Lumina
Job

Zophar's Second Speech

Job 20·Oriya Bible

1ତା'ପରେ ନାମାଥୀଯ ସୋଫର ଉତ୍ତର ଦଇେ କହିଲା,

2 ମାରେ ଉଦବଗେ ଚିନ୍ତା ମାେତେ ବାଧ୍ଯ କରିଛି ତୁମକୁ ଉତ୍ତର ଦବୋ ପାଇଁ, କାରଣ ମୁଁ ଅତିରିକ୍ତ ବିଚଳିତ।

3ତୁମ୍ଭେ ତୁମ୍ଭର ଉତ୍ତର ରେ ଆମ୍ଭକୁ ଅପମାନିତ କରିଛ। କିନ୍ତୁ ମୁଁ ଜ୍ଞାନୀ, ତେଣୁ ତୁମ୍ଭକୁ କିପରି ଉତ୍ତର ଦବୋକୁ ହବେ ମୁଁ ଜାଣେ।

4ତୁମ୍ଭେ ଜାଣ ଦୁଷ୍ଟ ଲୋକର ଆନନ୍ଦ ବେଶୀ ସମୟ ତିଷ୍ଠିପା ରେ ନାହିଁ।

5ଏହା ସତ୍ଯ ବହୁ ସମୟରୁ ଯେ ତବେଳଠାରୁେ ଆଦମ ଏ ପୃଥିବୀ ରେ ରଖାୟାଇଥିଲା। ଯେଉଁ ବ୍ଯକ୍ତି ପରମେଶ୍ବରଙ୍କ ବିନା ବାସ କରେ, ସେ ଲୋକର ଆନନ୍ଦ କ୍ଷଣସ୍ଥାଯୀ ଅଟେ।

Job 20 illustration - Job Chapter 20

6ଦୁଷ୍ଟ ଲୋକର ଗର୍ବ ହୁଏତ ଆକାଶ ସ୍ପର୍ଶ କରିପା ରେ। ତା'ର ମସ୍ତକ ମେଘକୁ ଛୁଇଁ ପା ରେ।

7କିନ୍ତୁ ସେ ନିଜର ଶରୀର ଭଳି ଦିନେ ନିଶ୍ଚିହ୍ନ ହାଇୟିବେ। ଯେଉଁ ବ୍ଯକ୍ତିମାନେ ତାକୁ ଜାଣିଥିଲେ ସମାନେେ କହିବେ, ' ସେ କାହିଁ ?'

8ସେ ସ୍ବପ୍ନ ଭଳି ମିଳାଇୟିବ। ଆଉ ତାକୁ କହେି ପାଇବେ ନାହିଁ। ସେ ଗୋଟିଏ ରାତ୍ରିର ଦୁଃସ୍ବପ୍ନ ଭଳି ଭୁଲି ହାଇଯେିବ।

9ଯେଉଁ ବ୍ଯକ୍ତି ତାକୁ ଦେଖିଥିଲେ ଆଉ ତାକୁ ଦେଖିପାରିବେ ନାହିଁ। ତା'ର ପରିବାର ମଧ୍ଯ ତା' ଆଡ଼କୁ ପୁଣି ଅନାଇବେ ନାହିଁ।

10ଦୁଷ୍ଟ ବ୍ଯକ୍ତିର ପିଲାମାନେ ସେ ଅପହରଣ କରିଥିବା ଗରିବ ଲୋକର ସମ୍ପତ୍ତିକୁ ପୁଣି ଫରୋଇ ଦବେେ। ତା'ର ନିଜ ହାତ ମଧ୍ଯ ତା'ର ସମ୍ପତ୍ତିକୁ ଫରୋଇ ଦବେ।

Job 20 illustration - Job Chapter 20

11ଯେତବେେଳେ ସେ ୟୁବକ ଥିଲା, ତା'ର ହାଡ ଶକ୍ତ ଥିଲା। କିନ୍ତୁ ତା'ର ଶରୀରର ଅନ୍ଯାନ୍ଯ ଅଙ୍ଗଭଳି ସେ ମଧ୍ଯ ଶୀଘ୍ର ମାଟି ରେ ମିଶିୟିବ।

12ଦୁଷ୍ଟତା ତା' ପାଟିକୁ ମିଠା ଲାଗେ, ସେ ସମ୍ପୂର୍ଣ୍ଣ ଆନନ୍ଦ ପାଇବାକୁ ତାକୁ ତା' ଜିଭତଳେ ରେଖ।

13ଦୁଷ୍ଟ ଲୋକ ଦୁଷ୍ଟାମୀକୁ ଭଲପାଏ। ସେ ଏହା ପରିତ୍ଯାଗ କରିବାକୁ ଘୃଣା କରେ। ଏକ ମିଠା ମିଶ୍ରି ଭଳି ତା'ର ମୁଖ ରେ ଏହା ଥାଏ।

14ସେ ମିଠା ତା'ର ପାକସ୍ଥଳୀ ରେ ବିଷ ରେ ପରିଣତ ହୁଏ ଏବଂ ତାହା ତିକ୍ତ ବିଷ ତା' ଭିତ ରେ ହାଇୟୋଏ, ଯେପରି ସାପର ବିଷ।

15ଦୁଷ୍ଟ ଲୋକ ଯେଉଁ ଧନ ଗିଳିଥାଏ, ତାହା ଉଦ୍ଗାର କରିବ। ପରମେଶ୍ବର ତାହା ତାକୁ ବାନ୍ତି କରାଇ ଦବେେ।

