Lumina
John

John 13

John 13·Oriya Bible

1ସେତବେେଳେ ଯିହୂଦୀମାନଙ୍କର ନିସ୍ତାର ପର୍ବ ସମୟ ପ୍ରାୟ ହାଇଯୋଇଥିଲା। ଯୀଶୁ ଜାଣିଥିଲେ, ତାହାଙ୍କୁ ଜଗତକୁ ଛାଡି ୟିବାର ସମୟ ଉପସ୍ଥିତ ହାଇଗେଲାଣି। ବର୍ତ୍ତମାନ ସେ ତାହାଙ୍କ ପରମପିତାଙ୍କ ନିକଟକୁ ଫରେିଯିବେ। ସେ ସବୁବେଳେ ଏହି ଜଗତ ରେ ଥିବା ତାହାଙ୍କ ନିଜର ହାଇଯୋଇଥିବା ଲୋକମାନଙ୍କୁ ଭଲ ପାଉଥିଲେ। ସେ ସମାନଙ୍କେ ପ୍ରତି ତାହାଙ୍କର ଗଭୀର ଓ ଚୁଡାନ୍ତ ପ୍ ରମେ ଦଖାଇେଥିଲେ।

2ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ସନ୍ଧ୍ଯା ଭୋଜନ ରେ ବସିଥିଲେ। ଶିମାନରେ ପୁତ୍ର ଈଷ୍କରିଯୋଥ ୟିହୂଦାଙ୍କୁ ଯୀଶୁଙ୍କ ବିରୁଦ୍ଧ ରେ ଶୟତାନ ପ୍ରବର୍ତ୍ତାଇ ସାରିଥିଲା।

3ପରମପିତା ଯୀଶୁଙ୍କୁ ସବୁ ବିଷୟ ରେ କ୍ଷମତା ଦଇେଥିଲେ। ଯୀଶୁ ଏହା ଜାଣିଥିଲେ। ସେ ପରମେଶ୍ବରଙ୍କଠାରୁ ଆସିଛନ୍ତି, ବୋଲି ମଧ୍ଯ ଜାଣିଥିଲେ। ସେ ତାହାଙ୍କ ପାଖକୁ ଫରେିଯାଉଛନ୍ତି ବୋଲି ମଧ୍ଯ ଜାଣିଥିଲେ।

4ସମାନେେ ଖାଇବା ସମୟରେ ଯୀଶୁ ଠିଆ ହାଇେ ପିନ୍ଧିଥିବା ଲମ୍ବା ପୋଷାକଟି ଖାଲିେ ଦେଲେ। ସେ ଅଣ୍ଟା ରେ ଗୋଟିଏ ତଉଲିଆ ଗୁଡଇେ ହାଇେ ପଡିଲେ।

5ତା'ପରେ ସେ ପାତ୍ର ରେ ଜଳ ଭର୍ତ୍ତି କଲେ ଓ ଶିଷ୍ଯମାନଙ୍କର ପାଦ ଧୋଇବା ଆରମ୍ଭ କଲେ। ସେ ଅଣ୍ଟା ରେ ବାନ୍ଧିଥିବା ତଉଲିଆ ରେ ସମାନଙ୍କେର ପାଦ ପୋଛିଲେ।

John 13 illustration - John Chapter 13

6ଯୀଶୁ ଶିମାନେ ପିତରଙ୍କ ପାଖକୁ ଆସିଲେ। କିନ୍ତୁ ପିତର ତାହାଙ୍କୁ କହିଲେ, ପ୍ରଭୁ, ତୁମେ ମାରେ ପାଦ ଧୋଇବା ଉଚିତ ନୁହେଁ।

7ଯୀଶୁ କହିଲେ, ତୁମେ ଏବେ ଜାଣିପାରୁ ନାହଁ ଯେ, ମୁଁ କ'ଣ କରୁଛି। କିନ୍ତୁ ପରେ ତୁମେ ବୁଝିବ।

8ପିତର କହିଲେ, ନା, ଆପଣ ମାେ ପାଦ କବେେ ଧୋଇବେ ନାହିଁ।

9ଶିମାନେ ପିତର ଉତ୍ତର ଦେଲେ, ହେ ପ୍ରଭୁ, ତୁମେ ମାରେ ପାଦ ଧୋଇବା ପରେ ମାରେ ହାତ ଓ ମୁଣ୍ଡ ମଧ୍ଯ ଧୋଇ ଦିଅ।

