Lumina
Jeremiah

Fall of Babylon Foretold

Jeremiah 51·Oriya Bible

1ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ବାବିଲ ବିରୁଦ୍ଧ ରେ ଓ 'ଲବେ-କାମାଇ' ନିବାସୀମାନଙ୍କ ବିରୁଦ୍ଧ ରେ ଏକ ଶକ୍ତିଶାଳୀ ବିନାଶକ ବାଯୁ ପ୍ରବାହିତ କରାଇବା।

2ପୁଣି ବିଦେଶୀମାନଙ୍କୁ ବାବିଲ ବିରୁଦ୍ଧ ରେ ପ୍ ରରଣେ କରିବା, ସମାନେେ କୁଲା ରେ ଅଗାଡ଼ି ଅଲଗା କଲାପରି ତାହାକୁ ଝାଡ଼ି ଦେଶ ଶୂନ୍ଯ କରିବେ। କାରଣ ବିନାଶ କାଳ ରେ ତା'ର ଚତୁର୍ଦ୍ଦିଗ ରେ ସୈନ୍ଯ ଘରେି ରହିବେ।

3ବାବିଲର ଧନୁର୍ଦ୍ଧରମାନେ ଆପଣା ଧନୁ ରେ ଗୁଣ ଦବେେ ନାହିଁ କି ସମାନେେ ଆପଣା ସାଞ୍ଜୁ ପିନ୍ଧିବେ ନାହିଁ। ତୁମ୍ଭମାନେେ ତାହାର ୟୁବକଗଣଙ୍କୁ ଦୟା କର ନାହିଁ ଓ ତା'ର ସମସ୍ତ ସୈନ୍ଯଙ୍କୁ ବିନାଶ କର।

4ବାବିଲର ସୈନ୍ଯମାନେ କଲଦୀଯ ଦେଶ ରେ ମୃତ୍ଯୁବରଣ କରିବେ ଓ ରାଜପଥରେ ଆହତ ହାଇପେଡ଼ିବେ।

5ଇଶ୍ରାୟେଲ ଓ ଯିହୁଦାର ଲୋକମାନେ ସୈନ୍ଯାଧିପତି ସଦାପ୍ରଭୁଙ୍କ ଦ୍ବାରା ପରିତ୍ଯକ୍ତ ହାଇେ ନାହାଁନ୍ତି। ସମାନେେ ଯଦିଓ ତାଙ୍କର ବିରୁଦ୍ଧାଚରଣ କରି ତାଙ୍କୁ ପରିତ୍ଯାଗ କରିଛନ୍ତି, ତଥାପି ସେ ଧର୍ମସ୍ବରୂପ ସମାନଙ୍କେୁ ପରିତ୍ଯାଗ କରି ନାହାଁନ୍ତି।

Jeremiah 51 illustration - Jeremiah Chapter 51

6ବାବିଲରୁ ପଳାଯନ କର ଓ ତୁମ୍ଭମାନଙ୍କର ନିଜ ନିଜ ପ୍ରାଣ ରକ୍ଷା କର। ଆଉ ତାହାର ଅଧର୍ମ ରେ ଉଚ୍ଛନ୍ନ ହୁଅ ନାହିଁ। କାରଣ ଏହା ସଦାପ୍ରଭୁଙ୍କର ପ୍ରତିଶୋଧ ନବୋର ସମୟ ଓ ସେ ସମାନଙ୍କେୁ ତା'ର ପ୍ରତିଫଳ ଦବେେ।

7ବାବିଲ ସଦାପ୍ରଭୁଙ୍କ ହସ୍ତ ରେ ଏକ ସୁବର୍ଣ୍ଣ ପାତ୍ର ସ୍ବରୂପ ହାଇେଅଛି। ତାହା ସମଗ୍ର ପୃଥିବୀକୁ ମତୁଆଳ କରିଅଛି। ଗୋଷ୍ଠୀମାନେ ତାହାର ଦ୍ରାକ୍ଷାରସ ପାନ କରିଅଛନ୍ତି। ତେଣୁ ସମାନେେ ଉନ୍ମତ୍ତ ହାଇେଅଛନ୍ତି।

8ବାବିଲ ଅକସ୍ମାତ୍ ପତିତ ଓ ବିନଷ୍ଟ ହାଇେଛି। ତାହା ପାଇଁ କ୍ରନ୍ଦନ କର, ତାହାର ବଦନୋ ପାଇଁ ଔଷଧ ଦିଅ। ସେ ହୁଏତ ସୁସ୍ଥ ହାଇପୋରିବ।

