Lumina
Jeremiah

Seventy Years of Captivity

Jeremiah 25·Oriya Bible

1ବାବିଲର ରାଜା ନବୂଖଦନିତ୍ସରର ଅଧିକାରର ପ୍ରଥମ ବର୍ଷ ରେ ଓ ଯୋଶିୟଯର ପୁତ୍ର, ଯିହୁଦାର ରାଜା ୟିହୋଯାକୀମର ଅଧିକାରର ଚତୁର୍ଥ ବର୍ଷ ରେ, ଯିହୁଦାର ସମଗ୍ର ଲୋକ ବିଷଯ ରେ ଯିରିମିୟଙ୍କ ନିକଟରେ ଏହି ବାକ୍ଯ ଉପସ୍ଥିତ ହେଲା।

2ଭବିଷ୍ଯଦବକ୍ତା ଯିରିମିୟ ଯିହୁଦାର ସମସ୍ତ ଲୋକ ଓ ସମସ୍ତ ୟିରୁଶାଲମ ନିବାସୀ ନିକଟରେ ସହେି ବାକ୍ଯ ପ୍ରଚାର କରି କହିଲେ,

3ଆମାନରେ ପୁତ୍ର ଯିହୁଦାର ରାଜା ଯୋଶିୟଯର ଅଧିକାରର ତ୍ରଯୋଦଶ ବର୍ଷଠାରୁ ଆଜି ପର୍ୟ୍ଯନ୍ତ ଏହି ତଇେଶ ବର୍ଷକାଳ ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହାଇେଅଛି। ଆଉ ମୁଁ ପ୍ରତ୍ଯୁଷରୁ ଉଠି ତାହା ତୁମ୍ଭମାନଙ୍କୁ କହିଅଛି ମାତ୍ର ତୁମ୍ଭମାନେେ ତାହା ଶୁଣି ନାହିଁ।

4ପୁଣି ସଦାପ୍ରଭୁ ପ୍ରତ୍ଯୁଷ ରେ ଉଠି ବାରମ୍ବାର ଆପଣାର ସମସ୍ତ ଦାସ ଭବିଷ୍ଯଦବକ୍ତାଗଣଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଅଛନ୍ତି। ମାତ୍ର ତୁମ୍ଭମାନେେ ତାହା ଶୁଣି ନାହଁ, କିଅବା ସେ କଥାପ୍ରତି କର୍ଣ୍ଣପାତ କରି ନାହଁ।

5ସହେି ଭବିଷ୍ଯଦବକ୍ତାଗଣ କହିଲେ, ତୁମ୍ଭମାନେେ ପ୍ରେତ୍ୟକକ ଆପଣା ଆପଣା କୁପଥରୁ ଓ ଆପଣା ଆପଣା ଦୁଷ୍ଟ ଆଚରଣରୁ ଫରେ। ତାହା ହେଲେ ସଦାପ୍ରଭୁ ପୁରାତନ କାଳରୁ ଚିରଦିନ ନିମନ୍ତେ ତୁମ୍ଭମାନଙ୍କୁ ଓ ତୁମ୍ଭର ପୂର୍ବପୁରୁଷଗଣଙ୍କୁ ଯେଉଁ ଦେଶ ଦଇେଅଛନ୍ତି, ତାହା ମଧିଅରେ ତୁମ୍ଭମାନେେ ବାସ କରିବ।

Jeremiah 25 illustration - Jeremiah Chapter 25

6ଆଉ ଅନ୍ୟ ଦବଗେଣର ପଶ୍ଚାତଧାବନ କର ନାହିଁ କିଅବା ସମାନଙ୍କେୁ ସବୋ ଓ ପ୍ରଣାମ କର ନାହିଁ। ପୁଣି ଆପଣା ହସ୍ତକୃତ ପ୍ରତିମାଗଣକୁ ପୂଜା କରି ଆମ୍ଭକୁ ବିରକ୍ତ କର ନାହିଁ। ତାହା ହେଲେ ଆମ୍ଭେ ତୁମ୍ଭମାନଙ୍କର କୌଣସି ଅମଙ୍ଗଳ କରିବା ନାହିଁ।

7ତୁମ୍ଭମାନେେ ଆମ୍ଭ କଥାପ୍ରତି ଧ୍ଯାନ ଦଲେ ନାହିଁ। ତଥାପି ସଦାପ୍ରଭୁ କହନ୍ତି, ନିଜ ହସ୍ତକୃତ କର୍ମଦ୍ବାରା ଆମ୍ଭକୁ ବିରକ୍ତ କରିଅଛ। ତେଣୁ ତୁମ୍ଭମାନଙ୍କର ଅମଙ୍ଗଳ ହବେ।