10ଯୀଶୁ କହିଲେ, ଜଣେ ଲୋକ ସ୍ନାନ କରିବାପରେ ତା'ର ସମ୍ପୂର୍ଣ୍ଣ ଶରୀରଟା ନିର୍ମଳ ହାଇଯୋଏ। କବଳେ ତା'ର ପାଦ ସେ ଧୋଇବ ଦରକାର। ମୁଁ ଜାଣେ ତୁମ୍ଭମାନେେ ପରିଷ୍କାର ହାଇେଛ, କିନ୍ତୁ ତୁମ୍ଭମାନଙ୍କ ଭିତରୁ ସମସ୍ତେ ପରିଷ୍କାର ନୁହନ୍ତି।

John 13 illustration - John Chapter 13

11ଯୀଶୁ ଜାଣିଥିଲେ ଯେ କିଏ ତାହାଙ୍କ ବିରୁଦ୍ଧ ରେ ଉଠିବ, ତେଣୁ ସେ କହିଲେ, ତୁମ୍ଭମାନଙ୍କ ଭିତରୁ ସମସ୍ତେ ପରିଷ୍କାର ନୁହଁନ୍ତି।

12ଯୀଶୁ ଶିଷ୍ଯମାନଙ୍କ ପାଦ ଧୋଇ ସାରିଲେ। ତା'ପରେ ସେ ଲୁଗାପଟା ପିନ୍ଧି ମଜେ ପାଖ ରେ ପୁଣି ବସିଲେ, ଯୀଶୁ ପଚାରିଲେ, ମୁଁ ତୁମ ପାଇଁ କ'ଣ କଲି, ତୁମ୍ଭେ ତାହା ବୁଝିପାରିଲ କି?

13ତୁମେ ମାେତେ 'ଗୁରୁ' ଓ 'ପ୍ରଭୁ' କହୁଛ। ଅବଶ୍ଯ, ଏହା ଠିକ୍, କାରଣ ମୁଁ ତାହା ଅଟେ।

14ମୁଁ ତୁମ୍ଭର ଗୁରୁ ଓ ପ୍ରଭୁ। କିନ୍ତୁ ମୁଁ ତୁମ୍ଭର ପାଦକୁ ଗୋଟିଏ ସବେକ ରୂପେ ଧୋଇଲି। ତେଣୁ ତୁମେ ମଧ୍ଯ ପରସ୍ପରର ପାଦ ଧୋଇବା ଉଚିତ।

15ମୁଁ ଏହା ତୁମ୍ଭ ପାଇଁ ଗୋଟିଏ ଆଦର୍ଶ ସ୍ବରୂପ କଲି। ତେଣୁ ତୁମ୍ଭେ ପରସ୍ପର ମଧିଅରେ ଏହିପରି କରିବ।

John 13 illustration - John Chapter 13

16ମୁଁ ଏହା ସତ୍ଯ କହୁଛି, ଜଣେ ସବେକ ତାର ପ୍ରଭୁଠାରୁ ବଡ ନୁହେଁ। ଯେଉଁ ଲୋକକୁ କିଛି କାର୍ୟ୍ଯ କରିବା ପାଇଁ ପଠାଯାଇଛି, ସେ ପ୍ ରରଣକେର୍ତ୍ତାଙ୍କଠାରୁ ବଡ ନୁହେଁ।

17ଯଦି ତୁମ୍ଭେ ଏହା ସବୁ ଜାଣ ତବେେ ତୁମ୍ଭେ ଏହି କାର୍ୟ୍ଯ କରି ଖୁସି ହବେ।

18ମୁଁ ତୁମ୍ଭ ସମସ୍ତଙ୍କ ବିଷୟ ରେ କହୁନାହିଁ। ମୁଁ ଯେଉଁମାନଙ୍କୁ ବାଛିଛି, ସମାନଙ୍କେୁ ଜାଣେ। କିନ୍ତୁ ଶାସ୍ତ୍ର ରେ ଯାହା ଲଖାେଅଛି, ତାହା ନିଶ୍ଚୟ ଘଟିବ: ' ଯେଉଁଲୋକ ମାେ ସହିତ ଖାଏ, ସେ ମାେ ବିରୁଦ୍ଧ ରେ ଠିଆ ହବେ।'

19ବର୍ତ୍ତମାନ ଏହା ନ ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ଏକଥା କହୁଛି। ତେଣୁ ଯେତବେେଳେ ଏହା ଘଟିବ, ତୁମ୍ଭେ ବିଶ୍ବାସ କରିବ, ମୁଁ ସହେି ଅଟେ।

