯଲରେ ଅଟ୍ଟାଳିକା ଭାଙ୍ଗି ପକାଇଲେ ଓ ସହେି ସହର ରେ ବାସ କରୁଥିବା ସମସ୍ତ ଲୋକମାନଙ୍କୁ ହତ୍ଯା କଲେ।

18ଏହାପରେ ଗିଦ୍ଦିୟୋନ ସବହେ ଓ ସଲ୍ମକ୍ସ୍ଟନ୍ନକକ୍ସ୍ଟ କହିଲେ ତୁମ୍ଭମାନେେ ତାବୋର ରେ ଯେଉଁ ଲୋକମାନଙ୍କୁ ହତ୍ଯା କଲ ସମାନେେ କିପରି ଲୋକ ଥିଲେ?

19ଗିଦ୍ଦିୟୋନ କହିଲେ, ସମାନେେ ମାରେ ଭାଇ ଥିଲେ। ମାରେ ମା'ର ପକ୍ସ୍ଟତ୍ର! ଯେ ହତେକ୍ସ୍ଟ ସଦାପ୍ରଭୁ ଅଛନ୍ତି, ଯଦି ତୁମ୍ଭେ ସମାନଙ୍କେୁ ମାରି ନ ଥାନ୍ତ ତବେେ ମୁ ତୁମ୍ଭକୁ ବର୍ତ୍ତମାନ ମାରି ନଥାନ୍ତି।

20ଏହାପରେ ଗିଦ୍ଦିୟୋନ ଯେଥରକକ୍ସ୍ଟ କହିଲେ, ଯେ କି ତାଙ୍କର ଜେଷ୍ଠ ପକ୍ସ୍ଟତ୍ର ଥିଲା, ଏହି ରାଜାମାନଙ୍କୁ ହତ୍ଯାକର। କିନ୍ତୁ ଯେଥର ଜଣେ ବାଳକ ଥିବାରକ୍ସ୍ଟ ଭୟ କଲେ। ତେଣୁ ସେ ତାଙ୍କର ଖଡ୍ଗ ବାହାର କଲେ ନାହିଁ।

Judges 8 illustration - Judges Chapter 8

21ଏହାପରେ ସବହେ ଓ ସଲମନ୍ନ କହିଲେ, ଆସ ଓ ତୁମ୍ଭମାନେେ ନିଜେ ଆମ୍ଭଙ୍କକ୍ସ୍ଟ ହତ୍ଯା କର। ତୁମ୍ଭେ ଜଣେ ଶକ୍ତିଶାଳୀ ମନକ୍ସ୍ଟଷ୍ଯ। ତୁମ୍ଭେ ଏହା କରିପାରିବ। ତେଣୁ ଗିଦ୍ଦିୟୋନ ଉଠି ପଡିଲେ ଓ ସମାନଙ୍କେୁ ହତ୍ଯା କଲେ। ସମାନଙ୍କେ ଓଟମାନଙ୍କ ଗଳା ରେ ଥିବା ସମସ୍ତ ଚନ୍ଦ୍ରହାର ସେ କାଢି ନେଲେ।

22ଇଶ୍ରାୟେଲର ଲୋକମାନେ ଗିଦ୍ଦିଯୋନଙ୍କକ୍ସ୍ଟ କହିଲେ, ଆପଣା ଆମ୍ଭମାନଙ୍କ ମିଦିଯନମାନଙ୍କଠାରକ୍ସ୍ଟ ରକ୍ଷା କରିଛନ୍ତି, ତେଣୁ ଆପଣ ଆମର ଶାସକ ହକ୍ସ୍ଟଅନ୍ତକ୍ସ୍ଟ। ଆମ୍ଭେ ତୁମ୍ଭକୁ ତୁମ୍ଭର ସନ୍ତାନମାନଙ୍କୁ ଆମର ଶାସକ ଭାବେ ଗ୍ଭହକ୍ସ୍ଟଁ।

