Lumina
Jeremiah

Heart of Sin

Jeremiah 17·Oriya Bible

1ଯିହୁଦାର ପାପ ଏପରି ଏକ ସ୍ଥାନ ରେ ଲିଖିତ ହାଇେଅଛି, ଯାହାକୁ ସମାନେେ ଲିଭାଇ ପାରିବେ ନାହିଁ। ସମାନଙ୍କେର ପାପ ଲୌହ ଲେଖନୀ ଓ ହୀରକର କଣ୍ଟକ ଦ୍ବାରା ପଥର ଫଳକରେ ଲିଖିତ ହାଇେଅଛି। ଯେଉଁଟା କି ସମାନଙ୍କେର ହୃଦଯ। ଆଉ ସମାନଙ୍କେର ୟଜ୍ଞବଦେୀର ଶିଙ୍ଗ ରେ ତାହା ଖାଦେିତ ହାଇେଅଛି।

2ଯେତବେେଳେ ସମାନଙ୍କେର ସନ୍ତାନଗଣ ସମାନଙ୍କେୁ ମନେ ପକାନ୍ତି ସେତବେେଳେ ସମାନେେ ଉଚ୍ଚ ପର୍ବତର ସବୁଜ ବୃକ୍ଷ ପାଖ ରେ ଥିବା ବଳିଦାନ ୟଜ୍ଞବଦେୀ ଓ ପବିତ୍ର କାଠଖମ୍ବ ଦେଖନ୍ତି।

3ହେ ଆମ୍ଭର କ୍ଷେତ୍ରସ୍ଥ ପର୍ବତ ସକଳ, ତୁମ୍ଭର ସମୁଦାଯ ଅଞ୍ଚଳ ରେ କୃତ ପାପ ସକାେଶ ଆମ୍ଭେ ତୁମ୍ଭର ସମସ୍ତ ସମ୍ପତ୍ତି ଓ ସବୁ ଧନଭଣ୍ଡାର ଓ ଉଚ୍ଚସ୍ଥଳୀ ସକଳ ଲୁଣ୍ଠିତ ହବୋପାଇଁ ଦବୋ।

4ପୁଣି ଆମ୍ଭେ ତୁମ୍ଭକୁ ଯେଉଁ ଅଧିକାର ଦଇେଥିଲୁ ତୁମ୍ଭେ ସେଥିରୁ ଆପେ କ୍ଷାନ୍ତ ହବେ। ଆଉ ତୁମ୍ଭକୁ ଏକ ଅଜ୍ଞାତ ଦେଶ ରେ ତୁମ୍ଭ ଶତ୍ରୁଗଣର ସବୋ କରାଇବା। କାରଣ ତୁମ୍ଭେ ଆମ୍ଭର କୋରଧରୂପକ ଅଗ୍ନି ପ୍ରଜ୍ବଳିତ କରିଅଛି। ଆଉ ସହେି ଅଗ୍ନି ରେ ତୁମ୍ଭେ ସଦାକାଳ ଭସ୍ମୀଭୂତ ହବେ। ସହେି ଲୋକମାନଙ୍କ ଉପ ରେ ଏପରି ଘଟିବ ଯେଉଁମାନେ ପରମେଶ୍ବରଙ୍କ ଉପ ରେ ବିଶ୍ବାସ କରି ନାହାଁନ୍ତି।

5ସଦାପ୍ରଭୁ କହନ୍ତି, ଯେଉଁ ମନୁଷ୍ଯ ଲୋକମାନଙ୍କ ଉପ ରେ ଭରସା ରେଖ, ମାଂସକୁ ଆପଣାର ବାହୁ କରେ ଓ ଯାହାର ହୃଦଯ ସଦାପ୍ରଭୁଙ୍କଠାରୁ ଦୂ ରଇେ ୟାଏ ସେ ଶାପଗ୍ରସ୍ତ।

Jeremiah 17 illustration - Jeremiah Chapter 17

6ସହେି ମନ୍ଦ ବ୍ଯକ୍ତି ମରୁଭୂମିସ୍ଥିତ ଝାଉଁବୃକ୍ଷ ତୁଲ୍ଯ ହବେ। ସେ ମଙ୍ଗଳ ଉପସ୍ଥିତ ହବୋ ଦେଖିବ ନାହିଁ। ମାତ୍ର ପ୍ରାନ୍ତରର ଶୁଷ୍କ ସ୍ଥାନ ରେ, ନିବାସୀବିହୀନ ଲବଣ ଭୂମିରେ ବାସ କରିବେ।

