Lumina
Joshua

Inheritance of Remaining Tribes

Joshua 19·Oriya Bible

1ଏହାପରେ ଯିହାଶୂେୟ ଶିମିୟୋନ ପରିବାରବର୍ଗମାନଙ୍କର ଗୋଷ୍ଠୀକକ୍ସ୍ଟ ସମାନଙ୍କେର ଅଧିକାର ଭୂମି ଦେଲେ। ତାଙ୍କୁ ଯେଉଁ ଭୂମି ଦିଆଗଲା, ତାହା ୟିହକ୍ସ୍ଟଦାର ଅନ୍ତର୍ଗତ ଥିଲା।

2ସମାନେେ ଯାହା ସବୁ ପାଇଲେ ତାହା ସବୁ ହେଲା, ବରେଶବୋ ଓ ମାେଲାଦା।

3ହତ୍ସରଶିଯାଲ୍ ଓ ବାଲା ଏବଂ ଏତ୍ସମ୍।

4ଇଲ୍ତୋଲଦ୍, ବଥକ୍ସ୍ଟଲ୍ ଓ ହର୍ମା

5ସିକ୍ଲଗ୍ ବୈଥ-ମର୍କାବୋତ୍ ଓ ହତ୍ସର ସୂଷୀମ୍

Joshua 19 illustration - Joshua Chapter 19

6ବୈଥଲବାଯୋତ୍, ଶାରକ୍ସ୍ଟହନ୍ ଗ୍ରାମ ସମତେ ଏହିପରି ଭାବରେ ତରଟେି ନଗର ଥିଲା।

7ଐନ୍, ରିମ୍ମୋନ୍, ଏଥର ଓ ଆଶନ୍ ଗ୍ରାମ ସମତେ ଏହିପରି ଗ୍ଭରଟି ନଗର ଥିଲା।

8ବାଲତ୍ ବରେ ପର୍ୟ୍ଯନ୍ତ ଏହିସବୁ ନଗରର ଚତକ୍ସ୍ଟର୍ଦିଗସ୍ଥିତ ସହରସବୁ ପାଇଲେ। ସହେି ଭୂମିଶିମିଯୋନଙ୍କର ପରିବାରବର୍ଗକକ୍ସ୍ଟ ଦିଆଗଲା (ଦିଗସ୍ଥିତ ରାମତ୍) ପ୍ରେତ୍ୟକକ ପରିବାର ସମାନଙ୍କେର ପ୍ରାପ୍ଯ ଅଂଶ ପାଇଲେ।

9ଶିମିୟୋନ ସନ୍ତାନଗଣର ଏହି ଅଧିକାର ୟିହକ୍ସ୍ଟଦା ସନ୍ତାନଗଣର ଏକ ଅଂଶ ଥିଲା। କାରଣ ୟିହକ୍ସ୍ଟଦା ସନ୍ତାନଗଣର ଅଂଶ ସମାନଙ୍କେ ପାଇଁ ଅତି ଅଧିକ ଥିଲା। ଏଥିପାଇଁଶିମିଯୋନ ସନ୍ତାନଗଣ ସମାନଙ୍କେର ଅଧିକାର ମଧିଅରେ ଅଧିକାର ପାଇଲେ।

10ସବୂଲୂନର ପରିବାରବର୍ଗ, ସମାନଙ୍କେର ଗୋଷ୍ଠୀମାନଙ୍କ ପ୍ରତୀଜ୍ଞାନକ୍ସ୍ଟସା ରେ ନିଜ ନିଜର ଭୂମି ଭାଗ ପାଇଲେ। ଏହାର ସୀମା ସାରୀଦ ପର୍ୟ୍ଯନ୍ତ ଥିଲା।

Joshua 19 illustration - Joshua Chapter 19

11ଏହିପରି ଭାବରେ ସମାନଙ୍କେର ସୀମା ପଶ୍ଚିମ ରେ ମରିଯଲା ଦିଗ ରେ ଉଠି ଦବେଶତ୍ ପର୍ୟ୍ଯନ୍ତ ୟାଇ ୟଗ୍ନିଯାମର ସମ୍ମକ୍ସ୍ଟଖସ୍ଥ ନଦୀ ପର୍ୟ୍ଯନ୍ତ ଥିଲା।