9ଆମ୍ଭମାନେେ ବାବିଲକୁ ସୁସ୍ଥ କରିବାକୁ ଚେଷ୍ଟା କଲୁ, ମାତ୍ର ସେ ସୁସ୍ଥ ହାଇପୋରିଲା ନାହିଁ। ଆସ, ଆମ୍ଭମାନେେ ତାକୁ ପରିତ୍ଯାଗ କରି ଆପଣା ଆପଣା ଦେଶକୁ ଚାଲିୟିବା। ସ୍ବର୍ଗର ପରମେଶ୍ବର ତା'ର ଦଣ୍ଡ ବିଧାନ କରିବେ। ତାହାପାଇଁ ଯାହା ଘଟିବ ସେ ସ୍ଥିର କରିବେ।

10ସଦାପ୍ରଭୁ ଆମ୍ଭମାନଙ୍କର ଧାର୍ମିକତା ପ୍ରକାଶ କରିଅଛନ୍ତି। ଆସ, ଆମ୍ଭମାନେେ ସିୟୋନ ରେ କହିବା, ସଦାପ୍ରଭୁ ଯାହା କରିଛନ୍ତି।

Jeremiah 51 illustration - Jeremiah Chapter 51

11ତୁମ୍ଭମାନେ ବାଣ ତୀକ୍ଷ୍ଣ କର, ଦୃଢ଼କରି ଢ଼ାଲ ଧର। ସଦାପ୍ରଭୁ ମାଦିଯ ରାଜଗଣର ମନ ଉତ୍ତଜେିତ କରିଅଛନ୍ତି। କାରଣ ବାବିଲକୁ ନଷ୍ଟ କରିବାକୁ ସେ ସଂକଳ୍ପ କରିଅଛନ୍ତି। ଯେ ହତେୁ ବାବିଲର ସୈନ୍ଯମାନେ ସଦାପ୍ରଭୁଙ୍କ ମନ୍ଦିର ଧ୍ବଂସ କରିଛନ୍ତି। ସେଥିପାଇଁ ସେ ପ୍ରତିଶାଧେ ସ୍ବରୂପ ତାକୁ ଦଣ୍ଡ ଦବେେ।

12ବାବିଲର ପ୍ରାଚୀର ବିରୁଦ୍ଧ ରେ ଧ୍ବଜା ସ୍ଥାପନ କର। ଅଧିକ ପ୍ରହରୀଗଣ, ରକ୍ଷକ ଦଳ ଯଥା ସ୍ଥାନ ରେ ନିୟୁକ୍ତ କର। ଗୋପନ ସ୍ଥାନ ରେ ସୈନ୍ଯ ରଖ, କାରଣ ସଦାପ୍ରଭୁ ବାବିଲ ବିରୁଦ୍ଧ ରେ ଯାହା କରିବାକୁ ଯୋଜନା କରିଛନ୍ତି, ତାହା ସେ ନିଶ୍ଚଯ ସଫଳ କରିବେ।

13ହେ ଜଳରାଶି ନିକଟରେ ବାସ କରୁଥିବା ଓ ଧନ ସମ୍ପଦ ରେ ଐଶ୍ବର୍ୟ୍ଯଶାଳୀ ବାବିଲ, ତୁମ୍ଭର ଅନ୍ତିମ କାଳ ଉପସ୍ଥିତ ଓ ତୁମ୍ଭର ଧ୍ବଂସ ହବୋର ସମୟ ଆସିୟାଇଛି।

14ସୈନ୍ଯାଧିପତି ସଦାପ୍ରଭୁ ଆପଣା ନାମ ରେ ଏହି ଶପଥ କରିଅଛନ୍ତି, ହେ ବାବିଲ, ଆମ୍ଭେ ତୁମ୍ଭକୁ ପଙ୍ଗପାଳ ସଦୃଶ ଶତ୍ରୁ ସୈନ୍ଯ ରେ ପୂର୍ଣ୍ଣ କରିବା। ଆଉ ସମାନେେ ତୁମ୍ଭ ବିରୁଦ୍ଧ ରେ ବିଜଯର ଜଯକାର କରିବେ।

15ସଦାପ୍ରଭୁ ଆପଣା ପରାକ୍ରମ ରେ ପୃଥିବୀ ନର୍ମାଣ କରିଅଛନ୍ତି। ସେ ଆପଣା ଜ୍ଞାନ ରେ ଜଗତ ସ୍ଥାପନ କରିଅଛନ୍ତି ଓ ଆପଣା ବୁଦ୍ଧି ରେ ସେ ଗଗନ ମଣ୍ଡଳ ବିସ୍ତାର କରିଅଛନ୍ତି।

Jeremiah 51 illustration - Jeremiah Chapter 51

16ଯେତବେେଳେ ସେ ଭୟଙ୍କର ଶବ୍ଦ କରନ୍ତି, ସେତବେେଳେ ଆକାଶର ଜଳରାଶି ଗର୍ଜନ କରନ୍ତି। ସେ ସମଗ୍ର ପୃଥିବୀ ଉପ ରେ ମେଘ ସୃଷ୍ଟି କରିଛନ୍ତି। ସେ ମେଘ ସହିତ ବିଜୁଳି ପଠାନ୍ତି ଓ ତାଙ୍କ ଭଣ୍ଡାର ଘରୁ ବାଯୁ ପ୍ରବାହ କରନ୍ତି।