Job 20 illustration - Job Chapter 20

16ସାପର ଗରଳ ଦୁଷ୍ଟ ଲୋକର ପାନୀଯ ରେ ପରିଣତ ହବେ। ସହେି ସାପର ବିଷଦାନ୍ତ ଶଷେ ରେ ତାକୁ ଦଂଶନ କରି ମାରିବ।

17ଦୁଷ୍ଟ ଲୋକ ଜଳଷୋର୍ତ ଓ ନଦୀ ପରି ବହି ଯାଉଥିବା ମହୁ ଓ ଦୁଧସରକୁ ଉପ ଭୋଗ କରି ପାରନ୍ତି ନାହିଁ।

18ଦୁଷ୍ଟ ଲୋକ ତା'ର ଲାଭ ଫରୋଇବାକୁ ବାଧ୍ଯ ହବେ। ସେ ଯାହା ପାଇଁ ଏତେ କଷ୍ଟ ସ୍ବୀକାର କଲା, ତାକୁ ସେ ଭୋଗ କରିପାରିବ ନାହିଁ।

19କାହିଁକି ? କାରଣ ସେ ଗରିବକୁ ଲୁଣ୍ଠନ କରିଛି ଏବଂ ସମାନଙ୍କେୁ ପରିତ୍ଯାଗ କରିଛି। ସେ ସମାନଙ୍କେ ସମ୍ପତ୍ତିକୁ ନଇୟୋଇଛି। ସେ ନିଜେ ନିର୍ମାଣ କରି ନ ଥିବା ଗୃହକୁ ମାଡ଼ିବସିଲା।

20ଦୁଷ୍ଟଲୋକ କବେେ ବି ଅନ୍ତର ରେ ବିଶ୍ରାମ ନଇେପା ରେ ନାହିଁ। ସେ ତା'ର ପ୍ରିଯ ଧନ ତାକୁ ରକ୍ଷା କରିପାରିବ ନାହିଁ।

Job 20 illustration - Job Chapter 20

21ସେ ଖାଇବା ପରେ ବଳକା ରହେ ନାହିଁ। ସେଥିପାଇଁ ତା'ର ଉତ୍ତମ ଦ୍ରବ୍ଯସବୁ ସ୍ଥାଯୀ ହୁଏ ନାହିଁ।

22ଯେତବେେଳେ ଦୁଷ୍ଟ ଲୋକର ପ୍ରଚୁର ଥାଏ, ଦୁର୍ଦ୍ଦଶା ତା' ଉପରକୁ ଆସିବ, ତା'ର କଷ୍ଟ ତା' ଉପରକୁ ସମସ୍ତ ଶକ୍ତି ସହିତ ଆସିବ।

23ଦୁଷ୍ଟଲୋକ ଯେତବେେଳେ ସେ ଚାହୁଁଥିବା ଖାଦ୍ୟ ଖାଇ ସାରିବ। ପରମେଶ୍ବର ତା' ଉପରେ ରାଗ ରେ ପ୍ରଚଣ୍ଡ ଆକ୍ରମଣ କରିବେ। ପରମେଶ୍ବର ତା' ଉପରେ ଶାସ୍ତି ବୃଷ୍ଟି କରିବେ।

24ସେ ହୁଏତ ଲୁହା ଖଡ୍ଗରୁ ରକ୍ଷା ପାଇପା ରେ, କିନ୍ତୁ ତମ୍ବାର ଧନୁ ତାକୁ ବିନ୍ଧି ପକଇବେ।

25ସହେି ତମ୍ବାତୀର ତା'ର ପୁରା ଶରୀର ଦଇେ ଗତି କରିବ। ତା'ର ପିଠି ପଟ ଦଇେ ବାହାରି ପଡ଼ିବ। ଏହାର ମୁନିଆ ଅଗ୍ରଭାଗ ତା'ର କଲିଜାକୁ ଚିରିଦବେ, ଏବଂ ତା' ଉପରେ ଆତଙ୍କ ଆସିବ।

Job 20 illustration - Job Chapter 20

26ତା'ର ଭଣ୍ଡାର ଘର ସମ୍ପୂର୍ଣ୍ଣ ରୂପେ ଧ୍ବଂସ ପାଇବ। ଅଗ୍ନି ସେ ସବୁ ଧ୍ବଂସ କରିବ। ଏହା କୌଣସି ମନୁଷ୍ଯକୃତ ଅଗ୍ନି ନ ଥିବ। ଏହା ଦବୈାଗ୍ନି ତା' ଘରର ସମସ୍ତ ପଦାର୍ଥକୁ ଜାଳି ଦବେ।

27ସ୍ବର୍ଗ ଦୁଷ୍ଟ ଲୋକର ଅପରାଧକୁ ପ୍ରମାଣ କରିବ। ପୃଥିବୀ ତା' ବିରୁଦ୍ଧ ରେ ସାକ୍ଷୀ ଦବେ।

28ପରମେଶ୍ବରଙ୍କ କୋପର ବନ୍ଯା ତା' ଘରର ସମସ୍ତ ପଦାର୍ଥକୁ ବୋହି ନଇୟିବେ।

29ସେଥିପାଇଁ ପ୍ରଭୁ ଦୁଷ୍ଟ ଲୋକଙ୍କ ପ୍ରତି ଯାହା କରିବେ, ତାହାହିଁ ପରମେଶ୍ବର ଯୋଜନା କରିଛନ୍ତି ତାଙ୍କୁ ଦବୋ ପାଇଁ।

Chapter Complete

You have read Job 20

29 verses