Lumina
Judges

The Levite's Concubine

Judges 19·Oriya Bible

1ସହେି ସମୟରେ ଇଶ୍ରାୟେଲୀୟମାନଙ୍କର କହେି ରାଜା ନଥିଲେ।

2କିନ୍ତୁ ସହେି ସ୍ତ୍ରୀ ଜଣଙ୍କ ତାଙ୍କ ସହିତ ତର୍କ କରି ତା'ର ପିତୃ ଗୃହକକ୍ସ୍ଟ ଗ୍ଭଲିଗଲା। ସେ ସଠାେରେ ଗ୍ଭରିମାସ ଧରି ରହିଲେ।

3ଏହାପରେ ତା'ର ସ୍ବାମୀ ତା ପାଖକକ୍ସ୍ଟ ଦେଖିବାକକ୍ସ୍ଟ ଗଲେ ଓ ତାକକ୍ସ୍ଟ ନମ୍ରତା ରେ କହିଲେ କାଳେ ସେ ତାଙ୍କ ସହିତ ଫରେି ଆସିବ। ସେ ତାଙ୍କର ଗୋଟିଏ ୟୋଡା ଗଧ ଓ ତାଙ୍କର ଦାସ ସହିତ ସେଠି ପହନ୍ଚିଲେ। ସହେି ଲବେୀୟ ଲୋକଟିକକ୍ସ୍ଟ ଦେଖି ସହେି ସ୍ତ୍ରୀ ଲୋକ ଜଣଙ୍କର ପିତା ବହକ୍ସ୍ଟତ ଖକ୍ସ୍ଟସି ହାଇଗେଲେ ଓ ତାଙ୍କୁ ପାଛୋଟି ନବୋପାଇଁ ବାହାରକକ୍ସ୍ଟ ବାହାରି ଆସିଲେ।

4ସହେି ସ୍ତ୍ରୀ ଲୋକଟିର ପିତା ଲବେୀୟ ଲୋକଜଣଙ୍କକ୍ସ୍ଟ ତାଙ୍କ ଘରକକ୍ସ୍ଟ ପା େଛାଟି ନେଲେ। ଏବଂ ସେ ଦିନ ସଠାେରେ ରହିବା ପାଇଁ ତାଙ୍କୁ ନିମନ୍ତ୍ରଣ କଲେ। ତେଣୁ ସହେି ଲବେୀୟ ଲୋକଜଣଙ୍କ ସଠାେରେ ତିନିଦିନ ଧରି ରହିଲେ। ସେ ତାଙ୍କ ଶ୍ବଶକ୍ସ୍ଟର ଘ ରେ ଖାଇପିଇ ଶାଇେ ରହିଲେ।

5ଚତକ୍ସ୍ଟର୍ଥ ଦିନ ସହେି ସ୍ଥାନ ଛାଡିବା ପାଇଁ ପ୍ରଭାତରକ୍ସ୍ଟ ଉଠି ପ୍ରସ୍ତକ୍ସ୍ଟତ ହେଲେ। ସ୍ତ୍ରୀ ଲୋକଟିର ବାପା କହିଲା, ପ୍ରଥମେ କିଛି ଖାଅ, ଖାଇ ସାରିବାପରେ ତକ୍ସ୍ଟମେ ୟାଇପାର।

Judges 19 illustration - Judges Chapter 19

6ତେଣୁ ଲବେୀୟ ଲୋକ ଏବଂ ତାଙ୍କ ଶ୍ବଶକ୍ସ୍ଟର ଏକ ସାଙ୍ଗ ରେ ଖିଆପିଆ କଲେ। ଏହାପରେ ସହେି ୟକ୍ସ୍ଟବତୀର ପିତା ତାଙ୍କୁ କହିଲେ, ଦୟାକରି ଆଜି ରାତ୍ରି ଏହିଠା ରେ ରହିୟାଅ ଏବଂ ନିଜକକ୍ସ୍ଟ ଉପ ଭୋଗ କର। ତେଣୁ ସହେି ଲୋକଦ୍ବଯ ବସି ଭୋଜନ କଲେ।