8ତେଣୁ ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ତୁମ୍ଭମାନେେ ଆମ୍ଭ ବାକ୍ଯ ପ୍ରତି ଧ୍ଯାନ ଦେଉ ନାହଁ।

9ପୁଣି ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥ ସମସ୍ତ ପରିବାରବର୍ଗକୁ ଆଣିବା।ପୁଣି ଆମ୍ଭର ଦାସ ବାବିଲର ରାଜା ନବୁଖଦ୍ନିତ୍ସରକୁ ଆଣିବା। ପୁଣି ସମାନଙ୍କେୁ ନଇେ ଯିହୁଦା ଓ ଯିହୁଦା ନିବାସୀଙ୍କ ବିରୁଦ୍ଧ ରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ଗୋଷ୍ଠୀ ବିରୁଦ୍ଧ ରେ ଛିଡ଼ା କରାଇବା। ଆଉ ସମାନଙ୍କେୁ ସୂର୍ଣ୍ଣ ଭାବରେ ବିନାଶ କରିବା। ସହେି ଦେଶକୁ ଚିରକାଳ ଏକ ଶୂନ୍ଯ ପ୍ରାନ୍ତର ରେ ପରିଣତ କରିବା। ତାହାକୁ ଦେଖି ଲୋକମାନେ ବିସ୍ମଯ ରେ ଓ ଶୀସ୍ ଶବ୍ଦ କରିବେ।

10ଆଉ ମଧ୍ଯ ଆମ୍ଭେ ସମାନଙ୍କେ ମଧ୍ଯରୁ ଆମାଦେ, ପ୍ରମାଦେ, ଧ୍ବନି, ବରକନ୍ଯାଙ୍କର ସୁଖ ଓ ହର୍ଷ ଧ୍ବନି, ଚକିର ଶବ୍ଦ ଓ ପ୍ରଦୀପର ଆଲୋକ ଦୂର କରିବା।

Jeremiah 25 illustration - Jeremiah Chapter 25

11ତହିଁରେ ସମଗ୍ର ଦେଶ ଏକ ଶୂନ୍ଯ ମରୁଭୂମିରେ ପରିଣତ ହବେ ଓ ତାହାର ସମସ୍ତ ଲୋକ ବାବିଲ ରାଜାର ସତୁରି ବର୍ଷ ପର୍ୟ୍ଯନ୍ତ ଦାସ ହାଇେ ରହିବେ।

12ପୁଣି ସଦାପ୍ରଭୁ କହନ୍ତି, ସତୁରିବର୍ଷ ଅନ୍ତେ ଆମ୍ଭେ ବାବିଲ ରାଜାକୁ, ସହେି ଗୋଷ୍ଠୀକି ଓ କଲଦୀଯମାନଙ୍କ ଦେଶକୁ ସମାନଙ୍କେ ଅଧର୍ମ ସକାେଶ ଶାସ୍ତି ଦବୋ ଓ ତାହାକୁ ସଦାକାଳ ଧ୍ବଂସସ୍ଥାନ କରିବା।

13ଆଉ ଆମ୍ଭେ ସହେି ଦେଶ ବିରୁଦ୍ଧ ରେ ଯାହା ଯାହା କହିଅଛୁ, ଆଉ ସକଳ ଗୋଷ୍ଠୀ ବିରୁଦ୍ଧ ରେ ଯିରିମିୟଙ୍କ ଦ୍ବାରା ପ୍ରଚାରିତ ଯେଉଁ ଭବିଷ୍ଯଦବାକ୍ଯ ଏହି ପୁସ୍ତକରେ ଲିଖିତ ଅଛି, ଆମ୍ଭର ସହେି ସମସ୍ତ ବାକ୍ଯ ସହେି ଦେଶପ୍ରତି ସଫଳ ହବେ।

14ଏବଂ ସମାନେେ ବହୁଦେଶର ଓ ମହାନ ରାଜାମାନଙ୍କର କ୍ରୀତଦାସ ହବେେ। ଆଉ ଆମ୍ଭେ ସମାନଙ୍କେ କାର୍ୟ୍ଯକଳାପନୁସା ରେ ଓ ସମାନଙ୍କେ ହସ୍ତକୃତ କର୍ମାନୁସା ରେ ସମାନଙ୍କେୁ ପ୍ରତିଫଳ ଦବୋ।

