Lumina
Joel

The Day of the LORD

Joel 2·Oriya Bible

1ତୁମ୍ଭମାନେେ ସିୟୋନ ରେ ତୂରୀ ବଜାଅ। ଆମ୍ଭର ପବିତ୍ର ପର୍ବତ ଉପ ରେ ଗୋଟିଏ ବିପଦ ସଂକତେ କରି ପାଟି କର। ସମଗ୍ର ଦେଶବାସୀ ଭୟ ରେ କମ୍ପିତ ହବେ। ସଦାପ୍ରଭୁଙ୍କର ବିଶଷେ ଦିନ ଆସୁଛି। ସହେି ବିଶଷେ ଦିନଟି ଅତି ସନ୍ନିକଟ।

2ତାହା ଏକ ଅନ୍ଧାକାର ଓ ତମସାଚ୍ଛାନ୍ନ ଦିନ, ତାହା ନିବିଡ ଅନ୍ଧକାର ଓ ମଘାେଛନ୍ନ ଦିନ ହବେ। ସୂର୍ େଯ୍ଯାଦଯ ରେ ପର୍ବତ ଉପ ରେ ସୈନ୍ଯମାନେ ଘରେି ୟାଇଥିବାର ତୁମ୍ଭେ ଦେଖିବ। ସମାନେେ ମହାନ୍ ଶକ୍ତିଶାଳୀ ସୈନ୍ଯବାହିନୀ ହବେେ। ପୂର୍ବରୁ ଏପରି କବେେ ହାଇନୋହିଁ, ଆଉ ମଧ୍ଯ ଏହା ପୁନର୍ବାର କବେେ ହବେ ନାହିଁ।

3ଜ୍ବଳନ୍ତ ଅଗ୍ନି ସଦୃଶ ସହେି ସୈନ୍ଯବାହିନୀ ଦେଶକୁ ଧ୍ବଂସ କରି ଦବେେ। ସମାନଙ୍କେ ସମ୍ମୁଖ ରେ ଦେଶ ଏଦନ୍ର ବଗିଗ୍ଭ ସଦୃଶ ହବେ। ପଶ୍ଚାତ୍ଭାଗ ରେ ଦେଶଟି ଏକ ଶୂନ୍ଯ ମରୁଭୂମି ସଦୃଶ ହବେ। ସମାନଙ୍କେଠାରୁ କିଛି ରକ୍ଷା ପାଇବ ନାହିଁ।

4ସମାନେେ ଅଶ୍ବ ସଦୃଶ ଦଖାୟୋଆନ୍ତି। ୟୁଦ୍ଧ ଅଶ୍ବ ପରି ସମାନେେ ଦୌଡିବେ।

5ସମାନଙ୍କେ ଶଦ୍ଦ ପର୍ବତ ଉପ ରେ ନାଚୁଥିବା ରଥ ପରି, ନଡାକୁ ଅଗ୍ନି ଜାଳିଲା ପରି, ୟୁଦ୍ଧ ପାଇଁ ପ୍ରସ୍ତୁତ ବଳବାନ୍ ଲୋକ ପରି ହବେ।

Joel 2 illustration - Joel Chapter 2

6ଲୋକମାନେ ସହେି ସୈନ୍ଯ ସମ୍ମୁଖ ରେ ଭୟ ରେ ଥରିବେ। ସମାନଙ୍କେର ମୁଖମଣ୍ତଳ ଭୟ ରେ ମଳିନ ହାଇଯେିବ।

7ସମାନେେ ସୈନ୍ଯ ତୁଲ୍ଯ ଦ୍ରୁତଗତି ରେ ଦୌଡ଼ନ୍ତି। ସମାନେେ କାନ୍ଥ ଉପ ରେ ଚଢନ୍ତି। ପ୍ରେତ୍ୟକକ ସୈନ୍ଯ ସଦୃଶ ସିଧା ସମ୍ମୁଖ ରେ ଅଗ୍ରସର ହୁଅନ୍ତି। ସମାନେେ ନିଜ ପଥରୁ ବିଚ୍ଯୁତ ହୁଅନ୍ତି ନାହିଁ।