7ଯେଉଁ ଲୋକ ସଦାପ୍ରଭୁଙ୍କ ଉପ ରେ ବିଶ୍ବାସ ରେଖ ଓ ସଦାପ୍ରଭୁ ଯାହାର ବିଶ୍ବାସଭୂମି, ସେ ଧନ୍ଯ।

8କାରଣ ସେ ଜଳ ନିକଟସ୍ଥ ରୋପିତ ବୃକ୍ଷତୁଲ୍ଯ ହବେ। ତା'ର ମୂଳ ବିସ୍ତୃତ ହାଇେ ଜଳ ପାଇବ। ଗ୍ରୀଷ୍ମକାଳ ରେ ସେ ଭୟଭୀତ ହବେ ନାହିଁ। ମାତ୍ର ତା'ର ପତ୍ର ସଦାକାଳ ସବୁଜ ରହିବ। ଅନାବୃଷ୍ଟି ସମୟରେ ସେ ଚିନ୍ତିତ ହବେ ନାହିଁ କିଅବା ସେ ଫଳ ଧାରଣରୁ ନିବୃତ୍ତ ହବେ ନାହିଁ।

9ଯାହାର ଅନ୍ତଃକରଣ ସବୁଠାରୁ କପଟମଯ ଓ ଯାହାର ଅନ୍ତଃକରଣ ପୀଡ଼ିତ, ତାହା କହେି ଜାଣିପାରିବେ ନାହିଁ।

10ମାତ୍ର ଆମ୍ଭେ ସଦାପ୍ରଭୁ, ପ୍ରେତ୍ୟକକ ମନୁଷ୍ଯକୁ ତା'ର କର୍ମ ଅନୁସାରେ ଫଳ ଦେଉ। ଆମ୍ଭେ ତାହାର ଅନ୍ତଃକରଣ ଅନୁସନ୍ଧାନ କରୁ ଓ ତାହାର ମର୍ମ ପରୀକ୍ଷା କରୁ।

Jeremiah 17 illustration - Jeremiah Chapter 17

11ଏକା ତିତ୍ତିର ପକ୍ଷୀ ୟିଏ ଅଣ୍ଡା ଉଷୁମାଏ କିନ୍ତୁ ଅଣ୍ଡାରୁ ଛୁଆ ଫୁଟାଏ ନାହିଁ। ଜଣେ ବ୍ଯକ୍ତି ୟିଏ ଅନ୍ଯାଯ ରେ ଧନ ସଂଗ୍ରହ କରେ ତାହାରି ତୁଲ୍ଯ ହବେ। ସେ ନିଜ ଜୀବନ କାଳ ଅଧା ରେ ଏହିସବୁ ହରାଇବ ଓ ଆପଣା ଅନ୍ତିମ ଜୀବନ କାଳ ରେ ସେ ନିର୍ ବୋଧ ହବେ ।

12ଆଦିକାଳରୁ ଉର୍ଦ୍ଧ୍ବ ରେ ସ୍ଥାପିତ ଗୌରବମଯ ସିଂହାସନ ଆମ୍ଭମାନଙ୍କର ଧର୍ମଧାମ ଅଟେ।

13ହେ ଇଶ୍ରାୟେଲର ଆଶା ଭରସା ସଦାପ୍ରଭୁ, ଯେଉଁମାନେ ତୁମ୍ଭକୁ ପରିତ୍ଯାଗ କରନ୍ତି, ସେ ସମସ୍ତେ ଲଜ୍ଜିତ ହବେେ। ଯେଉଁମାନେ ମାେ ନିକଟରୁ ପ୍ରସ୍ଥାନ କରନ୍ତି, ସମାନଙ୍କେର ନାମ ଧୂଳି ରେ ଲିଖିତ ହବେ, କାରଣ ସମାନେେ ଅମୃତ ଜଳର ନିର୍ଝର ସ୍ବରୂପ ସଦାପ୍ରଭୁଙ୍କୁ ତ୍ଯାଗ କରିଅଛନ୍ତି।

14ହେ ସଦାପ୍ରଭୁ ତୁମ୍ଭେ ମାେତେ ସୁସ୍ଥ କଲେ ମୁଁ ପ୍ରକୃତ ରେ ସୁସ୍ଥ ହବେି। ତୁମ୍ଭେ ଯଦି ମାେତେ ପରିତ୍ରାଣ କର, ତବେେ ମୁଁ ପରିତ୍ରାଣ ପାଇବି। କାରଣ ତୁମ୍ଭେ ମାରେ ପ୍ରଶଂସାର ଭୂମି।