17ମାତ୍ର ପ୍ରେତ୍ୟକକ ଲୋକ ନିର୍ବୋଧ ଓ ଅଜ୍ଞାନ ଅଟନ୍ତି। ପରମେଶ୍ବରଙ୍କ କ୍ରିଯା ସମାନେେ ଜାଣନ୍ତି ନାହିଁ। ପ୍ରେତ୍ୟକକ ସ୍ବର୍ଣ୍ଣକାର ଆପଣା ଖୋଦିତ ପ୍ରତିମା ଦ୍ବାରା ଲଜ୍ଜିତ ହାଇେଅଛନ୍ତି। କାରଣ ସେ ଛାଞ୍ଚ ଢ଼ଳା ପ୍ରତିମା ମିଥ୍ଯା ଓ ଜୀବନ୍ତ ନୁହଁନ୍ତି।

18ସହେି ପ୍ରତିମାଗୁଡ଼ିକ ଅସାର ଓ ପ୍ର ହଳେିକା ମାତ୍ର। ସମାନେେ ପ୍ରତିଫଳ ପାଇବା ସମୟରେ ବିନଷ୍ଟ ହବେେ।

19କିନ୍ତୁ ଯାକୁବଙ୍କ ଭାଗ ସେ ସବୁପରି ନୁହଁନ୍ତି। କାରଣ ପରମେଶ୍ବର ସକଳ ବସ୍ତୁର ସୃଷ୍ଟିକର୍ତ୍ତା, ତାଙ୍କୁ କହେି ଗଢ଼ି ନାହାଁନ୍ତି। ଇଶ୍ରାୟେଲ ତାଙ୍କର ନିଜସ୍ବ ଅଧିକାର। ତାଙ୍କର ନାମ ସୈନ୍ଯାଧିପତି ସଦାପ୍ରଭୁ।

20ସଦାପ୍ରଭୁ ପୁଣି କହନ୍ତି, ହେ ବାବିଲ, ତୁମ୍ଭେ ଆମ୍ଭର ଗଦା ଓ ୟୁଦ୍ଧର ଅସ୍ତ୍ର ସ୍ବରୂପ। ଆମ୍ଭେ ତୁମ୍ଭ ଦ୍ବାରା ନାନା ଗୋଷ୍ଠୀକୁ ଧ୍ବଂସ କଲୁ ଓ ନାନା ରାଜ୍ଯକୁ ସମ୍ପୂର୍ଣ୍ଣ ସଂହାର କଲୁ।

Jeremiah 51 illustration - Jeremiah Chapter 51

21ତୁମ୍ଭ ମାଧ୍ଯମ ରେ ଅଶ୍ବ ଓ ତା'ର ଆ ରୋହୀକୁ ଚୂର୍ଣ୍ଣ କଲୁ ଏବଂ ରଥ ଓ ତା'ର ଆ ରୋହୀକୁ ବିନାଶ କଲୁ।

22ଆଉ ଆମ୍ଭେ ତୁମ୍ଭ ମାଧ୍ଯମ ରେ ପୁରୁଷ ଓ ସ୍ତ୍ରୀ, ବୃଦ୍ଧ ଓ ବାଳକ ଏବଂ ୟୁବକ ଓ ୟୁବତୀକୁ ଚୂର୍ଣ୍ଣ କରିବା।

23ପୁଣି ତୁମ୍ଭ ମାଧ୍ଯମ ରେ ଆମ୍ଭେ ପାଳକ ଓ ତାହାର ପଲକୁ କୃଷକକୁ ଓ ତାହାର ହଳ ବଳଦକୁ ଏବଂ ଦଶାେଧ୍ଯକ୍ଷ ଓ ରାଜ୍ଯର ଅଧିପତିଗଣକୁ ଚୂର୍ଣ୍ଣ କଲୁ।

24ଆଉ ଆମ୍ଭେ ବାବିଲକୁ ଓ କଲଦୀଯ ନିବାସୀ ସମସ୍ତଙ୍କୁ ସିୟୋନ ରେ ତୁମ୍ଭମାନଙ୍କ ଦୃଷ୍ଟି ଗୋଚର ରେ ସମାନଙ୍କେ କୃତ ସମସ୍ତ ଦୁଷ୍କର୍ମର ପ୍ରତିଫଳ ଦବୋ। ଏହା ସଦାପ୍ରଭୁ କହନ୍ତି।