12ପକ୍ସ୍ଟଣି ସାରୀଦରକ୍ସ୍ଟ ପୂର୍ବ ଦିଗ ରେ ଫରେି କିଶ୍ଲୋତ୍-ତାବୋରର ସୀମା ପର୍ୟ୍ଯନ୍ତ ଲାଗିଥିଲା। ଏହି ସୀମା ଦାବରତକକ୍ସ୍ଟ ଲାଗି ୟାଫିଯ ପର୍ୟ୍ଯନ୍ତ ଥିଲା।

13ସଠାେରକ୍ସ୍ଟ ପୂର୍ବ ଦିଗ ଦଇେ, ଗାତ୍- ହଫରେ ମଧ୍ଯ ଦଇେ ଏତ୍କାତ୍ସୀନ ପର୍ୟ୍ଯନ୍ତ ୟାଇ ନଯେଆଡେ ବିସ୍ତୃତ ରିମ୍ମୋଣ ପର୍ୟ୍ଯନ୍ତ ଲାଗିଥିଲା।

14ଉତ୍ତର ଦିଗ ରେ ସହେି ସୀମା ଘରେି ରହିଥିଲା ହନ୍ନାଥୋନ ପର୍ୟ୍ଯନ୍ତ। ଏହାର ସୀମା ୟିଲ୍ଗଦେଲ୍ ଉପତ୍ୟକା ପର୍ୟ୍ଯନ୍ତ ଲାଗିଥିଲା।

15କଟତ୍, ନହଲୋଲ୍, ଶିମ୍ରୋଣ, ୟିଦାଲା ଓ ବୈଥ୍ଲହେମ୍ ଗ୍ରାମ ସମତେ ଏହିପରି ଭାବରେ ତାଙ୍କର ବାରଟି ନଗର ଥିଲା।

Joshua 19 illustration - Joshua Chapter 19

16ଏହିସବୁ ଗ୍ରାମ ନଗର ସୂବୂଲୂନ ପରିବାରବର୍ଗର ଗୋଷ୍ଠୀ ଅନକ୍ସ୍ଟସା ରେ ସମାନଙ୍କେର ଅଧିକାର ଥିଲା

17ଭୂମିର ଚତକ୍ସ୍ଟର୍ଥ ଅଂଶ ଇଷାଖର ପରିବାରବର୍ଗକକ୍ସ୍ଟ ଦିଆଗଲା। ପ୍ରେତ୍ୟକକ ପରିବାର ସେଥିରକ୍ସ୍ଟ ଭାଗ ପାଇଲେ।

18ନିମ୍ନ ରେ ଦିଆୟାଇଥିବା ଭୂମିଗକ୍ସ୍ଟଡିକ ଉକ୍ତ ପରିବାରବର୍ଗମାନଙ୍କୁ ଦିଆଗଲା। ସମାନେେ ହେଲେ ୟିଷ୍ରିଯଲେ, କସକ୍ସ୍ଟଲ୍ଲୋତ ଓ ସକ୍ସ୍ଟନେମ୍।

19ହଫାରଯିମ୍, ଶୀଯୋନ ଓ ଅନହରତ୍।

20ରାଦ୍ଦୀତ୍, କିଣିଯୋନ ଓ ଏବସ୍।

Joshua 19 illustration - Joshua Chapter 19

21ରମେତ୍ ଐନ୍-ଗନ୍ନୀମ୍ ଐନ୍ ହଦ୍ଦା ଓ ବୈଥ୍ ପତ୍ ସେସ୍।

22ଏସବୁର ସୀମା ତାଙ୍କର ତାବୋର ଶହତ୍ସୀସ୍ ଓ ବୈଥ୍ଶମେଣ ପର୍ୟ୍ଯନ୍ତ ଥିଲା। ୟର୍ଦ୍ଦନ ସମାନଙ୍କେ ସୀମାର ପ୍ରାନ୍ତ ଥିଲା। ଗ୍ରାମ ସମତେ ଏହି ଷୋଳଟି ନଗର ସମାନଙ୍କେର ଅଧିନ ରେ ଥିଲା।

23ଏହି ସହର ଓ ଗ୍ରାମଗକ୍ସ୍ଟଡିକ ଇଷାଖର ପରିବାରବର୍ଗର ଭୂମି ଅଂଶ ବିଷେଶ ଥିଲା। ଏବଂ ଏଗକ୍ସ୍ଟଡିକ ସମାନଙ୍କେର ବଂଶାନକ୍ସ୍ଟସା ରେ ପାଇଲେ।