15ସମାନେେ ମାେତେ କୁହନ୍ତି, ହେ ଯିରିମିୟ, ସଦାପ୍ରଭୁଙ୍କର ବାକ୍ଯ କାହିଁ ? ତାହା ଏବେ ଉପସ୍ଥିତ ହେଉ।

Jeremiah 17 illustration - Jeremiah Chapter 17

16ମାେ ନିମନ୍ତେ ତୁମ୍ଭ ପ ରେ ଅନିଷ୍ଟ ଦେଖିବା ପାଇଁ ବଗଗୋମୀ ନ ଥିଲି କିଅବା ମୁଁ ସହେି ବିଭୀଷିକାମଯ ଦିନ ଆସୁ ବୋଲି ଚାହୁଁ ନାହିଁ। ମାେ ଓଷ୍ଠକୁ ଯାହା ନିର୍ଗତ ହେଲା, ତାହା ତୁମ୍ଭ ସମ୍ମୁଖ ରେ ଥିଲା।

17ହେ ସଦାପ୍ରଭୁ, ମାେତେ ବିନାଶ କର ନାହିଁ, ବିପଦ ଦିନ ରେ ତୁମ୍ଭେ ମାରେ ଆଶ୍ରଯ ଅଟ।

18ଯେଉଁମାନେ ମାେତେ ଆଘାତ କରନ୍ତି, ସମାନେେ ଲଜ୍ଜିତ ହୁଅନ୍ତୁ। ମାତ୍ର ମାେତେ ଲଜ୍ଜିତ ହବୋକୁ ଦିଅ ନାହିଁ। ସମାନେେ ନିରାଶ ହୁଅନ୍ତୁ, ମାତ୍ର ମାେତେ ନିରାଶ ହବୋକୁ ଦିଅ ନାହିଁ। ସମାନେେ ନିରାଶ ହବୋକୁ ଦିଅ ନାହିଁ। ସମାନଙ୍କେ ଉପ ରେ ଅମଙ୍ଗଳର ଦିନ ଆଣ ଓ ଦ୍ବିଗୁଣ ବିନାଶ ରେ ସମାନଙ୍କେୁ ବିନାଶ କର।

19ସଦାପ୍ରଭୁ ମାେତେ ଏହା କହିଲେ, ହେ ଯିରିମିୟ, ଲୋକମାନଙ୍କର ଫାଟକରେ ଛିଡ଼ା ହୁଅ, ଯେଉଁଠା ରେ ଯିହୁଦାର ରାଜାଗଣ ୟାତାଯତ କରନ୍ତି, ସହେି ଫାଟକରେ, ଯେଉଁ ଫାଟକରେ ଲୋକମାନଙ୍କର ପୁତ୍ରଗଣ ୟାତାଯତ କରନ୍ତି ଓ ୟିରୁଶାଲମର ସକଳ ଫାଟକରେ ୟାଇ ଠିଆ ହୁଅ ଓ ମାରେ ବାର୍ତ୍ତା ପ୍ରଚାର କର।

20 ସମାନଙ୍କେୁ କୁହ, ' ହେ ଯିହୁଦାର ରାଜଗଣ, ହେ ସମୁଦାଯ ଯିହୁଦା ଓ ସମସ୍ତ ଇଶ୍ରାୟେଲର ନିବାସୀ ଓ ତୁମ୍ଭମାନେେ ଯେଉଁମାନେ କି ଏହି ଫାଟକ ଦଇେ ପ୍ରବେଶ କରୁଛ, ସଦାପ୍ରଭୁଙ୍କର ବାକ୍ଯ ଶୁଣ।

Jeremiah 17 illustration - Jeremiah Chapter 17

21ସଦାପ୍ରଭୁ ଏହା କହନ୍ତି, ତୁମ୍ଭମାନେେ ନିଜ ଜିନିଷ ବିଷଯ ରେ ସାବଧାନ ହୁଅ ଓ ବିଶ୍ରାମ ଦିନ ରେ କୌଣସି ଭାର ବହନ କର ନାହିଁ ଏବଂ ୟିରୁଶାଲମର ଫାଟକ ଦଇେ ତାହା ଭିତରକୁ ଆଣ ନାହିଁ।

