Lumina
Jeremiah

The Broken Covenant

Jeremiah 11·Oriya Bible

1ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ଯ ଉପସ୍ଥିତ ହେଲା। ତାହା ହେଉଛି ଏହି,

2 ହେ ଯିରିମିୟ, ତୁମ୍ଭେ ଏହି ନିଯମର ବାକ୍ଯ ଶୁଣ। ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ ଏହା ଜଣାଅ।

3ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ' ଯେଉଁ ବ୍ଯକ୍ତି ଏହି ନିଯମ ପାଳନ ନ କରିବ ତାହା ପ୍ରତି ମନ୍ଦ ଘଟିବ।'

4ଆମ୍ଭେ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ମିଶରରୁ ଯେତବେେଳେ ଆଣିଲୁ ତାହା ଏକ ଲୌହ ଅଗ୍ନିକୁଣ୍ଡ ସଦୃଶ ନାନା ଦୁଃଖ ଦୁର୍ବିପାକରେ ପୂର୍ଣ୍ଣ ଥିଲା, ସତେିକି ବେଳେ ସମାନଙ୍କେୁ ବାହାର କରି ଆଣି ଏହି ଆଦେଶ ଦଇେଥିଲୁ, ତୁମ୍ଭମାନେେ ଆମ୍ଭର ଆଜ୍ଞା ପାଳନ କର। ତାହା ହେଲେ ତୁମ୍ଭମାନେେ ଆମ୍ଭର ଲୋକ ହବେ ଓ ଆମ୍ଭେ ତୁମ୍ଭର ପରମେଶ୍ବର ହବୋ।

5ଆମ୍ଭେ ତୁମ୍ଭର ପୂର୍ବପୁରୁଷମାନଙ୍କୁ ଶପଥ କରି କହିଥିଲୁ, ଆମ୍ଭେ ତୁମ୍ଭମାନଙ୍କୁ ଏକ ଦୁଗ୍ଧ, ମଧୁର ଉର୍ବର ଦେଶ ଦବୋ ଓ ତାହା ତୁମ୍ଭମାନେେ ଆଜି ସୁଦ୍ଧା ଉପଭୋଗ କରୁଛ। ଯେ କହେି ଏହି ନିଯମ ପାଳନ ନ କରିବ ସେ ଶାପଗ୍ରସ୍ତ ହବେ।

Jeremiah 11 illustration - Jeremiah Chapter 11

6ତା'ପ ରେ ସଦାପ୍ରଭୁ କହିଲେ, ତୁମ୍ଭେ ଯିହୁଦାର ସବୁ ନଗର ରେ ଓ ୟିରୁଶାଲମର ସବୁ ପଥରେ ଏହିସବୁ ପ୍ରଚାର କର, ତୁମ୍ଭମାନେେ ଏହି ନିଯମର ବିଧିସବୁ ଶୁଣ ଓ ସଗେୁଡ଼ିକ ପାଳନ କର।

7ମୁଁ ଯେଉଁଦିନଠାରୁ ତୁମ୍ଭ ପୂର୍ବପୁରୁଷମାନଙ୍କୁ ମିଶରରୁ ଆଣିଲି, ସବେଠାରୁେ ମୁଁ ବାରମ୍ବାର ସମାନଙ୍କେୁ ସାବଧାନ କରାଇଥିଲି ଏବଂ ମୁଁ ତୁମ୍ଭମାନଙ୍କୁ ଯାହା ଆଜ୍ଞା କରୁଛି ଶୁଣ।