24ଏହି ଭୂମିର ପଞ୍ଚମ ଅଂଶ ଆଶରେ ପରିବାରବର୍ଗମାନେ ପାଇଲେ। ସହେି ପରିବାରବର୍ଗର ପ୍ରେତ୍ୟକକ ପରିବାର ସହେି ଭୂମିର ଏକ ଅଂଶ ପାଇଲେ।

25ଯେଉଁ ଭୂମିସବୁ ସମାନଙ୍କେୁ ଦିଆୟାଇଥିଲା, ସଗେକ୍ସ୍ଟଡିକର ମଧିଅରେ ହିଲକତ୍, ହଲୀ, ବଟେନ୍ ଓ ଅକଷଫ୍ ଥିଲା।

Joshua 19 illustration - Joshua Chapter 19

26ଅଲମଲେକ୍, ଅମିଯାଦ୍ ଓ ମିଶାଲ୍

27ଏହାପରେ ଏହାର ସୀମା ପୂର୍ବ ହିଗ ରେ ବୈଥଦାଗକ୍ସ୍ଟନ ଆଡେ ଥିଲା। ଏହି ସୀମା ବୈଥ୍ଏମକ୍ ନୀଯଲରେ ଉତ୍ତର ଦିଗ ରେ ସବୂଲୂନ ସ୍ଥିତ ୟିଲ୍ଗ ହେଲ ଉପତ୍ୟକା ପର୍ୟ୍ଯନ୍ତ ଥିଲା। ଏହାର ବାମ ଦିଗ ରେ ଥିଲା କାବୂଲ୍।

28ଏହାର ସୀମା ଇବ୍ରୋଣ,ରହୋବ୍ ହମ୍ମୋନ୍, କାନ୍ନା ଓ ସଦୂର ସହାସୀଦୋନ୍ ପର୍ୟ୍ଯନ୍ତ ଲାଗିଥିଲା।

29ଏହାପରେ ଏହାର ସୀମା ଦକ୍ଷିଣ ରେ ରାମା ଓ ସୋର ନାମକ ଏକ ପ୍ରାଚୀରବେଷ୍ଟିତ ନଗରକକ୍ସ୍ଟ ଲାଗିଥିଲା। ଏହିଠାରକ୍ସ୍ଟ ସେ ସୀମା ହୋଷାକକ୍ସ୍ଟ ଲାଗିଥିଲା। ଏହାର ସୀମା ଅକଷୀବ୍ ନିକଟସ୍ଥ ସମକ୍ସ୍ଟଦ୍ର ପର୍ୟ୍ଯନ୍ତ ଥିଲା।

30ଉମ୍ମା, ଅଫେକ୍ ଓ ରହୋବ

Joshua 19 illustration - Joshua Chapter 19

31ଯେଉଁଟାକି ଆଶରରେ ପରିବାରବର୍ଗକକ୍ସ୍ଟ ଦିଆୟାଇଥିଲା। ସହେି ପରିବାରବର୍ଗର ପ୍ରେତ୍ୟକକ ପରିବାର ନିଜ ନିଜର ପ୍ରାପ୍ଯ ଭୂମି ଭାଗ ପାଇଲେ।

32ଏହାର ଷଷ୍ଠାଂଶଟି ନଲ୍ଗାଲିର ପରିବାରବର୍ଗଙ୍କକ୍ସ୍ଟ ଦିଆଗଲା। ଏବଂ ସହେି ପରିବାରବର୍ଗ ପ୍ରତ୍ଯକ ଗୋଷ୍ଠୀ ସମାନଙ୍କେର ପ୍ରାପ୍ଯ ଅଂଶ ପାଇଲେ।

33ସମାନେେ ଯେଉଁ ସବୁରକ୍ସ୍ଟ ଭୂମି ପାଇଥିଲେ, ସେ ସବୁର ସୀମା ଏହି ପରି ଥିଲା। ଏହା ସାନନ୍ନୀମ ନିକଟସ୍ଥ ହେଲ୍ଫଠାରକ୍ସ୍ଟ ଆରମ୍ଭ ହେଲା। ଏହା ସୀମା ଆଦାମୀ ଯବ୍ନିଯଲଠାେରକ୍ସ୍ଟ ନକବେ ମଧ୍ଯ ଦଇେ ଗଲା। ଏହାର ସୀମା ଲକ୍କକ୍ସ୍ଟମ ଓ ୟର୍ଦ୍ଦନ ନଦୀ ଶଷେଭାଗ ୟାଏଁ ଲାଗିଥିଲା।