7ଲୋବୀଯ ଲୋକ ଜଣଙ୍କ ୟିବାକକ୍ସ୍ଟ ପ୍ରସ୍ତକ୍ସ୍ଟତ ହେଲେ, କିନ୍ତୁ ତାଙ୍କର ଶ୍ବଶକ୍ସ୍ଟର ତାଙ୍କୁ ଗୋଟିଏ ରାତ୍ରି ରହିବା ପାଇଁ ଅନକ୍ସ୍ଟରୋଧ କଲେ।

8ଏହାପରେ ପଞ୍ଚମ ଦିନ ଲବେୀୟ ଲୋକଜଣଙ୍କ ଅତି ପ୍ରତକ୍ସ୍ଟ୍ଯଷରକ୍ସ୍ଟ ଉଠି ୟିବାକକ୍ସ୍ଟ ବାହାରିଲେ। ସହେି ସମୟରେ ତାଙ୍କ ଶ୍ବଶକ୍ସ୍ଟର ତାଙ୍କୁ ଅନକ୍ସ୍ଟ ରୋଧ କଲେ, ପ୍ରଥମେ କିଛି ଖିଆ ପିଆ କର। ତେଣୁ ସମାନେେ ଏକତ୍ର ଉପରଓଳି ପର୍ୟ୍ଯନ୍ତ ଖାଇ ପିଇ ମଉଜ କଲେ।

9ଏହାପରେ ସହେି ଲବେୀୟ ଲୋକ ଜଣଙ୍କ ତାଙ୍କର ଉପପତ୍ନୀ ଏବଂ ତାଙ୍କର ସବେକମାନେ ୟିବାପାଇଁ ଉଠିଲେ। କିନ୍ତୁ ସହେି ସମୟରେ ସହେି ୟକ୍ସ୍ଟବତୀର ପିତା କହିଲେ, ଏହା ବର୍ତ୍ତମାନ ଅନ୍ଧାର ଅଛି। ଦିନସରି ଗଲାଣି, ତେଣୁ ଆଜି ରାତ୍ରୀକ ଏହିଠା ରେ ରହିୟାଅ, ଏବଂ ତୁମ୍ଭେ ନିଜକକ୍ସ୍ଟ ଉପଭୋଗ କର। ଆସନ୍ତା କାଲି ପର୍ୟ୍ଯନ୍ତ ଏଠା ରେ ରହିୟାଅ। ଆସନ୍ତାକାଲି ପ୍ରଭାତରକ୍ସ୍ଟ ତୁମ୍ଭେ ଉଠି ତକ୍ସ୍ଟମ୍ଭ ବାଟରେ ତୁମ୍ଭେ ଗ୍ଭଲିୟିବ।

10କିନ୍ତୁ ଲବେୀୟ ଲୋକଜଣଙ୍କକ୍ସ୍ଟ ଆଉ ଏକ ରାତ୍ରି ରହିବା ପାଇଁ ଭଲ ଲାଗକ୍ସ୍ଟ ନଥିଲା। ତେଣୁ ସେ ପ୍ରସ୍ତକ୍ସ୍ଟତ ହେଲା ଏବଂ ତା'ର ଉପପତ୍ନୀ ଓ ଗଧ ଦକ୍ସ୍ଟଇଟିକକ୍ସ୍ଟ ଧରି ଗ୍ଭଲିଗଲା, ସେ ୟିବୂଷ ପର୍ୟ୍ଯନ୍ତ ୟାତ୍ରା କଲେ।

Judges 19 illustration - Judges Chapter 19

11ଦିନ ସରି ଆସିବା ବଳକେକ୍ସ୍ଟ ସମାନେେ ୟିବୂଷ ନିକଟରେ ଥିଲେ।ତେଣୁ ତାଙ୍କର ଦାସ ତାଙ୍କର ମକ୍ସ୍ଟନିବକକ୍ସ୍ଟ କହିଲେ, ଗ୍ଭଲ ଏହିଠା ରେ ରହିୟିବା ରାତ୍ରିଟି ଏହିଠା ରେ କଟାଇ ଦବେ।

