Lumina
Job

Bildad's First Speech

Job 8·Oriya Bible

1ବିଲ୍ଦଦ୍ ଶୂହୀଯକୁ ଉତ୍ତର ଦଇେ କହିଲା, ତୁମ୍ଭେ କେତକୋଳ ଏହିପରି କଥା କହିବ ?

2ତୁମ୍ଭର କଥାସବୁ ପ୍ରବଳ ବାଯୁ ତୁଲ୍ଯ ଅଟେ।

3ପରମେଶ୍ବର କ'ଣ ବିଚାରର ବିପରୀତ କରନ୍ତି କି ? ଅଥବା ସର୍ବଶକ୍ତିମାନ ନ୍ଯାଯର ବିପରୀତ କରନ୍ତି କି ?

4ଯଦି ତୁମ୍ଭର ପୁତ୍ର କନ୍ଯାଗଣ ପରମେଶ୍ବରଙ୍କ ବିରୁଦ୍ଧ ରେ ପାପ କରିଅଛନ୍ତି, ସେଥିପାଇଁ ସେ ସମାନଙ୍କେୁ ସମାନଙ୍କେର ଅପରାଧ ପାଇଁ ଶାସ୍ତି ପ୍ରଦାନ କରିଛନ୍ତି।

5କିନ୍ତୁ ବର୍ତ୍ତମାନ ଆୟୁବ ତୁମ୍ଭେ ପରମେଶ୍ବରଙ୍କୁ ଦେଖ ଏବଂ ସହେି ସର୍ବଶକ୍ତିମାନ ପରମେଶ୍ବରଙ୍କୁ ପ୍ରାର୍ଥନା କର।

Job 8 illustration - Job Chapter 8

6ଯଦି ତୁମ୍ଭେ ଶୁଦ୍ଧ ଓ ନିର୍ଦ୍ ଦୋଷ ତବେେ ସେ ନିଶ୍ଚିତ ଭାବରେ, ସେ ତୁମ୍ଭକୁ ସାହାୟ୍ଯ କରିବେ ଏବଂ ତୁମ୍ଭର ଯଥାର୍ଥ ବାସସ୍ଥାନକୁ ପୁନଃସ୍ଥାପନ କରିବେ।

7ତୁମ୍ଭର ପ୍ରଥମ ଅବସ୍ଥା ଯାହା ଥିଲା ତାହାଠାରୁ ତୁମ୍ଭକୁ ସେ ଅଧିକ ଉନ୍ନତ କରିବେ।

8ପ୍ରାଚୀନ କାଳର ଲୋକମାନଙ୍କୁ ପଚାର ଓ ସମାନଙ୍କେ ପୂର୍ବପୁରୁଷମାନେ ସମାନଙ୍କେୁ ଯାହା ଶିକ୍ଷା ଦଇେଥିଲେ, ତାକୁ ମନୋୟୋଗ ଦଇେ ଶୁଣ।

9ଯାହା ଦଖାଯାେଉଛି, ସତେ ଯମେିତି ଆମ୍ଭେ ଗତକାଲି ଜନ୍ମ ଗ୍ରହଣ କରିଛୁ। ଆମ୍ଭେ କିଛି ଜାଣି ନାହୁଁ ପୃଥିବୀ ରେ ଆମ୍ଭର ଦିନ ଛାଯା ପରି।

10ସହେି ପୂର୍ବର ଲୋକମାନେ ତୁମ୍ଭକୁ ଶିକ୍ଷା ଦବେେ। ସମାନେେ ଯାହା ଶିକ୍ଷା କରିଥିଲେ, ତୁମ୍ଭକୁ ତାହା ଶିକ୍ଷା ଦବେେ।

Job 8 illustration - Job Chapter 8

11ବିଲଦଦ୍ ଉତ୍ତର ଦଲୋ, ଶୁଖିଲା ଭୂମିରେ କ'ଣ ନଳବଣ ବଢ଼ିପା ରେ ? ଜଳବିନା କ'ଣ ସନ୍ତରା ବଢ଼ିପା ରେ।