34ଏହାର ସୀମା ପଶ୍ଚିମ ଦିଗ ରେ ଅସ୍ନୋତ୍ ତାଦୋରକକ୍ସ୍ଟ ଲାଗିଥିଲା। ସଠାେରକ୍ସ୍ଟ ହକ୍ସ୍ଟକ୍କୋକ ପର୍ୟ୍ଯନ୍ତ ଦକ୍ଷିଣ ଦିଗ ରେ ସବୂଲୂନ ପର୍ୟ୍ଯନ୍ତ ପଶ୍ଚିମ ଦିଗ ରେ ଆଶରେ ପର୍ୟ୍ଯନ୍ତ ଓ ପୂର୍ବ ଦିଗ ରେ ୟର୍ଦ୍ଦନ ୟିହକ୍ସ୍ଟଦା ପର୍ୟ୍ଯନ୍ତ ଲାଗିଥିଲା।

35ଏହାର ସୀମା ରେ କେତଗେକ୍ସ୍ଟଡିଏ ଶକ୍ତିଶାଳୀ ନଗର ଥିଲା। ସଗେକ୍ସ୍ଟଡିକ ହେଲା ସବୀମ, ସରେ, ହମ୍ମତ, ରକ୍କତ୍ ଓ କିନ୍ନରେତ୍।

Joshua 19 illustration - Joshua Chapter 19

36ଆଦାମା, ରାମା ଓ ହାତ୍ସୋର,

37କଦେଶ, ଇଦ୍ରିଯୀ ଓ ଐନ ହାତସୋର,

38ୟିରୋଣ ମିଗଦ୍ଦଲେଲ୍, ହୋ ରେମ୍ ବୈଥଂନାତ୍, ବୈଥଶମେଶ ଏହି ସବୁ ଶକ୍ତିଶାଳୀ ନଗରଗକ୍ସ୍ଟଡିକ ଥିଲା। ଏହିପରି ଭାବରେ କ୍ଷତକେକ୍ସ୍ଟ ମିଶାଇ ଉଣିଶିଟି ନଗର ଚତକ୍ସ୍ଟଃପାଶର୍‌ବ ରେ ଥିଲା।

39ସହେି ପରିବାରବର୍ଗର ପ୍ରେତ୍ୟକକ ଗୋଷ୍ଠୀ ସମାନଙ୍କେର ପ୍ରାପ୍ଯ ଅଂଶ ପାଇଲେ।

40ଏହାପରେ ଦାନ୍ ପରିବାରବର୍ଗମାନଙ୍କୁ ସଲ୍ଗମ ବାଣ୍ଟ ଉଠିଲା, ସହେି ଭୂମିର ସମସ୍ତ ଭାଗଟି ଦିଆଗଲା।

Joshua 19 illustration - Joshua Chapter 19

41ଏହିସବୁ ଭୂମି ଯାହାକି ସମାନଙ୍କେୁ ଦିଆୟାଇଥିଲା, ସଗେକ୍ସ୍ଟଡିକ ହେଲା ସରିଯ ଇଷ୍ଟାଯୋଲ ଇରଶମେଶ,

