Lumina
Joshua

Captain of the LORD's Host

Joshua 5·Oriya Bible

1ଇଶ୍ରାୟେଲର ଲୋକମାନେ ନଦୀ ପାର ହବୋ ପର୍ୟ୍ଯନ୍ତ ସଦାପ୍ରଭୁ ୟର୍ଦ୍ଦନ ନଦୀକକ୍ସ୍ଟ ଶକ୍ସ୍ଟଷ୍କ ରଖିଲେ। ଯେତବେେଳେ ୟର୍ଦ୍ଦନର ପଶ୍ଚିମ ପାରିସ୍ଥିତ ଇମାରେିଯ ରାଜାମାନେ ଓ ଭୂମଧ୍ଯ ସମକ୍ସ୍ଟଦ୍ର ନିକଟସ୍ଥ କିଣାନୀଯ ରାଜାମାନେ ଏହା ଶୁଣିଲେ, ସେତବେେଳେ ସମାନଙ୍କେର ହୃଦଯ ତରଳି ଗଲା ଓ ଇଶ୍ରାୟେଲମାନଙ୍କୁ ସମ୍ମକ୍ସ୍ଟଖୀନ ହବୋ ସକାେଶ ସମାନେେ ସମାନଙ୍କେର ସାହାସ ହରାଇଲେ।

2ସହେି ସମୟରେ, ସଦାପ୍ରଭୁ ଯିହାଶୂେୟଙ୍କକ୍ସ୍ଟ କହିଲେ, ତୁମ୍ଭେ ଶିଳାର ଛକ୍ସ୍ଟରିମାନ ତିଆରି କରି ଆଉ ଥରେ ଇଶ୍ରାୟେଲ ସନ୍ତାନଗଣକକ୍ସ୍ଟ ସକ୍ସ୍ଟନ୍ନତ କର।

3ତେଣୁ ଯିହାଶୂେୟ ଛକ୍ସ୍ଟରୀମାନ ତିଆରି କରି ଗିବିଯୋତ ହରଲୋତ୍ ପର୍ବତ ନିକଟରେ ଇଶ୍ରାୟେଲ ସନ୍ତାନଗଣଙ୍କର ସକ୍ସ୍ଟନ୍ନତ କରାଇଲେ।

4ଯିହାଶୂେୟ ସକ୍ସ୍ଟନ୍ନତ କରାଇବାର କାରଣ ଏହି, ମିଶରରକ୍ସ୍ଟ ବାହାରି ଆସିବା ପରେ ଇଶ୍ରାୟେଲର ସମସ୍ତ ଲୋକ ୟାତ୍ରା କରୁଥିବା ବେଳେ ମରକ୍ସ୍ଟଭୂମିରେ ମୃତକ୍ସ୍ଟ୍ଯବରଣ କଲେ। ସମାନେେ ସମସ୍ତେ ଯୋଦ୍ଧା ଥିଲେ ଓ ସକ୍ସ୍ଟନ୍ନତ ହାଇେଥିଲେ।

5କିନ୍ତୁ ମିଶର ଛାଡିବା ପରେ ମରକ୍ସ୍ଟଭୂମିରେ ଜନ୍ମ ହାଇେଥିବା ଇଶ୍ରାୟେଲୀୟମାନେ ସକ୍ସ୍ଟନ୍ନତ ହାଇେ ନଥିଲେ। ଯେ ହତେକ୍ସ୍ଟ ଲୋକମାନେ ସଦାପ୍ରଭୁଙ୍କ କଥା ମାନିଲେ ନାହିଁ। ତେଣୁ ସମାନଙ୍କେୁ ପ୍ରତିଜ୍ଞା କରାୟାଇଥିବା ଦେଶ ସମାନେେ ଦେଖି ପାରିଲେ ନାହିଁ ଏବଂ ଦୀର୍ଘ ଗ୍ଭଳିଶ ବର୍ଷ ୟାଏ ସମସ୍ତ ଯୋଦ୍ଧା ମୃତକ୍ସ୍ଟ୍ଯବରଣ କରିବା ପର୍ୟ୍ଯନ୍ତ ମରକ୍ସ୍ଟଭୂମିରେ ଘକ୍ସ୍ଟରି ବକ୍ସ୍ଟଲିଲେ।

Joshua 5 illustration - Joshua Chapter 5

6ସଦାପ୍ରଭୁ ସମାନଙ୍କେୁ ଉର୍ବର ଓ ଦକ୍ସ୍ଟଗ୍ଧ ମଧକ୍ସ୍ଟ ପ୍ରବାହିତ ଦେଶ ନ ଦଖାଇବୋ ପାଇଁ ପ୍ରତିଜ୍ଞା କଲେ, ଯାହା ସେ ସମାନଙ୍କେର ପୂର୍ବପୁରୁଷଗଣଙ୍କଠା ରେ ଆମ୍ଭକକ୍ସ୍ଟ ଦବୋ ପାଇଁ ପ୍ରତିଜ୍ଞା କରିଥିଲେ।ତେଣୁ ସମାନଙ୍କେର ପକ୍ସ୍ଟତ୍ରଗଣ ସମାନଙ୍କେର ମୃତକ୍ସ୍ଟ୍ଯପରେ ସମାନଙ୍କେର ଜାଗାଗକ୍ସ୍ଟଡିକ ନଇଗେଲେ।