25ଆଉ ସଦାପ୍ରଭୁ କହନ୍ତି, ହେ ବାବିଲ, ତୁମ୍ଭେ ଏକ ବିନାଶକ ପର୍ବତ, ତୁମ୍ଭେ ସମୁଦାଯ ପୃଥିବୀକୁ ବିନାଶ କରୁଅଛ, ତେଣୁ ଆମ୍ଭେ ତୁମ୍ଭର ବିପକ୍ଷ ଅଟୁ ଓ ତୁମ୍ଭ ବିରୁଦ୍ଧ ରେ ଆପଣା ହସ୍ତ ବିସ୍ତାର କରିବା। ତୁମ୍ଭକୁ ଶୈଳର ଶୃଙ୍ଗରୁ ଗଡ଼ାଇ ଏକ ଅଗ୍ନିଦଗ୍ଧ ପର୍ବତ କରିବା।

Jeremiah 51 illustration - Jeremiah Chapter 51

26ଲୋକମାନେ କଣ ପଥର କିଅବା ମୂଳଦୁଆ ସ୍ଥାପନ ପାଇଁ ତୁମ୍ଭଠାରୁ ପ୍ରସ୍ତର ନବେେ ନାହିଁ। କାରଣ ସଦାପ୍ରଭୁ କହନ୍ତି ତୁମ୍ଭେ ଚିରକାଳ ଧ୍ବଂସସ୍ଥାନ ହାଇରହେିବ।

27ତୁମ୍ଭମାନେେ ଦେଶ ରେ ଧ୍ବଜା ସ୍ଥାପନ କର, ଗୋଷ୍ଠୀଯମାନଙ୍କ ମଧିଅରେ ତୂରୀ ବଜାଅ। ସମସ୍ତ ଗୋଷ୍ଠୀକୁ ବାବିଲ ବିରୁଦ୍ଧ ରେ ପ୍ରସ୍ତୁତ କର। ଅରାରଟ୍, ମିନ୍ନି ଓ ଅସ୍ମିନସ୍ ରାଜ୍ଯକୁ ତାହାର ବିରୁଦ୍ଧ ରେ ଏକତ୍ର ଡ଼ାକ। ତାହାର ବିରୁଦ୍ଧ ରେ ସନୋପତିମାନଙ୍କୁ ନିୟୁକ୍ତ କର ଓ ପଙ୍ଗପାଳ ସଦୃଶ ବହୁ ସଂଖ୍ଯା ରେ ଅଶ୍ବଗଣ ପଠାଅ।

28ତାହାର ବିରୁଦ୍ଧ ରେ ସମସ୍ତ ଗୋଷ୍ଠୀକୁ, ମାଦୀଯ ରାଜଗଣକୁ ସମାନଙ୍କେର ଦଶାେଧ୍ଯକ୍ଷ, ଅଧିପତି ଓ ତାହାର କତ୍ତୃର୍ତ୍ବାଧୀନ ସମୁଦାଯ ଦେଶକୁ ପ୍ରସ୍ତୁତ କର।

29ସମଗ୍ର ବାବିଲ କମ୍ପିତ ଓ ବଦନୋଗ୍ରସ୍ତ ହେଉଅଛି। କାରଣ ତାକୁ ଧ୍ବସ୍ତ ବିଧ୍ବସ୍ତ ଓ ଜନଶୂନ୍ଯ କରିବାକୁ ତାହା ବିରୁଦ୍ଧ ରେ ସଦାପ୍ରଭୁଙ୍କର ସଂକଳ୍ପ ସଫଳ ହେଉଅଛି।

30ବାବିଲର ସାହାସୀ ୟୋଦ୍ଧାଗଣ ୟୁଦ୍ଧରୁ ଅବସର ନଇେଅଛନ୍ତି। ସମାନେେ ନିଜ ନିଜ ଗଡ଼ ମଧିଅରେ ଅଛନ୍ତି। ସମାନଙ୍କେର ଶକ୍ତି ଦୁର୍ବଳ ହାଇେଅଛି। ସମାନେେ ଭୟଭୀତା ସ୍ତ୍ରୀ ଲୋକମାନଙ୍କ ପରି ହାଇେଛନ୍ତି। ସମାନଙ୍କେର ବାସସ୍ଥାନ ସବୁ ଦଗ୍ଧ ହାଇେଛି ଓ ସମାନଙ୍କେର ନଗର ଫାଟକର ଖିଡ଼ିକିସବୁ ଭଗ୍ନ ହାଇେଅଛି।

Jeremiah 51 illustration - Jeremiah Chapter 51

31ସମଗ୍ର ବାବିଲ ନଗର ଅଧିକୃତ ହାଇେଅଛି। ଏହି ସମ୍ବାଦ ଜଣେ ବାର୍ତ୍ତାବହ ଅନ୍ୟ ଜଣେ ବାର୍ତ୍ତାବହକୁ ଓ ଜଣେ ଦୂତ ଅନ୍ୟ ଜଣେ ଦୂତକୁ ତାହା ଜଣାଇବାକୁ ଦୌଡ଼ିବ।

