Lumina
Joshua

Cities of the Levites

Joshua 21·Oriya Bible

1ଏହାପରେ ଲବେୀୟମାନଙ୍କ ପିତୃଗୃହର ପ୍ରଧାନମାନେ ଇଲିଯାସର ଯାଜକ ଓ ନୂନର ପକ୍ସ୍ଟତ୍ର ଯିହାଶୂେୟ ଓ ଇଶ୍ରାୟେଲ ସନ୍ତାନମାନଙ୍କ ବଂଶ ସମକ୍ସ୍ଟହର ପିତୃ ଗୃହର ପ୍ରଧାନମାନଙ୍କ ନିକଟକକ୍ସ୍ଟ ଆସିଲେ।

2ଏହା ଏପରି ହେଲା କିଣାନ ଦେଶସ୍ଥ ଶୀଲୋ ନଗର ରେ ଲବେୀୟର ଶାସକଗଣ ତାହାଙ୍କକ୍ସ୍ଟ କହିଲେ, ସଦାପ୍ରଭୁ ମାଶାଙ୍କେକ୍ସ୍ଟ ଆଦେଶ ଦଇେଛନ୍ତି। ସେ ଏହିପରି ଆଦେଶ ଦଇେଛନ୍ତି ଯେ, ତୁମ୍ଭେ ଆମ୍ଭକକ୍ସ୍ଟ ରହିବା ପାଇଁ ଏକ ସହର ଦିଅ। ଏବଂ ସେ ମଧ୍ଯ ନିର୍ଦ୍ଦେଶ ଦଇେଛନ୍ତି ଯେ, ତୁମ୍ଭେ ଆମ୍ଭକକ୍ସ୍ଟ ଭୂମି ଦବେ, ଯେଉଁଠା ରେ ଆମ୍ଭର ପଶକ୍ସ୍ଟମାନେ ଚରାବକ୍ସ୍ଟଲା କରିପାରିବେ।

3ତେଣୁ ଇଶ୍ରାୟେଲର ସନ୍ତାନଗଣ ସଦାପ୍ରଭୁଙ୍କର ଏହି ବାକ୍ଯକକ୍ସ୍ଟ ସମ୍ମାନ ଦେଲେ ଓ ମାନି ନେଲେ। ସମାନେେ ଲବେୀୟମାନଙ୍କୁ ଏହି ସହର ଓ ଭୂମି ଦେଲେ ତାଙ୍କର ପଶକ୍ସ୍ଟ ଚରିବା ପାଇଁ ନିଜର ଅଧିକାର ମଧ୍ଯରକ୍ସ୍ଟ।

4କାହାତୀଯ ପରିବାର ନିମନ୍ତେ ବାଣ୍ଟ ଉଠିଲା ଲବେୀୟମାନଙ୍କ ମଧ୍ଯରକ୍ସ୍ଟ ହାରୋଣ ଯାଜକର ସନ୍ତାନଗଣ ୟିହକ୍ସ୍ଟଦା ବଂଶରକ୍ସ୍ଟ, ଶିମିୟୋନ ବଂଶରକ୍ସ୍ଟ ଓ ବିନ୍ଯାମୀନ ବଂଶରକ୍ସ୍ଟ ତରଟେି ନଗର ପାଇଲେ।

5କହାତର ଅବଶିଷ୍ଟ ବଂଶଧରମାନେ ଇଫ୍ରଯିମ ବଂଶର ସମସ୍ତ ବଂଶରକ୍ସ୍ଟ ଓ ଦାନବଂଶ ଏବଂ ମନଃଶିର ଅର୍ଦ୍ଧବଂଶରକ୍ସ୍ଟ ଦଶ ନଗର ପାଇଲେ।

Joshua 21 illustration - Joshua Chapter 21

6ଗେର୍ଶୋନର ସନ୍ତାନଗଣ ଇଷାଖର ବଂଶର ସମସ୍ତ ବଂଶରକ୍ସ୍ଟ ଏବଂ ଅଶରେ ବଂଶ, ନଲ୍ଗାଲି ବଂଶ ଓ ବାଶନସ୍ଥ ମନଃଶିର ଅର୍ଦ୍ଧ ବଂଶରକ୍ସ୍ଟ ତରଟେି ନଗର ପାଇଲେ।

