1ଇଲୀହୁ କଥା କହି ଚାଲିଲା : ସେ କହିଲା,
2ଆୟୁବ, 'ତୁମ୍ଭେ କ'ଣ ଭାବୁଛ ଯେ ଏହା କହିବା ନ୍ଯାୟ୍ଯ,' ମୁଁ ଠିକ୍ ମାରେ ମକଦ୍ଦମା ରେ ପରମେଶ୍ବରଙ୍କ ବିରୁଦ୍ଧ ରେ।
3ଏବଂ ଆୟୁବ ତୁମ୍ଭେ ପରମେଶ୍ବରଙ୍କୁ ପଚାର, 'ଯଦି ଜଣେ ତାଙ୍କୁ ଖୁସି କରିବାକୁ ଚେଷ୍ଟା କରେ, ସେ କ'ଣ ଲାଭ ପାଇବ। ମୁଁ ଯଦି ପାପ ନ କରେ, ତା' ହେଲେ ମାରେ କି ଉପକାର ସାଧିତ ହବେ।'
4ଆୟୁବ ମୁଁ ତୁମ୍ଭେ ଓ ତୁମ୍ଭର ସହିତ ଥିବା ବନ୍ଧୁମାନଙ୍କୁ ଉତ୍ତର ଦବୋକୁ ଚା ହେଁ।
5ଆୟୁବ, ଆକାଶକୁ ଦେଖ। ମେଘମାଳାକୁ ଲକ୍ଷ୍ଯ କର, ସେ ସବୁ ତୁମ୍ଭଠାରୁ ବହୁ ଉର୍ଦ୍ଧ୍ବ ରେ ଅବସ୍ଥିତ।

6ଆୟୁବ, ତୁମ୍ଭେ ଯଦି ପାପ କର, ତାହା ପରମେଶ୍ବରଙ୍କୁ ଆଘାତ କରେ ନାହିଁ। ଯଦି ତୁମ୍ଭେ ଅନକେ ପାପର ଅଧିକାରୀ ହୁଅ, ତବେେ ସେଥି ରେ ପରମେଶ୍ବରଙ୍କର କିଛି ହୁଏ ନାହିଁ।
7ଏବଂ ଆୟୁବ ତୁମ୍ଭେ ଯଦି ବହୁତ ଭଲ ଏହା ପରମେଶ୍ବରଙ୍କୁ ସାହାୟ୍ଯ କରେ ନାହିଁ। ପରମେଶ୍ବର ତୁମ୍ଭଠାରୁ କିଛି ପାଆନ୍ତି ନାହିଁ।
8ଆୟୁବ ତୁମ୍ଭେ କରୁଥିବା ଭଲ ଓ ମନ୍ଦ କାର୍ୟ୍ଯସବୁ ତୁମଭଳି ଲୋକମାନଙ୍କୁ ଆକ୍ରାନ୍ତ କରେ। ସେ ସବୁ ପରମେଶ୍ବରଙ୍କ ସାହାୟ୍ଯ ବା କ୍ଷତି କରେ ନାହିଁ।
9ଦୁଷ୍ଟ ଲୋକମାନେ ଯେତବେେଳେ ଆଘାତ ପାଆନ୍ତି, ସମାନେେ ସାହାୟ୍ଯ ପାଇଁ ଚିତ୍କାର କରନ୍ତି। ସମାନେେ ଶକ୍ତିମାନ ଲୋକଙ୍କ ପାଖକୁ ୟାଆନ୍ତି ଓ ସମାନଙ୍କେର ସାହାୟ୍ଯ ପ୍ରାର୍ଥନା କରନ୍ତି।
10କିନ୍ତୁ ସହେି ମନ୍ଦ ଲୋକମାନେ ପରମେଶ୍ବରଙ୍କ ସାହାୟ୍ଯ କାମନା କରନ୍ତି ନାହିଁ। ସମାନେେ କହିବେ ନାହିଁ, 'କେଉଁଠି ସହେି ପରମେଶ୍ବର ଅଛନ୍ତି, ୟିଏ ମାେତେ ତିଆରି କରିଛନ୍ତି। ଲୋକମାନେ ଯେତବେେଳେ ନିରାଶ ହୁଅନ୍ତି, ପରମେଶ୍ବର ସେତବେେଳେ ତାଙ୍କୁ ସାହାୟ୍ଯ କରନ୍ତି। ତେଣୁ ସେ କାହାଁନ୍ତି।

11ପରମେଶ୍ବର ଆମ୍ଭକୁ ପଶୁପକ୍ଷୀଙ୍କଠାରୁ ଅଧିକ ଜ୍ଞାନୀ କରନ୍ତି, ସେ କାହାଁନ୍ତି ?'
12କିମ୍ବା ଯଦି ସହେି ମନ୍ଦ ଲୋକମାନେ ପରମେଶ୍ବରଙ୍କ ସାହାୟ୍ଯ କାମନା କରନ୍ତି, ତବେେ ପରମେଶ୍ବର ସମାନଙ୍କେୁ ଉତ୍ତର ଦବେେ ନାହିଁ। କାହିଁକି ? କାରଣ ସହେି ଲୋକମାନେ ଅତ୍ଯଧିକ ଗର୍ବୀ। ସମାନେେ ତଥାପି ଭାବନ୍ତି ସମାନଙ୍କେ ଗୁରୁତ୍ବ ଅତ୍ଯଧିକ।
13ଏହା ସତ୍ଯ, ସମାନଙ୍କେର ମୂଲ୍ଯହୀନ ମାଗୁଣୀକୁ ପରମେଶ୍ବର ଶୁଣିବେ ନାହିଁ। ସର୍ବଶକ୍ତିମାନ ପରମେଶ୍ବର ସମାନଙ୍କେ ପ୍ରତି ମନୋୟୋଗ କରିବେ ନାହିଁ।
14ଏପରି କମ୍ ଭାବରେ ତୁମ୍ଭେ ଯେତବେେଳେ କୁହ ତୁମ୍ଭେ ତାଙ୍କୁ ପାଇପାରିବ ନାହିଁ, ସେ ତୁମ୍ଭ କଥା ଶୁଣିବେ ନାହିଁ। ତୁମ୍ଭର ମାମଲା ତାଙ୍କଠା ରେ ପଡ଼ିଛି ଏବଂ ତୁମ୍ଭେ ନିଶ୍ଚିତ ତାଙ୍କ ପାଇଁ ଅପେକ୍ଷା କରିବ।
15ଆୟୁବ ଭାବେ ପରମେଶ୍ବର ମନ୍ଦ ଲୋକଙ୍କୁ ଶାସ୍ତି ଦିଅନ୍ତି ନାହିଁ। ସେ ଚିନ୍ତା କରେ ପରମେଶ୍ବର ପାପପ୍ରତି ମନୋୟୋଗ କରନ୍ତି ନାହିଁ।

16ତେଣୁ ଆୟୁବ, ତାହାର ମୂଲ୍ଯହୀନ କଥା ଜାରି ରେଖ। ଏହା ଅତି ସହଜ ରେ ଜଣାୟାଏ ଯେ, ଆୟୁବ ଜାଣେ ନାହିଁ ସେ କ'ଣ କହୁଛି।
You have read Job 35
16 verses