15ଇଶ୍ରାୟେଲର ପରମେଶ୍ବର, ସଦାପ୍ରଭୁ ଏହା ମାେତେ କହିଲେ, ହେ ଯିରିମିୟ, ତୁମ୍ଭେ ଆମ୍ଭ ହସ୍ତରୁ ଏହି ପ୍ରଚଣ୍ଡ କୋରଧରୂପକ ଦ୍ରାକ୍ଷାରସର ପାତ୍ର ନିଅ ଓ ଆମ୍ଭେ ତୁମ୍ଭକୁ ଯେଉଁସବୁ ଗୋଷ୍ଠୀ ନିକଟକୁ ପଠାଉଅଛୁ, ସମାନଙ୍କେୁ ତାହା ପାନ କରାଅ।

Jeremiah 25 illustration - Jeremiah Chapter 25

16ତାହା ପାନ କରି ସମାନେେ ବାନ୍ତିକରି ଏଣେ ତଣେେ ଟଳମଳ ହବେେ। ପୁଣି ଆମ୍ଭେ ସମାନଙ୍କେ ବିରୁଦ୍ଧ ରେ ପଠାଇଥିବା ଖଡ୍ଗ ହତେୁ ସମାନେେ ଉନ୍ମତ୍ତ ହବେେ।

17ତହୁଁ ମୁଁ ସଦାପ୍ରଭୁଙ୍କ ହସ୍ତରୁ ସହେି ପାତ୍ର ନଇେ, ତାଙ୍କର କହିବାନୁସା ରେ ସେ ଗୋଷ୍ଠୀମାନଙ୍କ ନିକଟକୁ ଗଲି ଓ ସେ ସମସ୍ତଙ୍କୁ ତାହା ପାନ କରାଇଲି।

18ମୁଁ ଯିହୁଦା ଓ ୟିରୁଶାଲମର ସମସ୍ତ ନିବାସୀମାନଙ୍କୁ, ସହେି ପାତ୍ରରୁ ପାନ କରାଇଲି। ସହେି ଦେଶ ଶୁଷ୍କ ମରୁଭୂମି ହେଲା ଓ ଶାଚେନୀୟ ଭାବରେ ବିନଷ୍ଟ ହେଲା। ଏହା ଦେଖି ଲୋକମାନେ ଶୀସ୍ ଶବ୍ଦ କଲେ ଓ ଆଜି ପର୍ୟ୍ଯନ୍ତ ଲୋକମାନେ ଏହାକୁ ଏକ ଅଭିଶାପର ବସ୍ତୁ ରୂପେ ବ୍ଯବହାର କରନ୍ତି।

19ମୁଁ ମଧ୍ଯ ମିଶରର ରାଜା ଫାରୋକୁ, ତାହାର ଦାସଗଣକୁ ତାହାର ଅଧିପତିମାନଙ୍କୁ ଓ ତାହାର ସମସ୍ତ ଲୋକଙ୍କୁ ସଦାପ୍ରଭୁଙ୍କର ସହେି କୋରଧରୂପୀ ପାତ୍ରରୁ ପାନ କରାଇଲି।

20ପୁଣି ଆରବର ସମସ୍ତଙ୍କୁ ଓ ଉଷ୍ ଦେଶସ୍ଥ ସମସ୍ତ ରାଜାଙ୍କୁ

Jeremiah 25 illustration - Jeremiah Chapter 25

21ତା'ପ ରେ ଇଦୋମ, ମାଯାେବ ଓ ଅମ୍ମାନରେ ସନ୍ତାନଗଣକୁ ସହେି ପାତ୍ରକୁ ପାନ କରାଇଲି।

22ଆଉ ସୋରର ସମସ୍ତ ରାଜାଙ୍କୁ, ସୀଦୋନର ସମସ୍ତ ରାଜାଙ୍କୁ ଓ ସମୁଦ୍ରପାରସ୍ଥ ଦ୍ବୀପର ସମସ୍ତ ରାଜାଙ୍କୁ ତାହା ପାନ କରାଇଲି।

23ପୁଣି ଦଦାନ୍, ଢ଼ମାେ ଓ ବୁଷର ଲୋକମାନେ ଆପଣା ଆପଣା କେଶ ମୁଣ୍ଡନ କରି ସହେି ପାତ୍ରକୁ ପାନ କଲେ।