23କିନ୍ତୁ ଗିଦ୍ଦିୟୋନ ଇଶ୍ରାୟେଲର ଲୋକମାନଙ୍କୁ କହିଲେ, ସଦାପ୍ରଭୁ ତୁମ୍ଭର ଶାସକ ହବେେ। ମୁ ତୁମ୍ଭକୁ ଶାସନ କରିବି ନାହିଁ। ଏବଂ ମାରେ ପକ୍ସ୍ଟତ୍ରମାନେ ମଧ୍ଯ ତୁମ୍ଭକୁ ଶାସନ କରିବେ ନାହିଁ।

24ଗିଦ୍ଦିୟୋନ ଇଶ୍ରାୟେଲମାନଙ୍କୁ କହିଲେ, ମୁ ତୁମ୍ଭମାନଙ୍କ ନିକଟରେ ଏହି ନିବଦନେ କରୁଅଛି: ତୁମ୍ଭମାନେେ ୟକ୍ସ୍ଟଦ୍ଧ ରେ ନଇୟୋଇଥିବା ସକ୍ସ୍ଟବର୍ଣ୍ଣ କର୍ଣ୍ଣ କକ୍ସ୍ଟଣ୍ତଳ ମାେତେ ଦଅ। ହାରିଥିବା ଇଶ୍ରାୟେଲୀୟଙ୍କର ସକ୍ସ୍ଟବର୍ଣ୍ଣର କର୍ଣ୍ଣ କକ୍ସ୍ଟଣ୍ତଳକକ୍ସ୍ଟ ସମାନେେ ନଇୟୋଇଥିଲେ।

25ତହିଁରେ ସମାନେେ ଉତ୍ତର କଲେ, ଆମ୍ଭମାନେେ ତାହା ଅବଶ୍ଯ ଦବେକ୍ସ୍ଟ। ପକ୍ସ୍ଟଣି ସମାନେେ ବସ୍ତ୍ର ବିଛାଇ ପ୍ରତ୍ଯକ ତା ମଧିଅରେ ନିଜ ନିଜର ଲକ୍ସ୍ଟଟିତ ନଥ ପକାଇଲେ।

Judges 8 illustration - Judges Chapter 8

26ସେଥି ରେ ଚନ୍ଦ୍ରହାର, ଝକ୍ସ୍ଟମକ୍ସ୍ଟକା ଓ ମିଦିଯନୀଯ ରାଜାମାନଙ୍କ ପରିଧଯେ ବାଇଗଣିଆ ରଙ୍ଗର ବସ୍ତ୍ର ଓ ସମାନଙ୍କେର ଓଟର ଗଳାହାର ଛଡା ତାହାର ପ୍ରାର୍ଥୀତ, ସକ୍ସ୍ଟବର୍ଣ୍ଣ ନଗର ପରିମାଣ 1,700 ଶକେଲ ସକ୍ସ୍ଟନା ହେଲା।

27ଗିଦ୍ଦିୟୋନ ଏହିସବୁ ସକ୍ସ୍ଟବର୍ଣ୍ଣ ରେ ଏକ ଏଫୋଦ ତିଆରି କଲେ। ସେ ଏହାକକ୍ସ୍ଟ ସମାନଙ୍କେ ନଗର ଅଫ୍ରା ରେ ରଖିଲେ। ଏବଂ ଇଶ୍ରାୟେଲର ସମସ୍ତ ଲୋକମାନେ ସହେି ଏଫୋଦକକ୍ସ୍ଟ ଉପାସନା କଲେ। ଏହିପରି ଭାବରେ, ଏଫୋଦକକ୍ସ୍ଟ ଉପାସନା କରି ଇଶ୍ରାୟେଲବାସୀ ସଦାପ୍ରଭୁଙ୍କ ପ୍ରତି ଅବିଶ୍ବାସି ହେଲେ। ଏହି ଏଫୋଦ ଗିଦ୍ଦିୟୋନଙ୍କ ଓ ତାଙ୍କ ପରିବାର ପ୍ରତି ଏକ ଫାନ୍ଦ ସ୍ବରୂପ ହେଲା, ଯାହାକି ସମାନଙ୍କେର ପାପର କାରଣ ହେଲା।

