Lumina
Job

Job Remembers Better Days

Job 29·Oriya Bible

1ଆୟୁବ ତା'ର କାହାଣୀ ଚାଲୁ ରଖିଲା,

2ମୁଁ ଇଚ୍ଛାକରେ, କିଛିମାସ ପୂର୍ବରୁ ମାରଜେୀବନ ଯେପରି ଥିଲା ସହେିପରି ରହନ୍ତା। ପରମେଶ୍ବର ମାେ ଉପରେ ଦୃଷ୍ଟି ରଖିଲେ, ମାରେଯତ୍ନ ନେଉଥିଲେ।

3ଯେତବେେଳେ ପରମେଶ୍ବର ମାେ ମୁଣ୍ଡ ଉପରେ ଉଜ୍ଜ୍ବଳ ଆଲୋକ ପକାଉଥିଲେ, ତାଙ୍କ ଆଲୋକ ବଳ ରେ ମୁଁ ଅନ୍ଧକାର ରେ ଚାଲିବାକୁ ସକ୍ଷମ ହାଇେଥିଲି।

4ମୁଁ ସହେି ଦିନଗୁଡ଼ିକ ନିମନ୍ତେ ଇଚ୍ଛାକରେ ଯେତବେେଳେ ମାରେ ସାଫଲ୍ଯ ଥିଲା ଏବଂ ଯେତବେେଳେ ପରମେଶ୍ବରଙ୍କର ବନ୍ଧୁତା ମାରେ ଗୃହକୁ ଆଶୀର୍ବାଦ କଲେ।

5ଆହା, ଯେଉଁ ସମୟରେ ସର୍ବଶକ୍ତିମାନ ପରମେଶ୍ବର ମାେ ସହିତ ଥିଲେ ମାରେପିଲାମାନେ ମାେ ଚାରି ପାଖ ରେ ଥିଲେ ସହେି ସମୟକୁ ମୁଁ ଚା ହେଁ।

Job 29 illustration - Job Chapter 29

6ଜୀବନ ଅତି ସୁଖକର ଥିଲା। ମୁଁ ମାରେ ପାଦକୁ ଦୁଗ୍ଧ ଲହୁଣୀ ରେ ଧୌତ କରୁଥିଲି। ମାେ ନିକଟରେ ଅନକେ ତୈଳ ନଦୀ ପ୍ରବାହିତ ହେଉଥିଲା।

7ସହେିସବୁ ଦିନଗୁଡ଼ିକରେ ମୁଁ ନଗରର ଛକ ଜାଗାକୁ ଯାଉଥିଲି। ନଗରର ବଡ଼ମାନଙ୍କ ସହିତ ବସୁଥିଲି, ଯେଉଁ ସ୍ଥାନ ରେ ଲୋକମାନେ ବସି ସଭା କରୁଥିଲେ।

8ସବୁ ଲୋକମାନେ ମାେତେ ସମ୍ମାନ କରୁଥିଲେ, ସାନ ସାନ ପିଲାମାନେ ମାେ ଆସିବା ଦେଖି ସେ ମାେ ବାଟରୁ ଆଡ଼ଇେ ହାଇେ ଯାଉଥିଲେ। ବଡ଼ଲୋକ ସମ୍ମାନ ସ୍ବରୂପ ଛିଡ଼ା ହାଇେ ପଡ଼ୁଥିଲେ।

9ମାେତେ ଦେଖି ନେତାମାନେ ଚୂପ ହାଇେ ଯାଉଥିଲେ ଏବଂ ତାଙ୍କ ମୁଖ ରେ ହାତ ଦେଉଥିଲେ।

10ଏପରିକି ଗଣ୍ଯମାନ୍ଯ ବ୍ଯକ୍ତି ମଧ୍ଯ ତାଙ୍କର କଥା କହିଲା ବେଳେ ଆସ୍ତେ କଥା ହେଉଥିଲେ, ଏହା ଦଖାଯାେଉଥିଲା ଯେପରି ତାଙ୍କର ଜିଭ ପାଟି ରେ ଅଟକି ଯାଉଥିଲା।

Job 29 illustration - Job Chapter 29

11ମୁଁ ଯାହା କହୁଥିଲି ସମାନେେ ତାହା ମନ ଦଇେ ଶୁଣୁଥିଲେ ଏବଂ ଏହାପରେ ମାେ ବିଷଯ ରେ ଭଲ କଥା ହେଉଥିଲେ। ମୁଁ ଯାହା କରୁଥିଲି, ଲୋକେ ତାକୁ ଦେଖୁଥିଲେ ଓ ପ୍ରଶଂସା କରୁଥିଲେ।

12କାହିଁକି ? କାରଣ ଯେତବେେଳେ କୌଣସି ଗରିବ ଲୋକଟିଏ ସାହାୟ୍ଯ ପାଇଁ ଡ଼ାକୁଥିଲା ମୁଁ ତାକୁ ସାହାୟ୍ଯ କରୁଥିଲି। ମୁଁ ମଧ୍ଯ ସହେି ପିଲାମାନଙ୍କୁ ସାହାୟ୍ଯ କରୁଥିଲି। ଯାହାଙ୍କର ପିତାମାତା ନ ଥିଲେ ଏବଂ ସମାନଙ୍କେର ଯତ୍ନ ନବୋକୁ କହେି ନ ଥିଲେ।

13ଯେଉଁ ମଣିଷ ମରି ଯାଉଥିଲା ସେ ମାେତେ ଆଶୀର୍ବାଦ କଲା। ମୁଁ ସହେି ବିଧବାମାନଙ୍କୁ କିଛି ଖାଇବା ନିମନ୍ତେ ଦଲେି।