12ଯଦି ଜଳ ଶୁଖିୟାଏ, ସହେିସବୁ ବୃକ୍ଷ ମଧ୍ଯ ଶୁଖିୟିବ ଏପରିକି ଯେତବେେଳେ ସମାନେେ ବଢ଼ଥିଲା ବେଳେ ଅନ୍ୟ କୌଣସି ବୃକ୍ଷ ପୂର୍ବରୁ ସମାନେେ ଶୁଖି ୟାଆନ୍ତି।

13ଯେଉଁ ଲୋକମାନେ ପରମେଶ୍ବରଙ୍କୁ ଭୁଲି ୟାଆନ୍ତି ସମାନେେ ସହେି ଘାସ ସଦୃଶ। ପରମେଶ୍ବରଙ୍କୁ ଭୁଲି ୟାଇଥିବା ଲୋକର କୌଣସି ଆଶା ନ ଥାଏ।

14ସେ ଲୋକର ଆଉ ୟିବା ପାଇଁ କିଛି ନାହିଁ। ତା'ର ସୁରକ୍ଷା ବୁଢ଼ିଆଣୀର ଜାଲପରି।

15ସେ ଯଦି ତା' ଉପରେ ଆଉଜି ପଡ଼େ, ତାହା ଛିଣ୍ଡିୟିବ। ସେ ତାକୁ ଧରି ରଖିଲେ ଏହା ତାକୁ ଧରି ରଖି ପାରିବ ନାହିଁ।

Job 8 illustration - Job Chapter 8

16ସହେି ବ୍ଯକ୍ତି ଏକ ଲତା ସଦୃଶ ୟିଏ ପ୍ରଚୁର ପାଣି ଓ ସୂର୍ୟ୍ଯ କିରଣ ରେ ବଢ଼େ। ତାହାର ଶାଖା ପ୍ରଶାଖା ସମସ୍ତ ଉଦ୍ୟାନ ରେ ବ୍ଯାପି ଥାଏ।

17ଏହା ତା'ର ଚରେ ଦ୍ବାରା ଗଦାଏ ପଥରକୁ ଗୁଡ଼ାଇ ଦିଏ।

18ଯଦି ସହେି ଲତାକୁ ତା'ର ନିଜ ସ୍ଥାନରୁ ବିଚ୍ଯୁତ କରାୟାଏ ଏହା ମରିୟିବ ଏବଂ କହେି ଜାଣିପାରିବେ ନାହିଁ। ପୂର୍ବରୁ ଏପରି ଏକ ଲତା ଏଠା ରେ ଥିଲା।

19କିନ୍ତୁ ସେ ଗଛ ଖୁସି ଥିଲା। ତାହା ଜାଗା ରେ ଅନ୍ୟ ଏକ ଲତା ମାଡ଼ିବ।

20ପରମେଶ୍ବର ଅନ୍ଯାଯସବୁକୁ କବେେ ପ୍ରତ୍ଯାଖ୍ଯାନ କରନ୍ତି ନାହିଁ କି ଦୁଷ୍ଟ ଲୋକକୁ ସାହାୟ୍ଯ କରନ୍ତି ନାହିଁ।

Job 8 illustration - Job Chapter 8

21ପରମେଶ୍ବର ପୁଣି ତୁମ୍ଭ ମୁଖ ରେ ହସ ଫୁଟାଇବେ। ତୁମ୍ଭେ ଓଠ ରେ ଖୁସିର ଶବ୍ଦ ଭରି ଦବେେ।

22ତୁମ୍ଭର ଶତ୍ରୁମାନେ ଲଜ୍ଜାର ପୋଷାକ ପିନ୍ଧିବେ ଓ ଦୁଷ୍ଟ ଲୋକର ଗୃହ ଗୁଡ଼ିକ ଧ୍ବଂସ ହବେ।

Chapter Complete

You have read Job 8

22 verses