28ଇଶ୍ରାୟେଲ ଅଧିନ ରେ ରହିବା ପାଇଁ, ମିଦିଯନର ଲୋକମାନେ ବାଧ୍ଯ ହେଲ। ସମାନେେ ଆଉ କିଛି ଅସକ୍ସ୍ଟବିଧା ରେ ପଡିଲେ ନାହିଁ। ତେଣୁ ଗିଦ୍ଦିଯୋନ ବଞ୍ଚିଥିବା ପର୍ୟ୍ଯନ୍ତ ଗ୍ଭଳିଶ ବର୍ଷ ପାଇଁ ଦେଶ ଶାନ୍ତି ରେ ରହିଲା।

29ଏହାପରେ ଯୋୟାଶର ପକ୍ସ୍ଟତ୍ର ୟିରକ୍ସ୍ଟଦ୍ଦାଲ ୟାଇ ନିଜ ଗୃହ ରେ ବାସ କଲେ।

30ଗିଦ୍ଦିୟୋନଙ୍କର ନିଜର ସତକ୍ସ୍ଟରିଜଣ ସନ୍ତାନ ଥିଲେ। ତାଙ୍କର ବହକ୍ସ୍ଟତ ସନ୍ତାନ ଥିଲେ କାରଣ ତାଙ୍କର ବହକ୍ସ୍ଟତ ପତ୍ନୀ ଥିଲେ।

Judges 8 illustration - Judges Chapter 8

31ଗିଦ୍ଦିୟୋନଙ୍କର ଶିଖିମଠା ରେ ଏକ ଉପପତ୍ନୀ ଥିଲା। ସହେି ଉପପତ୍ନୀର ଏକ ପକ୍ସ୍ଟତ୍ର ଥିଲା ଯାହାର ନାମ ଥିଲା ଅବୀମଲେମ୍।

32ୟୋଯାଶର ପକ୍ସ୍ଟତ୍ର ଗିଦ୍ଦିୟୋନ ଅତ୍ଯଧିକ ବାର୍ଦ୍ଧକ୍ଯ ରେ ପହଞ୍ଚି ମୃତକ୍ସ୍ଟ୍ଯ ବରଣ କଲେ। ଅବୀଯେଷ୍ରୀଯମାନଙ୍କ ଅଫ୍ରାର ସହର ରେ ତାଙ୍କ ପିତା ଯୋୟାଶର ନିଜର କବର ରେ ଗିଦ୍ଦିୟୋନକକ୍ସ୍ଟ କବର ଦିଆଗଲା।

33ଗିଦ୍ଦିୟୋନଙ୍କର ମୃତକ୍ସ୍ଟ୍ଯ ପରେ ଇଶ୍ରାୟେଲର ଲୋକମାନେ ଆଉ ସଦାପ୍ରଭୁଙ୍କର ବିଶ୍ବସ୍ତ ରହିଲେ ନାହିଁ। ସମାନେେ ବାଲ୍ ଦବୋଦବେୀଙ୍କର ଅନକ୍ସ୍ଟଗାମୀ ହେଲେ। ସମାନେେ ସମାନଙ୍କେର ଦବେତା ବାଲ୍ ବାରିକ୍ ନିର୍ମାଣ କଲେ।

34ଇଶ୍ରାୟେଲର ଲୋକମାନେ ସଦାପ୍ରଭୁ ସମାନଙ୍କେର ପରମେଶଓରଙ୍କୁ ଏହା ଭକ୍ସ୍ଟଲିଗଲେ। ଯଦିଓ ସେ ସମାନଙ୍କେର ଗ୍ଭରିପାଖ ରେ ଶତୃମାନଙ୍କଠାରକ୍ସ୍ଟ ସମାନଙ୍କେୁ ରକ୍ଷା କରିଥିଲେ।

35ଇଶ୍ରାୟେଲର ଲୋକମାନେ ୟିରକ୍ସ୍ଟଦ୍ଦାଲର ପରିବାର ପ୍ରତି ଆନକ୍ସ୍ଟଗତ୍ଯ ରହିଲେ ନାହିଁ। ଯଦିଓ ସମାନଙ୍କେ ପାଇଁ ସବହେକ୍ସ୍ଟତ କାର୍ୟ୍ଯ କରିଥିଲେ।

Chapter Complete

You have read Judges 8

35 verses