Lumina
Isaiah

The Year of the LORD's Favor

Isaiah 61·Oriya Bible

1ସଦାପ୍ରଭୁଙ୍କର ସବେକ କୁହନ୍ତି, ପ୍ରଭୁ ସଦାପ୍ରଭୁଙ୍କର ଆତ୍ମା ମାଠାେ ରେ ଅଧିଷ୍ଠାନ କରନ୍ତି, କାରଣ ନମ୍ର ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ସଦାପ୍ରଭୁ ମାେତେ ଅଭିଷିକ୍ତ କରିଅଛନ୍ତି। ସେ ଭଗ୍ନାନ୍ତଃକରଣ ଲୋକମାନଙ୍କର କ୍ଷତ ବାନ୍ଧିବାକୁ ବନ୍ଦୀ ଲୋକମାନଙ୍କୁ ମୁକ୍ତି ଦବୋକୁ ଓ ନିର୍ବାସିତ ଲୋକମାନଙ୍କୁ କାରାମୁକ୍ତ କରିବାକୁ ପ୍ରଚାର କରିବା ନିମନ୍ତେ ମାେତେ ପ୍ ରରଣେ କରିଛନ୍ତି।

2କେତବେେଳେ ସଦାପ୍ରଭୁ ତାଙ୍କର କରୁଣା ପ୍ରଦର୍ଶନ କରିବେ ଓ କେଉଁ ସମୟରେ ପରମେଶ୍ବର ଦୁଷ୍ଟାଚାରୀଙ୍କ ଉପ ରେ ପ୍ରତିଶୋଧ ନବେେ ଓ ଶାେକାର୍ତ୍ତମାନଙ୍କୁ ସାନ୍ତ୍ବନା କରିବେ। ସେ ସବୁ ପ୍ରଚାର କରିବାକୁ ପରମେଶ୍ବର ମାେତେ ପ୍ ରରଣେ କରିଛନ୍ତି।

3ସିୟୋନର ଶାେକର୍ତ୍ତ ଲୋକମାନଙ୍କୁ ଯୋଗାଇ ଦବୋକୁ ଓ ଭସ୍ମ ପରିବର୍ତେ ଭୂଷଣ, ଦୁଃଖ ପରିବର୍ତେ ସୁଖ ରୂପ ତୈଳ, ଅବସନ୍ନ ଆତ୍ମା ପରିବର୍ତେ ପ୍ରଶଂସାରୂପ ବସ୍ତ୍ର ପ୍ରଦାନ କରିବାକୁ ସେ ମାେତେ ପ୍ ରରଣେ କରିଅଛନ୍ତି । ତହିଁରେ ସଦାପ୍ରଭୁ ଯେପରି ଗୌରବାନ୍ବିତ ହବେେ, ଏଥିପାଇଁ ସମାନେେ 'ଧର୍ମରୂପ ବୃକ୍ଷ' ଓ 'ତାଙ୍କର ଉଦ୍ୟାନ ବୋଲି ବିଖ୍ଯାତ ହବେେ।'

4 ସମାନେେ ପୁରାତନ ଧ୍ବସ୍ତ ବିଧ୍ବସ୍ତ ସ୍ଥାନଗୁଡ଼ିକୁ ପୁନଃନିର୍ମାଣ କରିବେ। ପୂର୍ବକାଳର ନଷ୍ଟ ସ୍ଥାନସବୁ ଉଠାଇବେ, ଆଉ ସମାନେେ ବିନଷ୍ଟ ଓ ଅନକେ ପୁରୁଷ ପରମ୍ପରାର ନଷ୍ଟ ନଗର ସବୁକୁ ନୂତନ କରି ଗଢ଼ିବେ।

5ବିଦେଶୀଯମାନେ ତୁମ୍ଭ ମଷେପଲ ଚରାଇବା ପାଇଁ ଛିଡ଼ା ହବେେ ଓ ସମାନଙ୍କେର ସନ୍ତାନମାନେ ତୁମ୍ଭ ଶସ୍ଯକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ରେ କାର୍ୟ୍ଯ କରିବେ।