7ସମାନେେ ବାଟରେ ସକ୍ସ୍ଟନ୍ନତ ହାଇେ ନଥିଲେ, ତେଣୁ ସମାନେେ ରାସ୍ତା ରେ ଯିହାଶୂେୟଙ୍କ ଦ୍ବାରା ସକ୍ସ୍ଟନ୍ନତ ହେଲେ।

8ୟିହୋଶୂଯ ସମାନଙ୍କେର ସକ୍ସ୍ଟନ୍ନତ ଶଷେ କଲେ। ଲୋକମାନେ ସତଜେ ହବୋ ପର୍ୟ୍ଯନ୍ତ ସମାନଙ୍କେର ସ୍ଥାନ ରେ ରହିଲେ।

9ସହେି ସମୟରେ, ସଦାପ୍ରଭୁ ଯିହାଶୂେୟଙ୍କକ୍ସ୍ଟ କହିଲେ, ତୁମ୍ଭମାନେେ ମିଶରର ଦାସ ଥିଲ, ଏବଂ ଏହା ତୁମ୍ଭକୁ ଲଜ୍ଜା ଦେଉଥିଲା। କିନ୍ତୁ ଆଜି ମୁ ଲଜ୍ଜାକକ୍ସ୍ଟ ନିବାରଣ କରିଅଛି। ତେଣୁ ୟିହୋଶୂଯ ସେ ସ୍ଥାନର ନାମ ଦେଲେ, ଗିଲ୍ଗାଲ୍, ଏବଂ ସହେି ଗିଲ୍ଗାଲ୍ ନାମ ଆଜି ମଧ୍ଯ ପ୍ରଚଳିତ ଅଛି।

10ଇଶ୍ରାୟେଲ ଲୋକମାନେ ନିସ୍ତାର ପର୍ବପାଳନ କଲେ, ଯେତବେେଳେ ସମାନେେ ଯିରୀହାେ ସମତଳ ଅଞ୍ଚଳ ନିକଟରେ ଛାଉଣୀ ସ୍ଥାପନ କଲେ। ତାହା ଥିଲା ସହେି ମାସ ଚଉଦ ତାରିଖ ସଂନ୍ଧ୍ଯା।

Joshua 5 illustration - Joshua Chapter 5

11ଆଉ ନିସ୍ତାର ପର୍ବର ପୂର୍ବଦିନ ସମାନେେ ଦେଶର ଶସ୍ଯ ତାଡିଶୂନ୍ଯ ରୋଟୀ ଓ ଭଜା ଶସ୍ଯ ଖାଇଲେ।

12ତା'ପରଦିନ ସକାଳେ, ସ୍ବର୍ଗର ଖାଦ୍ୟ ମାନ୍ନା ଆକାଶରକ୍ସ୍ଟ ପଡିବା ବନ୍ଦ ହେଲା, ସମାନେେ ସହେି ଦେଶର ଶସ୍ଯ ଭୋଜନ କଲାରକ୍ସ୍ଟ ଏପରି ହେଲା। ତେଣୁ ଇଶ୍ରାୟେଲର ଲୋକମାନେ ଆଉ ମାନ୍ନା ଖାଦ୍ୟ ପାଇଲେ ନାହିଁ। ସହେି ସମୟଠାରକ୍ସ୍ଟ ସମାନେେ କାଣାନର ଶସ୍ଯ ଖାଇଲେ।

13ଯେତବେେଳେ ଯିହାଶୂେୟ ଯିରୀହାେ ନିକଟରେ ଛିଡା ହାଇେଥିଲେ, ତାଙ୍କ ସମ୍ମକ୍ସ୍ଟଖ ରେ ଏକ ଲୋକ ଛିଡା ହାଇେଥିଲା। ସେ ଲକ୍ଷ୍ଯ କଲେ ଲୋକଟି ତା'ହାତ ରେ ଏକ ଖଣ୍ତା ଟାଣି ବାହାର କଲା। ଯିହାଶୂେୟ ତା'ର ନିକଟକକ୍ସ୍ଟ ଗଲେ ଓ ପଚାରିଲେ, ତୁମ୍ଭେ ଆମ୍ଭର ଲୋକମାନଙ୍କର ବନ୍ଧକ୍ସ୍ଟ ନା ଶତୃ?

14ଅସ୍ତ୍ର ଧରିଥିବା ଲୋକଟି ଉତ୍ତର ଦଲୋ, ମୁ ତୁମ୍ଭର ଶତୃ ନକ୍ସ୍ଟ ହେଁ, ମୁ ସଦାପ୍ରଭୁଙ୍କ ସୈନ୍ଯର ସନୋପତି ଅଟେ। ମୁ ବର୍ତ୍ତମାନ ତକ୍ସ୍ଟମ୍ଭ ପାଖକକ୍ସ୍ଟ ଆସିଲି।

15ସଦାପ୍ରଭୁଙ୍କର ସୈନ୍ଯ ଦଳର ସନୋପତି ଉତ୍ତର ଦେଲେ, ତକ୍ସ୍ଟମ୍ଭ ପାଦରକ୍ସ୍ଟ ପାଦୂକା କାଢ, କାରଣ ଯେଉଁ ସ୍ଥାନ ରେ ତୁମ୍ଭେ ଛିଡା ହାଇେଅଛ, ସେ ସ୍ଥାନ ପବିତ୍ର। ତେଣୁ ୟିହୋଶୂଯ ସହେିପରି କଲେ।

Chapter Complete

You have read Joshua 5

15 verses