32ପୁଣି ତା'ର ନଦୀପାର ଘାଟସବୁ ଅଧିକୃତ ହାଇେଅଛି ଓ ନଳବଣ ସବୁ ଅଗ୍ନି ରେ ଦଗ୍ଧିଭୂତ ହାଇେଅଛି। ଆଉ ତା'ର ୟୋଦ୍ଧାଗଣ ଭୟଭୀତ ହାଇେଅଛନ୍ତି।

33କାରଣ ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, ବାବିଲ ଏକ ଶସ୍ଯ ମର୍ଦ୍ଦନ ଖଳା ସ୍ବରୂପ ଆଉ ଅଳ୍ପ ସମୟରେ ଅମଳ ସମୟ ଆସିବ।

34ସିୟୋନର ଲୋକମାନେ କହିବେ, ବାବିଲର ରାଜା ନବୂଖଦନିତ୍ସର ଆମ୍ଭମାନଙ୍କୁ ଗ୍ରାସ କରିଅଛି, ସେ ଆମ୍ଭମାନଙ୍କୁ ଚୂର୍ଣ୍ଣ କରିଅଛି। ସେ ଆମ୍ଭମାନଙ୍କୁ ଶୂନ୍ଯପାତ୍ର ସଦୃଶ କରିଅଛି। ସେ ଆମ୍ଭମାନଙ୍କୁ ନାଗସାପ ସଦୃଶ ଗ୍ରାସ କରିଅଛି। ଆମ୍ଭମାନଙ୍କର ସୁଖାଦ୍ୟ ଦ୍ରବ୍ଯ ରେ ସେ ଉଦର ପୂର୍ଣ୍ଣ କରିଅଛି ଓ ସେ ଆମ୍ଭମାନଙ୍କୁ ଦୂରକୁ ଫିଙ୍ଗି ଦଇେଅଛି।

35ସଯେୋନ୍ ନିବାସୀଗଣ କହିବେ, ମାେ ପ୍ରତି ଓ ମାରେଆତ୍ମା ପ୍ରତି ବାବିଲ ଯେଉଁ ଦୌରାତ୍ମ୍ଯ କରିଛି ତା'ର ଫଳ ସେ ପାଉ। ଆଉ ୟିରୁଶାଲମ କହିବ, ମାରେ ରକ୍ତପାତର ଫଳ କଲଦୀଯମାନଙ୍କ ଉପ ରେ ପଡ଼ୁ।

Jeremiah 51 illustration - Jeremiah Chapter 51

36ତେଣୁ ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭକୁ ସୁରକ୍ଷା ଦବୋ ଓ ତୁମ୍ଭ ପାଇଁ ପ୍ରତିଶାଧେ ନବୋ। ପୁଣି ଆମ୍ଭେ ବାବିଲର ସମୁଦ୍ରକୁ ଶୁଖାଇ ଦବୋ ଓ ତାହାର ନିର୍ଝରକୁ ଶୁଖାଇ ଦବୋ।

37ତା'ପ ରେ ବାବିଲ ଏକ ଧ୍ବଂସ ସ୍ତୁପ ରେ ପରିଣତ ହବେ ଏବଂ ତାହା ଶୃଗାଳମାନଙ୍କର ବାସସ୍ଥାନ ହବେ। ଲୋକମାନେ ଏହା ଦେଖି ଆତଙ୍କିତ ହବେେ ଏବଂ ଯେତବେେଳେ ସମାନେେ ଏହା ଦେଖିବେ 'ହିସ୍' ଶବ୍ଦ କରିବେ। କାରଣ ସେ ନିର୍ଜନ ସ୍ଥାନ ହବେ।

38 ସମାନେେ ୟୁବା ସିଂହ ପରି ଗର୍ଜନ କରିବେ ଓ ସିଂହ ଛୁଆପରି ଘୋର ନାଦ କରିବେ।

39ସଦାପ୍ରଭୁ କହନ୍ତି, ସମାନେେ ଉତ୍ତ୍ଯକ୍ତ ହେଲାପ ରେ ଆମ୍ଭେ ସମାନଙ୍କେ ପାଇଁ ଭୋଜି ପ୍ରସ୍ତୁତ କରିବା, ଆଉ ସମାନଙ୍କେୁ ଆହ୍ଲାଦିତ କରିବା ପାଇଁ ସମାନଙ୍କେୁ ମତ୍ତ କରିବା। ତହିଁରେ ସମାନେେ ଚିର ନିଦ୍ରା ରେ ନିଦ୍ରିତ ହବେେ, ଆଉ ଉଠିବେ ନାହିଁ।