Isaiah 61 illustration - Isaiah Chapter 61

6ମାତ୍ର ତୁମ୍ଭମାନେେ ସଦାପ୍ରଭୁଙ୍କର ଯାଜକ' ବୋଲି ଖ୍ଯାତ ହବେ। ଲୋକମାନେ ତୁମ୍ଭମାନଙ୍କୁ ଆମ୍ଭମାନଙ୍କର ପରିଚାଳକ' ବୋଲି ଡ଼ାକିବେ। ତୁମ୍ଭମାନେେ ଅନ୍ୟଦେଶୀଯମାନଙ୍କ ସମ୍ପତ୍ତି ଭୋଗ କରିବ ଓ ସମାନଙ୍କେ ଐଶ୍ବର୍ୟ୍ଯ ରେ ତୁମ୍ଭମାନେେ ଗର୍ବିତ ହବେ।

7ଲଜ୍ଜା ପରିବର୍ତେ ସମାନେେ ଦୁଇଗୁର ସମ୍ମାନ ପାଇବେ। ପୁଣି ଅପମାନ ପରିବର୍ତେ ସମାନେେ ନିଜ ନିଜ ଅଧିକାର ରେ ଆନନ୍ଦ କରିବେ। ଏଥିପାଇଁ ସମାନେେ ନିଜ ଦେଶ ରେ ଦୁଇଗୁଣ ଅଂଶ ପାଇବେ ଓ ସମାନଙ୍କେର ଅନନ୍ତକାଳସ୍ଥାଯୀ ଆହ୍ଲାଦ ହବେ।

8କାରଣ ଆମ୍ଭେ ସଦାପ୍ରଭୁ ନ୍ଯାଯ ବିଚାରକୁ ଭଲ ପାଉଁ। ଆମ୍ଭେ ଅଧର୍ମ ଓ ଅପହରଣକୁ ଘୃଣା କରୁ। ଆଉ ଆମ୍ଭେ ସତ୍ଯ ରେ ସମାନଙ୍କେୁ ପ୍ରତିଫଳ ଦବୋ ଓ ସମାନଙ୍କେ ସହିତ ଅନନ୍ତକାଳସ୍ଥାଯୀ ଏକ ଚୁକ୍ତି କରିବା।

9ପୁଣି ସମାନଙ୍କେ ବଂଶ ଅନ୍ୟ ଦେଶୀଯମାନଙ୍କ ମଧିଅରେ ଓ ସମାନଙ୍କେ ସନ୍ତାନଗଣ ଗୋଷ୍ଠୀମାନଙ୍କ ମଧିଅରେ ବିଖ୍ଯାତ ହବେେ। ସମାନେେ ସଦାପ୍ରଭୁଙ୍କର ଆଶୀର୍ବାଦପ୍ରାପ୍ତ ବଂଶ ବୋଲି ସମାନଙ୍କେୁ ଦେଖିବା ଲୋକ ସମସ୍ତେ ସ୍ବୀକାର କରିବେ।

10ମୁଁ ସଦାପ୍ରଭୁଙ୍କଠା ରେ ଅତିଶଯ ଆନନ୍ଦ କରିବି, ମାରେ ପ୍ରାଣ ମାରେ ପରମେଶ୍ବରଙ୍କଠା ରେ ଉଲ୍ଲସିତ ହବେ ; କାରଣ ବର ଯେପରି ଭୂଷଣ ରେ ନିଜକୁ ଭୂଷିତ କରେ ଓ କନ୍ଯା ଯେପରି ନିଜକୁ ରତ୍ନ ରେ ଭୂଷିତା କରେ ସହେିପରି ସେ ପରିତ୍ରାଣରୂପ ବସ୍ତ୍ର ରେ ମାେତେ ଆଚ୍ଛାଦିତ କରିଅଛନ୍ତି ଓ ଧର୍ମରୂପକ ରାଜବସ୍ତ୍ର ରେ ମାେତେ ଆବୃତ କରିଅଛନ୍ତି।

Isaiah 61 illustration - Isaiah Chapter 61

11କାରଣ ଭୂମି ଯେପରି ବୀଜକୁ ଅଙ୍କୁରିତ କରାଏ ଓ ଉଦ୍ୟାନ ରେ ବୁଣା ୟାଇଥିବା ମଞ୍ଜି ଯେପରି ଅଙ୍କୁରିତ ହାଇେ ବଢ଼େ, ସହେିପରି ସଦାପ୍ରଭୁ ସମଗ୍ର ଜାତିଗଣଙ୍କ ମଧିଅରେ ଧର୍ମ ଓ ପ୍ରଶଂସା ଅଙ୍କୁରିତ କରିବେ।

Chapter Complete

You have read Isaiah 61

11 verses