7ମରାରି ସନ୍ତାନଗଣ ନିଜ ନିଜ ବଂଶାନକ୍ସ୍ଟସା ରେ ରକ୍ସ୍ଟବନେ ବଂଶ, ଗାଦ ବଂଶ ସବୂଲୂନ ବଂଶରକ୍ସ୍ଟ ଏହିପରି ବାରଟି ନଗର ପାଇଲେ।

8ଏହିପରି ଇଶ୍ରାୟେଲ ସନ୍ତାନଗଣ ମାଶାେଦ୍ବାରା ସଦାପ୍ରଭୁ ଯେପରି ଆଜ୍ଞା ଦଇେଥିଲେ, ସହେିପରି ଭାବରେ ଗକ୍ସ୍ଟଳାବାଣ୍ଟ କରି ଲବେୀୟ ଲୋକମାନଙ୍କୁ ଏହିସବୁ ନଗର ଓ ତହିଁର ତଳଭୂମି ଦେଲେ।

9ଏବଂ ସମାନେେ ୟିହକ୍ସ୍ଟଦା ସନ୍ତାନଗଣ ବଂଶରକ୍ସ୍ଟ ଓଶିମିଯୋନ ସନ୍ତାନଗଣର ବଂଶରକ୍ସ୍ଟ ଏହିସବୁ ନଗର ଦେଲେ। ସେ ଯେଉଁ ସହରଗକ୍ସ୍ଟଡିକ ଦାନ କଲେ ତାହାର ନାମ ଲିଖିତ ଅଛି।

10ପ୍ରଥମ ପସନ୍ଦ ସହର ଭିତ ରେ ଲବେୀୟମାନଙ୍କୁ ଦିଆଗଲା କହାତର ବଂଶୀଯମାନଙ୍କର ହେଲା।

Joshua 21 illustration - Joshua Chapter 21

11ପକ୍ସ୍ଟଣି ସମାନେେ ସମାନଙ୍କେୁ ୟିହକ୍ସ୍ଟଦାର ପର୍ବତମଯ ଦେଶ ରେ କିରିଯଥ୍ ଅର୍ବ ଓ ତହିଁ ଚତର୍କ୍ସ୍ଟଦିଗସ୍ଥ ଗ୍ଭରଣଭୂମି ଦେଲେ। ହିବ୍ରୋଣ ନାମ ରେ ନାମିତ ଅର୍ବ ଯେ କି ଅନାକର ପିତା ଥିଲା। ତାଙ୍କର ନାମ ଅନକ୍ସ୍ଟସା ରେ ଏହା ସ୍ଥାନର ନାମ ଅର୍ବ ରଖାୟାଇ ଥିଲା।

12ସହେି ନଗରର ଖୋଲା କ୍ଷେତ୍ର ଓ ତାହାର ଗ୍ରାମମାନ ସମାନେେ ୟିଫକ୍ସ୍ଟନିର ପକ୍ସ୍ଟତ୍ର କାଲବକେକ୍ସ୍ଟ ଅଧିକାର କରିବାକୁ ଦେଲେ।

13ତେଣୁ ସମାନେେ ହାରୋଣଙ୍କର ଭବିଷ୍ଯଦ୍ ବଂଶଧରମାନଙ୍କୁ ହିବ୍ରୋଣ ନଗର ଦେଲେ। ହିବ୍ରୋଣ ଥିଲା ନିରାପଦର ସହର। ସମାନେେ ମଧ୍ଯ ହାରୋଣର ଉତ୍ତରାଧିକାରୀମାନଙ୍କୁ ଲିବ୍ନା ସହର ଦେଲେ।