24ପୁରି ଆରବର ସମସ୍ତ ରାଜାଙ୍କୁ ଓ ପ୍ରାନ୍ତରବାସୀ ମିଶ୍ରିତ ଗୋଷ୍ଠୀବର୍ଗର ସମସ୍ତ ରାଜାଙ୍କୁ ତାହା ପାନ କରାଇଲି।

25ମୁଁ ମଧ୍ଯ ସିମ୍ରୀ, ଐଲମ ଓ ମାଦୀଯମାନଙ୍କର ସମସ୍ତ ରାଜାଙ୍କୁ ତାହା ପାନ କରାଇଲି।

Jeremiah 25 illustration - Jeremiah Chapter 25

26ପୁଣି ଉତ୍ତର ଦିଗର ନିକଟସ୍ଥ ଓ ଦୂରସ୍ଥ ସମସ୍ତ ରାଜା ଜଣଙ୍କ ପ ରେ ଜଣେ ଏହା ପାନ କଲେ। ପୁଣି ପୃଥିବୀସ୍ଥ ସମସ୍ତ ରାଜ୍ଯକୁ ପାନ କରାଇଲା ପ ରେ ଶେଶକର ରାଜା ଏହି ପାତ୍ରରୁ ପାନ କରିବେ।

27ପୁଣି ଇଶ୍ରାୟେଲର ପରମେଶ୍ବର, ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ' ହେ ଯିରିମିୟ, ତୁମ୍ଭେ ସମାନଙ୍କେୁ କହିବ, ତୁମ୍ଭମାନେେ ପାନ କରି ମତ୍ତ ହୁଅ ଓ ବାନ୍ତି କର, ପୁଣି ଆମ୍ଭେ ତୁମ୍ଭମାନଙ୍କ ମଧ୍ଯରୁ ଖଡ୍ଗ ପଠାଇବା, ତେଣୁ ତୁମ୍ଭମାନେେ ପତିତ ହାଇେ ଆଉ ଉଠ ନାହିଁ।'

28ପୁଣି ସମାନେେ ତୁମ୍ଭ ହସ୍ତରୁ ପାତ୍ର ନଇେ ପାନ କରିବାକୁ ଯବେେ ଅସମ୍ମତ ହବେେ, ତବେେ ତୁମ୍ଭେ ସମାନଙ୍କେୁ ଏହା କହିବ, 'ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ତୁମ୍ଭମାନେେ ନିଶ୍ଚଯ ତାହା ପାନ କରିବ।

29କାରଣ ଏହି ୟିରୁଶାଲମକୁ ମୁଁ କ୍ଷତି କରିବାକୁ ଅଭିୟାନ ଆରମ୍ଭ କରିଛି। ତାହା ମାରେ ନାମକୁ ଧାରଣ କରିଛି। ତୁମ୍ଭମାନେେ କହିବାର ଆମ୍ଭମାନେେ ଦଣ୍ଡିତ ହବେୁ ନାହିଁ। ମାତ୍ର ତୁମ୍ଭମାନେେ ଭୁଲ୍ କହୁଅଛ। ଆମ୍ଭେ ସମଗ୍ର ପୃଥିବୀବାସୀଙ୍କ ଉପ ରେ ଖଡ୍ଗ ଚଳାଇବା। ଏହା ସଦାପ୍ରଭୁ କହନ୍ତି।

30 ହେ ଯିରିମିୟ, ତୁମ୍ଭେ ସମାନଙ୍କେ ବିରୁଦ୍ଧ ରେ ଏହି ଭବିଷ୍ଯଦବାକ୍ଯ ପ୍ରଚାର କର। ସମାନଙ୍କେୁ କୁହ, 'ସଦାପ୍ରଭୁ ଉର୍ଦ୍ଧ୍ବସ୍ଥ ହୁଙ୍କାର କରିବେ। ସେ ଆପଣା ପବିତ୍ର ବାସସ୍ଥାନରୁ ଆପଣା ଚତ୍କାର ଶୁଣାଇବେ। ପୁଣି ସେ ଆପଣା ଲୋକମାନଙ୍କ ଖୁଆଡ଼ ଉପ ରେ ମହାରବ କରିବେ ଓ ସେ ଦ୍ରାକ୍ଷାରସମର୍ଦ୍ଦନକାରୀମାନଙ୍କ ପରି ପୃଥିବୀବାସୀ ସମସ୍ତଙ୍କ ବିରୁଦ୍ଧ ରେ ସିଂହାସନ କରିବେ।

