Lumina
Jonah

Jonah's Prayer

Jonah 2·Oriya Bible

1ଯେତବେେଳେ ୟୂନସ ମାଛର ପାକସ୍ଥଳୀ ରେ ଥିଲା, ସେ ସେତବେେଳେ ତାଙ୍କର ସଦାପ୍ରଭୁଙ୍କୁ ପ୍ରାର୍ଥନା କରି ଡାକିଲା।

2ୟୂନସ କହିଲେ, ମୁଁ ଅତି ଦୁଖ ରେ ଥିଲି। ମୁଁ ସଦାପ୍ରଭୁଙ୍କୁ ସାହାୟ୍ଯ ଭିକ୍ଷା ପାଇଁ ଡାକିଲି ଏବଂ ସେ ମାେତେ ଉତ୍ତର ଦେଲେ। ମୁଁ କବରର ବହୁ ଗଭୀରତମ ସ୍ଥାନ ରେ ଥାଇ ସଦାପ୍ରଭୁଙ୍କୁ ଡାକିଲି ଏବଂ ପ୍ରଭୁ ମାରେ ସ୍ବର ଶୁଣିଲେ।

3ତୁମ୍ଭେ ମାେତେ ସମୁଦ୍ର ରେ ଫିଙ୍ଗି ଦଇେ ଏବଂ ମାେ ଉପ ରେ ଶକ୍ତିଶାଳୀ ଢେଉ ଭାଙ୍ଗିଲା। ମୁଁ ସମୁଦ୍ରର ନିମ୍ନତମ ସ୍ଥାନକୁ ଚାଲିଗଲି ଏବଂ ମାରେ ଚତୁର୍ଦ୍ଦିଗ ରେ କବଳେ ପାଣି ରହିଲା।

4ତା'ପ ରେ ମୁଁ ଭାବିଲି, 'ବର୍ତ୍ତମାନ ନିଶ୍ଚଯ ମାେତେ ତୁମ୍ଭ ଦୃଷ୍ଟିପାତରୁ ଦୂ ରଇେ ଦିଆୟାଇଛି।' କିନ୍ତୁ ମୁଁ ପୁଣିଥରେ ତୁମ୍ଭର ପବିତ୍ର ମନ୍ଦିର ଦେଖିବାକୁ ଗ୍ଭ ହେଁ।

5ସମୁଦ୍ର ଜଳ ମାେ ଉପର ଦଇେ ପ୍ରବାହିତ ହେଲା। ସମୁଦ୍ର ପାଣି ମାରେ ପାଟି ଉପର ଦଇେ ପ୍ରବାହିତ ହେଲା ଯାହା ଫଳ ରେ ମୁଁ ନିଃଶ୍ବାସ ନଇେ ପାରୁନଥିଲି। ମୁଁ ସମୁଦ୍ରର ଗଭୀରତମ ସ୍ଥାନକୁ ଗଲି, ସମୁଦ୍ର ପାଣି ମାେତେ ଆବୃତ କଲା। ସମୁଦ୍ର ତଳେ ଥିବା ଉଦ୍ଭିଦ ମାରେ ମୁଣ୍ତ ଗ୍ଭରିପଟେ ଆବୃତ ହେଲା।

Jonah 2 illustration - Jonah Chapter 2

6ମୁଁ ସମୁଦ୍ରର ତଳ ଦେଶ ରେ ଥିଲି ଯେଉଁଠାରୁ ପର୍ବତ ଆରମ୍ଭ ହାଇେଛି। ମୁଁ ଭାବିଲି ମୁଁ ଚିରଦିନ ପାଇଁ ସହେି ବନ୍ଦୀଶାଳା ରେ ତାଲା ପଡି ରହିଲି। କିନ୍ତୁ ମାରେ ସଦାପ୍ରଭୁ ମାେତେ କବରରୁ ବାହାର କରି ଆଣିଲେ। ହେ ପରମେଶ୍ବର, ତୁମ୍ଭେ ମାେତେ ପୁନର୍ବାର ଜୀବନ ଦଲେ।

7ମୁଁ ଜୀବନର ସବୁ ଆଶା ଛାଡିଥିଲି କିନ୍ତୁ ତା'ପ ରେ ମୁଁ ସଦାପ୍ରଭୁଙ୍କୁ ସ୍ମରଣ କଲି। ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରାର୍ଥନା କଲି ଏବଂ ତୁମ୍ଭେ ତୁମ୍ଭ ପବିତ୍ର ମନ୍ଦିର ରେ ମାରେ ପ୍ରାର୍ଥନା ଶୁଣିଲ।

8 କେତକେ ଲୋକ ମୂଲ୍ଯହୀନ ପିତୁଳା ପୂଜା କରନ୍ତି କିନ୍ତୁ ସହେି ପିତୁଳା ସମାନଙ୍କେୁ କବେେ ସାହାୟ୍ଯ କରନ୍ତି ନାହିଁ।

9ପରିତ୍ରାଣ କବଳେ ସଦାପ୍ରଭୁଙ୍କ ନିକଟରୁ ଆ ସେ। ହେ ସଦାପ୍ରଭୁ, ମୁଁ ବଳିଦାନ ଦବୋକୁ ପ୍ରସ୍ତୁତ ଏବଂ ମୁଁ ତୁମ୍ଭକୁ ପ୍ରଶଂସା ଓ ଧନ୍ଯବାଦ ଜଣାଇବି। ମୁଁ କରିଥିବା ସମସ୍ତ ଶପଥ ରକ୍ଷା କରିବି।

10ତା'ପ ରେ ସଦାପ୍ରଭୁ ସେ ମାଛକୁ କହିଲେ ଏବଂ ମାଛଟି ବାନ୍ତି କଲା ଏବଂ ୟୂନସ ତା'ର ପାକସ୍ଥଳୀରୁ ବାହାରି ଭୂମିରେ ପଡିଲା।

Chapter Complete

You have read Jonah 2

10 verses