8ସମାନେେ ପରସ୍ପରକୁ ଠଲନ୍େତି ନାହିଁ। ପ୍ରେତ୍ୟକକ ନିଜ ପଥରେ ଅଗ୍ରସର ହୁଅନ୍ତି। ଯଦି ଜଣେ ଅନ୍ୟ ଜଣଙ୍କୁ ଆଘାତ କରେ ଓ ସେ ଖସିପଡେ, ତବେେ ଅନ୍ୟ ଜଣକ ସହେି ପଥରେ ଅଗ୍ରସର ହୁଏ।

9ସମାନେେ ନଗର ଆଡକୁ ଦୌଡ଼ନ୍ତିନ୍ତି। ସମାନେେ ଦ୍ରୁତଗତି ରେ କାନ୍ଥଗୁଡିକ ଆରୋହଣ କରନ୍ତି। ଘରଗୁଡିକରେ ଆରୋହଣ କରନ୍ତି। ଚୋର ପରି ଝରକାବାଟେ ପ୍ରବେଶ କରନ୍ତି।

10ସମାନଙ୍କେ ସମ୍ମୁଖ ରେ ପୃଥିବୀ ଓ ଆକାଶ ଥରିଉେଠ। ସୂର୍ୟ୍ଯ ଚନ୍ଦ୍ର ଅନ୍ଧକାରମଯ ହୁଅନ୍ତି। ତାରକାଗଣ ନିଜର ତଜେ ହରାନ୍ତି।

Joel 2 illustration - Joel Chapter 2

11ସଦାପ୍ରଭୁ ଉଚ୍ଚ ସ୍ବର ରେ ତାଙ୍କର ସୈନ୍ଯବାହିନୀକୁ ଆହ୍ବାନ କରନ୍ତି। ତାଙ୍କର ଶିବୀର ଅତି ବିରାଟ। ସହେି ସୈନ୍ଯଗଣ ତାଙ୍କର ଆଦେଶକୁ ପାଳନ କରନ୍ତି। ସମାନେେ ଅତି ଶକ୍ତିଶାଳୀ। ସଦାପ୍ରଭୁଙ୍କର ସହେି ଦିନଟି ଅତି ମହାନ୍ ଓ ଭୟଙ୍କର। କହେି ତାକୁ ଅଟକାଇ ପାରିବେ ନାହିଁ।

12ଏହା ସଦାପ୍ରଭୁଙ୍କର ବାର୍ତ୍ତା: ବର୍ତ୍ତମାନ ତୁମ୍ଭମାନେେ ସର୍ବାନ୍ତକରଣ ରେ ଆମ୍ଭ ନିକଟକୁ ଫରେିଆସ। ମନ୍ଦ କର୍ମ କରିଥିଲ ବୋଲି ବିଳାପ କର। ସେଥିପାଇଁ ଉପବାସ କରି ପ୍ରାର୍ଥନା କର।

13ନିଜର ବସ୍ତ୍ରକୁ ନଫୋପାଡି ହୃଦଯକୁ ଚିର। ତୁମ୍ଭର ପ୍ରିଯ ସଦାପ୍ରଭୁ ପରମେଶ୍ବରଙ୍କ ନିକଟକୁ ଫରେିଆସ। ସେ ଅତି ଦୟାଳୁ ଓ କରୁଣାମଯ। ସେ ହଠାତ୍ ରାଗନ୍ତି ନାହିଁ। ତାଙ୍କର ଅନନ୍ତ ପ୍ ରମେ ଅଛି। ସେ ହୁଏତ ତାଙ୍କର ମନକୁ ବଦଳାଇ ପାରନ୍ତି। ଯେଉଁ କଠାେର ଦଣ୍ତ ଦବୋକୁ ଯୋଜନା କରିଥିଲେ ହୁଏତ ତାହା ଦଇେ ନପାରନ୍ତି।

14କିଏ ଜାଣେ ସଦାପ୍ରଭୁ ତାଙ୍କର ହୃଦଯ ପରିବର୍ତ୍ତନ କରିବେ, ଏବଂ ତୁମ୍ଭମାନଙ୍କ ପାଇଁ ଆଶୀର୍ବାଦ ରଖିଯିବେ। ତା'ପ ରେ ତୁମ୍ଭମାନେେ ତୁମ୍ଭ ପ୍ରିଯ ସଦାପ୍ରଭୁ ପରମେଶ୍ବରଙ୍କୁ ଭକ୍ଷ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ଦଇେ ପାରିବ।