40ବାବିଲକୁ ଆମ୍ଭେ ବଧ ଯୋଗ୍ଯ ମଷେ ଓ ଛାଗ ସଦୃଶ ବଧ୍ଯ ସ୍ଥାନକୁ ଆଗଇେ ନବୋ।

Jeremiah 51 illustration - Jeremiah Chapter 51

41ଶେଶକ କିପରି ଅନ୍ୟମାନଙ୍କ ଦ୍ବାରା ନିଆଗଲା ଓ ସମଗ୍ର ପୃଥିବୀର ପ୍ରଶଂସାର ପାତ୍ର କିପରି ହଠାତ୍ ଧରା ପଡ଼ିଅଛି, ବାବିଲ କମେିତି ଅନ୍ୟ ଦେଶମାନଙ୍କ ପାଇଁ ଏକ ଭୟର ପାତ୍ର ହାଇେଅଛି।

42ବାବିଲ ଉପ ରେ ସମୁଦ୍ର ମାଡ଼ି ଆସିବ ଓ ତାହାର ଢ଼େଉସବୁ ଗର୍ଜନ କରି ତାକୁ ଆଚ୍ଛାଦିତ କରିବ।

43ବାବିଲର ନଗରସବୁ ଧ୍ବଂସ ସ୍ଥାନ, ଶୁଷ୍କଭୂମି ଓ ପ୍ରାନ୍ତର ହବେ। ତା' ମଧିଅରେ କୌଣସି ଲୋକ ବାସ କରିବେ ନାହିଁ। କିଅବା ତା' ମଧ୍ଯଦଇେ କୌଣସି ମନୁଷ୍ଯ ସନ୍ତାନ ଗମନା ଗମନ କରିବେ ନାହିଁ।

44ତା'ପ ରେ ଆମ୍ଭେ ବାବିଲର ବାଲ୍ଦବଙ୍କେଠାରୁ ପ୍ରତିଶୋଧ ନବୋ ଓ ଯାହା ସେ ଗିଳିଅଛି, ଆମ୍ଭେ ତା'ର ମୁଖରୁ ତାହା ବାହାର କରିବା। ଗୋଷ୍ଠୀ ଏହା ପାଇଁ ଆଉ ନିର୍ଝର ହବେ ନାହିଁ। ଏବଂ ବାବିଲର ପ୍ରାଚୀର ପଡ଼ିୟିବ।

45ହେ ଆମ୍ଭର ଲୋକମାନେ, ତୁମ୍ଭମାନେେ ବାବିଲରୁ ପଳାଇ ୟାଅ। ପ୍ରେତ୍ୟକକ ସଦାପ୍ରଭୁଙ୍କ ପ୍ରଚଣ୍ଡ କୋର୍ଧରୁ ନିଜକୁ ରକ୍ଷା କର।

Jeremiah 51 illustration - Jeremiah Chapter 51

46ତୁମ୍ଭମାନେେ ନିଜ ନିଜ ହୃଦଯକୁ ଦୁର୍ବଳ କର ନାହିଁ। କି ଦେଶ ମଧିଅରେ ହେଉଥିବା ଜନରବକୁ ଶୁଣି ଭୀତ ହୁଅ ନାହିଁ। କାରଣ ଏ ବର୍ଷ ଏକ ଜନରବ ଉଠିବ ଓ ଅନ୍ୟ ବର୍ଷ ଅନ୍ୟ ଜନରବ ହବେ। ପୁଣି ସେ ଜନରବ ଭୟଙ୍କର ୟୁଦ୍ଧ ବିଷଯ ରେ ହବେ ଓ ଜଣେ ଶାସକ ଅନ୍ୟ ଏକ ଶାସକର ବିପକ୍ଷ ହବେ।

47ଆଉ ସେ ସମୟ ନିଶ୍ଚଯ ଆସିବ, ଯେତବେେଳେ ଆମ୍ଭେ ବାବିଲର ଖାଦେିତ ପ୍ରତିମାଗଣକୁ ପ୍ରତିଫଳ ଦବୋ ଓ ସମଗ୍ର ବାବିଲ ଲଜ୍ଜିତ ହବେ। ଆଉ ତାହାର ନିହତ ଲୋକମାନେ ନଗରର ରାସ୍ତା ରେ ପତିତ ହବେେ।

48ସେ ସମୟରେ ସ୍ବର୍ଗ, ପୃଥିବୀ ଓ ତନ୍ମଧ୍ଯସ୍ଥ ସମସ୍ତ ବାବିଲ ବିଷଯ ରେ ଆନନ୍ଦ ରେ ଚିତ୍କାର କରିବେ। କାରଣ ସଦାପ୍ରଭୁ କହନ୍ତି ଯେ, ଉତ୍ତର ଦିଗରୁ ବିନାଶକଗଣ ଆସିବେ।