8ମାତ୍ର ସମାନେେ ଆମ୍ଭର ବାକ୍ଯ ପ୍ରତି ଅବଧାନ କିଅବା କର୍ଣ୍ଣପାତ କଲେ ନାହିଁ। ପ୍ରେତ୍ୟକକ ନିଜ ନିଜ ଦୁଷ୍ଟ ଅନ୍ତଃକରଣ ରେ ଅବାଧ୍ଯ ହାଇେ ମନ୍ଦ ଆଚରଣ କଲେ। ଚୁକ୍ତି ଅନୁସାରେ ଆଜ୍ଞା ପାଳନ ନ କଲେ ଯାହା ମନ୍ଦ ଘଟିବା କଥା ସମାନଙ୍କେ ଉପ ରେ ତାହା ବର୍ତ୍ତାଇଲୁ। ତଥାପି ସମାନେେ ପାଳନ କଲେ ନାହିଁ।

9ସଦାପ୍ରଭୁ ମାେତେ କହିଲେ, ହେ ଯିରିମିୟ, ୟୁହୁଦାର ଲୋକମାନେ ଓ ୟିରୁଶାଲମ ଅଧିବାସୀଗଣ ଗୁପ୍ତ ମନ୍ତ୍ରଣା କରୁଥିବାର ଆମ୍ଭେ ଜାଣୁଅଛୁ।

10ସମାନଙ୍କେର ପୂର୍ବପୁରୁଷମାନଙ୍କ ପରି ସମାନେେ ଅଧର୍ମ ଆଚରଣ କରିଛନ୍ତି। ସମାନଙ୍କେର ପୂର୍ବପୁରୁଷଗଣ ଆମ୍ଭର ବାକ୍ଯ ଅଗ୍ରାହ୍ଯ କଲେ ଓ ଅନ୍ୟ ଦବଗେଣଙ୍କୁ ସବୋ କଲେ। ଇଶ୍ରାୟେଲ ବଂଶ ଓ ଯିହୁଦା ବଂଶ ସମାନଙ୍କେର ପୂର୍ବପୁରୁଷମାନଙ୍କ ସହିତ ଆମ୍ଭର କୃତ ନିଯମ ଲଙ୍ଘନ କରିଅଛନ୍ତି।

Jeremiah 11 illustration - Jeremiah Chapter 11

11ଏଣୁ ସଦାପ୍ରଭୁ ଏହି କଥା କହନ୍ତି, ଦେଖ ଆମ୍ଭେ ସମାନଙ୍କେ ପ୍ରତି ଅମଙ୍ଗଳ ଘଟାଇବା। ସମାନେେ ସେଥିରୁ ରକ୍ଷା ପାଇପାରିବେ ନାହିଁ। ସମାନେେ ସାହାୟ୍ଯ ପାଇଁ ଆର୍ତ୍ତ ଚିତ୍କାର କଲେ ମଧ୍ଯ ଆମ୍ଭେ ସମାନଙ୍କେର କଥା ଶୁଣିବା ନାହିଁ।

12ଯିହୁଦାର ଲୋକମାନେ ଓ ୟିରୁଶାଲମର ନିବାସୀମାନେ ସମାନଙ୍କେ ପାଖ ରେ ପ୍ରାର୍ଥନା କରିବେ, ଯେଉଁମାନଙ୍କ ପାଇଁ ସମାନେେ ସୁଗନ୍ଧ ଧୂପ ଜାଳିଛନ୍ତି। ମାତ୍ର ସହେି ବିପଦ ସମୟରେ ସମାନଙ୍କେର ସହେି ମୂର୍ତ୍ତିମାନେ ସମାନଙ୍କେୁ ଉଦ୍ଧାର କରିପାରିବେ ନାହିଁ।

13 ହେ ଯିହୁଦାର ଲୋକମାନେ, ତୁମ୍ଭମାନଙ୍କର ମୂର୍ତ୍ତିମାନଙ୍କର ସଂଖ୍ଯା ସଠାେ ରେ ଅଧିବାସୀମାନଙ୍କ ସହିତ ସମାନ। ୟିରୁଶାଲମର ରାଜପଥଗୁଡ଼ିକର ସଂଖ୍ଯା ପରି, ତୁମ୍ଭମାନେେ ବହୁତ ବଦେୀ ନିର୍ମାଣ କଲ, ବାଲ୍ ନିମନ୍ତେ ସୁଗନ୍ଧି ଧୂପ ଜଳାଇବା ପାଇଁ।