15ସିୟୋନ ରେ ତୂରୀ ବଜାଅ। ମହାସଭା ପାଇଁ ଆହ୍ବାନ କର। ପ୍ରଭୁଙ୍କ ପାଇଁ ଉପବାସ କରିବାକୁ ଆହ୍ବାନ କର।

Joel 2 illustration - Joel Chapter 2

16ସବୁ ଲୋକଙ୍କୁ ଏକତ୍ରୀତ କର। ସ୍ବତନ୍ତ୍ର ସଭାର ଆଯୋଜନ କର। ବୃଦ୍ଧ, ପିଲା, ଶିଶୁ ଓ ଦୁଗ୍ଧପୋଷ୍ଯ ଶିଶୁମାନଙ୍କୁ ଏକତ୍ରୀତ କର। ନବ ବିବାହିତ ବର କନ୍ଯା ନିଜ ଶଯନକକ୍ଷରୁ ବାହାରକୁ ଆସନ୍ତୁ।

17ସଦାପ୍ରଭୁଙ୍କର ସବେକଗଣ, ଯାଜକମାନେ ମଣ୍ତପ ଓ ୟଜ୍ଞବଦେୀ ରେ ନିଶ୍ଚିତ କାନ୍ଦିବେ ଓ ଆକୁଳ ରେ ସଦାପ୍ରଭୁଙ୍କୁ ନିବଦନେ କରିବେ, ହେ ସଦାପ୍ରଭୁ, ଆପଣଙ୍କର ଲୋକମାନଙ୍କୁ ଦୟାକର, ଏବଂ ଆପଣଙ୍କର ଲୋକମାନଙ୍କୁ ଲଜ୍ଜିତ କରାଅ ନାହିଁ। ଅନ୍ୟମାନଙ୍କ ଦ୍ବାରା ନିଜର ଲୋକଙ୍କୁ ପରିହାସ କରିବାକୁ ଦିଅ ନାହିଁ ଏବଂ ଅନ୍ୟ ଦେଶର ଲୋକମାନଙ୍କ ଦ୍ବାରା ଆପଣାର ଲୋକଙ୍କୁ ଶାସନ କରିବାକୁ ଦିଅନାହିଁ ଏବଂ ସମାନଙ୍କେୁ କହିବାକୁ ସୁଯୋଗ ଦିଅ ନାହିଁ ଯେ, 'ତୁମ୍ଭର ସଦାପ୍ରଭୁ କାହାନ୍ତି।'

18ତା'ପ ରେ ସଦାପ୍ରଭୁ ନିଜ ଭୂମି ପାଇଁ ଇର୍ଷାପରାଯଣ ହେଲେ। ସେ ତାଙ୍କର ଲୋକମାନଙ୍କ ଉପ ରେ ଦୟା ଦଖାଇେଲେ।

19ସଦାପ୍ରଭୁ ତାଙ୍କ ନିଜ ଲୋକଙ୍କୁ କହିଲେ, ଆମ୍ଭେ ତୁମ୍ଭମାନଙ୍କୁ ଶସ୍ଯ, ଦ୍ରାକ୍ଷାରସ ଓ ତୈଳ ପ୍ରଚୁର ପରିମାଣ ରେ ଦବୋ ଓ ତୁମ୍ଭମାନେେ ସେଥି ରେ ତୃପ୍ତ ହବେ। ଆଉ ଏଣିକି ତୁମ୍ଭମାନଙ୍କୁ ଅନ୍ୟ ଦେଶର ଲୋକମାନଙ୍କ ଦ୍ବାରା ନିନ୍ଦିତ କରିବା ନାହିଁ।