49ବାବିଲର ପତନ ନିଶ୍ଚିତ ହବେ, କାରଣ ସେ ଇଶ୍ରାୟେଲର ଲୋକମାନଙ୍କୁ ନିପାତିତ କରିଅଛି ଓ ପୃଥିବୀର ସମୁଦାଯ ଦେଶର ଲୋକଙ୍କୁ ବଧ କରିଅଛି।

50ହେ ଖଡ୍ଗରୁ ବଞ୍ଚିତ ଲୋକମାନେ, ତୁମ୍ଭମାନେେ ଚାଲିୟାଅ, ସ୍ଥିର ହାଇେ ଠିଆ ହୁଅ ନାହିଁ। ଦୂର ଦେଶରୁ ସଦାପ୍ରଭୁଙ୍କୁ ସ୍ମରଣ କର ଓ ୟିରୁଶାଲମକୁ ମନେ ପକାଅ।

Jeremiah 51 illustration - Jeremiah Chapter 51

51ଆମ୍ଭେ ଯିହୁଦାବାସୀ ନିନ୍ଦା କଥା ଶୁଣିବାରୁ ଲଜ୍ଜିତ ହାଇେଅଛୁ, ଆମ୍ଭମାନେେ ଅପମାନିତ ହାଇେଅଛୁ। କାରଣ ବିଦେଶୀମାନେ ସଦାପ୍ରଭୁଙ୍କର ମନ୍ଦିର ସକଳ ପବିତ୍ର ସ୍ଥାନ ରେ ପ୍ରବେଶ କରିଅଛନ୍ତି।

52ଏଣୁ ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଅଛି, ଯେତବେେଳେ ଆମ୍ଭେ ତାହାର ଖୋଦିତ ମୂର୍ତ୍ତିଗୁଡ଼ିକୁ ପ୍ରତିଫଳ ଦବୋ, ସେତବେେଳେ ଏହି ଦେଶର କ୍ଷତବିକ୍ଷତ ଲୋକମାନେ ୟନ୍ତ୍ରଣା ରେ ଗଁ ଗଁ କରିବେ।

53ପୁଣି ସଦାପ୍ରଭୁ କହନ୍ତି, ଯଦିଓ ବାବିଲ ଆକାଶ ପର୍ୟ୍ଯନ୍ତ ଉଠିବ ଓ ନିଜର ଦୁର୍ଗଗୁଡ଼ିକୁ ସୁଦୃଢ଼ କରିବ। ତଥାପି ଆମ୍ଭ ପ୍ ରରେିତ ବିନାଶକମାନେ ତାହା ମଧିଅରେ ପ୍ରବେଶ କରିବେ ଓ ତାକୁ ଧ୍ବଂସ କରିବେ।

54ଆମ୍ଭେ ବାବିଲରୁ କ୍ରନ୍ଦନର ରବ ଶୁଣିପାରୁଛୁ ଓ କଲଦୀଯମାନଙ୍କ ଦେଶରୁ ମନ ବିନାଶର ଶବ୍ଦ ଶୁଣିପାରୁଛୁ।

55ସଦାପ୍ରଭୁ ବାବିଲକୁ ବିନଷ୍ଟ କରିବେ ଓ ନଗର ମଧ୍ଯରୁ ମହାରବ କ୍ଷାନ୍ତ କରିବେ। ଶତ୍ରୁସୈନ୍ଯ ତରଙ୍ଗାଯିତ ମହାସାଗର ସଦୃଶ ଗର୍ଜନ କରିଆସିବେ ଓ କଲଦୀଯମାନେ ସହେି ମହାରବ ଶୁଣିବେ।

Jeremiah 51 illustration - Jeremiah Chapter 51

56ବାବିଲ ବିରୁଦ୍ଧ ରେ ସମାନେେ ଆସିବେ ଓ ତାହାକୁ ଧ୍ବଂସ କରିବେ। ସମାନଙ୍କେର ବୀରଗଣ ଧରାଯିବେ ଓ ସମାନଙ୍କେର ଧନୁସବୁ ଖଣ୍ଡ ଖଣ୍ଡ ହାଇେ ଭଙ୍ଗାୟିବ। କାରଣ ସଦାପ୍ରଭୁ ସମାନଙ୍କେର ଦୁଷ୍କର୍ମ ଯୋଗୁଁ ନିଶ୍ଚଯ ପ୍ରତିଫଳ ଦବେେ।