22ଆଉ ବିଶ୍ରାମ ଦିନ ରେ ଆପଣା ଆପଣା ଗୃହରୁ କୌଣସି ବୋଝ ବାହାର କରି ନିଅ ନାହିଁ। କିଅବା ତୁମ୍ଭମାନେେ କୌଣସି କାର୍ୟ୍ଯ କର ନାହିଁ। ମାତ୍ର ବିଶ୍ରାମ ଦିନକୁ ପବିତ୍ରରୂପେ ପାଳନ କର। ଆମ୍ଭେ ତୁମ୍ଭ ପୂର୍ବପୁରୁଷମାନଙ୍କୁ ଏହିରୂପେ ଆଜ୍ଞା କରିଥିଲୁ।

23ମାତ୍ର ତୁମ୍ଭ ପୂର୍ବପୁରୁଷଗଣ ଆମ୍ଭ କଥାପ୍ରତି ଅବଧାନ କଲେ ନାହିଁ କି କର୍ଣ୍ଣପାତ କଲେ ନାହିଁ। ସମାନେେ ଅତି ଅବାଧ୍ଯ। ତେଣୁ ସମାନେେ ଦଣ୍ଡିତ ହେଲେ। ସମାନଙ୍କେର କିଛି ମଙ୍ଗଳ ହେଲା ନାହିଁ।

24ମାତ୍ର ସଦାପ୍ରଭୁ କହନ୍ତି, ଯଦି ତୁମ୍ଭମାନେେ ଯତ୍ନ ସହକା ରେ ମାେ କଥାକୁ ଧ୍ଯାନ ଦିଅ,' 'ଯଦି ତୁମ୍ଭମାନେେ ବିଶ୍ରାମ ଦିନ ରେ ୟିରୁଶାଲମର ଫାଟକ ଦଇେ କୌଣସି ବୋଝ ନ ଆଣ ଏବଂ ଯଦି ତୁମ୍ଭମାନେେ ସଇେ ଦିନ ରେ କୌଣସି କାମ ନ କର। ମାତ୍ର ତାକୁ ପବିତ୍ର ମାର୍ଗ ରେ ପାଳନ କର।

25' ତବେେ ଦାଉଦଙ୍କ ସିଂହାସନାରୂଢ଼ ଅଧିପତିଗଣ ଓ ରାଜଗଣ, ରଥରେ ଓ ଅଶ୍ବ ରେ ଚଢ଼ି ସମାନେେ ଓ ସମାନଙ୍କେର ଅଧିପତିମାନେ, ଯିହୁଦାର ଲୋକମାନେ ଓ ୟିରୁଶାଲମ ନିବାସୀମାନେ ଏହି ନଗରଦ୍ବାର ମଧିଅରେ ପ୍ରବେଶ କରିବେ ଓ ଏହି ନଗର ସଦାକାଳ ରହିବ।

Jeremiah 17 illustration - Jeremiah Chapter 17

26ପୁଣି ଲୋକମାନେ ଯିହୁଦାର ନଗର ସମୂହରୁ, ୟିରୁଶାଲମର ଚତୁର୍ଦ୍ଦିଗସ୍ଥିତ ଅଞ୍ଚଳରୁ, ବିନ୍ଯାବୀନ ଦେଶରୁ ନିମ୍ନ ଭୂମିରୁ, ପାର୍ବତ୍ଯ ଦେଶରୁ ଓ ଦକ୍ଷିଣ ଦେଶରୁ ହାମବେଳି, ନବୈେଦ୍ଯ ଓ ସୁଗନ୍ଧି ଧୂପ ଆଉ ଧନ୍ଯବାଦାର୍ଥକ ବଳି ଘନେି ସଦାପ୍ରଭୁଙ୍କ ଗୃହକୁ ଆସିବେ।

27'ମାତ୍ର ତୁମ୍ଭମାନେେ ଯବେେ ଆମ୍ଭର ବାକ୍ଯ ରେ ଅବଧାନ ନ କର। ବିଶ୍ରାମ ଦିନକୁ ପବିତ୍ରରୂପେ ପାଳନ ନ କର ଓ ବିଶ୍ରାମଦିନ ରେ ବୋଝ ବହନ କରି ୟିରୁଶାଲମର ଦ୍ବାର ରେ ପ୍ରବେଶ କର, ତବେେ ଆମ୍ଭେ ସହେି ଦ୍ବାର ସମୂହ ରେ ଅଗ୍ନି ଜଳାଇବା। ଏହା ୟିରୁଶାଲମର ଅଟ୍ଟାଳିକା ସବୁ ଗ୍ରାସ କରିବା ପର୍ୟ୍ଯନ୍ତ ଜଳି ରହିବ।'

Chapter Complete

You have read Jeremiah 17

27 verses