14ୟତ୍ତୀର ଓ ତହିଁ ତଳଭୂମି, ଇଷ୍ଟମାେଯ ଓ ତା'ର ତଳଭୂମି।

15ହୋଲୋନ୍, ତା'ର ତଳଭୂମି, ଦବୀର ଓ ତା'ର ତଳଭୂମି।

Joshua 21 illustration - Joshua Chapter 21

16ଐନ୍ ଓ ତହିଁର ତଳଭୂମି ୟକ୍ସ୍ଟଟା ଓ ତହିଁର ତଳଭୂମି ବୈଥଶମେଶ୍ ଓ ତା'ର ତଳଭୂମି ସହେି ଦକ୍ସ୍ଟଇ ବଂଶରକ୍ସ୍ଟ ଏହିପରି ନଅଟି ନଗର ଦେଲେ।

17ପକ୍ସ୍ଟଣି ବିଦ୍ଯାମୀନ ବଂଶରକ୍ସ୍ଟ ଗିବିଯୋନ ଓ ତା'ର ତଳଭୂମି, ଗବୋ ଓ ତା'ର ତଳଭୂମି,

18ଅନାେଥାତ୍ ଓ ତା'ର ତଳଭୂମି, ଅଲ୍ମୋନ୍ ଓ ତା'ର ତଳଭୂମି, ଏହିପରି ଗ୍ଭରିଟି ନଗର ଦେଲେ।

19ହାରୋଣର ସନ୍ତାନ ଯାଜକମାନଙ୍କର ସର୍ବସକ୍ସ୍ଟଦ୍ଧା ତଳଭୂମି ସମତେ ତରଟେି ନଗର ହେଲା।

20କହାତର ଅବଶିଷ୍ଟ ସନ୍ତାନଗଣ ଯେଉଁମାନେ କି କହାତ ସନ୍ତାନ ଲବେୀୟମାନଙ୍କ ବଂଶ ସମୂହ ଇଫ୍ରଯିମ ବଂଶରକ୍ସ୍ଟ ସମାନଙ୍କେର ନିଜର ନଗର ବାଣ୍ଟି ନେଲେ।

Joshua 21 illustration - Joshua Chapter 21

21ଇଫ୍ରଯିମ ପର୍ବତମଯ ଦେଶରକ୍ସ୍ଟ ଶିଖିମି, ଗଷେର ସହର ସମାନଙ୍କେୁ ଦିଆଗଲା। ଶିଖିମ ଏକ ନିରାପଦ ସହର ଥିଲା।

22କିବସଯିମ୍ ଓ ତା'ର ତଳଭୂମି ବୈଥହାରଣେ ଓ ତା'ର ତଳଭୂମି ଏହିପରି ସମାନଙ୍କେ ଗ୍ଭରିଟି ନଗର ଦେଲେ।

23ଦାନ ପରିବାରବର୍ଗ ଇଲତକୀ ଓ ଗିଦ୍ଦଥୋନ୍ ସମାନଙ୍କେୁ ଦେଲେ।

24ଆଯାଲୋନ ଓ ତା'ର ତଳଭୂମି, ଗାଥରିେମ୍ମାନ ଓ ତା'ର ତଳଭୂମି ଏହିପରି ଭାବରେ ଗ୍ଭରି ନଗର ଦେଲେ।

25ମନଃଶିର ଅର୍ଦ୍ଧ ବଂଶରକ୍ସ୍ଟ ତାନକ୍ ଓ ତା'ର ତଳଭୂମି, ଗାଥରିମ୍ମାେନ୍ ଓ ତା'ର ତଳଭୂମି ଏହିପରି ଦକ୍ସ୍ଟଇଟି ନଗର ଦେଲେ।