12କିନ୍ତୁ ତାଙ୍କର ମକ୍ସ୍ଟନିବ ଲବେୀୟ ଲୋକଜଣଙ୍କ ତାଙ୍କୁ କହିଲେ, ନା, ଆମେ ଏହି ବିଚିତ୍ର ନଗର ରେ ରହିବା ନାହିଁ। ସହେି ଲୋକଗକ୍ସ୍ଟଡିକ ଇଶ୍ରାୟେଲୀୟ ନକ୍ସ୍ଟହଁନ୍ତି। ଆମ୍ଭମାନେେ ଗିବିଯାକକ୍ସ୍ଟ ୟିବା।

13ଲବେୀୟ ଲୋକ ଜଣଙ୍କ କହିଲେ, ଆସ ଆମ୍ଭମାନେେ ଏହି ଦକ୍ସ୍ଟଇ ସ୍ଥାନରକ୍ସ୍ଟ କୌଣସି ଏକ ସ୍ଥାନକକ୍ସ୍ଟ ୟିବା, ପକ୍ସ୍ଟଣି ଗିବିଯା କି ରାମା ରେ ରାତ୍ରି କାଟିବା।

14ତେଣୁ ସମାନେେ ନିଜର ଆପଣା ପଥରେ ଗ୍ଭଲିଗଲେ। ବିନ୍ଯାମୀନ ପରିବାରବର୍ଗର ଅଧିନ ରେ ଥିବା ଗିବିଯା ନିକଟରେ ପହଞ୍ଚିଲା ବେଳେ ସୂର୍ୟ୍ଯ ଅସ୍ତ ହେଉଥିଲା।

15ତେଣୁ ସମାନେେ ଗିବିଯା ରେ ରାତ୍ରି କାଟିବା ପାଇଁ ବାଟ ଛାଡିଗଲେ। ସମାନେେ ନଗର ରେ ପ୍ରବେଶ କଲେ ଏବଂ ନଗର ଛକରେ ବସିଲେ। କିନ୍ତୁ ରାତ୍ରୀ ୟାପନ କରିବା ପାଇଁ କହେି ସମାନଙ୍କେୁ ନିମନ୍ତ୍ରଣ କଲା ନାହିଁ।

Judges 19 illustration - Judges Chapter 19

16େସତବେଳେ ଦେଖନ୍ତି ତ ଜଣେ ବୃଦ୍ଧ ସନ୍ଧ୍ଯାକାଳେ ନିଜର କ୍ଷେତ୍ରରକ୍ସ୍ଟ ସ୍ବ କର୍ମସାରି ପରେକ୍ସ୍ଟଥିଲା। ସେ ଇଫ୍ରଯିମ ପର୍ବତମଯ ଦେଶର ଲୋକ ଓ ଗିବିଯା ରେ ପ୍ରବାସ କରୁଥିଲା। ମାତ୍ର ସେ ସ୍ଥାନର ଲୋକମାନେ ବିନ୍ଯାମୀନୀଯ ଥିଲେ।

17ସେ ଲୋକ ଅନାଇ ନଗରର ଛକରେ ସହେି ପଥିକକକ୍ସ୍ଟ ବସିଥିବାର ଦେଖିଲା, ଏବଂ ସହେି ବୃଦ୍ଧ ଲୋକଜଣଙ୍କ ପଚାରିଲେ, ତୁମ୍ଭେ କେଉଁଠାରକ୍ସ୍ଟ ଆସିଅଛି? ତୁମ୍ଭେ କେଉଁଠାକକ୍ସ୍ଟ ଯାଉଅଛ?

18ସମାନେେ ଉତ୍ତର ଦେଲେ, ଆମ୍ଭମାନେେ ୟିହକ୍ସ୍ଟଦାର ବୈଥଲହମରେକ୍ସ୍ଟ ଆସକ୍ସ୍ଟଅଛକ୍ସ୍ଟ ଏବଂ ପର୍ବତମଯ ଦେଶ ଇଫ୍ରଯିମର ଅଗମ୍ଯ ଅଞ୍ଚଳକକ୍ସ୍ଟ ଯାଉଅଛକ୍ସ୍ଟ। ଆମ୍ଭେ ସହେି ସ୍ଥାନର ଲୋକ, ଆମ୍ଭମାନେେ ବୈଥଲହମେକକ୍ସ୍ଟ ୟାଇଥିଲକ୍ସ୍ଟ। ଏବେ ମୁ ମାରେ ଗୃହକକ୍ସ୍ଟ ଯାଉଅଛି। ମାତ୍ର ବର୍ତ୍ତମାନ ମାେତେ ଆପଣା ଗୃହକକ୍ସ୍ଟ ନବୋକକ୍ସ୍ଟ କହେି ନାହିଁ।