14 ତେଣୁ ଯେ ଯିରିମିୟ, ତୁମ୍ଭେ ଏହି ଲୋକମାନଙ୍କ ପାଇଁ ପ୍ରାର୍ଥନା କର ନାହିଁ। କାରଣ ସମାନେେ ଦୁଃଖ ଭୋଗିଲାବେଳେ ଆର୍ତ୍ତସ୍ବର ରେ ସାହାୟ୍ଯ ଭିକ୍ଷା କରିବେ। ମାତ୍ର ଆମ୍ଭେ ସମାନଙ୍କେର କଥା ଶୁଣିବା ନାହିଁ।

15ଆମ୍ଭେ ଗୃହ ରେ ଆମ୍ଭ ପ୍ରିଯ ଯିହୁଦାର କି କାର୍ୟ୍ଯ ? କାରଣ ସେ ଅନ୍ୟମାନଙ୍କ ସହିତ ନାନା ବ୍ଯଭିଚାର କରିଅଛି। ହେ ଯିହୁଦା, ତୁମ୍ଭେ କ'ଣ ଭାବିଛ ତୁମ୍ଭର ସ୍ବତନ୍ତ୍ର ଶପଥ ଓ ପ୍ରାଣୀବଳି, ତୁମ୍ଭକୁ ଧ୍ବଂସରୁ ରକ୍ଷା କରିବ ? ତୁମ୍ଭେ କ'ଣ ଚିନ୍ତା କରିଛ ହାମବେଳି ଦ୍ବାରା ତୁମ୍ଭ ମନ୍ଦକର୍ମର ଶାସ୍ତିକୁ ଉଦ୍ଧାର ପାଇବ ?

Jeremiah 11 illustration - Jeremiah Chapter 11

16ସଦାପ୍ରଭୁ ତୁମ୍ଭକୁ ଥରେ ସମ୍ ବୋଧନ କରିଥିଲେ, ସୁନ୍ଦର ଫଳ ରେ ପୂର୍ଣ୍ଣ ହରିତପୂର୍ଣ୍ଣ ଜିତବୃକ୍ଷ' ବୋଲି। ମାତ୍ର ତାହା ଲୋକାରଣ୍ଯର ମହାଶବ୍ଦ ପରି ସେ ତହିଁ ଉପ ରେ ଅଗ୍ନି ଜଳାଇବେ ଓ ତାହାର ଶାଖାସବୁ ଜଳି ୟିବ।

17ସୈନ୍ଯାଧିପତି ସଦାପ୍ରକୁ ତୁମ୍ଭକୁ ରୋପଣ କରିଥିଲେ। ସେ କହିଥିଲେ ତୁମ୍ଭ ଉପ ରେ ମହାବିପଦ ଆସିବ। କାରଣ ଇଶ୍ରାୟେଲ ବଂଶ ଓ ଯିହୁଦା ବଂଶ ବହୁ ଦୁଷ୍ଟତା ଆଚରଣ କରିଅଛନ୍ତି। ସମାନେେ ବାଲ୍ଦବେ ଉଦ୍ଦେଶ୍ଯ ରେ ଧୂପ କଳାର ଆମ୍ଭକୁ ବିରକ୍ତ କରିବା ସକାେଶ ନିଜେ ନିଜେ ତାହାସବୁ କରିଛନ୍ତି।

18ସଦାପ୍ରଭୁ ମାେତେ ଜଣାଇଲେ ଯେ ଅନାେଥାତର ଲୋକମାନେ ମାେ ବିରୁଦ୍ଧ ରେ ଷଡ଼ୟନ୍ତ୍ର କରୁଛନ୍ତି। ସେ ସମାନଙ୍କେର କ୍ରିଯା ମାେତେ ସେ ସମୟରେ ଦଖାଇେଲେ।