20ମୁଁ ତୁମ୍ଭକୁ ସତ୍ଯ କହୁଛି, ମାେତେ ପଠାଇଥିବା ବ୍ଯକ୍ତିକୁ ୟିଏ ଗ୍ରହଣ କରେ ସେ ମାେତେ ଗ୍ରହଣ କରେ। ମାେତେ ଯେଉଁ ଲୋକ ଗ୍ରହଣ କରେ, ସେ ମାରେ ପ୍ ରରଣକେର୍ତ୍ତାଙ୍କୁ ମଧ୍ଯ ଗ୍ରହଣ କରେ।

John 13 illustration - John Chapter 13

21ଯୀଶୁ ଏକଥା କହିବା ପରେ ସେ ବହୁତ ଦୁଃଖିତ ହେଲେ। ସେ ମୁକ୍ତ ରେ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ତୁମ୍ଭମାନଙ୍କ ମଧ୍ଯରୁ ଜଣେ ମାେ ବିରୁଦ୍ଧ ରେ ୟିବ।

22ଯୀଶୁଙ୍କର ଶିଷ୍ଯମାନେ ସମସ୍ତେ ପରସ୍ପରକୁ ଚାହିଁଲେ। ସମାନେେ ବୁଝି ପାରିଲେ ନାହିଁ ଯେ ଯୀଶୁ କାହା ବିଷୟ ରେ କହୁଛିନ୍ତି।

23ଯୀଶୁଙ୍କ ପାଖ ରେ ଆଉ ଜଣେ ଶିଷ୍ଯ ବସିଥିଲା। ଯୀଶୁ ତାହାକୁ ବହୁତ ଭଲ ପାଉଥିଲେ।

24ଶିମାନେ ପିତର, ସହେି ଶିଷ୍ଯକୁ ଯୀଶୁ କାହା ସମ୍ବନ୍ଧ ରେ କହୁଛନ୍ତି ତାହା ତାହାଙ୍କୁ ପଚାରିବା ପାଇଁ ଠାରିଲେ।

25ସେ ଷ୍ଯ ଜଣକ ଯୀଶୁଙ୍କର ବକ୍ଷସ୍ଥଳ ରେ ଆହୁରି ଆଉଜି ପଡି ପଚାରିଲେ, ପ୍ରଭୁ କିଏ ତୁମ୍ଭ ବିରୁଦ୍ଧ ରେ ୟିବ?

John 13 illustration - John Chapter 13

26ଯୀଶୁ ଉତ୍ତର ଦେଲେ, ମୁଁ ଏହି ରୋଟୀ ଖଣ୍ଡିକ ପାତ୍ର ରେ ବୁଡଇେ ଯାହାକୁ ଦବେି, ସହେି ଲୋକ ମାେ ବିରୁଦ୍ଧ ରେ ୟିବ। ତେଣୁ ଯୀଶୁ ଖଣ୍ଡେ ରୋଟୀ ନଇେ ପାତ୍ର ରେ ବୁଡାଇଲେ ଓ ଶିମାନଙ୍କେ ପୁତ୍ର ଈଷ୍କରିଯୋଥ ୟିହୂଦାକୁ ଦେଲେ।

27ୟିହୂଦା ରୋଟୀ ନଲୋ ବେଳେ ଶୟତାନ ତା' ଭିତ ରେ ପ୍ରବେଶ କଲା। ଯୀଶୁ ୟିହୂଦାକୁ କହିଲେ, ତୁମ୍ଭେ ଯାହା କରିବା କଥା, ତାହା ଶୀଘ୍ର କର।

28ଯୀଶୁ ଏକଥା ୟିହୂଦାଙ୍କୁ କାହିଁକି କହିଲେ ତାହା ମଜେ ପାଖ ରେ ବସିଥିବା ଲୋକମାନଙ୍କ ଭିତରୁ କହେି ହେଲେ ବୁଝିପାରିଲେ ନାହିଁ।

29ୟିହୂଦା ଦଳର ସାମୂହିକ ଟଙ୍କା ବାକ୍ସ ନିଜ ପାଖ ରେ ରଖୁଥିଲା। ତେଣୁ କେତକେ ଶିଷ୍ଯ ଭାବିଲେ ଯେ ଯୀଶୁ ତାକୁ ପର୍ବ ପାଇଁ କିଛି କିଣିବାକୁ କହିଲେ। କିଅବା ସମାନେେ ଏକଥା ମଧ୍ଯ ଭାବିଲେ, ଯୀଶୁ ବୋଧେ ୟିହୂଦାକୁ ଦରିଦ୍ରମାନଙ୍କୁ କିଛି ଦାନ ଦବୋ ପାଇଁ କହିଲେ।

30ୟିହୂଦା ଯୀଶୁ ଦଇେଥିବା ରୋଟୀ ଗ୍ରହଣ କଲେ। ତା'ପରେ ୟିହୂଦା ବାହାରି ଚାଲିଗଲେ। ସେତବେେଳେ ରାତ୍ରି ହାଇେଥିଲା।