19ଆମ୍ଭମାନଙ୍କ ପାଖ ରେ ଆମର ଗଧପାଇଁ ନଡା ଓ ଶସ୍ଯ ଅଛି। ମାେ ପାଇଁ ମାରେ ଉପପତ୍ନୀ ପାଇଁ ଓ ମାରେ ସବେକମାନଙ୍କ ପାଇଁ ଯେଉଁମାନେ ମାେ ସହିତ ଅଛନ୍ତି, ସମାନଙ୍କେ ପାଇଁ ପ୍ରଚକ୍ସ୍ଟର ରୋଟୀ ଓ ଦ୍ରାକ୍ଷାରସ ଅଛି। ଆମ୍ଭମାନେେ କିଛି ଅଭାବ ବୋଧ କରୁ ନାହକ୍ସ୍ଟଁ।

20ତେଣୁ ସହେି ବୃଦ୍ଧଲୋକ ଜଣଙ୍କ କହିଲା, ତୁମ୍ଭେ ଶାନ୍ତି ରେ ରକ୍ସ୍ଟହ। ମୁ ତୁମ୍ଭର ସମସ୍ତ ଆବଶ୍ଯକତାର ଯତ୍ନ ନବେି। ଦୟାକରି ନଗରର ଛକରେ ରାତ୍ରିୟାପନ କର ନାହିଁ।

Judges 19 illustration - Judges Chapter 19

21ଏହାପରେ ସେ ଆପଣା ଘରକକ୍ସ୍ଟ ଆଣି ଗଧମାନଙ୍କୁ ଖାଦ୍ୟ ଦଲୋ। ପକ୍ସ୍ଟଣି ସମାନେେ ପାଦ ଧୋଇ ଭୋଜନ କଲେ।

22ସମାନେେ ଖାଉଥିଲା ବେଳେ ଓ ଉପ ଭୋଗ କରୁଥିଲା ବେଳେ ସହରରକ୍ସ୍ଟ କେତକେ ଦକ୍ସ୍ଟଷ୍ଟ ଲୋକ ଗୃହ ଗ୍ଭରିପାଖ ରେ ଘରେିଗଲେ। ସମାନେେ କବାଟରେ ବାଡଇବୋ ଆରମ୍ଭ କଲେ। ସମାନେେ ଗୃହମାଲିକ ସହେି ବୃଦ୍ଧ ଲୋକଙ୍କକ୍ସ୍ଟ ପାଟି କଲେ: ସହେି ଲୋକକୁ ଗୃହରକ୍ସ୍ଟ ବାହାର କରି ଆଣ ୟିଏ ତୁମ୍ଭର ଅତିଥି। ଆମ୍ଭେ ତା ସହିତ ରତିକ୍ରିଯା କରିବକ୍ସ୍ଟ।

23ତେଣୁ ସହେି ବୃଦ୍ଧ ଗୃହ ଭିତରକ୍ସ୍ଟ ବାହାରି ଆସିଲେ ଏବଂ କହିଲେ, ମାରେ ବନ୍ଧକ୍ସ୍ଟଗଣ, ଦୟାକରି ଏମିତି ଅନିଷ୍ଟ କର ନାହିଁ। ଏପରି ଜଘନ୍ଯ ପାପ କର ନାହିଁ। ଏହି ଲୋକ ମାେ ଗୃହ ରେ ଅତିଥିରୂପେ ଅଛି।

24ଦେଖ, ଏଠା ରେ ମାରେ ଝିଅ, ଯେ କି କକ୍ସ୍ଟମାରୀ ଅଛି। ଏବଂ ଏହିଠା ରେ ତା'ର ଉପପତ୍ନୀ ଅଛି। ମୁ ସମାନଙ୍କେୁ ଆଣି ଦେଉଛି, ଯାହା ତୁମ୍ଭମାନଙ୍କର ଇଚ୍ଛା ତାହାହିଁ କର। ମାତ୍ର ଏ ଲୋକଙ୍କ ପ୍ରତି ଏପରି ଜଘନ୍ଯ କାର୍ୟ୍ଯ କରନାହିଁ।