20ଆମ୍ଭେ ସହେି ଲୋକମାନଙ୍କୁ ତୁମ୍ଭର ରାଜ୍ଯ ଛାଡି ୟିବାକୁ ଉତ୍ତର ଦିଗକୁ ବିତାଡିତ କରିବା। ସମାନଙ୍କେୁ ଏକ ଶୁଷ୍କ, ଶୂନ୍ଯ ସ୍ଥାନକୁ ତଡିଦବୋ। ସମାନଙ୍କେ ମଧ୍ଯରୁ କେତକେ ପୂର୍ବ ସମୁଦ୍ର ଆଡେ ଯିବେ ଓ ଆଉ କେତକେ ପଶ୍ଚିମ ସମୁଦ୍ର ଆଡେ ଯିବେ। ସମାନେେ ଏପରି ଭୟଙ୍କର କାର୍ୟ୍ଯ କରିଛନ୍ତି, ସମାନେେ ମୃତ ପ୍ରାଯ ହବେେ, ପଚିଯିବେ ଓ ସଠାରୁେ ଦୁର୍ଗନ୍ଧ ନିର୍ଗତ ହବେ।

Joel 2 illustration - Joel Chapter 2

21ହେ ଦେଶ, ଭୟ କରନାହିଁ। ସୁଖୀ ହୁଅ, ଆନନ୍ଦ କର କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ମହାନ୍ କାର୍ୟ୍ଯ କରିବେ।

22ହେ କ୍ଷେତ୍ରସ୍ଥ ପଶୁଗଣ, ଭୟଭୀତ ହୁଅନାହିଁ। ମରୁପ୍ରାଯ ଗ୍ଭରଣ ଭୂମି ତୃଣାଚ୍ଛାଦିତ ହବେ। ବୃକ୍ଷଗୁଡିକ ଫଳ ଧାରଣ କରିବେ। ଡିମ୍ବିରି ବୃକ୍ଷ ଓ ଦ୍ରାକ୍ଷାଲତା ପ୍ରଚୁର ଫଳ ଧାରଣ କରିବ।

23ତେଣୁ ହେ ସିୟୋନର ସନ୍ତାନଗଣ, ତୁମ୍ଭମାନେେ ସୁଖ କର, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ନିକଟରେ ଆନନ୍ଦ ଉଲ୍ଲାସ କର। ସେ ମଙ୍ଗଳମଯ ଏବଂ ତୁମ୍ଭମାନଙ୍କୁ ବୃଷ୍ଟି ଦବେେ। ସେ ତୁମ୍ଭକୁ ଆଦ୍ଯ ବୃଷ୍ଟି ଓ ଶଷେ ବୃଷ୍ଟି ପୂର୍ବପରି ଦବେେ।

24ତୁମ୍ଭମାନଙ୍କର ଖଳାସବୁ ଗହମ ରେ ପରିପୂର୍ଣ୍ଣ ହବେ ଏବଂ ତୁମ୍ଭମାନଙ୍କର କୁଣ୍ତଗୁଡିକ ଦ୍ରାକ୍ଷାରସ ଓ ତୈଳ ରେ ଉଚ୍ଛୁଳି ପଡିବ।

25ଆମ୍ଭେ ସଦାପ୍ରଭୁ, ତୁମ୍ଭମାନଙ୍କ ମଧ୍ଯକୁ ଆପଣା ଯେଉଁ ମହା ସୈନ୍ଯଦଳ ଅର୍ଥାତ ପଙ୍ଗପାଳ, ଶୂକ ଘୁଘୁର୍ରିଯା ଓ ପରିପକ୍ବ ତୁମ୍ଭମାନଙ୍କ ବିରୁଦ୍ଧ ରେ ପଠାଇଲୁ। ସମାନେେ ତୁମ୍ଭମାନଙ୍କର ଯେଉଁ ସମସ୍ତ ଖାଦ୍ୟ ଖାଇ ଦେଲେ। ଆମ୍ଭେ ତାହା ତୁମ୍ଭମାନଙ୍କୁ ଫରୋଇ ଦବୋ, ଯାହା ବର୍ଷଧରି ଖାଇୟାଇଛନ୍ତି।