14ଧାର୍ମିକତା ମାରେ ବସ୍ତ୍ର ନ୍ଯାଯ ମାରେ ଚୋଗା ଓ ମାରେ ପଗଡ଼ି ଥିଲା।

15ମୁଁ ଅନ୍ଧ ଲୋକର ଚକ୍ଷୁ ସଦୃଶ ଥିଲି। ସମାନେେ ଯେଉଁ ଆଡ଼କୁ ୟିବାକୁ ଇଚ୍ଛା କରୁଥିଲେ ସହେି ପଥରେ ୟିବାକୁ ମୁଁ ସାହାୟ୍ଯ କରୁଥିଲି। େଛାଟ ଲୋକର ମୁଁ ପାଦ ସଦୃଶ ଥିଲି। ମୁଁ ତାଙ୍କୁ ବୋହି ନେଉଥିଲି। ଯେଉଁ ସ୍ଥାନକୁ ସମାନେେ ୟିବାକୁ ଇଚ୍ଛା କରୁଥିଲେ।

Job 29 illustration - Job Chapter 29

16ମୁଁ ଗରିବ ଲୋକର ପିତା ସଦୃଶ ଥିଲି। ମୁଁ ନ ଜାଣିଥିବା ଲୋକକୁ ମଧ୍ଯ ସାହାୟ୍ଯ କରୁଥିଲି। ସମାନଙ୍କେୁ ଅଦାଲତ ରେ ତର୍କ ରେ ଜିତାଇ ଦେଉଥିଲି।

17ଦୁଷ୍ଟ ଲୋକର କ୍ଷମତାର ଅପବ୍ଯବହାରରୁ ନିରୀହ ଲୋକଙ୍କୁ ଉଦ୍ଧାର କରୁଥିଲି।

18ମୁଁ ଭାବୁଥିଲି, ମୁଁ ମାେ ଗୃହ ରେ ମୃତ୍ଯୁବରଣ କରିବି, କିନ୍ତୁ ମାରେ ଦିନଗୁଡ଼ିକ ସମୁଦ୍ରର ବାଲିକଣା ପରି ହବେ।

19ମୁଁ ସବୁଦିନ ସ୍ବାସ୍ଥ୍ଯବାନ କାର୍ୟ୍ଯକ୍ଷମ ଥିବି। ଗୋଟିଏ ସବଳ ବୃକ୍ଷଭଳି ଯାହାର ଚରେ ମାଟିତଳେ ଜଳକୁ ସ୍ପର୍ଶ କରି ଅନକେ ଡ଼ାଳ ଶାଖା ପ୍ରଶାଖା ମଲେି କାକର ରେ ଭିଜି ୟାଇଥିବ।

20ମାେ ପାଇଁ ପ୍ରେତ୍ୟକକ ଦିନ ଗୋଟିଏ ନୂଆଦିନ ହାଇେଥିବ ଯାହା ମାରେ ଗୌରବ ରେ ପୂର୍ଣ୍ଣ ହବୋ ସହିତ ବହୁତ ନୂଆ ସମ୍ଭାବନାକୁ ମଧ୍ଯ ସାକାର କରୁଥିବ।

Job 29 illustration - Job Chapter 29

21ଅତୀତ ରେ ଲୋକେ ମାେ କଥାକୁ ନିରବ ଚାପ ଶୁଣିଥିଲେ। ଯେତବେେଳେ ସମାନେେ ମାେ ପାଖକୁ କୌଣସି ଉପଦେଶ ପାଇଁ ଆସୁଥିଲେ।

22ମୁଁ ମାରେବକ୍ତବ୍ଯ ସମାପ୍ତି କଲାପରେ ଲୋକମାନେ ସମସ୍ତ ବିଷଯ ରେ ଶୁଣି ପାରିଲେ, ପରେ ସମାନଙ୍କେର ଆଉ କିଛି କହିବାକୁ ନ ଥାଏ। ମାରେ ସମସ୍ତ କଥା ସମାନଙ୍କେ କାନକୁ ମୃଦୁ ଭାବରେ ପ୍ରବେଶ କରୁଥିଲା।

23ଲୋକେ ବର୍ଷାକୁ ଅପେକ୍ଷା କଲାପରି ମାେ କଥା ଶୁଣିବାକୁ ଅପେକ୍ଷା କରୁଥିଲେ। ଲୋକେ ମାରେ କଥାକୁ ବସନ୍ତଋତୁର ବର୍ଷାଭଳି ପାନ କରୁଥିଲେ।

24ମୁଁ ସହେି ଲୋକମାନଙ୍କ ସହିତ ହସିଲି ଏବଂ ସମାନେେ ତାହା ବିଶ୍ବାସ କରିପାରିଲେ ନାହିଁ। ମାରେ ହସ ଦ୍ବାରା ସମାନେେ ଅଧିକ ଖୁସି ଅନୁଭବ କଲେ।

25ମୁଁ ସମାନଙ୍କେର ନେତା ଥିଲେ ବି ସମାନଙ୍କେ ସଙ୍ଗ ରେ ମିଳିମିଶି ରହିବାକୁ ପସନ୍ଦ କରୁଥିଲି। ମୁଁ ସୈନ୍ଯମାନଙ୍କ ମଧିଅରେ ଜଣେ ରାଜା ଥିଲି। ଯେଉଁମାନେ ଦୁଃଖ ରେ ଥିଲେ ସମାନଙ୍କେୁ ସାନ୍ତ୍ବନା ପ୍ରଦାନ କରୁଥିଲି।

Chapter Complete

You have read Job 29

25 verses