57ପୁଣି ଆମ୍ଭେ ତାହାର ଅଧିପତିଗଣକୁ, ତାହାର ଜ୍ଞାନୀ ଲୋକମାନଙ୍କୁ, ତାହାର ଦଶାେଧ୍ଯକ୍ଷ, ତାହାର ଅଧିପତିଗଣକୁ ଓ ତାହାର ବୀର ବୁରୁଷମାନଙ୍କୁ ମତ୍ତ କରାଇବା। ତହିଁରେ ସମାନେେ ଚିର ନିଦ୍ରା ରେ ନିଦ୍ରିତ ହବେେ ଓ କବେେ ଜାଗ୍ରତ ହବେେ ନାହିଁ। ଏହା ରାଜା କହନ୍ତି, ତାଙ୍କର ନାମ ସୈନ୍ଯାଧିପତି ସଦାପ୍ରଭୁ।

58ପୁଣି ସୈନ୍ଯାଧିପତି ସଦାପ୍ରଭୁ ଏହି କଥା କହନ୍ତି, ବାବିଲର ପ୍ରଶସ୍ତ ସୁଦୃଢ଼ ପ୍ରାଚୀର ସମ୍ପୂର୍ଣ୍ଣ ରୂପେ ଉତ୍ପାଟିତ ହବେ ଓ ତାହାର ଉଚ୍ଚ ଦ୍ବାରସବୁ ଅଗ୍ନି ରେ ଦଗ୍ଧ ହବେ। ବାବିଲର ଲୋକମାନେ କଠିନ ପରିଶ୍ରମ କରିବେ ଓ ନଗରକୁ ରକ୍ଷା କରିବାକୁ କ୍ଲାନ୍ତ ହବେେ। ମାତ୍ର ତାହା କିଛି ସାହାୟ୍ଯ କରିବ ନାହିଁ। ସମାନେେ ସହେି ଅଗ୍ନି ଶିଖା ରେ ଜାଳଣେି ସ୍ବରୂପ ଦଗ୍ଧ ହବେେ।

59ଯିହୁଦାର ଶାସକ ସିଦିକିଯଙ୍କ ରାଜତ୍ବର ଚତୁର୍ଥ ବର୍ଷ ରେ ମହ ସଯରେ ପୌତ୍ର, ନେଶଯର ପୁତ୍ର ସରାଯ ଯେଉଁ ସମୟରେ ରାଜା ସଙ୍ଗେ ବାବିଲକୁ ଗଲା, ସେ ସମୟରେ ଯିରିମିୟ ସରାଯକୁ ଏହି ବାର୍ତ୍ତା ଦଇେଥିଲା। ସରାଯ ଜଣେ ପଦାଧିକାରୀ ଥିଲେ।

60ଆଉ ଯିରିମିୟ ବାବିଲର ଭବିଷ୍ଯତ ରେ ଘଟିବାକୁ ଥିବା ସମସ୍ତ ଅମଙ୍ଗଳ କଥା ଏକ ପୁସ୍ତକରେ ଲେଖିଲେ।

Jeremiah 51 illustration - Jeremiah Chapter 51

61ଆଉ ଯିରିମିୟ ସରାଯକୁ କହିଲେ, ହେ ସରାଯ, ତୁମ୍ଭେ ବାବିଲକୁ ୟାଇ ଏହି ବାର୍ତ୍ତା ସମସ୍ତଙ୍କ ଗୋଚରାର୍ଥେ ପାଠ କର।

62ଆଉ କହିବ, ' ହେ ସଦାପ୍ରଭୁ, ତୁମ୍ଭେ ଏହି ସ୍ଥାନ ବିଷଯ ରେ କହିଅଛ ଯେ ତୁମ୍ଭେ ଏହାକୁ ବିନଷ୍ଟ କରିବ। ତହିଁ ମଧିଅରେ ମନୁଷ୍ଯ କି ପଶୁ କହେି ବାସ କରିବେ ନାହିଁ। ମାତ୍ର ତାହା ଚିରକାଳ ଧ୍ବଂସ ସ୍ଥାନ ହାଇେ ରହିବ।

63ପୁଣି ଏହା ପାଠ କରି ସାରିଲା ପ ରେ, ତହିଁରେ ଖଣ୍ଡେ ପଥର ବାନ୍ଧି ଫରାତ୍ ନଦୀର ମଧ୍ଯ ସ୍ଥାନ ରେ ତାହା ପକାଇ ଦବେ।

64ଆଉ ତୁମ୍ଭେ କହିବ, 'ଆମ୍ଭେ ବାବିଲ ଉପ ରେ ଯେଉଁ ଅମଙ୍ଗଳ ଘଟାଇବା, ତାହା ଏହିପରି ଜଳମଗ୍ନ ହବେ। ସେ ପୁନର୍ବାର ଉଠିବ ନାହିଁ। ସେ ବୁଡ଼ିବ, କାରଣ ସେ ଭୟଙ୍କର ତୁଷ୍କର୍ମ କରିଅଛି।' ଯିରିମିୟଙ୍କ ବାର୍ତ୍ତା ଏହିଠା ରେ ସମାପ୍ତ।

Chapter Complete

You have read Jeremiah 51

64 verses