Joel 2 illustration - Joel Chapter 2

26ତତ୍ପ ରେ ତୁମ୍ଭେ ପ୍ରଚୁର ଖାଇବାକୁ ପାଇବ। ତୁମ୍ଭର ସବୁ ପରିପୂର୍ଣ୍ଣ ହବେ। ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କର ପ୍ରଶଂସାଗାନ କରିବ। କାରଣ ସେ ତୁମ୍ଭମାନଙ୍କ ପାଇଁ ଆଶ୍ଚର୍ୟ୍ଯ କାର୍ୟ୍ଯମାନ କରିଛନ୍ତି। ସେ ଆପଣାର ଲୋକମାନଙ୍କୁ ଆଉ ଲଜ୍ଜିତ କରିବାକୁ ଦବେେ ନାହିଁ।

27ଏହାଦ୍ବାରା ତୁମ୍ଭମାନେେ ଜାଣିବ ଯେ ଆମ୍ଭେ ଇଶ୍ରାୟେଲ ସହିତ ଅଛୁ। ଆଉ ମଧ୍ଯ ତୁମ୍ଭମାନେେ ଜାଣିବ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର, ତୁମ୍ଭର ଅନ୍ୟ କହେି ପରମେଶ୍ବର ନାହିଁନ୍ତି। ଆମ୍ଭର ଲୋକମାନେ ଆଉ କବେେ ଲଜ୍ଜିତ ହବେେ ନାହିଁ।

28ଏହାପ ରେ ସବୁପ୍ରକାର ଲୋକଙ୍କ ଉପ ରେ ଆମ୍ଭର ଆତ୍ମା ପ୍ରଦାନ କରିବା। ତହିଁରେ ତୁମ୍ଭର ପୁତ୍ର ଓ କନ୍ଯାଗଣ ସଦାପ୍ରଭୁଙ୍କର ଭବିଷ୍ଯତବାର୍ତ୍ତା ଗ୍ରହଣ କରି ଲୋକମାନଙ୍କ ମଧିଅରେ ପ୍ରଗ୍ଭର କରିବେ। ତୁମ୍ଭର ବୃଦ୍ଧ ଲୋକମାନେ ସ୍ବପ୍ନ ଦେଖିବେ ଓ ତୁମ୍ଭର ୟୁବକଗଣ ଦର୍ଶନ ଲାଭ କରିବେ।

29ସହେି ସମୟରେ ଆମ୍ଭେ ମଧ୍ଯ ଆପଣା ଦାସ ଓ ଦାସୀଙ୍କ ଉପ ରେ ଆମ୍ଭର ଆତ୍ମା ଢାଳିବା।

30ସହେି ସମୟରେ ଆମ୍ଭେ ଆକାଶ ଓ ପୃଥିବୀ ରେ ଅଲୌକିକ ଦୃଶ୍ଯ ଦଖାଇବୋ। ରକ୍ତ, ଅଗ୍ନି ଓ ଧୂମ ସ୍ତମ୍ଭସବୁ ଦଖାୟିବେ।

Joel 2 illustration - Joel Chapter 2

31ସଦାପ୍ରଭୁଙ୍କର ସହେି ମହାନ୍ ଓ ଅଦ୍ଭୁତ ଦିନର ଆଗମନ ରେ ସୂର୍ୟ୍ଯ ଅନ୍ଧକାରମଯ ଓ ଚନ୍ଦ୍ର ରକ୍ତବର୍ଣ୍ଣ ହାଇଯେିବେ।

32ସହେି ସମୟରେ, ଯେ କହେି ସଦାପ୍ରଭୁଙ୍କ ନାମକୁ ଡାକ ପକାଇବି, ସେ ହିଁ ଉଦ୍ଧାର ପାଇବ। କାରଣ ଶରଣାର୍ଥୀ ଲୋକମାନେ ୟିରୁଶାଲମର ଓ ସିୟୋନ୍ପର୍ବତ ଉପ ରେ ରକ୍ଷାପ୍ରାପ୍ତ ଲୋକମାନେ ଏକତ୍ର ହବେେ, ଯାହାକି ସଦାପ୍ରଭୁ କହିଛନ୍ତି ଏବଂ ସମାନେେ ବଞ୍ଚିଥିବା ଲୋକମାନଙ୍କ ସହିତ ଥିବେ, ଯେଉଁମାନଙ୍କୁ ସଦାପ୍ରଭୁ ଆହ୍ବାନ କରୁଛନ୍ତି।

Chapter Complete

You have read Joel 2

32 verses