25କିନ୍ତୁ ସହେି ଦକ୍ସ୍ଟଷ୍ଟ ଲୋକମାନେ ବୃଦ୍ଧ ଲୋକଟିର ଆବଦନେ ପ୍ରତି ଧ୍ଯାନ ଦେଲେ ନାହିଁ। ତେଣୁ ସହେି ଲବେୀୟ ଲୋକ ଜଣକ, ନିଜର ଉପପତ୍ନୀ ଘରକ୍ସ୍ଟ ବାହାର କଲେ। ତା'ପରେ ସହେି ଲୋକମାନେ ରାତ୍ରିସାରା ତା ସହିତ ରତିକ୍ରିଯା କଲେ ଏବଂ ପ୍ରଭାତ ରେ ଦାସୀକକ୍ସ୍ଟ ଛାଡି ଦେଲେ।

Judges 19 illustration - Judges Chapter 19

26ତହକ୍ସ୍ଟଁ ରାତ୍ରି ପାହାନ୍ତା ବଳକେକ୍ସ୍ଟ ସହେି ସ୍ତ୍ରୀ ତାହାର ସ୍ବାମୀ ରହକ୍ସ୍ଟଥିବା ଗୃହ ଦ୍ବାର ନିକଟରେ ଆଲକ୍ସ୍ଟଅ ହବୋ ପର୍ୟ୍ଯନ୍ତ ପଡି ରହିଲା।

27ଏହାପରେ ତା'ର ପ୍ରଭକ୍ସ୍ଟ ଉଠି ନିଜ ବାଟରେ ୟିବାପାଇଁ ଦ୍ବାରା ଫିଟାଇଲା ଏବଂ ତା'ର ଉପପତ୍ନୀକକ୍ସ୍ଟ ଦ୍ବାର ସମ୍ମକ୍ସ୍ଟଖ ରେ ପଡିଥିବାର ପାଇଲା। ତାହାର ଦକ୍ସ୍ଟଇହାତ ଦ୍ବାରବନ୍ଧ ଉପରେ ପଡିଥିଲା।

28ଦାସୀ ତାକକ୍ସ୍ଟ କହିଲା, ଉଠ, ଗ୍ଭଲ ଆମ୍ଭମାନେେ ଆମ୍ଭ ରାସ୍ତା ରେ ୟିବା, ମାତ୍ର ସେ ଉତ୍ତର ଦଲୋ ନାହିଁ । ତେଣୁ ସେ ତାକକ୍ସ୍ଟ ଗଧ ଉପରକକ୍ସ୍ଟ ନଲୋ ଏବଂ

29ଏହାପରେ ସେ ନିଜ ଗୃହ ରେ ପହଁଞ୍ଚି ଗୋଟିଏ ଛକ୍ସ୍ଟରୀ ନଇେ ଆପଣା ଉପପତ୍ନୀର ଅସ୍ଥିର ଖଞ୍ଜା ଅନକ୍ସ୍ଟସା ରେ ବାର ଖଣ୍ତ ରେ ବିଭକ୍ତ କରି ଇଶ୍ରାୟେଲର ସମସ୍ତ ଅଞ୍ଚଳକକ୍ସ୍ଟ ପଠାଇଲା।

30ଏଥି ରେ ଯେତେ ଲୋକ ଖଣ୍ତସବୁ ଦେଖିଲେ ସମାନେେ କହିଲେ, ଇଶ୍ରାୟେଲୀୟଗଣ ମିଶର ଦେଶ ପରିତ୍ଯାଗ କଲାଠାରକ୍ସ୍ଟ ଆଜି ପର୍ୟ୍ଯନ୍ତ ଏପରି ଜିନିଷ କବେେ କରାୟାଇନାହିଁ କି କବେେ ଦଖାୟୋଇନାହିଁ। ଏହି ବିଷଯ ରେ ଚିନ୍ତା କର, ସିଦ୍ଧାନ୍ତ ରେ ଉପନୀତ ହକ୍ସ୍ଟଅ ଏବଂ ଏହାକକ୍ସ୍ଟ ଉଚ୍ଚାରଣ କର।

Chapter Complete

You have read Judges 19

30 verses