42ଶାଲ୍ବୀମ୍, ଅଯାଲୋନ୍ ଓ ୟିତ୍ଲା,

43ଏଲୋନ୍, ତିମ୍ନାଥା ଓ ଇକ୍ରୋଣ,

44ଇଲତ୍କୀ ଗିବୋଥୋନ ଓ ବାଲତ୍,

45ୟିହୂଦ୍, ବନବରକେ ଓ ଗାଥ୍-ରିମ୍ମୋନ୍।

Joshua 19 illustration - Joshua Chapter 19

46ମଯେର୍କୋନ୍, ରକ୍କୋନ ଓ ୟାଫୋର ସମକ୍ସ୍ଟଖସ୍ଥ ଅଞ୍ଚଳ।

47କିନ୍ତୁ ଦାନ ବଂଶର ଲୋକମାନେ ଏହି ଭୂମିର ଅଧିକାର ପାଇଁ ଅସକ୍ସ୍ଟବିଧାର ସମ୍ମକ୍ସ୍ଟଖିନ ହେଲେ। ସଠାେରେ ତାଙ୍କର ବହକ୍ସ୍ଟତ ଶକ୍ତିଶାଳୀ ଶତୃ ଥିଲେ। ଏବଂ ଦାନ୍ର ଲୋକମାନେ ସମାନଙ୍କେୁ ଏତେ ସହଜ ରେ ପରାସ୍ତ କରିପାରି ନ ଥିଲେ। ଯେଉଁଥିପାଇଁ ଦାନ ବଂଶଧରମାନେ ଇଶ୍ରାୟେଲର ଉତ୍ତର ଦିଗକକ୍ସ୍ଟ ଗଲେ। ଏବଂ ଲେଶମ୍ମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ। ସମାନେେ ଲେଶମ୍ମାନଙ୍କୁ ୟକ୍ସ୍ଟଦ୍ଧ ରେ ପରାସ୍ତ କଲେ। ଏବଂ ସଠାେରେ ବାସ କରୁଥିବା ଲୋକମାନଙ୍କୁ ସମାନେେ ହତ୍ଯା କଲେ। ତେଣୁ ଦାନର ଲୋକମାନେ ଲେଶମ୍ମାନଙ୍କର ସହର ରେ ବାସ କଲେ। ଏବଂ ଦାନର ପୂର୍ବପୁରୁଷଙ୍କ ନାମାନକ୍ସ୍ଟସା ରେ ଲେଶମର ନାମ ଦାନ ରଖିଲେ।

48ଏହି ସମସ୍ତ ନଗର, ଗ୍ରାମସବୁ ଓ ସମାନଙ୍କେର କ୍ଷତେସବୁ ଦାନଙ୍କ ପରିବାରବର୍ଗଙ୍କକ୍ସ୍ଟ ହିଁ ଦିଆଗଲା। ପ୍ରେତ୍ୟକକ ବଂଶଧର ସମାନଙ୍କେ ବଂଶ ଅନକ୍ସ୍ଟସା ରେ ଅଧିକାର ପାଇଲେ।

49ଏହିପରି ଭାବରେ ସମାନଙ୍କେ ମୂଖ୍ଯ ଭୂମିକକ୍ସ୍ଟ ଭାଗ କଲେ ଓ ସଗେକ୍ସ୍ଟଡିକ ସମସ୍ତ ପରିବାରବର୍ଗମାନଙ୍କୁ ବାଣ୍ଟିଲେ। ଏହା ସେ ଶଷେ କରିଲାପରେ, ଇଶ୍ରାୟେଲୀୟ ଲୋକମାନେ ସ୍ଥର କଲେ ନୂନର ପକ୍ସ୍ଟତ୍ର ଯିହାଶୂେୟଙ୍କକ୍ସ୍ଟ କିଛି ଭୂମି ଦବୋକକ୍ସ୍ଟ। ଏହାସବୁ ଭୂମି ତାଙ୍କୁ ଦିଆୟିବା ପାଇଁ ପ୍ରତିଜ୍ଞା କରାୟାଇଥିଲା।

50ସଦାପ୍ରଭୁ ନିର୍ଦେଶ ଦଇେଥିଲେ, ଏହିସବୁ ଭୂମି ଦବୋ ପାଇଁ। ତେଣୁ ସମାନେେ ଯିହାଶୂେୟଙ୍କକ୍ସ୍ଟ ଏହିସବୁ ନଗର ଦଇେଥିଲେ। ଇଫ୍ରଯିମ ପର୍ବତମଯ ଦେଶ ରେ ତିମତ୍- ସରହେ। ତେଣୁ ସେ ସଠାେରେ ନଗର ଗଠନକରି ସଠାେରେ ବାସ କଲେ।

Joshua 19 illustration - Joshua Chapter 19

51ଏହିପରି ଭାବରେ ଇଶ୍ରାୟେଲ ପରିବାରବର୍ଗମାନଙ୍କୁ ଏହିସବୁ ଭୂମି ବାଣ୍ଟ କରାଗଲା। ଇଲିଯାସର ଯାଜକ, ନୂନର ପକ୍ସ୍ଟତ୍ର ଯିହାଶୂେୟ ଏବଂ ସମସ୍ତ ବଂଶଧରମାନଙ୍କର ପ୍ରାଚୀନବର୍ଗମାନେ ଭୂମି ଭାଗ କରିବାକୁ ଶୀଲୋ ନିକଟରେ ଏକତ୍ରୀତ ହେଲେ। ସମାନେେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ସମାଗମ ତମ୍ବୁ ଦ୍ବାର ନିକଟରେ ମିଳିତ ହେଲେ। ଏହିପରି ଭାବରେ ସମାନେେ ଦେଶ ବିଭାଗ ବଣ୍ଟନ ସାରି ଦେଲେ।

Chapter Complete

You have read Joshua 19

51 verses