John 13 illustration - John Chapter 13

31ୟିହୂଦା ଗଲାପରେ ଯୀଶୁ କହିଲେ, ବର୍ତ୍ତମାନ ମନୁଷ୍ଯପୁତ୍ର ଗୌରବ ପାଉଛନ୍ତି। ପରମେଶ୍ବର ମଧ୍ଯ ମନୁଷ୍ଯ ପୁତ୍ରଙ୍କ ଦ୍ବାରା ଗୌରବ ପାଉଛନ୍ତି।

32ଯଦି ପରମେଶ୍ବର ତାହାଙ୍କ ମାଧ୍ଯମ ରେ ଗୌରବ ଅର୍ଜ୍ଜନ କରନ୍ତି, ତବେେ ପରମେଶ୍ବର ତାହାଙ୍କଠା ରେ ପୁତ୍ରଙ୍କୁ ଗୌରବ ଦବେେ। ସେ ତାହାଙ୍କୁ ଅତି ଶୀଘ୍ର ଗୌରବନ୍ବିତ କରିବେ।

33ଯୀଶୁ କହିଲେ, ମାରେ ସନ୍ତାନମାନେ, ମୁଁ ତୁମ୍ଭମାନଙ୍କ ସହିତ ମାତ୍ର ଅଳ୍ପ ସମୟ ପାଇଁ ରହିବି। ତୁମ୍ଭେ ମାେତେ ଖାଜେିବ। ମୁଁ ଯିହୂଦୀମାନଙ୍କୁ ଯାହା କହିଛି, ତାହା ମୁଁ ବର୍ତ୍ତମାନ ତୁମ୍ଭକୁ କହୁଛି। ମୁଁ ଯେଉଁଠିକୁ ଯାଉଛି, ତୁମ୍ଭେ ସଠାେକୁ ଆସିପାରିବ ନାହିଁ।

34ମୁଁ ତୁମ୍ଭକୁ ଗୋଟିଏ ନୂତନ ଆଜ୍ଞା ଦେଉଛି। ତୁମ୍ଭମାନେେ ପରସ୍ପରକୁ ପ୍ ରମେ କର। ମୁଁ ତୁମ୍ଭମାନଙ୍କୁ ଯେପରି ପ୍ ରମେ କରୁଛି, ତୁମ୍ଭମାନେେ ପରସ୍ପରକୁ ସହେିପରି ପ୍ ରମେ କରିବା ଉଚିତ୍ ା

35ତୁମ୍ଭେ ଯଦି ପରସ୍ପରକୁ ପ୍ ରମେ କରିବ, ତବେେ ସମସ୍ତେ ଜାଣିବେ ଯେ ତୁମ୍ଭମାନେେ ମାରେ ଶିଷ୍ଯ।

John 13 illustration - John Chapter 13

36ଶିମାନେ ପିତର ଯୀଶୁଙ୍କୁ ପଚାରିଲେ, ପ୍ରଭୁ, ତୁମ୍ଭେ କେଉଁଆଡେ ଯାଉଛ? ଯୀଶୁ ଉତ୍ତର ଦେଲେ ମୁଁ ଯେଉଁ ଆଡେ ଯାଉଛି ତୁମେ ମାରେ ପେଛ ପେଛ ଏବେ ସଠାେକୁ ଯାଇ ପାରିବ ନାହିଁ। କିନ୍ତୁ ପରେ ତୁମେ ମାରେ ଅନୁଗମନ କରିବ।

37ପିତର ପଚାରିଲେ, ପ୍ରଭୁ, ମୁଁ ବର୍ତ୍ତମାନ କାହିଁକି ତୁମ୍ଭର ପେଛ ପେଛ ଯାଇ ପାରିବି ନାହିଁ? ମୁଁ ତୁମ୍ଭ ପାଇଁ ମରିବାକୁ ମଧ୍ଯ ପ୍ରସ୍ତୁତ।

38ଯୀଶୁ ଉତ୍ତର ଦେଲେ, ତୁମ୍ଭେ କ'ଣ ପ୍ରକୃତ ରେ ମାେ ପାଇଁ ଜୀବନ ଦବେ? ମୁଁ ତୁମ୍ଭକୁ ସତ୍ଯ କହୁଛି, କୁକୁଡା ଡାକିବା ପୂର୍ବରୁ ତୁମ୍ଭେ ମାେତେ ଚିହ୍ନିନାହଁ ବୋଲି ତିନିଥର ଅସ୍ବୀକାର କରିବ।

Chapter Complete

You have read John 13

38 verses