Joshua 21 illustration - Joshua Chapter 21

26କହାତର ଅବଶିଷ୍ଟ ସନ୍ତାନମାନଙ୍କ ବଂଶର ସର୍ବସକ୍ସ୍ଟଧା ତଳଭୂମି ସମତେ ଦଶଟି ନଗର ହେଲା।

27ଗେର୍ଶୋନ୍ ପରିବାର ମଧ୍ଯ ଲବେୀୟ ପରିବାରବର୍ଗରକ୍ସ୍ଟ ଥିଲେ।

28ଇଷାଖର ପରିବାରବର୍ଗରକ୍ସ୍ଟ କିଣିଯୋନ ଓ ତହିଁର ତଳଭୂମି, ଦାବରତ୍ ଓ ତା'ର ତଳଭୂମି,

29ୟମୂର୍ତ୍ ଓ ତା'ର ତଳଭୂମି ଐନ-ଗନ୍ନିମ ଓ ତା'ର ତଳଭୂମି ଏହିପରି ଭାବରେ ଗ୍ଭରିଟି ନଗର ଦେଲେ।

30ଏବଂ ଆଶରେ ବଂଶରକ୍ସ୍ଟ ମିଶାଲ୍ ଓ ତା'ର ତଳଭୂମି, ଅବଦୋନ୍ ଓ ତା'ର ତଳଭୂମି।

Joshua 21 illustration - Joshua Chapter 21

31ହିଲକତ୍ ଓ ତା'ର ତଳଭୂମି, ରହୋବ୍ ଓ ତା'ର ତଳଭୂମି, ଏହିପରି ଗ୍ଭରୋଟି ନଗର ଦେଲେ।

32ନଲ୍ଗାଲି ବଂଶରକ୍ସ୍ଟ ଗାଲିଲି ଅନ୍ତର୍ଗତ ନରହତ୍ଯାକାରୀର ଆଶ୍ରଯ ନଗର କଦେଶ ଓ ତା'ର ତଳଭୂମି, ହମାେତ୍-ଦୋର ଓ ତା'ର ତଳଭୂମି, କର୍ତ୍ତନ ଓ ତା'ର ତଳଭୂମି, ଏହିପରି ଭାବରେ ସହେି ତିନୋଟି ନଗର ଦେଲେ।

33ନିଜ ନିଜ ବଂଶାନକ୍ସ୍ଟସା ରେ ଗେର୍ଶୋନୀଯ ଲୋକମାନେ ସର୍ବସକ୍ସ୍ଟଦ୍ଧା ତଳଭୂମି ସମତେ ତରଟେି ନଗର ପାଇଲେ।

34ଏହାପରେ ସମାନେେ ମରାରି ସନ୍ତାନଗଣର ପରିବାରବର୍ଗନକ୍ସ୍ଟସା ରେ ଅବଶିଷ୍ଟ ଲବେୀୟ ଗୋଷ୍ଠୀଙ୍କକ୍ସ୍ଟ

35ଦିମ୍ନା ନହଲୋଲ୍ ଓ ସବୂଲୂନର ସମସ୍ତ ପରିବାରବର୍ଗ ସମାନଙ୍କେୁ ଗ୍ଭ ରୋଟି ସହର ଓ କ୍ଷେତ୍ର ଦେଲେ।

Joshua 21 illustration - Joshua Chapter 21

36ରକ୍ସ୍ଟବନେ ବଂଶରକ୍ସ୍ଟ ବେତ୍ସର ତଳଭୂମି ୟହସ ଓ ତା'ର ତଳଭୂମି।

37କଦମୋେତ୍ ଓ ତା'ର ତଳଭୂମି, ମଫୋତ୍ ଓ ତା'ର ତଳଭୂମି ଏହିପରି ଭାବରେ ଗ୍ଭରିଟି ନଗର ଦେଲେ।

38ଗାଦ ପରିବାରବର୍ଗ ସମାନଙ୍କେୁ ଗିଲିଯଦ ଅନ୍ତର୍ଗତ ରାମାେତ୍, ନିରାପଦ ନଗରୀ ଓ ତା' ପାଶର୍‌ବବର୍ତ୍ତୀ କ୍ଷେତ୍ର ଏବଂ ମହନୀଯ ଓ ତା'ର ପାଶର୍‌ବବର୍ତ୍ତୀ କ୍ଷେତ୍ର ଦେଲେ।