19ସଦାପ୍ରଭୁ, ସମାନେେ ମାେ ବିପକ୍ଷ ରେ ଅଛନ୍ତି ବୋଲି ଦଖାଇବୋ ପୂର୍ବରୁ ମୁଁ ଏକ ନିରୀହ ମଷେଶାବକ ପରି ହତ୍ଯା ପାଇଁ ରହିଥିଲି। ସମାନେେ ମାେ ବିରୁଦ୍ଧ ରେ ଅଛନ୍ତି ବୋଲି ମୁଁ ଜାଣି ନଥିଲି। ସମାନେେ ମାେ ବିରୁଦ୍ଧ ରେ କୁମନ୍ତ୍ରଣା କରି କହିଲେ, ଆସ ଫଳ ସହିତ ବୃକ୍ଷକୁ କାଟି ନଷ୍ଟ କରିବା। ଲୋକେ ଯେପରି ତାଙ୍କୁ ଆଉ ସ୍ମରଣ ନ କରିବେ ସେଥିପାଇଁ ତାଙ୍କୁ କାଟି ପକାଇବା।

20କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ଜଣେ ପ୍ରକୃତ ବିଚାରକ। ତୁମ୍ଭେ ଲୋକମାନଙ୍କର ମନ ଓ ବୁଦ୍ଧି ପରୀକ୍ଷା କରୁଥାଅ। ସମାନଙ୍କେ ପ୍ରତି ତୁମ୍ଭର ପ୍ରତି ଶାଧେ ମାେତେ ଦଖାେଅ। କାରଣ ମାରେଘଟଣାରୁ ମୁଁ ତୁମ୍ଭଙ୍କୁ ପୁରା ବିଶ୍ବାସ କରିବି।

Jeremiah 11 illustration - Jeremiah Chapter 11

21ଅବାଥୋତର ଲୋକମାନେ ଯିରିମିୟଙ୍କୁ ହତ୍ଯା କରିବାକୁ ଯୋଜନା କରୁଥିଲେ। ସହେି ଲୋକମାନେ ଯିରିମିୟଙ୍କୁ କହିଲେ, ତୁମ୍ଭେ ସଦାପ୍ରଭୁଙ୍କ ନାମ ରେ ଭବିଷ୍ଯଦ ବାକ୍ଯ ପ୍ରଚାର କର ନାହିଁ, କଲେ ଆମ୍ଭମାନେେ ତୁମ୍ଭକୁ ହତ୍ଯା କରିବୁ। ତେଣୁ ସଦାପ୍ରଭୁ ସମାନଙ୍କେ ବିଷଯ ରେ ଏକ ସିଦ୍ଧାନ୍ତ ନେଲେ।

22ତେଣୁ ସୈନ୍ଯାଧିପତି ସଦାପ୍ରଭୁ କହିଲେ, ଖୁବ୍ ଶୀଘ୍ର ଆମ୍ଭେ ସମାନଙ୍କେୁ ଶାସ୍ତି ଦବୋ। ସମାନଙ୍କେର ୟୁବାଗଣ ଖଡ୍ଗ ରେ ନିହିତ ହବେେ ଓ ସମାନଙ୍କେର ପୁତ୍ରକନ୍ଯାଗଣ ଦୁର୍ଭିକ୍ଷ ରେ ମରିବେ।

23ଅବାଥୋତ ରେ ଅବଶିଷ୍ଟ କହେି ରହିବେ ନାହିଁ। ଆମ୍ଭେ ସମାନଙ୍କେ ପ୍ରତି ଶାସ୍ତି ବିଧାନ କରିବା ଓ ସମାନଙ୍କେ ପ୍ରତି ଅମଙ୍ଗଳ ଘଟାଇବା।

Chapter Complete

You have read Jeremiah 11

23 verses