Jeremiah 25 illustration - Jeremiah Chapter 25

31ସମଗ୍ର ପୃଥିବୀ ରେ ଏକ ଧ୍ବନି ବ୍ଯାପିୟିବ। କାରଣ ପୃଥିବୀର ସମସ୍ତ ଗୋଷ୍ଠୀ ଉପ ରେ ସଦାପ୍ରଭୁଙ୍କର କୋରଧ ଅଛି। ସେ ସମାନଙ୍କେର ବିଚାର କରି ଶାସ୍ତି ଦବେେ। ପୁଣି ସେ ଦୁଷ୍ଟାଚାରୀମାନଙ୍କୁ ଖଡ୍ଗ ରେ ସମର୍ପଣ କରିବେ।' ଏହା ସଦାପ୍ରଭୁ କହନ୍ତି।

32ପୁରି ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ଦେଖ, ଦେଶକୁ ଦେଶ ଅମଙ୍ଗଳ ଘଟିବ। ସମଗ୍ର ପୃଥିବୀ ରେ ମହା ତାଫୋନ ଉଠିବ।

33ପୁଣି ସେ ସମୟରେ ସଦାପ୍ରଭୁଙ୍କ ଦ୍ବାରା ନିହତ ଲୋକମାନଙ୍କର ଶବ ପୃଥିବୀର ଆରମ୍ଭରୁ ଶଷେ ସୀମା ପର୍ୟ୍ଯନ୍ତ ଦଖାୟିବେ। ସମାନଙ୍କେ ପାଇଁ ବିଳାପ କରିବାକୁ କହେି ନ ଥିବେ ଓ କବର ଦବୋପାଇଁ ମଧ୍ଯ କହେି ନ ଥିବେ। ସମାନେେ ଭୂଇଁର ଗୋବର ଖତ ହବେେ।

34ହେ ମଷେପାଳକଗଣ, ତୁମ୍ଭମାନେେ ହାହାକାର ଓ କ୍ରନ୍ଦନ କର। ହେ ମଷଗେଣର ଅଧିପତିମାନେ, ତୁମ୍ଭମାନେେ ଭୂମିରେ ଗଡ଼। କାରଣ ତୁମ୍ଭମାନଙ୍କର ହତ୍ଯା ସମୟ ବର୍ତ୍ତମାନ ଆଗତ ହେଲା। ତୁମ୍ଭମାନଙ୍କୁ ଆମ୍ଭେ ଖଣ୍ଡ ଖଣ୍ଡ କରିବା। ତୁମ୍ଭମାନେେ ଭଗ୍ନପାତ୍ର ତୁଲ୍ଯ ବିକ୍ଷିପ୍ତ ହାଇପେଡ଼ିବ।

35ପୁଣି ମଷେପାଳକଗଣ ପଳାଯନ କରି ଲୁଚି ପାରିବେ ନାହିଁ। ସମାନଙ୍କେର ଅଧିପତିଗଣ ରକ୍ଷା ପାଇବେ ନାହିଁ।

Jeremiah 25 illustration - Jeremiah Chapter 25

36ମୁଁ ମଷେପାଳକମାନଙ୍କର ଚିତ୍କାର ଓ ମଷେପଲର ଅଧିପତିମାନଙ୍କର ସ୍ବର ଶୁଣିଅଛି। କାରଣ ସଦାପ୍ରଭୁ ସମାନଙ୍କେର ବାସସ୍ଥାନ ଉଜାଡ଼ କରିଅଛନ୍ତି।

37ପୁଣି ସଦାପ୍ରଭୁଙ୍କର ପ୍ରଚଣ୍ଡ କୋର୍ଧ ଯୋଗୁଁ ଶାନ୍ତିପୂର୍ଣ୍ଣ ଖୁଆଡ଼ସବୁ ଶୂନ୍ଯ ମରୁ ହାଇେଅଛି।

38ଆହୁରି ସଦାପ୍ରଭୁ ଭୟଙ୍କର ସିଂହ ତୁଲ୍ଯ ଆପଣା ଗହ୍ବର ତ୍ଯାଗ କରିଅଛନ୍ତି। ତାଙ୍କର କୋରଧ ରୂପକ ଖଡ୍ଗ ଭୟଙ୍କର ହବେ ଓ ସହେି ପ୍ରଚଣ୍ଡ କୋର୍ଧ ହତେୁରୁ ଦେଶ ଶୂନ୍ଯ ମରୁମଯ ସ୍ତାନ ହବେ।

Chapter Complete

You have read Jeremiah 25

38 verses