39ହିଷବୋନ୍, ୟା ସରେ ଓ ତା'ର ତଳଭୂମି, ଏହିପରି ଭାବରେ ଗ୍ଭରିଟି ନଗର ଓ ତଳଭୂମି ଦେଲେ।

40ଏହିପରି ଭାବରେ ଲବେୀୟମାନଙ୍କ ଅବଶିଷ୍ଟ ବଂଶ, ମରାରି ସନ୍ତାନଗଣର ନିଜ ନିଜ ବଂଶ ଅନକ୍ସ୍ଟସା ରେ ସମାନେେ ବାରଟି ନଗର ପାଇଲେ।

Joshua 21 illustration - Joshua Chapter 21

41ଏହିପରି ଭାବରେ ଲବେୀୟମାନେ ଅଠଗ୍ଭଳିଷଟି ସହର ଓ ତଳଭୂମି ପାଇଲେ। ଏହି ସମସ୍ତ ଅଞ୍ଚଳ ଅନ୍ୟ ବଂଶଧରଙ୍କର ଅଧିକାର ରେ ଥିଲା।

42ଏହି ପ୍ରେତ୍ୟକକ ସହର ସହିତ ତା'ର ଚତକ୍ସ୍ଟଃପାଶର୍‌ବ ରେ ତଳଭୂମି ଥିଲା। ଏହା ସମସ୍ତ ପଶକ୍ସ୍ଟମାନଙ୍କ ପାଇଁ କ୍ଷତେ ଥିଲା।

43ଏହିପରି ଭାବରେ ସଦାପ୍ରଭୁ ଯେଉଁ ପ୍ରତିଜ୍ଞା କରିଥିଲେ ଇଶ୍ରାୟେଲୀୟବାସୀଙ୍କ ସମ୍ମକ୍ସ୍ଟଖ ରେ ତାକକ୍ସ୍ଟ ପକ୍ସ୍ଟରଣ କଲେ। ସେ ସମାନଙ୍କେର ପୂର୍ବପୁରୁଷମାନଙ୍କୁ ପ୍ରତିଜ୍ଞା କରିଥିବା ଜାଗା ସମାନଙ୍କେୁ ଦେଲେ। ଲୋକମାନେ ସେ ଜମିକକ୍ସ୍ଟ ନିଜ ଅଧିକାରକକ୍ସ୍ଟ ନେଲେ ଓ ସଠାେରେ ବାସ କଲେ।

44ସଦାପ୍ରଭୁ ସମାନଙ୍କେ ପୂର୍ବପୁରୁଷଗଣଙ୍କ ନକଟ ରେ କରିଥିବା ତାଙ୍କର ସମସ୍ତ ଶପଥ ଅନକ୍ସ୍ଟସା ରେ ଗ୍ଭରିଆଡେ ସମାନଙ୍କେୁ ବିଶ୍ରାମ ଦେଲେ। ପକ୍ସ୍ଟଣି ସମାନଙ୍କେ ଶତୃମାନଙ୍କ ମଧ୍ଯରକ୍ସ୍ଟ କହେି ସମାନଙ୍କେର ଆଗ ରେ ଠିଆ ହାଇେ ପାରିଲେ ନାହିଁ। ସଦାପ୍ରଭୁ ସମାନଙ୍କେର ସମସ୍ତ ଶତୃଙ୍କକ୍ସ୍ଟ ସମାନଙ୍କେ ହସ୍ତ ରେ ସମର୍ପଣ କଲେ।

45ସଦାପ୍ରଭୁ ଇଶ୍ରାୟେଲ ବଂଶକକ୍ସ୍ଟ ଯେଉଁ ଉତ୍ତମ ପ୍ରତିଜ୍ଞା କରିଥିଲେ, ସେଥି ମଧ୍ଯରକ୍ସ୍ଟ ଗୋଟିଏ ହେଲ କଥା ବିଫଳ ହେଲାନାହିଁ। ସଦାପ୍ରଭୁଙ୍କର ସମସ୍ତ କଥା ସଫଳ ହେଲା।

Chapter Complete

You have read Joshua 21

45 verses